ଭାରତୀୟଙ୍କୁ ଆମେରିକାରୁ ବିଦା କରିବାକୁ ଅପିଲ କଲେ ଏହି ଆମେରିକୀୟ ନେତା, ହେଉଛି ବଡ଼ ଚର୍ଚ୍ଚା
ଓ୍ବାଶିଂଟନ,୧୯।୧୦: ଆମେରିକାରେ ରହୁଥିବା ଭାରତୀୟଙ୍କ ବିଷୟରେ ମନ୍ତବ୍ୟ ପାଇଁ ଫ୍ଲୋରିଡା ଷ୍ଟେଟ ସେନେଟର ଚାଣ୍ଡଲର ଲାଙ୍ଗେଭିନ କଠୋର ସମାଲୋଚନାର ସମ୍ମୁଖୀନ ହେଉଛନ୍ତି। ଭାରତୀୟଙ୍କୁ ଦେଶାନ୍ତର କରିବା ବିଷୟରେ ତାଙ୍କର ବିବାଦୀୟ ମନ୍ତବ୍ୟ ପାଇଁ ଶନିବାର (ଅକ୍ଟୋବର ୧୮) ଦିନ ସିଟି କାଉନସିଲ…
ଅସ୍ତ୍ରବିରତି ଘୋଷଣା କଲେ ପାକିସ୍ତାନ-ଆଫଗାନିସ୍ତାନ
ଇସଲାମାବାଦ,୧୯ା୧୦: ଦୋହାରେ ତୁର୍କି ଓ କତାରର ମଧ୍ୟସ୍ଥତାରେ ବଡ଼ ସଫଳତା ମିଳିଛି। ଅସ୍ତ୍ରବିରତି ପାଇଁ ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ ସହମତି ପ୍ରକାଶ ପାଇଛି। ତେବେ ଉଭୟ ଦେଶ ଅସ୍ତ୍ରବିରତି ପାଇଁ ରାଜି ହୋଇଥିବା ଘୋଷଣା କରିଛି କତାର। ସୀମାରେ ଉତ୍ତେଜନା ହ୍ରାସ ପାଇଁ…
ଦୀପାବଳି ପାଇଁ ଘରକୁ ଫେରୁଥିବା ୨୫୬ ଜଣ ଯାତ୍ରୀ ଫସି ରହିଛନ୍ତି ଏୟାର ଇଣ୍ଡିଆ ବିମାନରେ
ନୂଆଦିଲ୍ଲୀ,୧୮।୧୦: ଇଟାଲୀର ମିଲାନରୁ ଭାରତ ଫେରୁଥିବା ୨୫୫ ଜଣ ଯାତ୍ରୀଙ୍କ ପାଇଁ ଦୀପାବଳି ଖରାପ ହୋଇଗଲା। ଏୟାର ଇଣ୍ଡିଆ ଡ୍ରିମଲାଇନର ବିମାନରେ ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁ ଶୁକ୍ରବାର (୧୭ ଅକ୍ଟୋବର, ୨୦୨୫) ଉଡ଼ାଣ ବାତିଲ କରିବାକୁ ପଡ଼ିଲା। ଯାତ୍ରୀମାନେ ମିଲାନରେ…
ଏହିଦିନ ଭାରତ-ଚାଇନା ମଧ୍ୟରେ ହେବ ବିମାନ ସେବା! ଘୋଷଣା ହେଲା ତାରିଖ
ନୂଆଦିଲ୍ଲୀ,୧୮।୧୦: ଭାରତ-ଚାଇନା ସମ୍ପର୍କ ସ୍ବାଭାବିକ କରିବା ସହିତ, ଚାଇନା ଇଷ୍ଟର୍ଣ୍ଣ ଏୟାରଲାଇନ୍ସ ନଭେମ୍ବର ୯, ୨୦୨୫ରୁ ସାଂଘାଇ ଏବଂ ନୂଆଦିଲ୍ଲୀ ମଧ୍ୟରେ ରାଉଣ୍ଡ-ଟ୍ରିପ ବିମାନ ଚଳାଚଳ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି। ଏହି ବିମାନଗୁଡ଼ିକ ପ୍ରତି ବୁଧବାର, ଶନିବାର ଏବଂ ରବିବାର…
ଫସିଗଲା ବାଂଲାଦେଶ! ହଜରତ ଶାହଜଲାଲ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଲାଗିଲା ଭୟଙ୍କର ନିଆଁ
ଢାକା,୧୮।୧୦: ବାଂଲାଦେଶର ରାଜଧାନୀ ଢାକାର ହଜରତ ଶାହଜଲାଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ଶନିବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ପରେ ସେଠାରୁ ସମସ୍ତ ବିମାନ ଉଡ଼ାଣକୁ ଅସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଛି। ସୂଚନା ଅନୁଯାୟୀ, ଅପରାହ୍ନ ପ୍ରାୟ ୨ଟା୧୫ ସମୟରେ…
ପାକିସ୍ତାନର Airstrikeରେ ଆଫଗାନିସ୍ତାନର ୩ କ୍ରିକେଟରଙ୍କ ମୃତ୍ୟୁ, ରାଗିଲେ ରଶିଦ
ଇସଲାମାବାଦ,୧୮।୧୦: ପାକିସ୍ତାନର ବିମାନ ଆକ୍ରମଣରେ ତିନି ଜଣ ଆଫଗାନିସ୍ତାନ କ୍ରିକେଟରଙ୍କ ସମେତ ଆଠ ଜଣ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ସାତ ଜଣ ଆହତ ହୋଇଛନ୍ତି। ଏହି ଆକ୍ରମଣ ପକଟିକା ପ୍ରଦେଶର ଉରଗୁନ ଅଞ୍ଚଳରେ ଘଟିଛି, ଯେଉଁଠାରେ କ୍ରିକେଟର କବୀର, ସିବଗତୁଲ୍ଲା…
ଭାରତକୁ ଧ୍ୱଂସ କରିଦେବୁ…ପୁଣି ପରମାଣୁ ଧମକ ଦେଲେ ମୁନିର
ଇସଲାମାବାଦ୍,୧୮।୧୦: ପାକିସ୍ତାନର ସେନା ମୁଖ୍ୟ, ଫିଲ୍ଡ ମାର୍ଶାଲ ଅସିମ ମୁନିର, ଭାରତ ବିରୋଧରେ ଏକ ଧମକପୂର୍ଣ୍ଣ ବୟାନ ଦେଇ ପୁଣି ଥରେ ଉତ୍ତେଜନା ବୃଦ୍ଧି କରିବାକୁ ଚେଷ୍ଟା କରିଛନ୍ତି। ଆବୋଟାବାଦର କାଲୁଲରେ ପାକିସ୍ତାନୀ ସାମରିକ ଏକାଡେମୀରେ କ୍ୟାଡେଟମାନଙ୍କୁ ସମ୍ବୋଧିତ କରି ସେ…
ଭାରତ-ରୁଷିଆ ମିଶି କଲେ ବଡ଼ ଡିଲ୍: ଟେନସନ୍ରେ ଚାଇନା
ନୂଆଦିଲ୍ଲୀ/ମସ୍କୋ,୧୮।୧୦: ଭାରତ ଏବଂ ପଡ଼ୋଶୀ ଚାଇନା ମଧ୍ୟରେ ଏକ ନୂତନ ବିବାଦ ସୃଷ୍ଟି ହେଉଥିବା ପରି ମନେ ହେଉଛି। ଚାଇନା ବିରଳ ପୃଥିବୀ ଧାତୁ ଏବଂ ସ୍ଥାୟୀ ଚୁମ୍ବକ ଯୋଗାଣ ଉପରେ ଆହୁରି ନିୟନ୍ତ୍ରଣ ଲାଗୁ କରିଛି। ଭାରତ ଏହାର ବିରଳ…
ପୁଣି ଟାରିଫ୍ ବମ୍ ପକାଇଲେ ଟ୍ରମ୍ପ, ଏହି ଦେଶଗୁଡ଼ିକୁ ଲାଗିବ ଝଟ୍କା
ଓ୍ବାଶିଂଟନ,୧୮ା୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନଭେମ୍ବର ୧ରୁ ଆମଦାନୀ ହେଉଥିବା ମଧ୍ୟମ ଏବଂ ଭାରୀ ଟ୍ରକ ଏବଂ ଏହାର ପାର୍ଟସ ଉପରେ ନୂଆ ୨୫% ଶୁଳ୍କ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆମଦାନୀ ହେଉଥିବା ବସ୍ ଉପରେ ମଧ୍ୟ ୧୦%…
ଭାରତକୁ ନେଇ ଏମିତି ଦାବି କଲେ ଟ୍ରମ୍ପ: ଉଡ଼ିଗଲା ରୁଷିଆର ହୋଶ୍
କିଭ୍,୧୮।୧୦: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକିଙ୍କ ସହ ଏକ ସାକ୍ଷାତ ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ମିଛ ଦାବିକୁ ପୁନର୍ବାର ଦୋହରାଇଛନ୍ତି। ସେ କହିଛନ୍ତି, ଭାରତ ଆଉ ରୁଷିଆରୁ ତେଲ କିଣିବ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ…
ଆଫଗାନିସ୍ତାନ ଉପରେ ପୁଣି ଏୟାରଷ୍ଟ୍ରାଇକ କଲା ପାକିସ୍ତାନ, ଏଥର ବଡ ଯୁଦ୍ଧ ନିଶ୍ଚିତ
ନୂଆଦିଲ୍ଲୀ,୧୭।୧୦: ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ୪୮ ଘଣ୍ଟିଆ ସନ୍ଧି ବୃଦ୍ଧି ନେଇ ସହମତି ହେବା କିଛି ଘଣ୍ଟା ପରେ ପାକିସ୍ତାନ ଆଫଗାନିସ୍ତାନର ପାକଟିକା ପ୍ରଦେଶର ଅର୍ଗୁନ ଓ ବେରମାଲ ଜିଲ୍ଲାରେ ଏୟାରଷ୍ଟ୍ରାଇକ କରିଛି ବୋଲି ତାଲିବାନ ଦାବି କରିଛି। ଏହି…
ମାଂସପେଶୀ ବୃଦ୍ଧି ପାଇଁ ‘ମା’ କ୍ଷୀର’ କିଣୁଛନ୍ତି କିଛି ଜିମ୍ ବଏ
ନୂଆଦିଲ୍ଲୀ,୧୭।୧୦: ଆମେରିକାରେ ଏକ ଅଜଣା ଫିଟନେସ ଟ୍ରେଣ୍ଡ ଏବେ ଚର୍ଚ୍ଚାରେ। ମାଂସପେଶୀ ବୃଦ୍ଧି ପାଇଁ କିଛି ଜିମ୍ ପ୍ରେମୀ ନୂଆ ମା’ଙ୍କ କ୍ଷୀର ଅନଲାଇନରେ କିଣୁଛନ୍ତି, ଯାହାକୁ ସେମାନେ ମାଂସପେଶୀ ବୃଦ୍ଧିର ‘ଗୁପ୍ତ ଶକ୍ତି’ ବୋଲି ମନେ କରୁଛନ୍ତି। ଏହି ଚାହିଦା…
Archives


