ନେପାଳରେ Gen Z ବିକ୍ଷୋଭ ପରେ ବାଲେନ୍ଦ୍ର ଶାହଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଦାବି
ନୂଆଦିଲ୍ଲୀ,୯।୯: ନେପାଳରେ ଜେନ୍ ଜିଡ୍ ନେତୃତ୍ୱାଧୀନ ବିକ୍ଷୋଭ ଆଗରେ ମୁଣ୍ଡ ନୁଆଇଁ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଇସ୍ତଫା ଦେଇଛନ୍ତି। ଏବେ ସମସ୍ତଙ୍କ ନଜର କାଠମାଣ୍ଡୁର ମେୟର ବାଲେନ୍ଦ୍ର ଶାହଙ୍କ ଉପରେ ରହିଛି, ଯିଏ ବାଲେନ ନାମରେ ଜଣାଶୁଣା। ଅନଲାଇନ...
ରାଜରାସ୍ତାକୁ ଓହ୍ଲାଇ ନେପାଳ ସରକାରଙ୍କୁ ଗାଦିଚ୍ୟୁତ କରିଥିବା Gen Z କିଏ? ଜାଣନ୍ତୁ ଏମାନକୁ ନେଇ ସବୁକିଛି…
କାଠମାଣ୍ଡୁ,୯।୯: ନେପାଳରେ ହିଂସାତ୍ମକ ବିଦ୍ରୋହ ପରେ ପ୍ରଧାନମନ୍ତ୍ରୀଙ୍କ ସହ ରାଷ୍ଟ୍ରପତି ଇସ୍ତଫା ଦେଇସାରିଛନ୍ତି। ଏହାକୁ ନେଇ ରାଜନୈତିକ ଅସ୍ଥିରତା ବୃଦ୍ଧି ପାଇଛି। ଏସବୁ ମଧ୍ୟରେ ଚର୍ଚ୍ଚାର ପରିସରକୁ ଆସିଛି ‘ଜେନ୍ Z’, ଯାହାଙ୍କ ନେତୃତ୍ୱରେ ସରକାରଙ୍କ ବିରୋଧରେ ବିକ୍ଷୋଭ କରାଯାଉଛି।...
Video: ନେପାଳରେ ହିଂସାତ୍ମକ ବିକ୍ଷୋଭ, ଅର୍ଥମନ୍ତ୍ରୀଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ମାରିଲେ ଗୋଇଠା
ନେପାଳ,୯।୯: ନେପାଳରେ ଜେନ୍ ଜେଡ୍-ନେତୃତ୍ୱାଧୀନ ବିକ୍ଷୋଭ ହିଂସାତ୍ମକ ରୂପ ନେଇଛି। ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ବାସଭବନରେ ନିଆଁ ଲଗାଯାଇଥିବା ବେଳେ ଅର୍ଥମନ୍ତ୍ରୀ ବିଷ୍ଣୁ ପ୍ରସାଦ ପାଉଡେଲଙ୍କୁ କାଠମାଣ୍ଡୁ ରାସ୍ତାରେ ବିକ୍ଷୋଭକାରୀମାନେ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଛନ୍ତି। ଏକ ଭିଡିଓରେ...
ନେପାଳରେ ବିଦ୍ରୋହ: ପ୍ରଧାନମନ୍ତ୍ରୀଙ୍କ ପରେ ଇସ୍ତଫା ଦେଲେ ରାଷ୍ଟ୍ରପତି
କାଠମାଣ୍ଡୁ,୯।୯: ନେପାଳରେ ହଇଚଇ। ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ନିଜ ପଦରୁ ଇସ୍ତଫା ଦେବା ପରେ ପରେ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ଇସ୍ତଫା ଦେଇଛନ୍ତି। ଆମେରିକା, ୟୁରୋପୀୟ ସଂଘ (ଇୟୁ), ବ୍ରାଜିଲ, ଭାରତ, ଚାଇନା ଓ ଅଷ୍ଟ୍ରେଲିଆ ସମେତ ବିଶ୍ୱର...
ରାଷ୍ଟ୍ରପତିଙ୍କ ଘର ଉପରେ ଆକ୍ରମଣ କଲେ ବିକ୍ଷୋଭକାରୀ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଘରକୁ ବି ଜାଳିଦେଲେ, ଦେଖନ୍ତୁ ଭିଡିଓ…
କାଠମାଣ୍ଡୁ,୯।୯: ନେପାଳରେ ଚାଲିଥିବା ପ୍ରତିବାଦ ମଧ୍ୟରେ ଏପର୍ଯ୍ୟନ୍ତ ୧୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶହ ଶହ ଲୋକ ଆହତ ହୋଇଛନ୍ତି। ମଙ୍ଗଳବାର ନେପାଳର ରାଷ୍ଟ୍ରପତି ରାମ ଚନ୍ଦ୍ର ପୌଡେଲଙ୍କ ଘର ଉପରେ ବିକ୍ଷୋଭକାରୀମାନେ ଆକ୍ରମଣ କରିଥିଲେ। ପ୍ରତିବାଦକାରୀମାନେ ଅନେକ ମନ୍ତ୍ରୀଙ୍କ...
ପାକିସ୍ତାନରେ ପ୍ରତିଦିନ ୧୨ ଶିଶୁ ହେଉଛନ୍ତି ଯୌନ ହିଂସାର ଶିକାର, ୫ ବର୍ଷରେ ୨୨ ହଜାର ମାମଲା
ଇସଲାମାବାଦ,୯।୯: ପାକିସ୍ତାନରେ ଶିଶୁମାନଙ୍କ ବିରୁଦ୍ଧରେ ବଢ଼ୁଥିବା ଯୌନ ହିଂସା ମାମଲା ଉପରେ ପ୍ରମୁଖ ସଂଖ୍ୟାଲଘୁ ଅଧିକାର ଗୋଷ୍ଠୀଗୁଡ଼ିକ ଚିନ୍ତା ପ୍ରକାଶ କରିଛନ୍ତି। ଦୁର୍ବଳ ଲୋକଙ୍କୁ ସୁରକ୍ଷା ଦେବାରେ ପାକିସ୍ତାନୀ କର୍ତ୍ତୃପକ୍ଷଙ୍କ ସମ୍ପୂର୍ଣ୍ଣ ବିଫଳତା ବୋଲି କହିଛି। ଭଏସ ଅଫ ପାକିସ୍ତାନ...
ଶେଷରେ ଗାଦି ଛାଡ଼ିଦେଲେ ପ୍ରଧାନମନ୍ତ୍ରୀ ଓଲି: ସୋସିଆଲ ମିଡିଆ ଉପରେ କଟକଣା ଲଗାଇବା ପଡ଼ିଲା ମହଙ୍ଗା
କାଠମାଣ୍ଡୁ,୯ା୯: ଆମେରିକା, ୟୁରୋପୀୟ ସଂଘ (ଇୟୁ), ବ୍ରାଜିଲ, ଭାରତ, ଚାଇନା ଓ ଅଷ୍ଟ୍ରେଲିଆ ସମେତ ବିଶ୍ୱର ବିଭିନ୍ନ ଭାଗରେ ଅପପ୍ରଚାର, ଡେଟା ପ୍ରିଭେସି, ଅନ୍ଲାଇନ୍ ସେଫ୍ଟି ଓ ଜାତୀୟ ସୁରକ୍ଷା ପ୍ରସଙ୍ଗରେ ସରକାରମାନେ କଟକଣା ଲଗାଉଥିବାବେଳେ ନେପାଳ ମଧ୍ୟ ଅନୁରୂପ...
ଟ୍ରମ୍ପଙ୍କୁ ‘ନାକେଦମ’ କରିବା ପାଇଁ ଭାରତକୁ ସିକ୍ରେଟ୍ ଫର୍ମୁଲା ଦେଲା ଚାଇନା
ଓ୍ବାଶିଂଟନ୍,୯।୯: ଆମେରିକା ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶ ବିରୋଧରେ ଏକପାଖିଆ ଟାରିଫ୍ ଘୋଷଣା କରିଛି। ରାଷ୍ଟ୍ରପତି ଟ୍ରମ୍ପଙ୍କ ଏହି ନିଷ୍ପତ୍ତିକୁ କଡ଼ା ସମାଲୋଚନା କରାଯାଉଛି। ତାଙ୍କ ପଦକ୍ଷେପ ପରେ, ଗୋଟିଏ ପଟେ ଆମେରିକୀୟ କୋର୍ଟ ଏହାକୁ ବେଆଇନ ଘୋଷଣା...
ହାସିନାଙ୍କ ପଥ ଅନୁସରଣ କରିବେ କି ନେପାଳ ପ୍ରଧାନମନ୍ତ୍ରୀ? Gen-Zର ହିଂସାତ୍ମକ ପ୍ରଦର୍ଶନ ପରେ ଦେଶ ଛାଡି ପଳାଇବାକୁ ପ୍ରସ୍ତୁତ ହେଲେଣି ଓଲି!
କାଠମାଣ୍ଡୁ,୯।୯: ଶାସକ ନେପାଳୀ କଂଗ୍ରେସର ନଅ ଜଣ ମନ୍ତ୍ରୀଙ୍କ ଇସ୍ତଫା ପରେ, ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ତାଙ୍କ ଦଳ ୟୁଏମଏଲର ମନ୍ତ୍ରୀମାନଙ୍କୁ କୌଣସି ପରିସ୍ଥିତିରେ ଇସ୍ତଫା ନଦେବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂତ୍ର ଅନୁଯାୟୀ, ଓଲି କହିଛନ୍ତି...
Video: ଦେଖନ୍ତୁ ଛାତିଥରା ଦୃଶ୍ୟ, କେମିତି ଡବଲ ଡେକର ବସକୁ ଘୋଷାଡି ନେଲା ଟ୍ରେନ, ୧୦ ମୃତ ୪୦ରୁ ଅଧିକ ଆହତ
ଆଟଲାକୋମୁଲକୋ,୯।୯: ସୋମବାର ମେକ୍ସିକୋରେ ଏକ ବଡ଼ ଦୁର୍ଘଟଣା ଘଟିଛି, ଯେଉଁଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୪୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏକ ମାଲବାହୀ ଟ୍ରେନ ଏବଂ ଏକ ଡବଲ-ଡେକର ବସ ମଧ୍ୟରେ ଧକ୍କା ହେବା...
Nepal Violence: Gen-Z ପ୍ରଦର୍ଶନ ସାମ୍ନାରେ କାହିଁକି ମୁଣ୍ଡ ନୁଆଁଇଲେ ନେପାଳ ସରକାର? ସାମ୍ନାକୁ ଆସିଲା ଅସଲ କାରଣ
କାଠମାଣ୍ଡୁ,୯।୯: ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ସୋମବାର (ସେପ୍ଟେମ୍ବର ୮)ରେ ସାରା ଦେଶରେ ଘଟିଥିବା ବିଶାଳ ପ୍ରତିବାଦ ଏବଂ ହିଂସା ଉପରେ ଗଭୀର ଦୁଃଖ ପ୍ରକାଶ କରି ଏକ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆଜି...
ଶେଷରେ ହାର ମାନିଲେ ସରକାର, ସୋସିଆଲ ମିଡିଆରୁ ହଟାଇଲେ ପ୍ରତିବନ୍ଧକ, ମନ୍ତ୍ରୀ କହିଲେ ‘ପଶ୍ଚାତାପ କରୁନୁ’
କାଠମାଣ୍ଡୁ,୯।୯: ନେପାଳ ସରକାର ସୋସିଆଲ ମିଡିଆ ଉପରୁ ପ୍ରତିବନ୍ଧକ ଉଠାଇ ଦେଇଛନ୍ତି। ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ପୃଥ୍ବୀ ସୁବା ଗୁରୁଙ୍ଗ କହିଛନ୍ତି ଯେ ସୋମବାର (୮ ସେପ୍ଟେମ୍ବର ୨୦୨୫) ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସୋସିଆଲ ମିଡିଆ ଉପରୁ...
Archives


