ମହିଳାଙ୍କୁ ଗୋଟା ଗିଳିଦେଲା ଅଜଗର, ୩ଦିନ ପରେ ବାହାରିଲା ମୃତଦେହ
ନୂଆଦିଲ୍ଲୀ, ୯ା୬: ନିଖୋଜ ଥିବା ଜଣେ ଇଣ୍ଡୋନେସିଆର ମହିଳାଙ୍କ ମୃତଦେହ ୩ ଦିନ ପରେ ଉଦ୍ଧାର ହୋଇଛି । ଏହି ମହିଳାଙ୍କୁ ଏକ ୧୬ ଫୁଟ୍ର ଅଜଗର ଗିଳିଦେଇଥିବା ଜଣାପଡ଼ିବା ପରେ ତା ପେଟରୁ ମହିଳାଙ୍କ ମୃତଦେହ ମିଳିଛି । ଏନେଇ…
କଶ୍ମୀରକୁ ନେଇ ପାକିସ୍ତାନ-ଚଇନା ଭାଇ ଭାଇ, ଭାରତ ବିରୋଧରେ…
ନୂଆଦିଲ୍ଲୀ, ୯ା୬: ପାକିସ୍ତାନ ସହିତ ଏବେ ଚଇନା ହାତ ମିଶାଇ ଭାରତ ବିରୋଧୀ କାର୍ଯ୍ୟପାଇଁ ପ୍ରସ୍ତୁତ ହେଉଛି। ଦକ୍ଷିଣ ଏସିଆରେ ଶନିବାର ଦୁଇ ଦେଶ କଶ୍ମୀରକୁ ନେଇ ଥିବା ସମସ୍ୟାର ଏକତରଫା ସମାଧାନକୁ ବିରୋଧ କରିବା ନେଇ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।…
ହମାସ କବଳରୁ ୪ ବନ୍ଧକଙ୍କୁ ଉଦ୍ଧାର କଲା ଇସ୍ରାଏଲୀ ସେନା
ଜେରୁଜେଲମ୍, ୯।୬: ଗାଜାରେ ଇସ୍ରାଏଲୀ ସେନା ହମାସ କବଜାରେ ଥିବା ୪ ଜଣ ବନ୍ଧକଙ୍କୁ ଉଦ୍ଧାର କରିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ(ଆଇଡିଏଫ୍), ଇସ୍ରାଏଲ ସିକ୍ୟୁରିଟି ଅଥୋରିଟି(ଆଇଏସ୍ଏ) ଏବଂ ପୋଲିସ ପକ୍ଷରୁ ମିଳିତ ଅପରେଶନ କରାଯାଇ ମଧ୍ୟଗାଜାସ୍ଥିତ ନୁସିରାତ ଅଞ୍ଚଳର ୨ଟି ପୃଥକ୍…
ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ଏଲନ ମସ୍କ, ଜବାବରେ ମୋଦି କହିଲେ…
ଓ୍ବାଶିଂଟନ,୮ା୬: ଆମେରିକାର ଶିଳ୍ପପତି ଏଲନ ମସ୍କ ଭାରତ ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ଐତିହାସିକ ବିଜୟରେ ଅଭିନନ୍ଦନ ଜଣାଇବା ସହ ଭାରତରେ ତାଙ୍କ କମ୍ପାନୀଗୁଡିକ ଦ୍ୱାରା ‘ରୋମାଞ୍ଚକର କାର୍ଯ୍ୟ’ କରିବାକୁ ସେ ଅପେକ୍ଷା କରିଥିବା କହିଛନ୍ତି। ଏହାର ଜବାବ ଦେଇ ମୋଦି କହିଛନ୍ତି,…
ସାମ୍ନାକୁ ଆସିଲା ପାକିସ୍ତାନର ସତ, ମୋଦିଙ୍କୁ ଜଣାଇଲାନି ଶୁଭେଚ୍ଛା
ନୂଆଦିଲ୍ଲୀ, ୮/୬: ଲୋକସଭା ନିର୍ବାଚନରେ ଏନ୍ଡିଏ ବିଜୟୀ ହେବା ପରେ ସାରା ବିଶ଼୍ବର ନେତା ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ହେଲେ ପଡ଼ୋଶୀ ଦେଶ ପାକିସ୍ତାନ ଏ ନେଇ କୌଣସି ପ୍ରତିକ୍ରିୟା ଦେଇନାହିଁ। ବର୍ତ୍ତମାନ ଏହାକୁ ନେଇ ପାକିସ୍ତାନର ଏକ ବୟାନ…
ମୋଦି ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ବଦଳିଗଲା ପାକିସ୍ତାନର ସ୍ବର
ନୂଆଦିଲ୍ଲୀ/ଇସଲାମାବାଦ,୮।୬: ପାକିସ୍ତାନ ଶୁକ୍ରବାର କହିଛି ଯେ ଭାରତ ସମେତ ଏହାର ସମସ୍ତ ପଡ଼ୋଶୀ ଦେଶ ସହ ‘ସହଯୋଗୀ ସମ୍ପର୍କ ଏବଂ କଥାବାର୍ତ୍ତା ମାଧ୍ୟମରେ ବିବାଦର ସମାଧାନ’ ଚାହୁଁଛି। ରେକର୍ଡ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦି ନିର୍ବାଚିତ ହେବା…
ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ଉପରେ ଆକ୍ରମଣ, ଆକ୍ରମଣକାରୀ ଗିରଫ
କୋପେନହାଗନ,୮।୬: ସେଣ୍ଟ୍ରାଲ କୋପେନହାଗନରେ ଜଣେ ବ୍ୟକ୍ତି ଡେନମାର୍କ ପ୍ରଧାନମନ୍ତ୍ରୀ ଫ୍ରେଡେରିକସେନଙ୍କ ଉପରେ ଆକ୍ରମଣ କରିଥିଲେ। ପୋକେନହାଗନର ଜଣେ ବାସିନ୍ଦା ଏହି ସୂଚନା ଦେଇଛନ୍ତି। ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକସେନଙ୍କ ଉପରେ ଜଣେ ବ୍ୟକ୍ତି ଆକ୍ରମଣ କରିଥିଲେ…
ବିମାନ ଦୁର୍ଘଟଣାରେ ପୂର୍ବତନ ମହାକାଶଚାରୀ ଓ୍ବିଲିୟମ ଆଣ୍ଡର୍ସଙ୍କ ପରଲୋକ
ସିଏଟଲ,୮।୬: ଆପୋଲୋ ୮ର ପୂର୍ବତନ ମହାକାଶଚାରୀ ଅବସରପ୍ରାପ୍ତ ମେଜର ଜେନେରାଲ ୱିଲିୟମ ଆଣ୍ଡର୍ସ ଏକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି। ପ୍ରକୃତରେ ସେ ଯେଉଁ ବିମାନକୁ ଚଳାଉଥିଲେ ତାହା ଉଡିବା ପରେ ପାଣିରେ ପଡ଼ିଯାଇଥିଲା। ଏହି ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା…
ଜିନ୍ପିଙ୍ଗ୍ଙ୍କୁ ଭେଟିଲେ ଶରିଫ୍
ବେଜିଂ,୭ା୬: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶୋହବାଜ୍ ଶରିଫ ଶୁକ୍ରବାର ବେଜିଂରେ ଚାଇନା ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ଙ୍କୁ ସାକ୍ଷାତ କରିଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତୃତୀୟ ପାଳି ପାଇଁ ଶପଥ ନେବାକୁ ଯାଉଥିବାବେଳେ ଦୁଇ ପଡ଼ୋଶୀ ରାଷ୍ଟ୍ରମୁଖ୍ୟଙ୍କ ଏହି ଭେଟକୁ କୂଟନୈତିକ…
ମୋଦି ଧନ୍ୟବାଦ ଦେବାରୁ ଚାଇନାକୁ ଲାଗିଲା ଝଟ୍କା
ନୂଆଦିଲ୍ଲୀ,୭।୬: ଲୋକ ସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଜୟକୁ ନେଇ ସାରା ବିଶ୍ୱରୁ ଅଭିନନ୍ଦନ ବାର୍ତ୍ତା ଆସୁଛି। ଏହି ସମୟରେ ତାଇୱାନର ରାଷ୍ଟ୍ରପତି ଲାଇ ଚିଙ୍ଗ-ଟି ମଧ୍ୟ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି, ଯାହାକୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି … ଏହି…
ଏଥର ପାକିସ୍ତାନକୁ ମିଳିବ ବଡ଼ ଫାଇଦା, ଏହି ପରିଷଦରେ ହେଲା ସାମିଲ
ନୂଆଦିଲ୍ଲୀ, ୭ା୬: ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ୫ ଅସ୍ଥାୟୀ ସିଟ୍ ପାଇଁ ହୋଇଥିବା ଭୋଟ୍ରେ ପାକିସ୍ତାନକୁ ଚୟନ କରାଯାଇଛି। ୧୯୩ ସଦସ୍ୟ ଥିବା ସଂଯୁକ୍ତ ରାଷ୍ଟ୍ର ମହାସଭାରେ ଗୁପ୍ତଭାବେ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ଏଥିରେ ଜିତିବା ପାଇଁ ୧୯୩…
ମହାକାଶରେ ପହଞ୍ଚିବା ପରେ ଖୁସିରେ ଡେଇଁଲେ ସୁନୀତା ୱିଲିୟମ୍ସ: ଦେଖନ୍ତୁ ଭିଡିଓ
ଓ୍ବାଶିଂଟନ୍,୭।୬: ଭାରତୀୟ ମୂଳ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସାଥୀ ବଚ ୱିଲମୋର ସୁରକ୍ଷିତ ଭାବରେ ମହାକାଶରେ ପହଞ୍ଚିଛନ୍ତି। ମହାକାଶରେ ପହଞ୍ଚିବା ପରେ ୱିଲିୟମ୍ସ ଆନନ୍ଦରେ ଡେଇଁପଡିଥିବାର ନଜର ଆସିଥିଲେ। ଏହାର ଏକ ଭିଡିଓ ଭାଇରାଲ ହେଉଛି। ବୋଇଙ୍ଗର ଷ୍ଟାରଲିନର୍ ମହାକାଶଯାନରେ…
Archives


