ଦେଖନ୍ତୁ ଭୟଙ୍କର ଭିଡ଼ିଓ, ଆମେରିକା ଆକ୍ରଣରେ IRGC ମୁଖ୍ୟାଳୟ ଧ୍ୱଂସ,US ସେଣ୍ଟ୍ରାଲ କମାଣ୍ଡ କହିଲେ…
ଓ୍ବାଶିଂଟନ,୨।୩: ଆମେରିକା ଏକ ବଡ଼ ଆକ୍ରମଣରେ ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC)ର ମୁଖ୍ୟାଳୟକୁ ଧ୍ୱଂସ କରିଥିବା ନିଶ୍ଚିତ କରିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ (CENTCOM) କହିଛି ଯେ IRGC ଗତ ୪୭ ବର୍ଷ ମଧ୍ୟରେ ୧,୦୦୦ ରୁ ଅଧିକ…
ଗୋଟି ଗୋଟି ହିସାବ ନେବୁ…ଇରାନକୁ ଟ୍ରମ୍ପଙ୍କ ଚେତାବନୀ
ଓ୍ବାଶିଂଟନ୍,୨।୩: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ପରେ ମଧ୍ୟ ତେହେରାନ ଉପରେ ଆମେରିକା ଏବଂ ଇସ୍ରାଏଲୀ ଆକ୍ରମଣ ଜାରି ରହିଛି। ଆମେରିକା ସୈନ୍ୟବାହିନୀ ଇସଲାମିକ ରିଭଲ୍ୟୁସନରୀ ଗାର୍ଡ କର୍ପସର ମୁଖ୍ୟାଳୟକୁ ଉଡ଼ାଇ ଦେଇଛନ୍ତି। ଆମେରିକା ଆକ୍ରମଣ ମଧ୍ୟରେ…
୧୨ ଘଣ୍ଟାରେ ଇରାନ୍ର ୯୦୦ ଠିକଣାରେ ବୋମାମାଡ଼
ତେହରାନ୍ ,୨ା୩: ଆମେରିକା ଏବଂ ଇସ୍ରାଏଲର ମିଳିତ ସେନା ଗତ ୧୨ ଘଣ୍ଟା ମଧ୍ୟରେ ଇରାନ୍ର ପ୍ରମୁଖ ୯୦୦ ଠିକଣାରେ ବୋମାମାଡ଼ କରିଛନ୍ତି। ଏଥିମଧ୍ୟରୁ ସର୍ବାଧିକ ଇରାନ୍ର ସାମରିକ ପ୍ରତିଷ୍ଠାନ ଏବଂ ଅସ୍ତ୍ର ଭଣ୍ଡାର ରହିଛି। ଏହାମଧ୍ୟରେ ଇରାନର ଏକ ଯୁଦ୍ଧ ଜାହାଜକୁ…
ଆକ୍ରମଣ, ଖାମେନେଇଙ୍କ ମୃତ୍ୟୁକୁ ନେଇ ବିଶ୍ୱନେତାଙ୍କ ପ୍ରତିକ୍ରିୟା
ବ୍ରୁସେଲ୍ସ, ୨ା୩: ଇରାନ ଉପରେ ଆମେରିକା ଓ ଇସ୍ରାଏଲ୍ର ମିଳିତ ଆକ୍ରମଣ ଏବଂ ଇରାନ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁକୁ ନେଇ ବିଶ୍ୱନେତାମାନେ ମାପିଚୁପି ପ୍ରତିକ୍ରିୟା ଦେଇଛନ୍ତି। ଆମେରିକାର ଆକ୍ରମଣକୁ ଅଷ୍ଟ୍ରେଲିଆ ଏବଂ କାନାଡା ଖୋଲା ସମର୍ଥନ କରିଥିବାବେଳେ ଚାଇନା…
Iran Israel Conflict: ଟ୍ରମ୍ପଙ୍କ ବଡ଼ ଦାବି, ଗୋଟିଏ ଆକ୍ରମଣରେ ୪୮…
ନୂଆଦିଲ୍ଲୀ,୧।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୁଦ୍ଧରେ ଆମେରିକା ଏବଂ ଇସ୍ରାଏଲୀ ସାମରିକ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଏକ ବଡ଼ ଏବଂ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି । ସେ କହିଛନ୍ତି ଯେ ଏହି ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନରେ ୪୮ଜଣ ଶୀର୍ଷ ଇରାନୀ ନେତାଙ୍କୁ…
ବିଶ୍ୱ ଅର୍ଥବ୍ୟବସ୍ଥା ଉପରେ ଯୁଦ୍ଧର କଳାବାଦଲ, ଭାରତ ସହ ଏସବୁ ଏସୀୟ ଦେଶରେ ଗ୍ୟାସ, CNG, ପେଟ୍ରୋଲ-ଡିଜେଲ ଦର ହେବ ଆକାଶଛୁଆଁ!
ନୂଆଦିଲ୍ଲୀ/ତେହେରାନ,୧।୩: ମଧ୍ୟ ପ୍ରାଚ୍ୟରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ବିବାଦ ଏବେ ବିଶ୍ୱ ଅର୍ଥବ୍ୟବସ୍ଥାକୁ ଏକ ବଡ଼ ସଙ୍କଟ ଆଡ଼କୁ ଠେଲି ଦେଇଛି। ରଏଟର୍ସର ରିପୋର୍ଟ ଅନୁଯାୟୀ, କଞ୍ଚା ତେଲ ଏବଂ ଗ୍ୟାସ ବୋଝେଇ ହୋଇଥିବା ପ୍ରାୟ ୧୫୦ଟି…
ହୋର୍ମୁଜରେ ବଢ଼ିଲା ଉତ୍ତେଜନା,ପାକିସ୍ତାନର ୩ ତେଲ ଜାହାଜକୁ ଅଟକାଇଲା ଇରାନ
ତେହେରାନ,୧।୩: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ସାମୁଦ୍ରିକ ସୁରକ୍ଷାକୁ ନେଇ ପରିସ୍ଥିତି ଜଟିଳ ହେବାରେ ଲାଗିଛି। ରିପୋର୍ଟ ଅନୁଯାୟୀ, ରବିବାର ଦିନ ଇରାନ ପକ୍ଷରୁ ପାକିସ୍ତାନ ନେସନାଲ ସିପିଙ୍ଗ କର୍ପୋରେସନ୍ର ତିନୋଟି ଜାହାଜକୁ ହୋର୍ମୁଜ ଜଳସନ୍ଧି (Strait of Hormuz)…
ଉତ୍ତର ପ୍ରଦେଶ ସହ ଖାମେନେଇଙ୍କର ଥିଲା ଗଭୀର ସମ୍ପର୍କ! ମୃତ୍ୟୁ ପରେ ମର୍ମାହତ ବାରବାଙ୍କିର ଏହି ଗାଁ
ଲକ୍ଷ୍ନୌ/ତେହରାନ,୧।୩: ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଇସ୍ରାଏଲୀ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ଖବର ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ତୀବ୍ର ସଂଘର୍ଷ ଏବେ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧରେ…
ଇରାନରୁ ଏସବୁ ଜିନିଷ କିଣେ ଭାରତ, ଯୁଦ୍ଧ ଭିତରେ ବଢିଯିବ ଖଜୁରୀ, ପିସ୍ତା ଓ ଫଳ…
ନୂଆଦିଲ୍ଲୀ,୧।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନାର ପ୍ରଭାବ କେବଳ ସେହି ଅଞ୍ଚଳରେ ସୀମିତ ନୁହେଁ, ବରଂ ସମଗ୍ର ବିଶ୍ୱ ଅର୍ଥନୀତିରେ ଅନୁଭୂତ ହେଉଛି। ଇସ୍ରାଏଲୀ ଏବଂ ଆମେରିକା ଆକ୍ରମଣ ପରେ ଇରାନର ପ୍ରତିଶୋଧମୂଳକ କାର୍ଯ୍ୟ ପରିସ୍ଥିତିକୁ ଆହୁରି ଖରାପ କରିଛି। ଏହି କାର୍ଯ୍ୟରେ…
ଇସ୍ରାଏଲ ଯୁଦ୍ଧରେ ଖାମେନେଇଙ୍କ ମୃତ୍ୟୁ! କେମିତି ହୋଇଥିଲେ ସୁପ୍ରିମ ଲିଡର? ଜାଣନ୍ତୁ…
ତେହରାନ,୧।୩: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ହୋଇଛି। ଜଣେ ଇସ୍ରାଏଲୀ ଅଧିକାରୀଙ୍କ ଉଦ୍ଧୃତି ଦେଇ ରଏଟର୍ସ ଏହା ଦାବି କରିଛି। ଏହି ଘଟଣା ପରେ, ଇରାନରେ୪୦ ଦିନିଆ ଜାତୀୟ ଶୋକ ଘୋଷଣା କରାଯାଇଛି। ଆୟାତୋଲ୍ଲା ଅଲି ଖାମେନେଇ୧୯୩୯…
ଚମକିଲା ବିଶ୍ୱ; ଯୁଦ୍ଧ ଭିତରେ ଟ୍ରମ୍ପ କଲେ ବଡ଼ ଘୋଷଣା
ଓ଼୍ବାଶିଂଟନ୍,୧।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନକୁ ଧମକ ଦେଇଛନ୍ତି। ସର୍ୱୋଚ୍ଚ ନେତା ଅଲି ଖାମେନେଇଙ୍କ ମୃତ୍ୟୁ ପରେ, ଇରାନ ଏକ ବଡ଼ ଆକ୍ରମଣ ଧମକ ଦେଇଛି, ଯାହା ଆମେରିକାକୁ ପ୍ରତିଶୋଧ ନେବାକୁ ବାଧ୍ୟ କରିଛି। ରାଷ୍ଟ୍ରପତି ଟ୍ରମ୍ପ…
ଖାମେନେଇଙ୍କ ମୃତ୍ୟୁ ପରେ ରାଗରେ ନିଆଁବାଣ ହେଲାଣି ପାକିସ୍ତାନ, ଆମେରିକୀୟ ବାଣିଜ୍ୟ ଦୂତାବାସ ଉପରେ ଆକ୍ରମଣ, ୯ ମୃତ
କରାଚି,୧।୩: ଆମେରିକା-ଇସ୍ରାଏଲ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଅଲି ଖାମେନେଇଙ୍କ ହତ୍ୟା ଖବର ପ୍ରସାରିତ ହେବା ପରେ ପାକିସ୍ତାନର କରାଚୀରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଆମେରିକୀୟ ଦୂତାବାସ ବାହାରେ ପ୍ରତିବାଦ ପ୍ରଦର୍ଶନ କରାଯାଇଥିଲା। ରଏଟର୍ସ ଅନୁଯାୟୀ, ଅତି କମରେ ନଅ ଜଣ…
Archives


