ଅନ୍ତର୍ଜାତୀୟ

ଆମେରିକା-ଇରାନ ଯୁଦ୍ଧ: ପୁଟିନଙ୍କୁ ବଡ଼ ଲାଭ, ଭିତିରି ପ୍ଲାନରେ ଫସିଲେ ଟ୍ରମ୍ପ!

ମସ୍କୋ,୧୧।୩: ୟୁରୋପୀୟ ୟୁନିଅନ (EU) ପରିଷଦର ସଭାପତି ଆଣ୍ଟୋନିଓ କୋଷ୍ଟା କହିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧରେ ଏପର୍ଯ୍ୟନ୍ତ ରୁଷିଆ ଏକମାତ୍ର ବିଜେତା ହୋଇଛି। ସେ ମଙ୍ଗଳବାର ବ୍ରସେଲ୍ସରେ ୟୁରୋପୀୟ ୟୁନିଅନ ରାଷ୍ଟ୍ରଦୂତମାନଙ୍କୁ ସମ୍ୱୋଧିତ କରିବା ସମୟରେ ଏହା କହିଛନ୍ତି। 1.…

ଯୁଦ୍ଧ ଭିତରେ ଆମେରିକା ପାଇଁ ଭାରତ କଲା ଏମିତି କାମ, ‘ଧନ୍ୟବାଦ’ଦେଲେ ଟ୍ରମ୍ପ, କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୧।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଏକ ବଡ଼ ଘୋଷଣା କରିଛନ୍ତି। ସେ ଘୋଷଣା କରିଛନ୍ତି ଯେ ଟେକ୍ସାସର ବ୍ରାଉନ୍ସଭିଲରେ ଏକ ନୂତନ $୩୦୦ ବିଲିୟନ (ପ୍ରାୟ ୨୫ ଲକ୍ଷ କୋଟି ଟଙ୍କା) ତୈଳ ବିଶୋଧନାଗାର ନିର୍ମାଣ କରାଯିବ। ଏହା…

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ! ଆମେରିକାର ବଡ଼ ଆକ୍ସନ, ଧ୍ୱଂସ କଲା ଇରାନର…

ଓ୍ବାଶିଂଟନ୍‌,୧୧।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଆମେରିକା ବୁଧବାର ଦାବି କରିଛି ଯେ ସେ ମଙ୍ଗଳବାର ଏକ ଡଜନରୁ ଅଧିକ ଇରାନୀ ଖଣି ବିଛାଉଥିବା ଜାହାଜକୁ ନଷ୍ଟ କରିଦେଇଛି। ସେପଟେ ଇରାନ…

ଯୁଦ୍ଧ ମଧ୍ୟରେ ବାଂଲାଦେଶ ପାଇଁ ସଙ୍କଟମୋଚକ ସାଜିଲା ଭାରତ, କଲା ଏମିତି କାମ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୩: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଧୀରେ ଧୀରେ ସୁଧୁରୁଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ବାଂଲାଦେଶ ଗୁରୁତର ତେଲ ଏବଂ ଗ୍ୟାସ ଅଭାବର ସମ୍ମୁଖୀନ ହେଉଥିବା ସମୟରେ, ଭାରତ ସହାୟତାର ହାତ ବଢାଇଛି। ଭାରତ ବାଂଲାଦେଶକୁ ଡିଜେଲର ଏକ…

ଯୁଦ୍ଧ ମଧ୍ୟରେ ଇରାନକୁ ଫୋନ୍‌ କଲା ଭାରତ, ଆଲୋଚନା ମଧ୍ୟରେ ଘଟିଲା…ବିଶ୍ୱରେ ଚହଳ

  ନୂଆଦିଲ୍ଲୀ,୧୧।୩: ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଇରାନ ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚିଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି। ଜୟଶଙ୍କର ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏହି ଆଲୋଚନାର ବିବରଣୀ ଶେୟାର କରିଛନ୍ତି। ସେ ଲେଖିଛନ୍ତି ଯେ ସେ ମଙ୍ଗଳବାର…

ଯୁଦ୍ଧ ଭିତରେ ଚାଇନାର ଭୟଙ୍କର ପ୍ଲାନ! ବିଶ୍ୱରେ ପଡିଲା ଚହଳ

ବେଜିଂ,୧୦।୩: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର, ଯୁକ୍ତରାଷ୍ଟ୍ର, ଇରାନ ସହିତ ଚାଲିଥିବା ସଂଘର୍ଷ ପାଇଁ ତାର ସମସ୍ତ ଶକ୍ତି ଲଗାଇ ଦେଇଥିବା ବେଳେ, ଚାଇନା ଏକ ଭୟଙ୍କର ପ୍ଲାନ କରୁଛି। ଇରାନ ସଙ୍କଟ ଚାଇନା ପାଇଁ ଗୁପ୍ତ ଭାବରେ କାହାକୁ ନଦେଖି…

ଯୁଦ୍ଧବେଳେ ଫସିଗଲା ଚାଇନା! ଆମେରିକା କଲା ବଡ଼ ଗେମ୍‌…

ବେଜିଂ,୧୦।୩: ଇରାନ-ଆମେରିକା ଯୁଦ୍ଧରେ ସବୁଠାରୁ ଚର୍ଚ୍ଚିତ ପ୍ରସଙ୍ଗ ହେଉଛି ହର୍ମୁଜ, ଯାହା ବିଷୟରେ ଇରାନ ପୂର୍ୱରୁ ଆମେରିକାକୁ ଚେତାବନୀ ଦେଇ ଆସୁଥିଲା। ବିବାଦ ବଢ଼ିବା ସହିତ ଆମେରିକାର ର୍ଧୈଯ୍ୟ ଶେଷ ହେବାକୁ ଯାଉଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ପ୍ରସଙ୍ଗରେ…

ଯୁଦ୍ଧ ଭିତରେ ଚାଇନାକୁ ନେଇ ଭାରତ କଲା ଏମିତି ଘୋଷଣା, ଚମକି ପଡିଲା ଆମେରିକା!

ନୂଆଦିଲ୍ଲୀ,୧୦।୩: ପଶ୍ଚିମ ଏସିଆରେ ଚାଲିଥିବା ସଙ୍କଟ ମଧ୍ୟରେ, ଭାରତ ସରକାର ଚାଇନା ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର କ୍ୟାବିନେଟ ଚାଇନାରୁ ଏଫଡିଆଇ (ପ୍ରତ୍ୟକ୍ଷ ବିଦେଶୀ ନିବେଶ) ପାଇଁ ସର୍ତ୍ତାବଳୀରେ ଅନେକ ଛାଡ଼କୁ ମଞ୍ଜୁରୀ ଦେଇଛି। ରିପୋର୍ଟ ଅନୁଯାୟୀ, କେନ୍ଦ୍ର…

ଭୟଙ୍କର ହେଲା ଯୁଦ୍ଧ: ଏଣ୍ଟ୍ରି ମାରିଲା ଅଷ୍ଟ୍ରେଲିଆ, ବିଶ୍ୱରେ ଚହଳ…

ନୂଆଦିଲ୍‌ଲୀ,୧୦।୩: ଆଜି ମଧ୍ୟପ୍ରାଚ୍ୟରେ ଯୁଦ୍ଧର ୧୧ତମ ଦିନ, ଏବଂ ଏହି ୧୦ ଦିନରେ, ଇସ୍ରାଏଲ ଏବଂ ଇରାନ ସମେତ ପ୍ରାୟ ୧୫ଟି ଦେଶ ଭୟଙ୍କର କ୍ଷୟକ୍ଷତି ଦେଖିଛନ୍ତି। ଇରାନର ଭିତ୍ତିଭୂମିକୁ ନଷ୍ଟ କରିବା ପରେ, ଇସ୍ରାଏଲ ଏବଂ ଆମେରିକା ଇରାନର ତୈଳ…

ଯୁଦ୍ଧ ଭିତରେ ବ୍ୟାକ୍‌ଫୁଟରେ ଆମେରିକା, ଇରାନ ଠୁ ହାରିଯିବା ଡରରେ…

ଓ଼୍ବାଶିଂଟନ,୧୦।୩: ଇରାନ ଉପରେ ଆକ୍ରମଣର ଦଶ ଦିନ ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରାମର୍ଶଦାତାମାନେ ତାଙ୍କୁ ସମାଧାନ କରିବାକୁ ପରାମର୍ଶ ଦେଇଛନ୍ତି। ଏହି ପରାମର୍ଶଦାତାମାନେ କହିଛନ୍ତି ଯେ ଇରାନ ଏବଂ ଆମେରିକା ମଧ୍ୟରେ ଦୀର୍ଘକାଳୀନ ଯୁଦ୍ଧ ସିଧାସଳଖ ଆମେରିକାକୁ କ୍ଷତି…

୩ୟ ବିଶ୍ୱଯୁଦ୍ଧ ଆରମ୍ଭ! ଯୁଦ୍ଧକୁ ଡେଇଁଲା ପାକିସ୍ତାନର ବନ୍ଧୁରାଷ୍ଟ୍ର…

ନୂଆଦିଲ୍‌ଲୀ,୧୦।୩: ତୁର୍କୀ ଏବେ ଇରାନ ବିରୋଧରେ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ମଧ୍ୟପ୍ରାଚ୍ୟ ବିବାଦରେ ସକ୍ରିୟ ଭାବରେ ସାମିଲ ହେବାକୁ ନିଜର ଅଭିପ୍ରାୟ ପ୍ରକାଶ କରିଛି। ତୁର୍କୀ ସେନା ଭୂମଧ୍ୟସାଗରରେ ଏକ ଇରାନୀ ବାଲିଷ୍ଟିକ କ୍ଷେପଣାସ୍ତ୍ରକୁ ଖସାଇ ଦେଇଥିବା ରିପୋର୍ଟ…

ଯୁଦ୍ଧ ମଧ୍ୟରେ ଚାଇନାର ବଡ଼ ନିଷ୍ପତ୍ତି, ଏହି ଘୋଷଣା କରି ସାରା ବିଶ୍ୱକୁ ଚମକାଇ ଦେଲା…

ବେଜିଂ,୧୦।୩: ଆଜି ମଧ୍ୟପ୍ରାଚ୍ୟରେ ଯୁଦ୍ଧର ୧୧ତମ ଦିନ। ଆମେରିକା ଏବଂ ଇସ୍ରାଏଲ ନିରନ୍ତର ଇରାନ ଉପରେ ଆକ୍ରମଣ କରୁଛନ୍ତି। ଇରାନ ମଧ୍ୟ ଉଭୟ ଦେଶ ବିରୁଦ୍ଧରେ ପ୍ରତିଶୋଧ ନେଉଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ହେବାର ଆଶଙ୍କା କରି ଅନ୍ୟ ଦେଶମାନେ ମଧ୍ୟ ପ୍ରସ୍ତୁତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri