ଅନ୍ତର୍ଜାତୀୟ

ଜେଲରୁ ବାହାରିବେ ଇମ୍ରାନ! ଜାଣନ୍ତୁ କେଉଁ ମାମଲାରେ ମିଳିବ ଜାମିନ…

ଇସଲାମାବାଦ,୯।୬: ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ)ର ସଭାପତି ବାରିଷ୍ଟର ଗୌହର ଅଲି ଖାନ ଦାବି କରିଛନ୍ତି ଯେ ଦଳର ପ୍ରତିଷ୍ଠାତା ଇମ୍ରାନ ଖାନଙ୍କୁ ଏବେ ଜାମିନ ମିଳିବ। ଏଥିପାଇଁ ଜୁନ ୧୧ ତାରିଖ ବହୁତ ଗୁରୁତ୍ୱପୂର୍ଣ୍ଣ। ଗଣମାଧ୍ୟମ ସହିତ କଥାବାର୍ତ୍ତା କରି ସେ…

୨୦ରୁ ଅଧିକ ସହରରେ କୁକୁର ବୁଲାଇବା ଉପରେ ଲାଗିଲା ପ୍ରତିବନ୍ଧକ, ନିୟମ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ତେହେରାନ,୯।୬: ସାମାଜିକ ବ୍ୟବସ୍ଥା ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ଇରାନ ୨୦ରୁ ଅଧିକ ସହରରେ କୁକୁର ବୁଲିବା ଉପରେ ନିଷେଧାଦେଶ ଜାରି କରିଛି। ତେହେରାନ-ଭିତ୍ତିକ ଫରାଜ ନ୍ୟୁଜର ଏକ ରିପୋର୍ଟ ଅନୁଯାୟୀ, ଯେଉଁ ସହରଗୁଡ଼ିକରେ ଏହି ନିଷେଧ ଲାଗୁ କରାଯାଇଛି ସେଗୁଡ଼ିକ…

ଭାରତର ବନ୍ଧୁକୁ ମିଳିମିଶି ଧମକ ଦେଉଛନ୍ତି ତୁର୍କୀ-ପାକିସ୍ତାନ!

ନୂଆଦିଲ୍ଲୀ,୯।୬: ପାକିସ୍ତାନଠାରୁ ଯୁଦ୍ଧ ହାରିବା ସତ୍ତ୍ୱେ, ଏହାର ପ୍ରଚାର ମେଶିନ ସକ୍ରିୟ ଅଛି ଏବଂ ଏଥର ଏହାକୁ ଚାଇନା ଏବଂ ତୁର୍କୀ ଭଳି ଦେଶରୁ ଖୋଲା ସମର୍ଥନ ମିଳୁଛି। ଏବେ ତୁର୍କୀ ପାକିସ୍ତାନର ମିଥ୍ୟା ଦାବିକୁ ପ୍ରୋତ୍ସାହିତ କରି ଭାରତର ବନ୍ଧୁ…

ପାକିସ୍ତାନର ସିକ୍ରେଟ୍‌ ଖୋଲିବାକୁ ୧୦ କୋଟିର ଡିଲ୍‌ କଲା ଭାରତ: ମୁହଁ ଦେଖାଇପାରିବେ ନାହିଁ ଶେହବାଜ

ନୂଆଦିଲ୍ଲୀ,୯।୬:ଅପରେଶନ ସିନ୍ଦୂର ପରେ ଭାରତ ଆଉ ଏକ ବଡ଼ ନିଷ୍ପତ୍ତି ନେଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତୀୟ ବାୟୁସେନା ପାଇଁ ୧୦ କୋଟି ଟଙ୍କା ମୂଲ୍ୟରେ ୩ଟି ହାଇ-ଟେକ ସ୍ପାଏ ପ୍ଲେନ କିଣିବାକୁ ପ୍ରସ୍ତୁତ ହେଉଛି। ଏଥିପାଇଁ ଏକ ପ୍ରସ୍ତାବ ଆଣିବାକୁ ଯାଉଛି।…

ହିଂସାର ନିଆଁରେ ଜଳୁଛି ଲସ ଆଞ୍ଜେଲସ୍‌, ନ୍ୟାଶନାଲ ଗାର୍ଡ ନିୟୋଜିତ ହେବା ସତ୍ତ୍ୱେ ବି ଥମୁନି

ଓ୍ବାଶିଂଟନ,୯।୬: ଆମେରିକାର ଲସ ଆଞ୍ଜେଲସରେ ପ୍ରବାସୀ ପ୍ରସଙ୍ଗରେ ଚାଲିଥିବା ହିଂସା ଥମିବାର ନାଁ ନେଉନାହିଁ। ଲସ ଆଞ୍ଜେଲସର ରାସ୍ତାରେ ଅରାଜକତାର ପରିବେଶ ଦେଖାଦେଇଛି ଏବଂ ଅନେକ ସ୍ଥାନରେ କାରଗୁଡିକୁ ପୋଡ଼ି ଦେଉଥିବା ଦେଖାଯାଉଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲସ ଆଞ୍ଜେଲସରେ ନ୍ୟାଶନାଲ…

୨୦ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ

ଓ୍ବାଶିଂଟନ,୯ା୬: ଆମେରିକାର ଟେନେସି ଅଞ୍ଚଳରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ୨୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି। ତେବେ ଏହି ଦୁର୍ଘଟଣାରେ ଏକାଧିକ ଯାତ୍ରୀ ଗୁରୁତର ହୋଇଥିବାବେଳେ ଅନେକଙ୍କ…

ବଡ଼ କାର୍ଯ୍ୟାନୁଷ୍ଠାନ: ଲସ ଆଞ୍ଜେଲସରେ ୨ ହଜାର ଯବାନ ମୁତୟନ କଲେ ଡୋନାଲ୍ଡ ଟ୍ରମ୍ପ, କାରଣ ରହିଛି…

ଓ୍ବାଶିଂଟନ,୮।୬: ଲସ ଆଞ୍ଜେଲସରେ ହେଉଥିବା ପ୍ରତିବାଦକୁ ନିୟନ୍ତ୍ରଣ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ’କାଲିଫର୍ନିଆ ନ୍ୟାସନାଲ ଗାର୍ଡ’ର ୨ ହଜାର ଯବାନଙ୍କୁ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ଏହି ପଦକ୍ଷେପକୁ ରାଜ୍ୟପାଳ ବିରୋଧ କରିଛନ୍ତି। ଲସ ଆଞ୍ଜେଲସରେ…

କଲମ୍ବିଆ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସର୍ବସାଧାରଣରେ ଆକ୍ରମଣ: ମୁଣ୍ଡକୁ ଗୁଳି, ଆଇସିୟୁରେ ଭର୍ତ୍ତି

ବୋଗୋଟା,୮।୬: କଲମ୍ବିଆର ରାଷ୍ଟ୍ରପତି ପ୍ରାର୍ଥୀ ମିଗୁଏଲ ଉରିବେଙ୍କୁ ଏଠାରେ ଏକ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ସମୟରେ ଗୁଳି କରାଯାଇଛି। ଏହି ଆକ୍ରମଣରେ ଉରିବେ ଗୁରୁତର ହୋଇଛନ୍ତି। ତାଙ୍କ ମୁଣ୍ଡରେ ମଧ୍ୟ ଗୁଳି ବାଜିଛି। ଏହା ପରେ ତାଙ୍କୁ ତୁରନ୍ତ ନିକଟସ୍ଥ ଏକ…

ଅପମାନିତ ହେଲା ପାକିସ୍ତାନ! ଆମେରିକା ସାଂସଦ କହିଲେ ପ୍ରଥମେ ‘ଜୈଶ-ଏ-ମହମ୍ମଦ ଉପରେ ଆକ୍ସନ ନିଅ’

ଓ୍ବାଶିଂଟନ,୭।୬: ଅପରେଶନ ସିନ୍ଦୂର ପରେ, ଭାରତ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନର ପର୍ଦ୍ଦାଫାସ କରିବା ପାଇଁ ବିଦେଶରେ ଏକ ସର୍ବଦଳୀୟ ପ୍ରତିନିଧି ଦଳ ପଠାଇଥିଲା। ଏହାକୁ ନକଲ କରି, ପାକିସ୍ତାନ ବିଲାୱଲ ଭୁଟ୍ଟୋଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମଧ୍ୟ ଆମେରିକାକୁ ପଠାଇଥିଲା,…

ରୁଷିଆର ପ୍ରତିଶୋଧ, ୟୁକ୍ରେନ ଉପରେ ଶହ ଶହ ଡ୍ରୋନ୍‌-କ୍ଷେପଣାସ୍ତ୍ର ମାଡ଼, ଧ୍ୱଂସ ହେଲା…

କ୍ୱିଭ,୭।୬: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ପୁଣି ଥରେ ସାଧାରଣ ନାଗରିକଙ୍କ ଜୀବନକୁ ଦୋହଲାଇ ଦେଇଛି। ଶୁକ୍ରବାର ସକାଳେ ରୁଷିଆ ୟୁକ୍ରେନର ଅନେକ ଅଞ୍ଚଳ ଉପରେ ଏକ ବଡ଼ ଆକ୍ରମଣ କରିଥିଲା, ଯେଉଁଥିରେ ଖାରକିଭ ସବୁଠାରୁ ଅଧିକ ପ୍ରଭାବିତ…

ଶୁଖିଲାଣି ଚେନାବ ଜଳ, ଛଟପଟ ହୋଇ ପୁଣିଥରେ ‘ଓ୍ବାଟର ଓ୍ବାର’ର ଧମକ ଦେଲା ପାକିସ୍ତାନ

ଇସଲାମାବାଦ,୭।୬: ଏବେ ପାକିସ୍ତାନରେ ଏକ ନୂଆ ଚିନ୍ତା ଆହୁରି ଘନୀଭୂତ ହେବାରେ ଲାଗିଛି, ଯାହାକୁ ଅପରେଶନ ସିନ୍ଦୁର ଦ୍ୱାରା ପ୍ରଭାବିତ କରାଯାଇଛ। ତାହା ହେଲା ନଦୀଗୁଡ଼ିକରେ ଜଳ ପ୍ରବାହ ଶୁଖିଯିବା। ବିଶେଷକରି ଚେନାବ ନଦୀର ଜଳସ୍ତର ହ୍ରାସ ପାଇବା ଇସଲାମାବାଦର ନିଦ…

ମଝି ଆକାଶରେ ଆମେରିକା ଯୁଦ୍ଧ ବିମାନକୁ ଧ୍ୱଂସ କରିଦେଲା ପାକିସ୍ତାନୀ ବାୟୁ ସେନା? ଦାବିକୁ ନେଇ ବଡ଼ ଖୁଲାସା!

ନୂଆଦିଲ୍ଲୀ,୭।୬: ଲାଇଟହାଉସ ଜର୍ନାଲିଜମକୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବହୁଳ ଭାବେ ଶେୟାର କରାଯାଉଥିବା ଏକ ଭିଡିଓ ହସ୍ତଗତ ହୋଇଛି। ଭିଡିଓ ସହ ଏହା ଦାବି କରାଯାଉଛି ଯେ ପାକିସ୍ତାନୀ ବାୟୁ ସେନା ନ୍ୟୁ ମେକ୍ସିକୋର ଅଲ୍ବୁକର୍କ ଇଣ୍ଟରନ୍ୟାଶନାଲ ଅର୍ଥାତ ଚାଇନା ଜେଏଫ୍‌-୧୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?