ଏହି ଦେଶର ପ୍ରଧାନମନ୍ତ୍ରୀଙ୍କୁ ହଟାଇବାକୁ ଏଲୋନ ମସ୍କ କରୁଛନ୍ତି ସିକ୍ରେଟ ମିଟିଂ! ରିପୋର୍ଟରେ ସାମ୍ନାକୁ ଆସିଲା ବଡ଼ ତଥ୍ୟ
ଲଣ୍ଡନ,୧୦।୧: ଟେସଲାର ସିଇଓ ଏବଂ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲୋନ ମସ୍କ ଏବେ ବ୍ରିଟିଶ ରାଜନୀତିରେ ହସ୍ତକ୍ଷେପ କରୁଛନ୍ତି। ଫାଇନାନ୍ସିଆଲ ଟାଇମ୍ସ ରିପୋର୍ଟ ଅନୁଯାୟୀ, ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କୁ ତାଙ୍କ ପଦରୁ ବହିଷ୍କାର କରିବା ପାଇଁ ମସ୍କ...
ଗିରଫ ହେବେ ଟ୍ରମ୍ପ? ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟ୍କା
ଓ୍ବାଶିଂଟନ,୧୦।୧: ହସ୍ ମନି ମାମଲାରେ ଡୋନାଲ୍ଡ ଟ୍ରମ୍ପଙ୍କ ଦଣ୍ଡାଦେଶକୁ ସ୍ଥଗିତ ରଖିବା ପାଇଁ ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଏହି ନିଷ୍ପତ୍ତି ଟ୍ରମ୍ପଙ୍କ ଆଇନଗତ ସମସ୍ୟାକୁ ଆହୁରି ବୃଦ୍ଧି କରିଛି। ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିଏଲସଙ୍କୁ ୧.୩...
ସଡ଼କ ଉପରେ ପଡିବାରୁ ଜଳିଗଲା ବିମାନ, ୧ ମୃତ ୭ ଆହତ, ଦେଖନ୍ତୁ ଭିଡିଓ
ପାଓଲୋ,୧୦।୧: ବ୍ରାଜିଲରେ ଏକ ବଡ଼ ଦୁର୍ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ ବିମାନ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୭ଜଣ ଆହତ ହୋଇଛନ୍ତି। ବିମାନ ଦୁର୍ଘଟଣାର ଏକ ହୃଦୟବିଦାରକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ପ୍ରକୃତରେ, ଦକ୍ଷିଣ-ପୂର୍ବ ରାଜ୍ୟ...
ବଡ଼ ଗେମ୍ ଖେଳିଲେ ୟୁନୁସ୍ ସରକାର, ହାସିନାଙ୍କ ପରେ ଏବେ ଏହି ନେତାଙ୍କୁ…
ଢାକା,୧୦।୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆ ଚିକିତ୍ସା ପାଇଁ ମଙ୍ଗଳବାର ଲଣ୍ଡନ ଯାଇଛନ୍ତି। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) କହିଛି ଯେ ତାଙ୍କ ନେତାଙ୍କ ଗସ୍ତ ସ୍ବାସ୍ଥ୍ୟଗତ କାରଣରୁ ଏବଂ ଏଥିରୁ କୌଣସି ରାଜନୈତିକ ଅର୍ଥ ବାହାର କରିବା...
ଭାରତ ସରକାରଙ୍କ ମୁଣ୍ଡବିନ୍ଧା ବଢାଇଲେ ୟୁନୁସ, ଶେଖ ହାସିନାଙ୍କୁ ନେଇ ଦେଇଦେଲେ ବଡ଼ ବୟାନ
ନୂଆଦିଲ୍ଲୀ,୧୦।୧:ଶେଖ ହାସିନାଙ୍କୁ ନେଇ ଭାରତ ସରକାର ନିଷ୍ପତ୍ତି ନେବା ପରେ ଆଖି ଦେଖାଇଛନ୍ତି ୟୁନୁସ ସରକାର। ବାଂଲାଦେଶର ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାର ଶେଖ ହାସିନାଙ୍କ ଭାରତୀୟ ଭିସା ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇଛନ୍ତି। ସରକାର ସ୍ପଷ୍ଟ କରିଛନ୍ତି ଯେ ଭିସା...
ଭୟଙ୍କର ରୂପ ଧାରଣ କଲାଣି ନିଆଁ :୩ ଲକ୍ଷ ବାସଗୃହ ଜଳିପୋଡ଼ି ଛାରଖାର
ଆମେରିକା କାଲିଫର୍ନିଆ ରାଜ୍ୟର ଲସ୍ଏଞ୍ଜେଲ୍ସ ଜଙ୍ଗଲରେ ମଙ୍ଗଳବାର ସକାଳଠାରୁ ଲାଗିଥିବା ନିଆଁ ଭୟଙ୍କର ରୂପ ଧାରଣ କଲାଣି। ପାସିଫିକ୍ ପାଲିସାଡେସ୍ ଓ ପାସାଡେନା ଉପକୂଳରେ ପବନର ତୀବ୍ରତା ଏବଂ ବାୟୁମଣ୍ଡଳରେ ଶୁଷ୍କତା ବୃଦ୍ଧି ସାଙ୍ଗକୁ ଘୂର୍ଣ୍ଣିଝଡ଼ ଯୋଗୁ ନିଅଁା ବ୍ୟାପିବାରେ...
ଲସ୍ଏଞ୍ଜେଲ୍ସ ବନାଗ୍ନି ମହାକାଶରୁ ଦୃଶ୍ୟମାନ
ଲସ୍ଏଞ୍ଜେଲ୍ସ,୧୦।୧: ଆମେରିକାର କାଲିଫର୍ନିଆସ୍ଥିତ ଲସ୍ଏଞ୍ଜେଲ୍ସ ଉପକୂଳ ପାସିଫିକ୍ ପାଲିସାଡେସ୍ ଜଙ୍ଗଲରେ ଲାଗିଥିବା ନିଅଁା ଏତେ ଭୟାବହ ଯେ, ଏହା ମହାକାଶରୁ ଦୃଶ୍ୟମାନ ହେଉଛି। ତୁହାକୁ ତୁହା ପବନ ବହିବାରେ ଲାଗିଥିବାରୁ ବନାଗ୍ନିକୁ ଆୟତ୍ତ କରାଯାଇପାରୁ ନାହିଁ। ୩ ହଜାରରୁ ଊର୍ଦ୍ଧ୍ୱ...
ନାଚାର ପାଲଟି ଗଲାଣି ସୁପରପାଓ୍ବାର ଆମେରିକା, ପ୍ରକୃତିର କୋପରେ…
ଓ୍ବାଶିଂଟନ,୯।୧: ଲସ ଆଞ୍ଜେଲସରେ ଜଙ୍ଗଲ ନିଆଁ ବଢ଼ିବାରେ ଲାଗିଛି। ନିଆଁ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି, ଏଥିରେ ଅତି କମରେ ପାଞ୍ଚ ଜଣଙ୍କ ଜୀବନ ଗଲାଣି। ଶହ ଶହ ଘର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଅଗ୍ନିଶମ ବାହିନୀ ନିରନ୍ତର ପାଣି ଅଭାବ...
ନିଜ୍ଜାର ହତ୍ୟା ମାମଲାରେ ଜଷ୍ଟିନ ଟ୍ରୁଡୋଙ୍କୁ ବଡ଼ ଝଟକା, କୋର୍ଟ ନେଲେ ଏହି ନିଷ୍ପତ୍ତି
ଓଟାଓ୍ବା,୯।୧: ହରଦୀପ ସିଂ ନିଜ୍ଜାର ହତ୍ୟା ମାମଲାରେ ଜଷ୍ଟିନ ଟ୍ରୁଡୋ ସରକାରଙ୍କୁ ଏକ ବଡ଼ ଝଟକା ଲାଗିଛି। କାନାଡାର ସୁପ୍ରିମକୋର୍ଟ ମାମଲାର ସମସ୍ତ ଚାରି ଅଭିଯୁକ୍ତଙ୍କୁ ଆଇନଗତ ଶୁଣାଣି ପର୍ଯ୍ୟନ୍ତ ଜାମିନରେ ମୁକ୍ତ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଚାରି...
ଶେଖ ହାସିନାଙ୍କ ଉପରେ ବଡ଼ ନିଷ୍ପତ୍ତି ନେଲେ ବାଂଲାଦେଶ ସରକାର, ବଢିପାରେ ଅଡୁଆ…
ଢାକା,୯।୧: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମଙ୍ଗଳବାର କହିଛନ୍ତି ଯେ ସେ ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହାସିନା ଏବଂ ଅନ୍ୟ ୯୬ ଜଣଙ୍କ ପାସପୋର୍ଟ ବାତିଲ କରିଛନ୍ତି। ଗତବର୍ଷ ଜୁଲାଇରେ ଘଟିଥିବା ବଳପୂର୍ବକ ନିଖୋଜ ଏବଂ ହତ୍ୟା ଘଟଣାରେ ସେମାନଙ୍କର ସମ୍ପୃକ୍ତି...
ଚମକିଲା ବାବର ଆଜମଙ୍କ ଭାଗ୍ୟ, ବ୍ୟାଟ୍ରେ ଷ୍ଟିକର୍ ଲଗାଇଲେ ମିଳିବ…
ଇସଲାମାବାଦ୍,୯।୧: ନିକଟରେ ପାକିସ୍ତାନର କ୍ରୀଡ଼ା ନିର୍ମାଣକାରୀ କମ୍ପାନୀ ‘ସିଏ ସ୍ପୋର୍ଟସ’ ସହିତ ପୂର୍ବତନ ପାକ ଅଧିନାୟକ ବାବର ଆଜମ ଏକ ଚୁକ୍ତି ସ୍ବାକ୍ଷର କରିଥିଲେ। ଏହି କମ୍ପାନୀର ବ୍ୟାଟ ବ୍ୟବହାର କରି ବାବର ଫର୍ମକୁ ଫେରିଛନ୍ତି। ତେବେ ଏହି କମ୍ପାନୀ...
ଟ୍ରମ୍ପଙ୍କ ଶପଥ ଗ୍ରହଣ ପୂର୍ବରୁ ପାକିସ୍ତାନ ଭୟଭୀତ: ଭାରତକୁ ନାଲି ଆଖି ଦେଖାଇଲେ…
ଇସଲାମାବାଦ୍,୯।୧: ବୈଦେଶିକ ନୀତି ଏବଂ ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ପାଇଁ ୨୦୨୫ ବର୍ଷ ବହୁତ ଚ୍ୟାଲେଞ୍ଜିଂ ହୋଇପାରେ। ରାଜନୈତିକ ଅସ୍ଥିରତା ଏବଂ ଦୁର୍ବଳ ଅର୍ଥନୀତି ସହିତ ସଂଘର୍ଷ କରୁଥିବା ପାକିସ୍ତାନକୁ ଏହାର ପଡ଼ୋଶୀ ଆଫଗାନିସ୍ତାନ ଏବଂ ଭାରତ ସହିତ ସମ୍ପର୍କ...
Archives


