ଅନ୍ତର୍ଜାତୀୟ

ଭାରତ ପାକିସ୍ତାନ ଯୁଦ୍ଧ: କରାଚୀ ବନ୍ଦରରେ ଭାରତୀୟ ନୌସେନାର ବଡ଼ ହମଲା

ଇସଲାମାବାଦ,୮।୫: ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିବା ସମୟରେ ପାକିସ୍ତାନର କରାଚୀ ବନ୍ଦରରୁ ଏକାଧିକ ବିସ୍ଫୋରଣ ହୋଇଥିବା ଖବର ମିଳିଛି। ଭାରତୀୟ ନୌସେନା ପାକିସ୍ତାନର ପ୍ରମୁଖ ବାଣିଜ୍ୟ ଓ ସାମରିକ କେନ୍ଦ୍ର କରାଚୀ ବନ୍ଦର ଉପରେ ଏକ ବଡ଼ ଧରଣର ଆକ୍ରମଣ…

ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫଙ୍କ ଘର ପାଖରେ ବିସ୍ଫୋରଣ

ଇସଲାମାବାଦ,୮।୫: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ପ୍ରଧାନମନ୍ତ୍ରୀ ସେହବାଜ ସରିଫଙ୍କ ବାସଭବନ ନିକଟରେ ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି, ଯାହା ସାରା ଦେଶରେ ଉତ୍ତେଜନା ସୃଷ୍ଟି କରିଛି। ଏହି ଘଟଣା ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ସାମରିକ ଉତ୍ତେଜନା ଏବଂ ଭାରତୀୟ…

ଆଇଏନଏସ ବିକ୍ରାନ୍ତକୁ ମୁତୟନ କଲା ଭାରତ, ଚାରିଆଡୁ ପାକିସ୍ତାନ ଉପରେ ହେବ ଆକ୍ରମଣ

ନୂଆଦିଲ୍ଲୀ,୮।୫: ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଭାରତୀୟ ନୌସେନା ଏକ ରଣନୈତିକ ପଦକ୍ଷେପ ନେଇ ତା’ର ପ୍ରଥମ ଦେଶୀୟ ବିମାନବାହୀ ଜାହାଜ ଆଇଏନଏସ ବିକ୍ରାନ୍ତକୁ ଅରବ ସାଗରରେ କାରୱାର ଉପକୂଳ ନିକଟରେ ମୁତୟନ କରିଛି। ଏହି ପଦକ୍ଷେପ ପାକିସ୍ତାନ ଉପରେ…

ସିଙ୍ଗାପୁରର ଟ୍ରାଭେଲ ଆଡ୍‌ଭାଇଜରି ଜାରି: ଅତି ଜରୁରୀ ନ ଥିଲେ…

ନୂଆଦିଲ୍ଲୀ,୮।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ରହିଥିବା ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି, ସିଙ୍ଗାପୁର ମଧ୍ୟ ନିଜ ନାଗରିକଙ୍କ ପାଇଁ ଟ୍ରାଭେଲ ଆଡ୍‌ଭାଇଜରି ଜାରି କରିଛି। ଅତି ଜରୁରୀ ନ ଥିଲେ ପାକିସ୍ତାନ ଏବଂ ଭାରତର ଜମ୍ମୁ-କଶ୍ମୀରକୁ ନ ଯିବା ପାଇଁ…

କଶ୍ମୀର ଛାଡ଼ିବାକୁ ନିଜ ନାଗରିକଙ୍କୁ ଇସ୍ରାଏଲର ପରାମର୍ଶ

ନୂଆଦିଲ୍ଲୀ,୮।୫: ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ୁଥିବା ବେଳେ ଇସ୍ରାଏଲ ନିଜ ନାଗରିକଙ୍କ ପାଇଁ ଟ୍ରାଭେଲ ଆଡ୍‌ଭାଇଜରିକୁ ଅପ୍‌ଡେଟ୍‌ କରିଛି। କଶ୍ମୀରରେ ଥିବା ଇସ୍ରାଏଲୀ ନାଗରିକଙ୍କୁ ତୁରନ୍ତ ଫେରିଆସିବାକୁ ଏହି ଆଡଭାଇଜରିରେ କୁହାଯାଇଛି। ସେହିପରି ସାମ୍ପ୍ରତିକ ସ୍ଥିତିରେ ଭ୍ରମଣ ପାଇଁ ଜମ୍ମୁ-କଶ୍ମୀର ନ…

ଉତ୍ତେଜନା ହ୍ରାସ କରିବାକୁ ପାକିସ୍ତାନକୁ କହିଲା ଆମେରିକା

ନୂଆଦିଲ୍ଲୀ,୮।୫: ଯୁକ୍ତରାଷ୍ଟ୍ର ଆମେରିକା ବୈଦେଶିକ ମୁଖପାତ୍ର ଟାମି ବ୍ରୁସ କହିଛନ୍ତି, “ମନ୍ତ୍ରୀ ମାର୍କୋ ରୁବିଓ ଆଜି ବୈଦେଶିକ ମନ୍ତ୍ରୀ ସୁବ୍ରମଣ୍ୟମ ଜୟଶଙ୍କରଙ୍କ ସହ କଥାବାର୍ତ୍ତା କରିଛନ୍ତି। ରୁବିଓ ତୁରନ୍ତ ଉତ୍ତେଜନା ହ୍ରାସ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି। ସେ ଭାରତ…

ଭାରତର ଆକ୍ରମଣ ପରେ ପାକିସ୍ତାନ ସୁପର ଲିଗ ମ୍ୟାଚ ବାତିଲ: ଭୟରେ ବିଦେଶୀ ଖେଳାଳି, ଦେଶ ଛାଡ଼ିବାକୁ ଚାହୁଁଛନ୍ତି

ନୂଆଦିଲ୍ଲୀ,୮।୫: ରାୱାଲପିଣ୍ଡି କ୍ରିକେଟ ଷ୍ଟାଡିୟମରେ ଗୁରୁବାର ସନ୍ଧ୍ୟାରେ ପେଶାୱାର ଜାଲମି ଏବଂ କରାଚୀ କିଙ୍ଗସ ମଧ୍ୟରେ ଥିବା ପାକିସ୍ତାନ ସୁପର ଲିଗ (ପିଏସଏଲ) ମ୍ୟାଚ ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା ପାକିସ୍ତାନର ବିଭିନ୍ନ ସ୍ଥାନରେ ବାୟୁ ପ୍ରତିରକ୍ଷା ରାଡାର ଏବଂ ବ୍ୟବସ୍ଥାକୁ…

ମହାଭାରତର ବେଳେ ଯେଉଁ ଗ୍ରହ ଚଳନ ହୋଇଥିଲା, ଏବେ ସେହି ଚଳନ, ଜ୍ୟୋତିଷ କହିଲେ ହେବ ମହାଯୁଦ୍ଧ

ନୂଆଦିଲ୍ଲୀ,୮।୫: ଭାରତରେ ହେବାକୁ ଯାଉଛି ବଡ଼ ଯୁଦ୍ଧ। ଏନେଇ ୧୦ମାସ ପୂର୍ବରୁ ହୋଇଛି ଭବିଷ୍ୟବାଣୀ। ଜଣେ ବିଶିଷ୍ଟ ଜ୍ୟୋତିଷ ଗତ ୧୦ ମାସ ପୂର୍ବେ ଭବିଷ୍ୟବାଣୀ କରିଥିଲେ ଯେ ୨୦୨୫ ମେ ମାସରେ ଏକ ବିରଳ ଗ୍ରହସ୍ଥିତି ଘଟିବ, ଯାହା ମହାଭାରତ…

ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବିଶ୍ୱ ବ୍ୟାଙ୍କ ସଭାପତି, ପାକିସ୍ତାନ ଉପରେ ଲାଗିବ ଆର୍ଥିକ ପ୍ରତିବନ୍ଧକ!

ନୂଆଦିଲ୍ଲୀ,୮।୫: ବିଶ୍ୱ ବ୍ୟାଙ୍କ ସଭାପତି ଅଜୟ ବଙ୍ଗା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି, ଯାହା ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ସହିତ ଇଣ୍ଡସ ଜଳ ଚୁକ୍ତିକୁ ସ୍ଥଗିତ ରଖିବାର କିଛି ଦିନ ପରେ ହୋଇଛି। ଏହି ବୈଠକ…

ଆସନ୍ତାକାଲି ପାକିସ୍ତାନ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ, ଭାରତ ନେବ ବଡ଼ ଆକ୍ସନ!

ନୂଆଦିଲ୍ଲୀ, ୮।୫: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ମେ ୯ ତାରିଖ ପାକିସ୍ତାନ ପାଇଁ ଏକ ର୍ନିଣ୍ଣାୟକ ଦିନ ହେବ। ଏହି ଦିନ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ପାକିସ୍ତାନର ଚାଲିଥିବା ୩୭ ମାସିଆ ଏକ୍ସଟେଣ୍ଡେଡ ଫଣ୍ଡ…

ଆମେରିକାର ଚାପକୁ ଖାତିର ନ କରି ରୁଷଠାରୁ S-400 କିଣିଥିଲେ ମୋଦି, ପାକିସ୍ତାନ ବିରୋଧରେ ପ୍ରୟୋଗରେ ମିଳିଲା ସଫଳତା

ନୂଆଦିଲ୍ଲୀ,୮।୫: ଆମେରିକାର ବାରମ୍ବାର ଚେତାବନୀ ଏବଂ ପ୍ରତିବନ୍ଧକର ଭୟ ସତ୍ତ୍ୱେ ଭାରତ ୨୦୧୮ ରେ ରୁଷ ସହିତ ୫.୪୩ ବିଲିୟନ ଡଲାରର S-400 ଟ୍ରାଇମ୍ଫ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା କ୍ରୟ ଚୁକ୍ତି ସ୍ୱାକ୍ଷର କରିଥିଲା। ଏହି ଚୁକ୍ତି ଆମେରିକାର କାଉଣ୍ଟରିଂ ଆମେରିକା’ସ…

ପାକିସ୍ତାନୀ ଫିଲ୍ମ, ୱେବ ସିରିଜ ଉପରେ ପ୍ରତିବନ୍ଧକ ଲଗାଇଲେ ଭାରତ ସରକାର

ନୂଆଦିଲ୍ଲୀ,୮।୫: ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପରେ, ଭାରତ ସରକାର ସମସ୍ତ ଅନଲାଇନ୍ ଷ୍ଟ୍ରିମିଂ ପ୍ଲାଟଫର୍ମ, ଓଟିଟି ସେବା ଏବଂ ଡିଜିଟାଲ୍ ମଧ୍ୟସ୍ଥତାକାରୀମାନଙ୍କୁ ପାକିସ୍ତାନ ଫିଲ୍ମ, ୱେବ ସିରିଜ ଆଦି ଷ୍ଟ୍ରିମିଂ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri