ରାଫାଲ ଅଫିସରେ ଚୋରି
ପ୍ୟାରିସ୍/ନୂଆଦିଲ୍ଲୀ,୨୩ା୫: ଫ୍ରାନ୍ସ ରାଜଧାନୀ ପ୍ୟାରିସ୍ରେ ରାଫାଲ ଯୁଦ୍ଧବିମାନ ଚୁକ୍ତି ପରିଚାଳନା କରୁଥିବା ଭାରତୀୟ ବାୟୁସେନା (ଆଇଏଏଫ୍)ର ଅଫିସରେ ଚୋରି ହୋଇଛି। ସେଠାରୁ କେତେକ ଦସ୍ତାବିଜ ଓ ଅର୍ଥ ଚୋରି ହୋଇଥିବା ଜଣାପଡ଼ିଛି। ଫ୍ରାନ୍ସର ଯୁଦ୍ଧବିମାନ ନିର୍ମାଣକାରୀ କମ୍ପାନୀ ଦାସଲ୍ଟ ଆଭିଏଶନ୍ର ଏକ…
ମରାମତି ପରେ ପ୍ରଥମ ଜେଏଫ-୧୭ ଯୁଦ୍ଧ ବିମାନ ପାକିସ୍ତାନକୁ ହସ୍ତାନ୍ତର କଲା ଚାଇନା
ବେଜିଂ,୨୨।୫: ଆବଶ୍ୟକ ମରାମତି ପରେ ଏକ ଇଞ୍ଜିନବିଶିଷ୍ଟ ଜେଏଫ-୧୭ ଯୁଦ୍ଧ ବିମାନକୁ ଚାଇନା ପାକିସ୍ତାନକୁ ହସ୍ତାନ୍ତର କରିଛି। ପ୍ରାୟ ଏକ ଦଶନ୍ଧି ତଳେ ଜେଏଫ-୧୭ ଯୁଦ୍ଧ ବିମାନ ନିର୍ମାଣକୁ ନେଇ ଚାଇନା ଓ ପାକିସ୍ତାନ ମଧ୍ୟରେ ରାଜିନାମା ହୋଇଥିଲା। ଚାଇନା ୨୦୦୭ରେ…
ଏକସଙ୍ଗରେ ୬ଟି ସନ୍ତାନ ଜନ୍ମଦେଲେ ମହିଳା: ରାଷ୍ଟ୍ରପତି ଜଣାଇଲେ ଶୁଭେଚ୍ଛା
ଓ୍ବାର୍ଶ, ୨୨।୫: ୟୁରୋପୀୟ ଦେଶ ପୋଲାଣ୍ଡରେ ଜଣେ ମହିଳା ପ୍ରଥମଥର ପାଇଁ ୬ଟି ସନ୍ତାନ ଜନ୍ମ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଏହାକୁ ନେଇ ପୋଲାଣ୍ଡରେ ଏକ ଖୁସିର ମାହୋଲ ସୃଷ୍ଟି ହୋଇଛି। ସେଠାକାର ରାଷ୍ଟ୍ରପତି ଆନ୍ଦ୍ରଜେଜ ଡୁଡା ଉକ୍ତ ମାତାପିତାଙ୍କୁ ଟୁଇଟରରେ…
କେନ୍ଦ୍ରରେ ଗଠନ ହେଉ ମୋଦି ସରକାର: ଏହା ଚାହେଁନା ପାକିସ୍ତାନ
ଲାହୋର,୨୨।୫: ଭାରତର ଲୋକ ସଭା ନିର୍ବାଚନ ଫଳାଫଳ ପ୍ରତି ପାକିସ୍ତାନ ଉତ୍ସୁକତାର ସହିତ ଚାହିଁ ବସିଛି। ତେବେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ପୁଣି ଥରେ ଗଠନ ହେଉ ଏହା ପାକିସ୍ତାନ ଚାହେଁନା। ମୋଦି ସରକାରଙ୍କ ଶାସନ ସମୟରେ ଅନୁପ୍ରବେଶ…
ମହାରାଣୀଙ୍କ ପାଖରେ ଚାକିରି କଲେ ମାସକୁ ଦରମା ୨୬ ଲକ୍ଷ
ଲଣ୍ଡନ,୨୨।୫: ମାସକୁ ଦରମା ୨୬ ଲକ୍ଷ। ଶୁଣିଲେ ଯେକେହି ଚକିତ ହୋଇଯିବେ। ତେବେ ଏହା ସତ୍ୟ, ବ୍ରିଟେନ୍ ମହରାଣୀ ଏଲିଜାବେଥ୍ଙ୍କ ରୟାଲ ହାଉସ୍ରେ ଏଭଳି ଏକ ଚାକିରିର ସୁଯୋଗ ରହିଛି। ମହାରାଣୀ ଜଣେ ସୋସିଆଲ ମିଡ଼ିଆ ମ୍ୟାନେଜରଙ୍କ ଖୋଜୁଛନ୍ତି। ତାଙ୍କର ଦରମା…
ପାକିସ୍ତାନୀ ବୋଟ୍ରୁ ୬୦୦ କୋଟିର କୋକେନ୍ ଜବତ
ନୂଆଦିଲ୍ଲୀ,୨୨ା୫: ଭାରତୀୟ ତଟରକ୍ଷୀ ବାହିନୀ ମଙ୍ଗଳବାର ଗୁଜରାଟ ଉପକୂଳରେ ଏକ ପାକିସ୍ତାନୀ ବୋଟ୍କୁ ପିଛା କରି ସେଥିରୁ ୬୦୦ କୋଟି ଟଙ୍କା ମୂଲ୍ୟର କୋକେନ୍ ଜବତ କରିଛି। ଉକ୍ତ ବୋଟ୍ରେ ଥିବା ୬ ଜଣ କର୍ମଚାରୀଙ୍କୁ ତଟରକ୍ଷୀ ବାହିନୀ ହାଜତକୁ ନେଇଛି।…
ହାଇକୋର୍ଟ ପହଞ୍ଚିଲେ ନଓ୍ବାଜ୍
ଇସ୍ଲାମାବାଦ,୨୧।୫: ଭ୍ରଷ୍ଟାଚାର ମାମଲାରେ ଜେଲରେ ସଜ୍ଜା କାଟୁଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ ଇସ୍ଲାମାବାଦ ହାଇକୋର୍ଟ ପହଞ୍ଚିଛନ୍ତି। ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ ସେ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଛନ୍ତି। ଏହା ପୂର୍ବରୁ ପାକିସ୍ତାନ ସୁପ୍ରିମକୋର୍ଟ ତାଙ୍କ ଜାମିନ ଆବେଦନକୁ…
ଖାଲି କରାଗଲା ଏଫେଲ୍ ଟାଓ୍ବାର
ପ୍ୟାରିସ,୨୧।୫: ବିଶ୍ୱ ପ୍ରସିଦ୍ଧ ଏଫେଲ୍ ଟାଓ୍ବାର ଉପରକୁ ଗତ ସୋମବାର ଜଣେ ବ୍ୟକ୍ତି ଚଢିଯିବା ପରେ ତାକୁ ଖାଲି କରାଯାଇଥିଲା। ଉକ୍ତ ଟାଓ୍ବାରର ଦେଖାରଖା କରୁଥିବା ପ୍ୟାରିସର ଏକ କମ୍ପାନୀ ଏହି ସୂଚନା ଦେଇଛି। ଏଫେଲ୍ ଟାଓ୍ବାରକୁ ଦେଖିବାକୁ ପ୍ରତିବର୍ଷ ପ୍ରାୟ…
ଇଣ୍ଡୋନେସିଆ ରାଷ୍ଟ୍ରପତି ନିର୍ବାଚନ: ପୁଣି ବାଜି ମାରିଲେ ଜୋକୋ ଓ୍ବିଡୋଡୋ
ଜାକର୍ତ୍ତା, ୨୧।୫: ଇଣ୍ଡୋନେସିଆରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ପୁଣି ବାଜି ମାରିଛନ୍ତି ଜୋକୋ ଓ୍ବିଡୋଡୋ। ସେ ନିକଟତମ ପ୍ରତିଦ୍ୱନ୍ଦୀ ପ୍ରଭାଓ୍ବ ସୁବିଆଣ୍ଟୋଙ୍କୁ ପରାସ୍ତ କରିଛନ୍ତି। ଦ୍ୱିତୀୟଥର ପାଇଁ ଓ୍ବିଡୋଡୋ ଦେଶର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଏପ୍ରିଲ ୧୭ରେ ରାଷ୍ଟ୍ରପଦ ପାଇଁ…
ଜେଲ୍ରେ ସୁରକ୍ଷାକର୍ମୀ-କଏଦୀଙ୍କ ମଧ୍ୟରେ ହାତାହାତି: ୩୨ ମୃତ
ଦୁଶାଂବେ,୨୦।୫: ତାଜିକିସ୍ତାନର ଏକ ଜେଲ୍ରେ ସୁରକ୍ଷାକର୍ମୀ ଓ କଏଦୀଙ୍କ ମଧ୍ୟରେ ଦଙ୍ଗା ପରିସ୍ଥିତି ଉପୁଜିବାରୁ ୩୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସାମାଚାର ଏଜେନ୍ସି ଏଏଫ୍ପି ଏହି ସୂଚନା ଦେଇଛି। ମୃତକଙ୍କ ମଧ୍ୟରେ ୩ ଜଣ ଗାର୍ଡ ଥିବା ବେଳେ…
ରୋଜାରେ ଖାଦ୍ୟ ଆଣିଯାଇଥିବା ବ୍ୟକ୍ତିଙ୍କୁ ଦୁର୍ବ୍ୟବହାର କରି ନିଲମ୍ବିତ ହେଲେ ମହିଳା ମ୍ୟାନେଜର
ମିସୁରୀ,୨୦।୫: ଆମେରିକାର ମିସୁରୀରେ ଜଣେ ଯୁବକ ରୋଜା ଖୋଲିବା ପାଇଁ ଟେକୋ ବେଲ ରେଷ୍ଟୁରାଣ୍ଟକୁ ଜଳଖିଆ ଆଣିବାକୁ ଯାଇଥିଲେ। ରେଷ୍ଟୁରାଣ୍ଟରେ ଥିବା ମହିଳା ମ୍ୟାନେଜର ଇନ୍ ଟ୍ରେନିଂ ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ୫୦ ଡଲାରର ଖାଇବା କାହିଁକି ଅର୍ଡର…
ଇରାନକୁ ଆମେରିକାର ଧମକ
ଓ୍ବାଶିଂଟନ,୨୦।୫: ଆମେରିକା ଓ ଇରାକ ମଧ୍ୟରେ ଏବେ ଯୁଦ୍ଧ ପରିସ୍ଥିତି ଚରମ ସୀମାରେ ପହଞ୍ଚିଛି। ଏମିତି କହିବାର କାରଣ ହେଉଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଧମକ ଦେଇଛନ୍ତି ଯଦି ଇରାନ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରେ ତେବେ ତା’ର…
Archives


