ଅନ୍ତର୍ଜାତୀୟ

ବାହମାସ ପରେ ଏବେ କାନାଡା ଅଭିମୁଖେ ଡୋରିଆନ

ଓଟାଓ୍ବା,୮।୯: ବାହମାସ ଓ ଆମେରିକାରେ ତାଣ୍ଡବ ରଚିବା ପରେ ଏବେ କାନାଡା ମୁହାଁ ହୋଇଛି ସାମୁଦ୍ରିକ ଝଡ଼ ଡୋରିଆନ। ଶନିବାର ଏହା କାନାଡାରେ ପହଞ୍ଚିବା ପରେ ଖୁବ୍‌ ଜୋର୍‌ରେ ପବନ ପହିବା ସହ ବର୍ଷା ମଧ୍ୟ ହୋଇଛି। ଫଳରେ ବଡ ବଡ…

ତାଲିବାନ୍‌ ସହିତ ହେବନି ଗୁପ୍ତ ବୈଠକ, ଶାନ୍ତି ଆଲୋଚନା ରଦ୍ଦ କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୮।୯: ତାଲିବାନ୍‌ ସହିତ ଗୁପ୍ତ ବୈଠକ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ମନା କରିଛନ୍ତିି। ଏହା ସହିତ ଶାନ୍ତି ଆଲୋଚନାକୁ ମଧ୍ୟ ରଦ୍ଦ କରାଯାଇଛି ବୋଲି ଟ୍ରମ୍ପ୍‌ ଘୋଷଣା କରିଛନ୍ତି। କାବୁଲ୍‌ରେ ହୋଇଥିବା ତାଲିବାନ୍‌ ଆକ୍ରମଣରେ ଜଣେ ଆମେରିକା ସୈନ୍ୟଙ୍କ…

ପାକ୍‌ ଆକାଶରେ ଉଡ଼ିବନି ରାଷ୍ଟ୍ରପତିଙ୍କ ବିମାନ

ଇସ୍‌ଲାମାବାଦ, ୮।୯(ପି.ଟି.): ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାରଠାରୁ ଆଇସ୍‌ଲାଣ୍ଡ, ସୁଇଜରଲାଣ୍ଡ ଓ ସ୍ଲୋଭେନିଆ ଗସ୍ତରେ ଯିବାକୁ ଥିବାବେଳେ ତାଙ୍କ ବିମାନ ପାକିସ୍ତାନ ଆକାଶରେ ଉଡ଼ିପାରିବ ନାହିଁ। ରାଷ୍ଟ୍ରପତିଙ୍କ ବିମାନ ପାଇଁ ବାୟୁସୀମା ବ୍ୟବହାର ଅନୁମତି ଦେବା ଲାଗି ଭାରତ କରିଥିବା ଅନୁରୋଧକୁ…

ଲିଂଗଲିଂଗ ଝଡ଼ର ପ୍ରଭାବରେ କୋରିଆରେ ବ୍ୟାପକ କ୍ଷତି

ସିଓଲ,୭।୯: ଆମେରିକାର ଫ୍ଲୋରିଡାରେ ସାମୁଦ୍ରିକ ଝଡ଼ ଡୋରିଅନ ପ୍ରଭାବରେ ବ୍ୟାପକ କ୍ଷତି ହୋଇଥିବା ବେଳେ ଏବେ ଲିଙ୍ଗଲିଙ୍ଗ ଝଡ଼ର ପ୍ରଭାବରେ କୋରିଆ ଉପକୂଳରେ ବି ବ୍ୟାପକ କ୍ଷତି ହୋଇଥିବା ଜଣାପଡିଛି। ତେବେ ଲିଙ୍ଗଲିଙ୍ଗ ଝଡ଼ର ପ୍ରଭାବରେ ଖୁବ୍‌ ଜୋରରେ ପବନ ବହୁଥିବାରୁ…

ପାକିସ୍ତାନରେ ପହଞ୍ଚିଲେ ୧୭ ଜଣିଆ ଆମେରିକା ପ୍ରତିନିଧି ଦଳ

ଇସଲାମାବାଦ୍‌,୭।୯: ପାକିସ୍ତାନରେ ଆମେରିକାର ୧୭ ଜଣିଆ ପ୍ରତିନିଧି ଦଳ ପହଞ୍ଚିଛନ୍ତି। ଶନିବାର ପାକିସ୍ତାନରେ ପହଞ୍ଚିଥିବା ପ୍ରତିନିଧି ଦଳ ଆଫଗାନିସ୍ତାନ ସମସ୍ୟା ନେଇ ପାକିସ୍ତାନ ପ୍ରତିପକ୍ଷଙ୍କ ସହିତ ବିସ୍ତୃତ ଆଲୋଚନା କରିବେ। ୧୮ ବର୍ଷ ଧରି ଆଫଗାନିସ୍ତାନରେ ଚାଲିଥିବା ଗୃହଯୁଦ୍ଧର ଅବସାନ ଘଟାଇବା…

ଆଫଗାନିସ୍ତାନ ସୈନ୍ୟଙ୍କ କବଜାରେ ଓ୍ବାରଦୋଜ୍‌ ଜିଲା: ଶହେ ତାଲିବାନ୍‌ ଆତଙ୍କବାଦୀ ନିହତ

କାବୁଲ୍‌,୭।୯: ଆଫଗାନିସ୍ତାନ ସୈନ୍ୟ ବାହିନୀ ଉତ୍ତର-ପୂର୍ବ ଅଞ୍ଚଳରେ ଥିବା ଓ୍ବାରଦୋଜ୍‌ ଜିଲାକୁ ନିଜ କବଜାକୁ ନେଇଛନ୍ତି। ଏହି ଘଟଣାରେ ଶହେ ତାଲିବାନ୍‌ ଆତଙ୍କବାଦୀ ନିହତ ହୋଇଛନ୍ତି। ସୈନ୍ୟ ବାହିନୀ ଏବଂ ଆତଙ୍କବାଦୀ ମଧ୍ୟରେ ଦୀର୍ଘ ସମୟ ଧରି ଲଢ଼େଇ ଜାରି ରହିଥିଲା।…

ଆମେରିକା ଯିବେ ନାହିଁ ଆଫଗାନ ରାଷ୍ଟ୍ରପତି

କାବୁଲ,୭।୯: ଆଫଗାନୀସ୍ତାନର ରାଷ୍ଟ୍ରପତି ଅଶରଫ ଗନି ଶନିବାର ଆମେରିକା ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା। ହେଲେ ସେ ଆମେରିକରା ଗସ୍ତ କରୁ ନାହାଁନ୍ତି ବୋଲି ଜଣାପଡିଛି। ଗନିଙ୍କ ସହ ୧୩ଜଣ ସଦସ୍ୟ ବିଶିଷ୍ଟ ଏକ ପ୍ରତିନିଧି ମଣ୍ଡଳ ମଧ୍ୟ ଗସ୍ତ କରିବାର…

ଚନ୍ଦ୍ରୟାନ-୨କୁ ନେଇ ଭାରତକୁ କଟାକ୍ଷ କଲା ପାକିସ୍ତାନ

ଇସ୍‌ଲାମାବାଦ,୭।୯: ପାକିସ୍ତାନ ପୁଣିଥରେ ଭାରତ ପ୍ରତି ଥିବା ତା’ର ନକରାତ୍ମକ ଭାବର ପ୍ରକାଶ କରିଛି। ଭାରତର ମହତ୍ତ୍ୱାକାଂକ୍ଷୀ ଚନ୍ଦ୍ରୟାନ-୨ର ବିଫଳତା ପରେ ପାକିସ୍ତାନ ଏହାକୁ ନେଇ ଭାରତକୁ ଅଟ୍ଟହାସ୍ୟ କରିଛି। ପାକିସ୍ତାନର ମନ୍ତ୍ରୀ ଫୟାଦ ଚୌଧୁରୀ ଟୁଇଟ୍‌ କରି କହିଛନ୍ତି,‘ଯେଉଁକାମ ଆସୁନାହିଁ…

ଜିମ୍ବାଓ୍ବେର ପୂର୍ବତନ ରାଷ୍ଟ୍ରପତି ମୁଗାବେଙ୍କ ପରଲୋକ

ହାରାରେ, ୭ା୯(ପି.ଟି.): ଜିମ୍ବାଓ୍ବେର ପୂର୍ବତନ ରାଷ୍ଟ୍ରପତି ରବର୍ଟ ମୁଗାବେ(୯୫)ଙ୍କ ପରଲୋକ ହୋଇଯାଇଛି। ଏନେଇ ଦେଶର ରାଷ୍ଟ୍ରପତି ଇମର୍‌ସନ୍‌ ନାଙ୍ଗଗ୍ବା ଶୁକ୍ରବାର ଘୋଷଣା କରିଛନ୍ତି। ୧୯୮୦ରୁ ୨୦୧୭ ମଧ୍ୟରେ ମୁଗାବେ ଜିମ୍ବାଓ୍ବେକୁ ଦୃଢ ନେତୃତ୍ୱ ଦେବାରେ ସକ୍ଷମ ହୋଇଥିଲେ। ଦେଶବାସୀଙ୍କୁ ମୁକ୍ତ ଓ…

ଭିଏତ୍‌ନାମରେ ବନ୍ୟା ବିତ୍ପାତ

ହାନୋଇ,୬।୯: ଭିଏତ୍‌ନାମରେ ନିକଟରେ ହୋଇଥିବା ଲଘୁଚାପ ଯୋଗୁ ସହରର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ହୋଇଛି। ଫଳରେ କେତେକ ସ୍ଥାନରେ ବନ୍ୟା ପରିସ୍ଥିତି ଓ ଭୂସ୍ଖଳନ ଘଟିଛି। ଏଥିଯୋଗୁ ଏବେ ପର୍ଯ୍ୟନ୍ତ ୫ ଜଣଙ୍କ ଜୀବନ ଯାଇଥିବା ବେଳେ ୩ ନିଖୋଜ…

ପୁଣି ଯୁଦ୍ଧ ଧମକ ଦେଲା ପାକିସ୍ତାନ

ଇସାଲାମାବାଦ,୬।୯:ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ବିଚଳିତ ହୋଇପଡ଼ିଥିବା ପାକିସ୍ତାନ ପୁଣି ଭାରତକୁ ଯୁଦ୍ଧ ଧମକ ଦେଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କିଛି ଦିନ ତଳେ ଭାରତକୁ ପରମାଣୁ ଯୁଦ୍ଧ ଧମକ ଦେଇଥିବାବେଳେ ଦେଶର ସେନା ମୁଖ୍ୟ କମର ଜାଭେଦ୍‌ ବାଜଓ୍ବା ଭାରତ ସହ…

ସୋଫା ଛାଡି ସାଧାରଣ ଚେୟାର୍‌ରେ ବସିଲେ ମୋଦି

ଭ୍ଲାଡିଭୋଷ୍ଟକ୍‌,୬।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ରୁଷ ଗସ୍ତରେ ଯାଇଛନ୍ତି। ଇଇଏଫର ପଞ୍ଚମ ସମ୍ମିଳନୀରେ ଯୋଗଦେବାକୁ ରୁଷିଆ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ। ଗସ୍ତର ଦ୍ୱିତୀୟ ଦିନରେ ଏକ ଫଟୋ ସେସନ୍‌ ଆୟୋଜିତ କରାଯାଇଥିଲା। ଏହି ସେସନରେ ମୋଦିଙ୍କ ପାଇଁ ସ୍ବତନ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?