ବିଲେଇଙ୍କ ପାଇଁ ବିଳାସପୂର୍ଣ୍ଣ ହୋଟେଲ
ସାଧାରଣତଃ ମଣିଷମାନଙ୍କ ପାଇଁ ବିଳାସପୂର୍ଣ୍ଣ ହୋଟେଲର ବ୍ୟବସ୍ଥା କରାଯାଇଥାଏ। ହେଲେ ଇରାକର ଜଣେ ଭେଟନାରୀ ମେଡିସିନର ଛାତ୍ର ଅହମ୍ମଦ ତାହେର ମକ୍କି ବିଲେଇଙ୍କ ପାଇଁ ତିଆରି କରିଛନ୍ତି ଏକ ବିଳାସପୂର୍ଣ୍ଣ ହୋଟେଲ। ନିଜ ଘରେ ସେ ଏହି ହୋଟେଲ ତିଆରି କରିଛନ୍ତି।…
ଶରିଫଙ୍କୁ ମିଳିଲା ଜାମିନ
ଇସ୍ଲାମାବାଦ,୨୫।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କୁ ଜାମିନ ମିଳିଛି। ଲାହୋର ହାଇକୋର୍ଟ ତାଙ୍କୁ ସ୍ବାସ୍ଥ୍ୟଗତ କାରଣ ପାଇଁ ଶୁକ୍ରବାର ଏହି ଜାମିନ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ଚୌଧୁରୀ ସୁଗାର ମିଲ୍ ମାମଲାରେ ଶରିଫ ଜେଲ୍ରେ ରହିଥିଲେ। ସେଠାରେ ତାଙ୍କ ସ୍ବାସ୍ଥ୍ୟ…
କାଲିଫର୍ନିଆ ଜଙ୍ଗଲରେ ନିଆଁ: ଅନ୍ଧାରରେ ୨ ଲକ୍ଷ ପରିବାର
କଲିଫର୍ନିଆ,୨୫।୧୦: ଆମେରିକାର କାଲିଫର୍ନିଆରେ ଥିବା ଜଙ୍ଗଲରେ ଗତ ବୁଧବାର ଲାଗିଥିବା ନିଆଁ ବେଳକୁ ବେଳ ବଢିବାରେ ଲାଗିଛି। ଏହା ଏବେ ଏତେ ଭୟଙ୍କର ହୋଇଯାଇଛି ଯେ ସୁରକ୍ଷା ଦୃଷ୍ଟିରୁ ଏହାର ଆଖପାଖରେ ରହୁଥିବା ପ୍ରାୟ ୨ ଲକ୍ଷ ପରିବାରଙ୍କ ବିଦ୍ୟୁତ ସଂଯୋଗକୁ…
ବ୍ରାଜିଲ୍ ଯିବା ପାଇଁ ଭାରତୀୟ ବ୍ୟବସାୟୀଙ୍କୁ ଦେଖାଇବାକୁ ପଡିବନି ଭିଜା
ବ୍ରାସିଲିଆ,୨୫।୧୦: ଭାରତୀୟଙ୍କ ପାଇଁ ଭିଜା ନୀତି କୋହଳ କରିଛି ବ୍ରାଜିଲ। ଏଣିକି ବ୍ରାଜିଲ୍ ଯିବା ପାଇଁ ଭାରତୀୟ ବ୍ୟବସାୟୀଙ୍କୁ ଦେଖାଇବାକୁ ପଡିବ ନାହିଁ ବୋଲି ଘୋଷଣା କରିଛନ୍ତି ବ୍ରାଜିଲ୍ ରାଷ୍ଟ୍ରପତି ଜୈର ବୋଲ୍ସନାରୋ। ଚୀନ ଏବଂ ଭାରତୀୟଙ୍କ ପାଇଁ ଭିସା ନୀତି…
ପାକ୍ ବିଦେଶ ମନ୍ତ୍ରଣାଳୟ ଅଫିସରେ ଟିକ୍ଟକ୍ ଷ୍ଟାରଙ୍କ ଭିଡିଓ ଭାଇରାଲ
ଇସ୍ଲାମାବାଦ,୨୫।୧୦: ପପୁଲାର ଟିକ୍ଟକ୍ ଷ୍ଟାର ହରିମ ଶାହଙ୍କ ଭିଡିଓକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ପାକିସ୍ତାନର ବିଦେଶ ମନ୍ତ୍ରଣାଳୟ କାର୍ଯ୍ୟାଳୟରେ ହରିମ ଟିକ୍ଟକ୍ ଭିଡିଓ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ…
ଶ୍ରୀଲଙ୍କା ବିସ୍ଫୋରଣ:ଆତଙ୍କବାଦୀଙ୍କ ଟାର୍ଗେଟରେ ଥିଲେ ଭାରତୀୟ ଉଚ୍ଚାୟୁକ୍ତ
ନୂଆଦିଲ୍ଲୀ,୨୫।୧୦: ଶ୍ରୀଲଙ୍କାରେ ଗତ ଏପ୍ରିଲ ୨୧ରେ ଚର୍ଚ୍ଚ ଏବଂ ହୋଟେଲରେ ହୋଇଥିବା ସିରିଜ ବିସ୍ଫୋରଣର ଯାଞ୍ଚ ରିପୋର୍ଟ ସାମ୍ନାକୁ ଆସିଛି। ଶ୍ରୀଲଙ୍କାର ପାର୍ଲିଆମେଣ୍ଟ ସିଲେକ୍ସନ କମିଟି(ପିଏସସି) ୧୬୪୯ପୃଷ୍ଠାର ଏହି ଯାଞ୍ଚ ରିପୋର୍ଟ ଜାରି କରିଛି। ଏହି ରିପୋର୍ଟରେ ଆତଙ୍କବାଦୀଙ୍କ ଟାର୍ଗେଟରେ ଭାରତୀୟ…
୩୯ ମୃତକ ଚାଇନା ନାଗରିକ
ଲଣ୍ଡନ,୨୫-୧୦:ବ୍ରିଟେନରେ ଏକ ଟ୍ରକ୍ କଣ୍ଟେନରରୁ ୩୯ ମୃତଦେହ ଜବତ ହୋଇଥିଲା। ମୃତକମାନେ ଚାଇନା ନାଗରିକ ବୋଲି ବ୍ରିଟିଶ ଗଣମାଧ୍ୟମ ପ୍ରକାଶ କରିଛି। ତେବେ ଏନେଇ ସ୍ଥାନୀୟ ପୋଲିସ କିମ୍ବା ଚାଇନା ଦୂତାବାସ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ। ବୁଧବାର ଲଣ୍ଡନର…
ଯେଉଁଠି ପୂଜା ଥାଳି ବଦଳରେ ନିଆଯାଏ ସାପ
ସାପ ନାଁ ଶୁଣିବା ମାତ୍ରେ ଲୋକେ ଭୟରେ ଥରି ଉଠନ୍ତି। ଯଦି କାହାରି ସମ୍ମୁଖକୁ ସାପ ଆସିଗଲା, ତେବେ କଥା ସେଇଠି ସରିଲା। କିନ୍ତୁ ଗୋଟିଏ କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ବିଶ୍ୱରେ ଏଭଳି ଏକ ସ୍ଥାନ ରହିଛି, ଯେଉଁଠାରେ…
ମୋବାଇଲ୍ ଅଭ୍ୟାସରୁ ମୁକ୍ତି ଦେବ ଗୁଗଲ ଆପ୍ସ୍: ପ୍ଲେ ଷ୍ଟୋର୍ରେ ଉପଲବ୍ଧ
ଓ୍ବାଶିଂଟନ,୨୪।୧୦: ମୋବାଇଲ୍ ଏବେ ସମସ୍ତଙ୍କର ଅତି ଆପଣାର ବସ୍ତୁ ପାଲଟିଛି। କେତେକ ବହୁ ସମୟ ଧରି ମୋବାଇଲ୍ ସହିତ ଜଡ଼ିତ ରହୁଛନ୍ତି। ଏହା ଦ୍ୱାରା ଦାମ୍ପତ୍ୟ ଜୀବନ ସହିତ ସାମାଜିକ କ୍ଷେତ୍ରରେ ନାନା ସମସ୍ୟା ଦେଖାଦେଉଛି। ତେବେ ମୋବାଇଲ୍ ଅଭ୍ୟାସରୁ ମୁକ୍ତି…
ସାମାଜିକ ଅର୍ଥନୈତିକ ବିକାଶରେ ଜାତିସଂଘ
୧୯୪୫ ଜୁନ୍ ୨୬ରେ ୫୦ଟି ଦେଶ ଜାତିସଂଘ ଅଧିକାରପତ୍ରରେ ସ୍ବାକ୍ଷର କରିବା ପରେ ଜାତିସଂଘ ଅକ୍ଟୋବର୨୪,୧୯୪୫ରେ ସ୍ଥାପିତ ହୋଇଥିଲା। ଏହି ସମୟରେ ଚାଇନା ୟୁନାଇଟେଡ୍ ଷ୍ଟେଟ୍, ଫ୍ରାନ୍ସ, ସଂଯୁକ୍ତ ରାଜ୍ୟ, ୟୁନାଇଟେଡ୍ କିଙ୍ଗଣ୍ଡମ୍ ଓ ସୋଭିଏଟ୍ ସଂଘ ଏହାକୁ ସ୍ବୀକୃତି ଦେଇଥିଲେ…
ମାଡ଼ି ଆସୁଛି ବିପଦ: ଆଣ୍ଟାର୍କଟିକା ହିମ ପାହାଡ଼ରେ ୨୦ କିମି ଫାଟ; ସମୁଦ୍ର ଆଁରେ ଉପକୂଳବର୍ତ୍ତୀ ଅଞ୍ଚଳ
ଓ୍ବାଶିଂଟନ,୨୪।୧୦: ପୃଥିବୀ ଉପରେ ବିପଦ ମାଡ଼ି ଆସୁଛି। ଆଣ୍ଟାର୍କଟିକା ହିମ ପାହାଡ଼ରେ ୨୦ କିମି ଫାଟ ସୃଷ୍ଟି ହୋଇଛି। ଜଳବାୟୁ ପରିବର୍ତ୍ତନ ଏବଂ ଗ୍ଲୋବାଲ୍ ଓ୍ବାର୍ମିଂ ଯୋଗୁ ଆଣ୍ଟାର୍କଟିକାର ପଶ୍ଚିମରେ ଥିବା ପାଇନ୍ ଦ୍ୱୀପରେ ବିରାଟ ହିମ ପାହାଡ଼ରେ ଏଭଳି ହୋଇଥିବା…
ନ୍ୟୁୟର୍କରୁ ସିଡ୍ନୀ ୧୯ ଘଣ୍ଟା ଲଗାତର ବିମାନ ଯାତ୍ରା
ନ୍ୟୁୟର୍କ: ଘଣ୍ଟାଏ ନୁହେଁ କି ଦୁଇଘଣ୍ଟା ନୁହେଁ ଲଗାତର ୧୯ ଘଣ୍ଟା ୧୬ ମିନିଟ୍ର ବିମାନ ଯାତ୍ରା। ନ୍ୟୁୟର୍କରୁ ସିଡ୍ନୀକୁ କ୍ୱାଣ୍ଟାସ୍ ବିମାନ ଯାତ୍ରୀ ଏଭଳି ଦୀର୍ଘ ସମୟ ଉଡ଼ାଣ କରି ଇତିହାସ ରଚନା କରିଛନ୍ତି। ଦୀର୍ଘ ୧୬,୨୦୦ କିଲୋମିଟରର ବିମାନ…
Archives


