ଆଫଗାନିସ୍ତାନ ବିସ୍ଫୋରଣ: ଜଣେ ଶିଶୁଙ୍କ ସମେତ ୨ ମୃତ
ହେରାତ,୧୮।୫: ଆଫଗାନିସ୍ତାନର ହେରାତ ଅଞ୍ଚଳରେ ଥିବା ଏକ ରାସ୍ତା କଡ଼ରେ ଶନିବାର ବୋମା ବିସ୍ଫୋରଣ ହେବା ଫଳରେ ଜଣେ ଶିଶୁଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଟୋଲୋ ନ୍ୟୁଜର ସୂଚନା ମୁତାବକ ଏହି ବିସ୍ଫୋରଣ ସବା ଜିଲାରେ…
ଅଷ୍ଟ୍ରେଲିଆ ନିର୍ବାଚନ: ଭୋଟ ନ ଦେଲେ ଦେବାକୁ ପଡିବ ଏକ ହଜାର ଟଙ୍କା ଜରିମାନା
କାନବେରା,୧୮।୫: ଅଷ୍ଟ୍ରେଲିଆରେ ଶନିବାର ସାଧାରଣ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ତେବେ ୧୯୨୪ରୁ ସରକାର ଏଠାରେ ମତଦାନକୁ ଅନିର୍ବାଜ୍ୟ କରିବା ଫଳରେ ଏଠାରେ ସବୁଥର ପାଖାପାଖି ୯୧ ପ୍ରତିଶତରୁ ଊର୍ଦ୍ଧ୍ୱ ମତଦାନ ହୋଇଥାଏ। ୧୯୯୪ରେ ତ ଏହା ୯୬.୨୨…
ରମଜାନ୍ରେ ରୋଜା ପରେ ଇଫତାର୍ରେ ମିଳୁନି ଗ୍ଲାସେ ମିଶ୍ରି ସର୍ବତ: ପାକିସ୍ତାନରେ ଲେମ୍ବୁ କିଲୋ ୪ ଶହ
ଇସଲାମାବାଦ୍,୧୮।୫: ପାକିସ୍ତାନ ମୁଦ୍ରା ଡଲାର ତୁଳନାରେ ଦୁର୍ବଳ ହେବାରେ ଲାଗିଛି। ଫଳରେ ଏଠାରେ ରମଜାନ ମାସରେ ରୋଜା ରଖିଥିବା ଶ୍ରଦ୍ଧାଳୁଙ୍କୁ ଇଫତାର୍ ସମୟରେ ଗ୍ଲାସେ ମିଶ୍ର ସର୍ବତ ମିଳିବା କଷ୍ଟକର ହୋଇପଡୁଛି। ସର୍ବତ ପାଇଁ ମିଶ୍ରି ଓ ଲେମ୍ବୁର ଆବଶ୍ୟକତା ରହିଥିବାବେଳେ…
୨୦୩୩ରେ ମଙ୍ଗଳରେ ପାଦ ଥାପିବା ହେବନି ସମ୍ଭବ; ଲାଗିପାରେ ଅଧିକ ୨୭ ବର୍ଷ
ଓ୍ବାଶିଂଟନ,୧୮।୫: ଜହ୍ନରେ ପାଦ ଦେବା ପାଇଁ ନାସା ପକ୍ଷରୁ କରାଯାଇଛି ମାନବ ମିଶନ। ଏହା ୨୦୨୪ରେ ସମ୍ପନ୍ନ ହେବ ବୋଲି କୁହାଯାଉଛି। ଏହାପରେ ୨୦୩୩ରେ ମଙ୍ଗଳକୁ ମାନବ ମିଶନ ପଠାଯିବାର ଯୋଜନା ରହିଛି। ତେବେ କେତେକ ମହାକାଶ ବିଜ୍ଞାନୀ ଏହି ମିଶନ…
ବ୍ରେକ୍ଜିଟ୍ ଆଲୋଚନା ବିଫଳ
ଲଣ୍ଡନ,୧୮ା୫(ପି.ଟି.): ୟୁରୋପୀୟ ସଂଘ (ଇୟୁ)ରୁ ବ୍ରିଟେନ ଅଲଗା ହେବା ପ୍ରକ୍ରିୟା ନେଇ ଚାଲିଥିବା ‘ବ୍ରେକ୍ଜିଟ୍’ ଆଲୋଚନା ଶେଷରେ ବିଫଳ ହୋଇଛି। ବିରୋଧୀ ଦଳ ଲେବର ପାର୍ଟି ସହ ପ୍ରଧାନମନ୍ତ୍ରୀ ଥେରେସା ମେ’ଙ୍କ ମଧ୍ୟରେ କଥାବାର୍ତ୍ତା ବିନା ଡିଲ୍ରେ ଶେଷ ହୋଇଛି। ଫଳରେ…
ଭୁଲ୍ରେ ୩୫ ପୋଲିସଙ୍କ ଜୀବନ ନେଲା ଆମେରିକା
କାବୁଲ,୧୮ା୫(ଆଇଏଏନ୍ଏସ୍): ଆମେରିକା ବାୟୁସେନା ଭୁଲ୍ରେ ସହଯୋଗୀ ଆଫଗାନିସ୍ତାନକୁ ଟାର୍ଗେଟ କରିଛି। ଏହି ଆକ୍ରମଣରେ ୪ ଆମେରିକୀୟ କମାଣ୍ଡରଙ୍କ ସମେତ ୩୫ ପୋଲିସ କର୍ମଚାରୀ ନିହତ ହୋଇଥିବାବେଳେ ଅନ୍ୟ ୧୪ ଜଣ ଆହତ ହୋଇଛନ୍ତି। ଆଫଗାନିସ୍ତାନର ହେଲମଣ୍ଡ ପ୍ରଦେଶସ୍ଥିତ ନହର-ଇ-ସରାଜ ଜିଲାର ଅତ୍ତାଉଲ୍ଲାହରେ…
ପାକିସ୍ତାନରେ ୫୦୦ ଏଚ୍ଆଇଭି ସଂକ୍ରମିତ
ରାତୋଦରୋ,୧୮।୫: ଦକ୍ଷିଣ ପାକିସ୍ତାନର ଅବହେଳିତ ଜିଲା ଲାର୍କାନାର ବିଭିନ୍ନ ଗଁାରେ ପାଖାପାଖି ୫ଶହ ଜଣ ଏଚ୍ଆଇଭିର ଶିକାର ହୋଇଛନ୍ତି। ତନ୍ମଧ୍ୟରେ ୪ଶହ ପିଲା ସଂକ୍ରମିତ। ଜନୈକ ଡାକ୍ତରଙ୍କ ଅବହେଳା ଯୋଗୁ ଏଭଳି ପରିସ୍ଥିତି ଉପୁଜିଥିବା କୁହାଯାଉଛି। ତେବେ ଡାକ୍ତର ଜଣକ ଏକ…
ଆମେରିକାର ଏଫ୍-୧୬ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ
କାଲିଫର୍ନିଆ,୧୭।୫: ଆମେରିକା ବାୟୁସେନାର ଏଫ୍-୧୬ ଯୁଦ୍ଧ ବିମାନ ଏକ ବ୍ୟବସାୟ ପ୍ରତିଷ୍ଠାନ ଉପରେ ପଡିଯିବା ଫଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଦୁର୍ଘଟଣା ପୂର୍ବରୁ ପାଇଲଟ ସୁରକ୍ଷିତ ଭାବେ ବିମାନରୁ ବାହାରି ଯାଇଥିବା ସୂଚନା ମିଳିଛି। ମାର୍ଚ୍ଚ ଏୟାର ରିଜର୍ଭ ବେସ୍ର ମୋନେର…
ପାକିସ୍ତାନରେ ଏବେ ଏଚ୍ଆଇଭି ଭୟ
ରାଟୋଡରୋ,୧୭।୫: ଦକ୍ଷିଣ ପାକିସ୍ତାନର ଏକ ଗାଁରେ ପାଖାପାଖି ୪ଶହ ଲୋକ ଏଚ୍ଆଇଭିର ଶିକାର ହୋଇଥିବା ଜଣାପଡିଛି। ଜଣେ ଡାକ୍ତରଙ୍କ ଅବହେଳା ଯୋଗୁ ଏଭଳି ପରିସ୍ଥିତି ଉପୁଜିଥିବା କୁହାଯାଉଛି। ତେବେ ଡାକ୍ତର ଜଣକ ଏକ ସଂକ୍ରମିତ ସିରିଞ୍ଜ ବ୍ୟବହାର କରିଥିବା ଅଭିଯୋଗ ହୋଇଛି।…
୪୭ ଆତଙ୍କବାଦୀ ନିହତ
କାଏରୋ,୧୭।୫: ଇଜିପ୍ଟର ସିନାଇ ଅଞ୍ଚଳରେ ଆତଙ୍କବାଦୀ ସଙ୍ଗଠନ ଆଇଏସ୍ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାରୁ ୫୨ ଜଣଙ୍କ ପ୍ରାଣହାନି ଘଟିଛି। ୪୭ ଆତଙ୍କବାଦୀ ନିହତ ହୋଇଥିବାବେଳେ ୫ ସେନା କର୍ମୀ ପ୍ରାଣ ହରାଇଥିବା ଜଣାପଡ଼ିଛି। ଦକ୍ଷିଣ କେନ୍ଦ୍ରୀୟ ସିନାଇରେ ବିଭିନ୍ନ…
୨୩ରେ ଅଣଏନ୍ଡିଏ ଦଳ ବୈଠକ
ନୂଆଦିଲ୍ଲୀ,୧୭।୫:ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆସନ୍ତା ୨୩ରେ ଅଣଏନ୍ଡିଏ ଦଳଗୁଡ଼ିକର ନେତାଙ୍କୁ ନେଇ ଏକ ବୈଠକ କରିବେ। ଏଥିଲାଗି ଧର୍ମନିରପେକ୍ଷ ଦଳଗୁଡ଼ିକୁ ସେ ନିମନ୍ତ୍ରଣ କରଛନ୍ତି। ଏନ୍ସିପି ମୁଖ୍ୟ ଶରଦ ପାଓ୍ବାର, ଡିଏମ୍କେ ଅଧ୍ୟକ୍ଷ ଏମ୍.କେ. ଷ୍ଟାଲିନ୍ଙ୍କ ସହ ଆର୍ଜେଡି, ଟିଏମ୍ସି,…
ଇଫେଲ ଟାଓ୍ବାରକୁ ୧୩୦ ବର୍ଷ
ପ୍ୟାରିସ,୧୭।୫(ଏଏଫ୍ପି):ପ୍ୟାରିସ୍ର ଉଚ୍ଚତମ ଇଫେଲ ଟାଓ୍ବାର ୧୩୦ ବର୍ଷରେ ପଦାର୍ପଣ କରିଛି। ରଙ୍ଗାରଙ୍ଗ ଆଲୋକ ସଜ୍ଜା ମଧ୍ୟରେ ଏହାର ପ୍ରତିଷ୍ଠା ଉତ୍ସବ ପାଳନ କରାଯାଇଛି। ୧୮୮୯ରେ ପ୍ରତିଷ୍ଠିତ ଏହି ଟାଓ୍ବାର୍ର ଉଚ୍ଚତା ୩୨୪ ମିଟର ଏବଂ ଏଥିରେ ୭,୩୦୦ ଟନ୍ ଓଜନର ଧାତବ…
Archives


