ଅନ୍ତର୍ଜାତୀୟ

ମଝି ଆକାଶରେ ଆମେରିକା ଯୁଦ୍ଧ ବିମାନକୁ ଧ୍ୱଂସ କରିଦେଲା ପାକିସ୍ତାନୀ ବାୟୁ ସେନା? ଦାବିକୁ ନେଇ ବଡ଼ ଖୁଲାସା!

ନୂଆଦିଲ୍ଲୀ,୭।୬: ଲାଇଟହାଉସ ଜର୍ନାଲିଜମକୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବହୁଳ ଭାବେ ଶେୟାର କରାଯାଉଥିବା ଏକ ଭିଡିଓ ହସ୍ତଗତ ହୋଇଛି। ଭିଡିଓ ସହ ଏହା ଦାବି କରାଯାଉଛି ଯେ ପାକିସ୍ତାନୀ ବାୟୁ ସେନା ନ୍ୟୁ ମେକ୍ସିକୋର ଅଲ୍ବୁକର୍କ ଇଣ୍ଟରନ୍ୟାଶନାଲ ଅର୍ଥାତ ଚାଇନା...

ଦୁନିଆର ସବୁଠୁ ସୁନ୍ଦର ହସ୍ତାକ୍ଷର ଥିବା ଝିଅ, ପ୍ରତିଭା ଦେଖି ଅଭିଭୂତ ହେଉଛନ୍ତି…

କାଠମାଣ୍ଡୁ,୭।୬:  ପିଲାଦିନେ ଭଲ ହସ୍ତାକ୍ଷର ପାଇଁ ଅନେକ ଥର ଗାଳି ଶୁଣିବାକୁ ପଡ଼ିଥାଏ। ହସ୍ତାକ୍ଷର ଖରାପ ହେଲେ ଛାତ୍ରୀଛାତ୍ରଙ୍କ ମାର୍କ କମ୍‌ ଆସିଥାଏ। ଏବେ ଏହି ହସ୍ତାକ୍ଷରକୁ ନେଇ ଜଣେ ଯୁବତୀ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛନ୍ତି। କାରଣ...

ଶେଷ ହେଲା ମସ୍କ-ଟ୍ରମ୍ପଙ୍କ ମଧ୍ୟରେ ଥିବା ମଧୁର ସମ୍ପର୍କ! ଆମେରିକା ରାଷ୍ଟ୍ରପତି ବିକ୍ରି କରିପାରନ୍ତି ଲାଲ କାର

ଓ୍ବାଶିଂଟନ,୭।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଟେସଲା ମୁଖ୍ୟ ଏଲୋନ ମସ୍କଙ୍କ ମଧ୍ୟରେ ବନ୍ଧୁତାରେ ଫାଟ ସୃଷ୍ଟି ହୋଇଛି। ଉଭୟଙ୍କ ମଧ୍ୟରେ ବାକ ଯୁଦ୍ଧ ଆଜିକାଲି ଆଲୋଚନାର ବିଷୟ ପାଲଟିଛି। ଏହି ସମୟରେ, ଖବର ଆସିଛି ଯେ ଡୋନାଲ୍ଡ...

ଏମିତି ରାଗିଲେ ସାଂସଦ, ସଂସଦରେ ଦେଖାଇଲେ ନିଜର Nude ଫଟୋ

ଓ୍ବିଲିଂଟନ,୭।୬: ଯେଉଁ ଗତିରେ ପ୍ରଯୁକ୍ତିବିଦ୍ୟା ବିକାଶ ହେଉଛି, ତାହା ଦେଖି ଅନୁମାନ କରାଯାଇପାରେ ଯେ ଖୁବ ଶୀଘ୍ର ମଣିଷ ପାଇଁ କିଛି ଅସମ୍ଭବ ହେବ ନାହିଁ। କିନ୍ତୁ ପ୍ରଯୁକ୍ତିର ନିରନ୍ତର ବିକାଶ ମାନବତାକୁ ବହୁତ ପଛରେ ପକାଇ ଦେଇଛି। ସମ୍ପ୍ରତି,...

ସିମ୍‌ଲା ରାଜିନାମାକୁ ନେଇ ଦୋହଲିଲା ପାକିସ୍ତାନ: ସରକାରରେ ମତଭେଦ

ଇସ୍‌ଲାମାବାଦ,୭ା୬:ସିମ୍‌ଲା ରାଜିନାମାକୁ ନେଇ ପାକିସ୍ତାନର ଶେହବାଜ ଶରିଫ୍‌ ସରକାରରେ ମତଭେଦ ଦେଖାଦେଇଛି। ୧୯୭୨ର ସିମ୍‌ଲା ରାଜିନାମା ଏକ ମୃତ ଦସ୍ତାବିଜ୍‌ ବୋଲି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାଓ୍ବଜା ଅସିଫ୍‌ ଘୋଷଣା କରିବାର କିଛି ଘଣ୍ଟା ପରେ ବହିର୍ବ୍ୟାପାର ମନ୍ତ୍ରଣାଳୟ ଏହାକୁ...

ରୋହିଙ୍ଗ୍ୟାଙ୍କୁ ହତିଆର କରି ବଡ଼ ଷଡ଼ଯନ୍ତ୍ର କରୁଛି ପାକିସ୍ତାନ; କଶ୍ମୀର-ଦିଲ୍ଲୀରେ ହୋଇପାରେ ବଡ଼ ଆକ୍ରମଣ

ଇସଲାମାବାଦ,୭।୬: ଭାରତର ବଡ଼ ଶତ୍ରୁମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ (JeM)। ଏହା ଏବେ କେବଳ କାଶ୍ମୀରରେ ନୁହେଁ ବରଂ ଭାରତର ପଡ଼ୋଶୀ ଦେଶ ମିଆଁମାର ଅର୍ଥାତ ବର୍ମାରେ ମଧ୍ୟ ନିଜର କାୟା ବିସ୍ତାର କରିବାକୁ ଚେଷ୍ଟା...

ନୂଆ ରାଜନୈତିକ ଦଳ ଗଠନ କରିବେ ଏଲନ ମସ୍କ? ଟ୍ରମ୍ପଙ୍କ ସହ ବିବାଦ ଭିତରେ କଲେ ବଡ଼ ଘୋଷଣା

ଓ୍ବାଶିଂଟନ, ୭।୬: ଟେସଲା ଓ ସ୍ପେସଏକ୍ସର ସିଇଓ ଏଲନ ମସ୍କ ଆମେରିକାରେ ଏକ ନୂଆ ରାଜନୈତିକ ଦଳ ‘ଆମେରିକା ପାର୍ଟି’ ଗଠନ କରିବାର ସଙ୍କେତ ଦେଇଛନ୍ତି। ଏହି ଘୋଷଣା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଙ୍କର ଚାଲିଥିବା ବିବାଦ...

ଟ୍ରମ୍ପ-ମସ୍କ କଳିରେ ଭାରତର ଏଣ୍ଟ୍ରି? ବିଶ୍ୱରେ ଚହଳ

ଓାଶିଂଟନ, ୭।୬: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ପ୍ରସ୍ତାବିତ ‘ବିଗ ବ୍ୟୁଟିଫୁଲ ବିଲ’ ନୀତି ଆମେରିକୀୟ ରାଜନୀତିରେ ଏକ ବଡ଼ ବିବାଦ ସୃଷ୍ଟି କରିଛି। ଏହି ବିଲ୍‌ରେ ଟ୍ୟାକ୍ସ କମେଇବା, ସୀମା ସୁରକ୍ଷା ବୃଦ୍ଧି ଏବଂ ମେଡିକେଡ ଓ...

ପାକିସ୍ତାନକୁ ଜୋରଦାର ଝଟ୍‌କା ଦେଲା ଚାଇନା: ଅନ୍ତର୍ଜାତୀୟ ମଞ୍ଚରେ ଦେଲା ପାନେ

ବ୍ରାସିଲିଆ,୬।୬: ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଅନ୍ତର୍ଜାତୀୟ ସ୍ତରରେ ନିନ୍ଦା କରାଯାଇଛି। ବ୍ରାସିଲିଆରେ ଅନୁଷ୍ଠିତ ବ୍ରିକ୍ସ ସଂସଦୀୟ ଫୋରମ ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରିଛି ଏବଂ ଆତଙ୍କବାଦ ବିରୋଧରେ ଏକତ୍ରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ...

ପୁଟିନ୍‌ଙ୍କ ସାଙ୍ଗରେ ହାତ ମିଳାଇବେ ମସ୍କ? ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା

ଓ୍ବାଶିଂଟନ୍‌,୭।୬: ବିଶ୍ୱର ସବୁଠାରୁ ପ୍ରସିଦ୍ଧ କୋଟିପତି ଏଲନ ମସ୍କ ଏବେ ଆମେରିକା ଛାଡିବାକୁ ଯାଉଛନ୍ତି! ତେବେ ସେ କ’ଣ ରୁଷିଆରେ ଶରଣ ପାଇବେ? ଡୋନାଲ୍ଡ ଟ୍ରମ୍ପ ଏବଂ ମସ୍କଙ୍କ ମଧ୍ୟରେ ତୀବ୍ର ବାକ୍‌ ଯୁଦ୍ଧ ମଧ୍ୟରେ, ରୁଷିଆରୁ ଏକ ଆଶ୍ଚର୍ଯ୍ୟଜନକ...

ଅନ୍ତର୍ଜାତୀୟ ମଞ୍ଚରେ ପାକିସ୍ତାନକୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ: ଜାତିସଂଘ ଉପରେ ଭାରତ କ୍ଷୁବ୍ଧ

ନୂଆଦିଲ୍ଲୀ,୭ା୬:ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ର ୨ଟି ଆତଙ୍କବାଦ ନିରୋଧୀ କମିଟିରେ ପାକିସ୍ତାନକୁ ଅଧ୍ୟକ୍ଷ ଓ ସହଅଧ୍ୟକ୍ଷ ନିଯୁକ୍ତ କରାଯାଇଥିବାରୁ ଭାରତ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିଛି। ୟୁଏନ୍‌ଏସ୍‌ସିର ତାଲିବାନ ବିରୋଧୀ କଟକଣା କମିଟିରେ ଇସ୍‌ଲାମାବାଦକୁ ଅଧ୍ୟକ୍ଷତା ମିଳିଥିବାବେଳେ ୯/୧୧...

ପହଲଗାମ ଆକ୍ରମଣକୁ ନେଇ ସାଂଘାତିକ ଖୁଲାସା କଲା ପାକିସ୍ତାନ, କହିଲା ମୋଦି…

କଶ୍ମୀର,୭।୬: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପ୍ରଥମ ଥର ପାଇଁ ଜମ୍ମୁ ଏବଂ କଶ୍ମୀର ଗସ୍ତ କରିଥିଲେ। ଏହି ସମୟରେ ସେ ବିଶ୍ୱର ସବୁଠାରୁ ଉଚ୍ଚ ରେଲଓ୍ବେ ପୋଲ ‘ଚେନାବ ସେତୁ’ ଉଦଘାଟନ କରି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri