ଶ୍ରୀଲଙ୍କାର ଆର୍ଥିକ ସଙ୍କଟ ମଧ୍ୟରେ ସାମୁହିକ ଭାବେ ଇସ୍ତଫା ଦେଲେ କ୍ୟାବିନେଟ ମନ୍ତ୍ରୀ
କଲମ୍ବୋ,୪ ।୪: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାଙ୍କୁ ଲାଗିଛି ଆଉ ଏକ ଝଟ୍କା । ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ବ୍ୟତୀତ ଶ୍ରୀଲଙ୍କାର ସମସ୍ତ କ୍ୟାବିନେଟ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ସମ୍ପୂର୍ଣ୍ଣ ଦେଶ ଯେତେବେଳେ ଆର୍ଥିକ...
ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ: ଆଳୁ କିଲୋ ୨୦୦, ଗୋଟିଏ ଅଣ୍ଡାର ମୂଲ୍ୟ ୩୦ ଟଙ୍କା
କଲମ୍ବୋ,୩।୪: ଆର୍ଥିକ ସଙ୍କଟ ଯୋଗୁ ଶ୍ରୀଲଙ୍କାର ସ୍ଥିତି ପୂରା ଦୟନୀୟ ହୋଇଯାଇଛି। ଦେଶରେ ଖାଇବାକୁ ଖାଦ୍ୟ ନାହିଁ। ପିଇବାକୁ ପାଣି ନାହିଁ। ଲୋକମାନେ ଖାଦ୍ୟ, ଇନ୍ଧନ ଏବଂ ଔଷଧ ଇତ୍ୟାଦି ମୌଳିକ ସାମଗ୍ରୀ କିଣିବା ପାଇଁ ଘଣ୍ଟା ଘଣ୍ଟା ଧରି...
ରକ୍ତରଞ୍ଜିତ ହେଲା ସାକ୍ରମେଣ୍ଟୋ ସହର
ସାନ ଫ୍ରାନସିସ୍କୋ,୩।୪: କାଲିଫର୍ନିଆର ସାକ୍ରାମେଣ୍ଟୋ ସହରରେ ରବିବାର ସକାଳେ ଘଟିଥିବା ଗୁଳିକାଣ୍ଡରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୯ ଜଣ ଏହି ଘଟଣାରେ ଆହତ ହୋଇଛନ୍ତି। ଜଣେ ପୋଲିସ ଅଧିକାରୀ ଅତିକମ୍ରେ ୧୫ ପୀଡ଼ିତଙ୍କୁ ଠାବ କରିଥିଲେ। ସେମାନଙ୍କ...
ସରକାର ଯିବା ପରେ ଭାରତ ବିରୋଧୀ ମନ୍ତବ୍ୟ ଦେଲେ ପାକିସ୍ତାନ ମନ୍ତ୍ରୀ
ଇସଲାମାବାଦ,୩।୪: ପାକିସ୍ତାନରେ ରାଜନୈତିକ ସଙ୍କଟ ଚାଲିଛି। ରବିବାର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ରଣନୀତି ବିରୋଧୀଙ୍କ ସବୁ ଖେଳ ଓଲଟପାଲଟ କରିଦେଇଛି। ଫଳରେ ଶାସନକ୍ଷମତା ହାତେଇବାକୁ ସ୍ବପ୍ନ ଦେଖୁଥିବା ବିରୋଧୀଙ୍କ ଆଶା ଧୂଳିସାତ୍ ହୋଇଛି। ପାକିସ୍ତାନ ସଂସଦ(ନ୍ୟାସନାଲ ଆସେମ୍ବ୍ଲି)ରେ ପ୍ରଧାନମନ୍ତ୍ରୀ ଇମ୍ରାନ...
ରୁଷିଆ ସେନାଙ୍କ ଉପରେ ବୋମାମାଡ କରି କିଛି ଅଞ୍ଚଳକୁ ନିଜ କବଜାକୁ ଆଣିଲେଣି ୟୁକ୍ରେନ୍ ସେନା: ଜେଲେନ୍ସ୍କି
କ୍ୱିଭ୍,୩ ।୪: ରୁଷିଆ-ୟୁକ୍ରେନ ଯୁଦ୍ଧ ବେଳକୁ ବେଳ ନୂଆ ମୋଡ ନେଉଛି । ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନ୍ସ୍କି କହିଛନ୍ତି କ୍ୱିଭ ଓ ଚେର୍ନୋହିବର ଆଖପାଖ ଅଞ୍ଚଳକୁ ପୁଣିଥରେ ୟୁକ୍ରେନ୍ ସେନା କବଜା କରି ନେଇଛନ୍ତି । ରୁଷିଆ ସେନାଙ୍କୁ...
ବିବାହ ପୂର୍ବରୁ ପିତା ହୋଇଥିଲେ ଇମ୍ରାନ, କୋର୍ଟ ରାୟ ପରେ ବି ଏକଥାକୁ ଅସ୍ବୀକାର
ଇସଲାମାବାଦ,୩ା୪: ବିବାଦ ପ୍ରାୟ ପ୍ରତ୍ୟେକ ରାଜନେତାଙ୍କ ଜୀବନର ଏକ ଅଂଶ। ଏମାନଙ୍କ ମଧ୍ୟରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ହେଉଛନ୍ତି ଜଣେ। ଇମ୍ରାନଙ୍କ ବିରୋଧରେ ନାନା କଥା ଉଠିଛି। ଇମ୍ରାନଙ୍କ ପ୍ରେମ ତାଲିକାରେ ବଲିଉଡ୍ ଅଭିନେତ୍ରୀମାନଙ୍କ ଠାରୁ ଦୁନିଆର ସବୁଠାରୁ...
ପାକିସ୍ତାନ ସଂସଦରେ ହାଇ ଭୋଲଟେଜ୍ ଡ୍ରାମା: ବିରୋଧୀ ବାଛିଲେ ପ୍ରଧାନମନ୍ତ୍ରୀ
ଇସଲାମାବାଦ୍,୩।୪:ପାକିସ୍ତାନର ସଂସଦରେ ରବିବାର ହାଇ ଭୋଲଟେଜ ଡ୍ରାମା ଦେଖିବାକୁ ମିଳିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଆସିବାକୁ ଥିବା ଅନାସ୍ଥା ପ୍ରସ୍ତାବ ପାକିସ୍ତାନ ନ୍ୟାସନାଲ ଆସେମ୍ବଲିରେ ଖାରଜ ହୋଇଛି। ଉପବାଚସ୍ପତି କାସୀମ ଖାନ ସୁରୀଙ୍କ ଦ୍ୱାରା ଅନାସ୍ଥା ପ୍ରସ୍ତାବ...
କ୍ୟାପଟେନ୍ଙ୍କ ପ୍ଲାନ୍ ବି,ସଂସଦ ଭଙ୍ଗ-୯୦ ଦିନ ମଧ୍ୟରେ ନିର୍ବାଚନ…
ଇସଲାମାବାଦ, ୩।୪ : ପାକିସ୍ତାନରେ କ୍ୟାପଟେନ୍ଙ୍କ ପ୍ଲାନ୍ ବି କାମ ଦେଇଛି। ଫଳରେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କ ବିରୋଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ କାଟ୍ ଖାଇଛି। ଏହା ଦ୍ୱାରା ବିରୋଧୀ ଶିବିରରେ ନିରାଶ ଖେଳିଯାଇଛି। ସମ୍ବିଧାନର ଧାରା ୫୮ ଅନ୍ତର୍ଗତ...
ଚାଇନାରେ କରୋନା ସଙ୍କଟ, ଛୋଟପିଲାଙ୍କ ଉପରେ ଅଧିକ ବିପଦ…
ବେଜିଂ, ୩।୪ : ପୁଣି ଥରେ ଚାଇନାରେ କରୋନା ସଂକ୍ରମଣର ଏକ ନୂଆ ଲହର ଆରମ୍ଭ ହୋଇଛି। ସୁରକ୍ଷା ଦୃଷ୍ଟିରୁ ଶାଙ୍ଘାଇ ସମେତ ଦେଶର ବହୁ ବଡ ସହରରେ ଲକ୍ଡାଉନ୍ ଘୋଷଣା କରାଯାଇଛି। କୁହାଯାଉଛି ଯେ ଏହି ନୂଆ ଲହର...
ଇମ୍ରାନଙ୍କ ଅନାସ୍ଥା ପ୍ରସ୍ତାବ ଖାରଜ
ଇସଲାମାବାଦ,୩ା୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଯାଇଛି। ଏହାକୁ ଖାରଜ କରିଛନ୍ତି ଉପବାଚସ୍ପତି କାଶୀବ ଖାନ୍। ଅନାସ୍ଥା ପ୍ରସ୍ତାବକୁ ଅସାମ୍ବାଧାନିକ ବୋଲି କହିଛନ୍ତି ଉପବାଚସ୍ପତି। ବିଦେଶୀ ଷଡ଼ଯନ୍ତ୍ର ଦର୍ଶାଇ ଏହାକୁ ସେ ଖାରଜ...
ଯୁଦ୍ଧର ପ୍ରଭାବ, ୧୦୦ କମ୍ପାନୀର ୩.୪୦ ଲକ୍ଷ କୋଟି ଚୁକ୍ତି ବାତିଲ…
ଓ୍ବାଶିଂଟନ/ମସ୍କୋ/କ୍ୱିଭ୍, ୩।୪ : ରୁଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁ ପୃଥିବୀର ବହୁ କମ୍ପାନୀ କ୍ଷତି ସହିଛନ୍ତି। ବିଶ companies ର କମ୍ପାନୀଗୁଡିକ ମଧ୍ୟ କ୍ଷତି ସହିଛନ୍ତି। ଯୁଦ୍ଧର ପ୍ରଭାବ ଯୋଗୁ ପୃଥିବୀର ପ୍ରାୟ ୧୦୦ କମ୍ପାନୀ ୩.୪୦ ଲକ୍ଷ କୋଟିରୁ (୪୫...
ମଶା ମାରିବେ ମଶାଙ୍କୁ, ଶହେ କୋଟି ମଶା ଛାଡ଼ିଲା ଆମେରିକା…
ଓ୍ବାଶିଂଟନ, ୩।୪ : କଥାରେ ଅଛି ଲୁହା ଲୁହାକୁ କାଟେ। ଏହି ମର୍ମରେ ଏବେ ଆମେରିକା ମଶାଙ୍କୁ ମାରିବା ପାଇଁ ମଶା ଛାଡ଼ିଛି। ବିଗତ କିଛି ବର୍ଷ ମଧ୍ୟରେ ଆମେରିକାରେ ମଶା ଜନିତ ରୋଗ ଯଥେଷ୍ଟ ବୃଦ୍ଧି ପାଇଛି। ତେଣୁ...
Archives


