ପାକିସ୍ତାନ ସହ ମିଶି ଭୟଙ୍କର ପ୍ଲାନ କରିଥିଲେ ଟ୍ରମ୍ପ! ଜାଣିଗଲେ ମୋଦି?
ନୂଆଦିଲ୍ଲୀ,୧୯।୬: ସାରା ବିଶ୍ୱ ଜାଣିବାକୁ ଚାହୁଁଛି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାହିଁକି ହ୍ବାଇଟ ହାଉସରେ ପାକିସ୍ତାନର ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଆୟୋଜନ କରିଥିଲେ। ପ୍ରତ୍ୟେକ କାର୍ଯ୍ୟକ୍ରମକୁ ଇଭେଣ୍ଟ ମ୍ୟାନେଜମେଣ୍ଟରେ ପରିଣତ କରୁଥିବା...
ଇରାନ-ଇସ୍ରାଏଲ ଯୁଦ୍ଧକୁ ନେଇ ଆମେରିକାର ଧମକ ପରେ ଭୟଙ୍କର ଚେତାବନୀ ଦେଲା ରୁଷିଆ, କହିଲା…
ମସ୍କୋ,୧୯।୬: ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷରେ ଆମେରିକା ସାମରିକ ହସ୍ତକ୍ଷେପ କଲେ ଏହା ଅତ୍ୟନ୍ତ ବିପଜ୍ଜନକ ହେବ ବୋଲି ରୁଷିଆ ଚେତାବନୀ ଦେଇଛି। ରୁଷିଆର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାରିଆ ଜାଖାରୋଭା ଗୁରୁବାର କହିଛନ୍ତି, ଆମେ ଆମେରିକାକୁ...
ଅପରେସନ ସିନ୍ଦୁରରେ ବଡ କ୍ଷତି ସହିଛି ପାକିସ୍ତାନ, ଏପର୍ଯ୍ୟନ୍ତ ଖୋଲିପାରୁନି ବିମାନ ବନ୍ଦର
ଓ୍ବାଶିଂଟନ୍,୧୯।୬: ପାକିସ୍ତାନ ମେ’ ମାସରେ ଅପରେସନ ସିନ୍ଦୁର ସମୟରେ ଭାରତୀୟ ମିସାଇଲ ଦ୍ୱାରା କ୍ଷତିଗ୍ରସ୍ଥ ହୋଇଥିବା ରହିମ ୟାର ଖାନ ବିମାନ ଘାଟି ପାଇଁ ପୁଣି ଥରେ ଏକ ନୋଟିସ ଟୁ ଏୟାରମେନ (NOTAM) ଜାରି କରିଛି। OSINT ବିଶେଷଜ୍ଞ...
ମୁନୀରଙ୍କ ସହ ସାକ୍ଷାତକାର ମଝିରେ ବଡ଼ ବୟାନ ଦେଲେ ଟ୍ରମ୍ପ, କହିଲେ ମୁଁ ପାକିସ୍ତାନକୁ ଭଲପାଏ ହେଲେ…
ଓ୍ବାଶିଂଟନ୍,୧୯।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଜଣେ ବହୁତ ଭଲ ବ୍ୟକ୍ତି, ମୁଁ ଗତକାଲି ତାଙ୍କ ସହ କଥା ହୋଇଛି ଏବଂ ଆମେ ଆଉ...
ଟ୍ରମ୍ପଙ୍କୁ ପଚାରିଲେ ଥରୁର, କେମିତି ଥିଲା ଖାଇବା?
ନୂଆଦିଲ୍ଲୀ, ୧୯।୬: କଂଗ୍ରେସ ଏମପି ଶଶି ଥରୁର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସିମ ମୁନିରଙ୍କ ସହ ହ୍ବାଇଟ ହାଉସରେ ମଧ୍ୟାହ୍ନ ଭୋଜନ କରିବା ଉପରେ କଡ଼ା ପ୍ରତିକ୍ରୟା ରଖିଛନ୍ତି। ଥରୁର ଏହି...
ଇରାନ-ଇସ୍ରାଏଲ ଯୁଦ୍ଧରେ ପୁଟିନଙ୍କ ଏଣ୍ଟ୍ରି; ଟ୍ରମ୍ପ କହିଲେ ଦୂରରେ ରୁହ…
ମସ୍କୋ/ଓ୍ବାଶିଂଟନ,୧୯।୬: ଇରାନ-ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଏଣ୍ଟ୍ରି କରିଛନ୍ତି। ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଯୋଗାଯୋଗରେ ଅଛନ୍ତି। ରୁଷିଆ ତେଲ୍ ଅଭିଭ୍ର ସୁରକ୍ଷା...
ଯୁଦ୍ଧ ମଧ୍ୟରେ ଇସ୍ରାଏଲର ଘୋଷଣାକୁ ନେଇ ହଇଚଇ: ଏବେ ଟାର୍ଗେଟରେ ଖାମେନେଇ, ଲୁଚିଥିବା ବଙ୍କର ଉପରେ…
ଜେରୁଜେଲମ/ତେହରାନ,୧୯।୬: କେନ୍ଦ୍ରୀୟ ଇସ୍ରାଏଲର ବେରସେବା ହସ୍ପିଟାଲ ଉପରେ ଇରାନର ଆକ୍ରମଣ ପରେ ପ୍ରତିରକ୍ଷା ମନ୍ତ୍ରୀ କାଟ୍ଜ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏବେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲୀ ଖାମେନେଇଙ୍କୁ ହତ୍ୟା କରାଯିବ। ତେବେ ପ୍ରଧାନମନ୍ତ୍ରୀ...
ଇରାନରେ ରାଜ୍ କରିବେ ଏହି ୩ ରାଜକୁମାରୀ: ଜାଣନ୍ତୁ କେମିତି
ତେହେରାନ,୧୯।୬: ଇସ୍ରାଏଲ ସହିତ ଯୁଦ୍ଧ ମଧ୍ୟରେ, ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ଶାସନ ବିପଦରେ ପଡ଼ିଛି। ଆମେରିକା ଏବଂ ଇସ୍ରାଏଲ ଖାମେନେଇଙ୍କୁ ହଟାଇବାକୁ ଚାହୁଁଛନ୍ତି। ଖାମେନେଇଙ୍କ ପରିବାରରେ ମଧ୍ୟ ତାଙ୍କ ବିରୋଧରେ ସ୍ବର ଉଠିବାରେ ଲାଗିଛି। ଫ୍ରାନ୍ସରେ...
ସାଇପ୍ରସ ରାଷ୍ଟ୍ରପତିଙ୍କ ସ୍ତ୍ରୀଙ୍କୁ ଏମିତି ଉପହାର ଦେଲେ ମୋଦି: ସବୁଠୁ ହେଉଛି ଚର୍ଚ୍ଚା
ନୂଆଦିଲ୍ଲୀ,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାଇପ୍ରସରେ ଜୋରଦାର ସ୍ବାଗତ କରାଯାଇଥିଲା। ସାଇପ୍ରସ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ସର୍ବୋଚ୍ଚ ନାଗରିକ ପୁରସ୍କାର ‘ଗ୍ରାଣ୍ଡ କ୍ରସ ଅଫ ଦି ଅର୍ଡର ଅଫ ମାକାରିଓସ III’ରେ ସମ୍ମାନିତ କରିଥିଲେ। ସାଇପ୍ରସ ରାଷ୍ଟ୍ରପତି ନିକୋସ କ୍ରିଷ୍ଟୋଡୋଲିଡ୍ସ...
‘ସବୁର ନେବୁ ହିସାବ,’ କାହିଁକି ଏମିତି ଧମକ ଦେଲେ ନେତାନ୍ୟାହୁ? ଡରିଲାଣି ଇରାନ
ଜେରୁଜେଲମ,୧୯।୬: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଗୁରୁବାର ସକାଳେ ଇରାନର ‘ଆତଙ୍କୀ ଏକଛତ୍ରବାଦୀ’ ବେର୍ଶେବାସ୍ଥିତ ସୋରୋକା ହସ୍ପିଟାଲ ଏବଂ ଦେଶର ମଧ୍ୟଭାଗରେ ଥିବା ସାଧାରଣ ଅଞ୍ଚଳ ଉପରେ ମିଶାଇଲ ମାଡ଼ କରିଛନ୍ତି।...
କେଉଁ ଦେଶ ପାଖରେ ରହିଛି ସବୁଠାରୁ ଉତ୍କୃଷ୍ଟ କ୍ଷେପଣାସ୍ତ୍ର, ନିମିଷକରେ ବିଶ୍ୱ ହୋଇଯିବ ଧ୍ୱଂସ,ଜାଣନ୍ତୁ କେତେ ନମ୍ବରରେ ଭାରତର ସ୍ଥାନ
ମସ୍କୋ/ନୂଆଦିଲ୍ଲୀ ,୧୯ା୬: ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ଏବଂ ଦୂରଗାମୀ କ୍ଷେପଣାସ୍ତ୍ରଗୁଡ଼ିକ ଆଉ କେବଳ ଶକ୍ତିର ପ୍ରତୀକ ନୁହେଁ ବରଂ ଏକ ଦେଶର ସୁରକ୍ଷା, ପ୍ରଭୁତ୍ୱ ଏବଂ ପ୍ରଯୁକ୍ତିର ପ୍ରକୃତ ପରିଚୟ ପାଲଟିଛି। ଏଗୁଡ଼ିକୁ କୁହାଯାଏ ଅନ୍ତଃମହାଦେଶୀୟ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର (ICBM)।...
ଇରାନର କାଉଣ୍ଟର ଆଟାକ, ମିଶାଇଲ ମାଡ଼ରେ ଧ୍ୱଂସ ହେଲା ୧ହଜାର ଶଯ୍ୟା ବିଶିଷ୍ଟ ହସ୍ପିଟାଲ
ଦୁବଇ,୧୯।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଏବେ ତୀବ୍ର ହେବାରେ ଲାଗିଛି। ଇସ୍ରାଏଲର ଆକ୍ରମଣ ପରେ, ଇରାନ ଏହାର ପ୍ରତିଶୋଧକୁ ଆହୁରି ଭୟଙ୍କର କରିଛି। ଇରାନ ଅନେକ ବାଲିଷ୍ଟିକ କ୍ଷେପଣାସ୍ତ୍ର ସାହାଯ୍ୟରେ ଇସ୍ରାଏଲ ଉପରେ ଆକ୍ରମଣ କରିଛି। ଏହା...
Archives


