ଅନ୍ତର୍ଜାତୀୟ

ପାକିସ୍ତାନକୁ ଚେତାବନୀ ଦେଲା ଇରାନ: କହିଲା, ଏମିତି କଲେ ପରିଣାମ ଭୋଗିବ

ତେହେରାନ,୨୧।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇରାନ ପରୋକ୍ଷରେ ପାକିସ୍ତାନକୁ ଚେତାବନୀ ଦେଇଛି। ନୂଆଦିଲ୍ଲୀରେ ଥିବା ଇରାନ ଦୂତାବାସର ଡେପୁଟି ମିଶନ ମୁଖ୍ୟ ଜାଭେଦ ହୁସେନି କହିଛନ୍ତି, ଯଦି କୌଣସି ତୃତୀୟ ପକ୍ଷ ଏହି ସଂଘର୍ଷରେ...

ପାକିସ୍ତାନର ଆମେରିକା ପ୍ରେମ: ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ କଲା ମନୋନୀତ

ଇସଲାମାବାଦ୍‌,୨୧।୬: ପାକିସ୍ତାନ ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଋଣ ସୁଝିବାରେ ବ୍ୟସ୍ତ। ପହଲଗାମ ଆକ୍ରମଣ ପରେ, ଭାରତ ପାକିସ୍ତାନ ବିରୋଧରେ ଅପରେଶନ ସିନ୍ଦୂର ଆରମ୍ଭ କରିଥିଲା। ଏହି ଅପରେଶନରୁ ମୁକ୍ତି ପାଇଁ ପାକିସ୍ତାନ ଆମେରିକାର ସାହାଯ୍ୟ ନେଇଥିଲା। ସେହି...

ଭାରତର ଟେନ୍‌ସନ ବଢାଇଲା ଚାଇନା: ପାକିସ୍ତାନକୁ ଦେଇଦେଲା ବଡ଼ ଜିନିଷ

ନୂଆଦିଲ୍ଲୀ,୨୧ା୬:ପାକିସ୍ତାନ ୪୦ଟି ଜେ-୩୫ ଫାଇଟର ଜେଟ୍‌ ସହ କେଜେ-୫୦୦ ଏୟାରବୋର୍ନ ଆର୍ଲି ଓ୍ବାର୍ନିଂ ଆଣ୍ଡ୍‌ କଣ୍ଟ୍ରୋଲ ଏୟାରକ୍ରାଫ୍ଟ ଏବଂ ଏଚ୍‌କ୍ୟୁ-୧୯ ବାଲିଷ୍ଟିକ୍‌ ମିଶାଇଲ୍‌ ସିଷ୍ଟମ୍ସ କିଣିବାକୁ ଯାଉଛି ବୋଲି ସେଠାକାର ସରକାର ଚଳିତମାସରେ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ...

ଇରାନର ପରମାଣୁ ବୈଜ୍ଞାନିକଙ୍କୁ କାହିଁକି ଟାର୍ଗେଟ କରୁଛି ଇସ୍ରାଏଲ? ହେଲା ବଡ଼ ଖୁଲାସା

ଆଟଲାଣ୍ଟା,୨୦।୬: ଇରାନର ପରମାଣୁ କାର୍ଯ୍ୟକ୍ରମ ଏବଂ ସାମରିକ କ୍ଷମତାକୁ ନଷ୍ଟ କିମ୍ବା ଦୁର୍ବଳ କରିବା ପାଇଁ ଜୁନ ୧୩ ତାରିଖରେ ଆରମ୍ଭ ହୋଇଥିବା ଇସ୍ରାଏଲର ‘ଅପରେସନ ରାଇଜିଂ ଲାୟନ’ରେ ଅତି କମରେ ୧୪ ଜଣ ପରମାଣୁ ବୈଜ୍ଞାନିକଙ୍କ ମୃତ୍ୟୁ ହୋଇଥିବା...

ଇରାନ ଇସ୍ରାଏଲ ଯୁଦ୍ଧରେ ଏଣ୍ଟ୍ରି ମାରିବ ପାକିସ୍ତାନ? ଜଣାପଡିଲା…

ନୂଆଦିଲ୍ଲୀ,୨୦।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇରାନ ପରୋକ୍ଷରେ ପାକିସ୍ତାନକୁ ଚେତାବନୀ ଦେଇଛି। ନୂଆଦିଲ୍ଲୀରେ ଥିବା ଇରାନ ଦୂତାବାସର ଡେପୁଟି ମିଶନ ମୁଖ୍ୟ ଜାଭେଦ ହୁସେନି ଶୁକ୍ରବାର କହିଛନ୍ତି ଯେ ଯଦି କୌଣସି ତୃତୀୟ ପକ୍ଷ...

ଶେଖ ହାସିନାଙ୍କୁ ଅଲ୍ଟିମେଟମ୍‌, ୨୪ ଜୁନ୍‌ ମଧ୍ୟରେ ସରେଣ୍ଡର ନ କଲେ…

ଢାକା,୨୦।୬: ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ଲଗାତାର ଭାବେ ବାଂଲାଦେଶର ଆଇନ କଠୋର ହେବାରେ ଲାଗିଛି। ସଦ୍ୟତମ ଘଟଣାକ୍ରମରେ, ବାଂଲାଦେଶ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ ହାସିନାଙ୍କୁ ଜୁନ ୨୪ ତାରିଖରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି। ଟ୍ରିବ୍ୟୁନାଲରେ...

ଭାରତ ପାକିସ୍ତାନ ଯୁଦ୍ଧବିରତିକୁ ନେଇ ଚାଞ୍ଚଲ୍ୟକର ଖୁଲାସା କଲା ପାକ୍‌, ବିଶ୍ୱରେ ଚହଳ

ଇସଲାମାବାଦ,୨୦।୬: ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଇଶାକ ଡାର୍‌ ଏକ ଟିଭି ସାକ୍ଷାତକାରରେ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ଭାରତର ‘ଅପରେଶନ ସିନ୍ଦୂର’ ଅଧୀନରେ ପାକିସ୍ତାନର ଦୁଇଟି ପ୍ରମୁଖ ବାୟୁସେନା ଘାଟି ନୁର ଖାନ (ରାୱଲପିଣ୍ଡି) ଓ ଶୋରକୋଟ (ପଞ୍ଜାବ)...

ସାମ୍ନାକୁ ଆସିଲା ଇରାନ-ଇସ୍ରାଏଲ ଯୁଦ୍ଧର ଅସଲ କାରଣ: ୟୁ-ଟର୍ନ ନେଲା IAEA

ଜେରୁଜେଲମ,୨୦।୬: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଗତ ୮ ଦିନ ଧରି ଯୁଦ୍ଧ ଚାଲିଛି, ଯାହା ଏପର୍ଯ୍ୟନ୍ତ ବନ୍ଦ ହୋଇନାହିଁ। ଇସ୍ରାଏଲ ଇରାନର ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ କରିଥିଲା ଏବଂ ଏହା ପରେ ଉଭୟ ଦେଶ ପରସ୍ପରକୁ ବହୁତ...

ଇରାନ-ଇସ୍ରାଏଲ ଯୁଦ୍ଧ ଭିତରେ ଭାରତକୁ ଜୋରଦାର ଝଟ୍‌କା, ସୀମାରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୨୦।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଭାରତକୁ ବଡ଼ ଝଟ୍‌କା ଦେଇଛି। ଏହି ଯୁଦ୍ଧ ଭାରତର ଚାଉଳ ରପ୍ତାନିକାରୀଙ୍କୁ ପ୍ରଭାବିତ କରିଛି। ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ଇରାନ ଦେଇ ଯାଉଥିବା ଚାଉଳ ରପ୍ତାନି...

ଚକିତ କଲା ଚାଇନା, ଏଥର ବି ଦେବ ଚକମା

ବେଜିଂ,୨୦।୬: ସମଗ୍ର ବିଶ୍ୱରେ ଯୁଦ୍ଧ ଚାଲିଛି, ଯେପରିକି ଇସ୍ରାଏଲ-ହମାସ ଯୁଦ୍ଧ, ଇସ୍ରାଏଲ-ଇରାନ ଯୁଦ୍ଧ, ରୁଷିଆ-ୟୁକ୍ରେନ ଯୁଦ୍ଧ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ମଧ୍ୟ ଖରାପ ହୋଇଛି। ଇସ୍ରାଏଲ-ଇରାନ ଯୁଦ୍ଧରେ ଆମେରିକା ମଧ୍ୟ ଖୋଲାଖୋଲି ଭାବରେ ବାହାରି ପାରେ। ଏବେ,...

ଇରାନ ମିସାଇଲ ଆଗରେ ଫେଲ୍ ମାରିଲା ଇସ୍ରାଏଲର ଆଇରନ ଡୋମ, ଖୁଲାସା କଲେ ଅବସରପ୍ରାପ୍ତ ବ୍ରିଗେଡିୟର ଜେନେରାଲ

ନୂଆଦିଲ୍ଲୀ,୨୦ା୬: ଗତ ଆଠ ଦିନ ଧରି ଇସ୍ରାଏଲର ଖ୍ୟାତିସମ୍ପନ୍ନ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ‘ଆଇରନ ଡୋମ’ ଇରାନର ବିଭିନ୍ନ ମିସାଇଲ ଆକ୍ରମଣର ମୁକାବିଲା କରି ଏକ ଅଭୂତପୂର୍ବ ପରୀକ୍ଷା ଦେଇ ଗତି କରୁଛି। ସଂଘର୍ଷ ଆଠ ଦିନରେ ପହଞ୍ଚିଥିବା ବେଳେ...

କିଛି କରିପାରିଲେ ନାହିଁ ୟୁନୁସ ସରକାର: ହାସିନାଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି

ଢାକା,୨୦।୬: ବାଲାଂଦେଶରେ ବିଦ୍ରୋହ ପରେ ପ୍ରଥମଥର ପାଇଁ, ଶେଖ ହାସିନାଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ବାଂଲାଦେଶର ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ-୧ ହାସିନାଙ୍କୁ ମାମଲା ଲଢ଼ିବା ଏବଂ ତାଙ୍କ ପକ୍ଷ ଉପସ୍ଥାପନ କରିବା ପାଇଁ ଜଣେ ଓକିଲ ଯୋଗାଇଛି। ବରିଷ୍ଠ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri