୧୧ ବର୍ଷରେ ଚତୁର୍ଥ ଥର ଭୁଟାନ ଗସ୍ତ କରିଛନ୍ତି ମୋଦି, ଜାଣନ୍ତୁ ଏହି ଗସ୍ତର ବିଶେଷତ୍ୱ
ଥିମ୍ପୁ,୧୧।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାରଠାରୁ ଭୁଟାନକୁ ଦୁଇ ଦିନିଆ ଗସ୍ତରେଯାଇଛନ୍ତି। ତାଙ୍କ ଗସ୍ତ ସମୟରେ, ସେ ଭୁଟାନ ସରକାରଙ୍କ ଦ୍ୱାରା ଆୟୋଜିତ ବିଶ୍ୱ ଶାନ୍ତି ପ୍ରାର୍ଥନା ମହୋତ୍ସବରେ ଯୋଗଦେବେ, ଯାହା ବିଶ୍ୱ ଶାନ୍ତି ଏବଂ ମାନବତାର ଉନ୍ନତି ପାଇଁ ଆୟୋଜିତ…
ମୋଦିଙ୍କ ପ୍ରଶଂସା କରି ଡୋନାଲ୍ଡ ଟ୍ରମ୍ପ ଦେଲେ ବଡ଼ ସଙ୍କେତ, ଭାରତ ଉପରେ…
ଓ୍ବାଶିଂଟନ୍, ୧୧।୧୧: ଆମେରିକା ଏବଂ ଭାରତ ମଧ୍ୟରେ ଥିବା ତିକ୍ତ ସମ୍ପର୍କକୁ ପୁନଃସ୍ଥାପିତ କରିବାର ଦାୟିତ୍ୱ ଏବେ ଭାରତରେ ଆମେରିକାର ନୂତନ ରାଷ୍ଟ୍ରଦୂତ ସର୍ଗିଓ ଗୋର୍ଙ୍କ ଉପରେ ରହିବ। ଭାରତରେ ନୂତନ ରାଷ୍ଟ୍ରଦୂତ ସର୍ଗିଓ ଗୋର୍ଙ୍କ ଶପଥ ଗ୍ରହଣ ସମାରୋହରେ ଅଧ୍ୟକ୍ଷତା…
ବଡ଼ ଘୋଷଣା କଲେ ଟ୍ରମ୍ପ: ହୋଇଯିବେ ମାଲାମାଲ
ଓ୍ବାଶିଂଟନ୍,୧୦।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଟାରିଫ ନୀତି ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଖୁବ ଶୀଘ୍ର ପ୍ରତ୍ୟେକ ଆମେରିକୀୟ ନାଗରିକ (ଧନୀ ବ୍ୟକ୍ତି ବ୍ୟତୀତ) ୨,୦୦୦ ଡଲାର ପେମେଣ୍ଟ ପାଇବେ। ଏହି…
ଜାପାନକୁ ସୁନାମି ଆଲର୍ଟ, ଲୋକେ ଭୟଭୀତ
ଟୋକିଓ,୯।୧୧: ରବିବାର ଉତ୍ତର ଜାପାନ ଉପକୂଳରେ ଏକ ଶକ୍ତିଶାଳୀ ଭୂମିକମ୍ପ ହେବା ପରେ ଜାପାନ ପାଣିପାଗ ସଂସ୍ଥା ସୁନାମି ଚେତାବନୀ ଜାରି କରିଛି। ପାଣିପାଗ ସଂସ୍ଥା ରିପୋର୍ଟ କରିଛି ଯେ ୬.୭ ତୀବ୍ରତାର ପ୍ରାରମ୍ଭିକ ଭୂମିକମ୍ପ ଇୱାଟେ ପ୍ରଦେଶର ଉପକୂଳରୁ ସମୁଦ୍ର…
Video: ପଥରରେ ପିଟି ହୋଇ ସମୁଦ୍ର କୂଳରେ କ୍ରାସ ହେଲା ହେଲିକପ୍ଟର ୫ମୃତ, ଦେଖନ୍ତୁ ଭୟଙ୍କର ଦୃଶ୍ୟ
ମସ୍କୋ,୯।୧୧: ରୁଷିଆର ଡାଗେସ୍ତାନରେ ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ହଠାତ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପାଞ୍ଚ ଜଣ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣାର ଏକ ଭୟଙ୍କର ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ହେଲିକପ୍ଟରର…
ବଦଳିବେ ୟୁନୁସ ସରକାର! ହାସିନାଙ୍କ ଗୋଟିଏ ଚାଲ୍ରେ ବାଂଲାଦେଶ ଅଶାନ୍ତ
ଢାକା,୯।୧୧: ବାଂଲାଦେଶରେ ଅଗଷ୍ଟ ୨୦୨୪ରେ ଛାତ୍ର ଆନ୍ଦୋଳନ ବିଦ୍ରୋହରେ ପରିଣତ ହେବା ପରେ ଶେଖ ହସିନା ଦେଶ ଛାଡିବା ପରଠାରୁ, ଦେଶରେ ବହୁତ କିଛି ପରିବର୍ତ୍ତନ ହୋଇଛି, କିନ୍ତୁ ସ୍ଥିରତା ହାସଲ ହୋଇପାରିନାହିଁ। ବାଂଲାଦେଶର ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ ପୂର୍ବତନ ପ୍ରଧାନମନ୍ତ୍ରୀ…
ପାକିସ୍ତାନ ପ୍ରଧାନମନ୍ତ୍ରୀ ହେବାକୁ ଦରକାର ନାହିଁ ଡିଗ୍ରୀ, ପାଠପଢା ନ ଥିଲେ ବି…
ଇସଲାମବାଦ,୯।୧୧: ଭାରତ ଏବଂ ପାକିସ୍ତାନ ସମାନ ରାଜନୈତିକ ଐତିହ୍ୟ ବହନ କରନ୍ତି। ଉଭୟ ଦେଶ ବ୍ରିଟେନର ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଗ୍ରହଣ କରିଛନ୍ତି, କିନ୍ତୁ ପ୍ରଧାନମନ୍ତ୍ରୀ ହେବା ପାଇଁ ନିୟମ ଏବଂ ପ୍ରକ୍ରିୟା ଯଥେଷ୍ଟ ଭିନ୍ନ। ଭାରତରେ, ଜନସାଧାରଣଙ୍କ ଭୋଟ ଆଧାରରେ…
ଭାରତକୁ ଆଖି ଦେଖାଇଲା ପାକିସ୍ତାନ! ବାଂଲାଦେଶରୁ କଲା ଗର୍ଜନ…
ଢାକା,୯।୧୧: ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ହେବା ପରଠାରୁ, ପାକିସ୍ତାନ ସହିତ ବାଂଲାଦେଶର ସମ୍ପର୍କରେ ଯଥେଷ୍ଟ ଉନ୍ନତି ଆସିଛି। ଏହା ପ୍ରଥମ ଥର ପାଇଁ ଏକ ପାକିସ୍ତାନୀ ନୌସେନା ଜାହାଜ 54 ବର୍ଷ ମଧ୍ୟରେ ଚିଟାଗଙ୍ଗ ବନ୍ଦରରେ ପହଞ୍ଚିଛି। ପାକିସ୍ତାନ…
ମୁନିରଙ୍କୁ ବଡ଼ ଦାୟିତ୍ୱ! ଜାଣନ୍ତୁ ତାଙ୍କ କ୍ଷମତା ସମ୍ପର୍କରେ
ଇସଲାମାବାଦ,୮।୧୧: ଭାରତ ସହିତ ସାମ୍ପ୍ରତିକ ଉତ୍ତେଜନାରୁ ‘ଅନେକ ଶିକ୍ଷା’ ପାଇଥିବା ଦାବି କରି, ପାକିସ୍ତାନ ସାମ୍ବିଧାନିକ ଭାବରେ ଏହାର ସାମରିକ ଶକ୍ତିକୁ ଆହୁରି ମଜବୁତ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛି। ପାକିସ୍ତାନର ଆଇନ ମନ୍ତ୍ରୀ ଆଜମ ନାଜିର ତରାର…
ଦିଲ୍ଲୀ ପରେ ଏବେ ସମାନ ଅବସ୍ଥା ଭୋଗିଲେ ନେପାଳ ବିମାନ ଯାତ୍ରୀ
କାଠମାଣ୍ଡୁ,୮।୧୧: ଦିଲ୍ଲୀରେ ବିମାନ ଚଳାଚଳକୁ ପ୍ରଭାବିତ କରୁଥିବା ଏକ ଯାନ୍ତ୍ରିକ ତ୍ରୁଟି ପରେ, ନେପାଳରେ ମଧ୍ୟ ସମାନ ସମସ୍ୟା ଦେଖାଦେଇଛି। ନେପାଳର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ରନୱେ ଲାଇଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ସମସ୍ତ ଆସୁଥିବା ଏବଂ ବାହାରୁଥିବା ବିମାନଗୁଡ଼ିକୁ ବନ୍ଦ…
‘ପାକ୍ର ସିଗାରେଟ, ଚାଇନାର ହ୍ୟାଣ୍ଡ ଗ୍ରେନେଡ’, ମୃତ ଆତଙ୍କବାଦୀ ଖୋଲିଦେଲେ ମୁନିରଙ୍କ ଘଟିଆ ପ୍ଲାନର ପୋଲ୍
ଇସଲାମାବାଦ,୮।୧୧: ଜମ୍ମୁ ଓ କଶ୍ମୀରର କୁପୱାଡା ଜିଲାର କେରନ ସେକ୍ଟରରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ଭାରତୀୟ ସେନା ଅପରେଶନ ପିମ୍ପଲ ସମୟରେ ଏକ ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରି ଏକ ପାକିସ୍ତାନୀ ଆତଙ୍କବାଦୀ ନେଟୱାର୍କର…
DNA ଆବିଷ୍କାରକ ଜେମ୍ସ ଓ୍ବାଟସନଙ୍କ ପରଲୋକ. ୧୯୬୨ରେ ମିଳିଥିଲା ନୋବେଲ ପୁରସ୍କାର
ଚିକାଗୋ,୮।୧୧: ଡିଏନଏ ଆବିଷ୍କାରକ ଏବଂ ନୋବେଲ ପୁରସ୍କାର ବିଜେତା ଜେମ୍ସ ୱାଟସନଙ୍କର ୯୭ ବର୍ଷ ବୟସରେ ପରଲୋକ ହୋଇଯାଇଛି। ୧୯୫୩ ମସିହାରେ, ୱାଟସନ twisted-ladder structure(ଡବଲ ହେଲିକ୍ସ) ଆବିଷ୍କାର କରିଥିଲେ। ଏହି ଆବିଷ୍କାର ଚିକିତ୍ସା, ଅପରାଧ ତଦନ୍ତ, ବଂଶାବଳୀ ଏବଂ ନୀତିଶାସ୍ତ୍ରରେ…
Archives


