ଅନ୍ତର୍ଜାତୀୟ

ଭାରତଠାରୁ ତେଲ କିଣୁଛି ଆମେରିକା, କିନ୍ତୁ ଦେଖାଉଛି ନାଲିଆଖି: ଜାଣନ୍ତୁ ଭିତିରି କଥା

ନୂଆଦିଲ୍ଲୀ, ୨୫।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆରୁ ତେଲ କିଣିବା ପାଇଁ ଭାରତ ଉପରେ ମୋଟ ୫୦ ପ୍ରତିଶତ ଟାରିଫ୍‌ ଲାଗୁ କରିଛନ୍ତି। କେବଳ ଏତିକି ନୁହେଁ, ସେ ଧମକ ଦେଇଛନ୍ତି ଯେ ଯଦି ଭାରତ ଏବେ ବି ରୁଷିଆରୁ…

ଭାରତ ଉପରେ କାହିଁକି ସେକେଣ୍ଡାରୀ ଟାରିଫ ଲଗାଇଛନ୍ତି ଟ୍ରମ୍ପ? ସିକ୍ରେଟ ଖୋଲିଲେ ଭାନ୍ସ

ନୂଆଦିଲ୍ଲୀ/ଓ୍ବାଶିଂଟନ.୨୫।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଘୋଷଣା କରିଛନ୍ତି। ଭାରତ ରୁଷିଆରୁ ତେଲ କିଣିଥିବାରୁ ଆମେରିକା ଭାରତ ଉପରେ ଏହି ଶୁଳ୍କ ଲଗାଇଛି। ଏହି ସମୟରେ, ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ପ୍ରତିକ୍ରିୟା ସାମ୍ନାକୁ…

ବାଂଲାଦେଶରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀକୁ ଅପମାନ, କହିଲେ ପ୍ରଥମେ କ୍ଷମା ମାଗନ୍ତୁ…

ଢାକା,୨୫।୮: ଦକ୍ଷିଣ ଏସିଆରେ ବିଚ୍ଛିନ୍ନ ହୋଇଥିବା ପାକିସ୍ତାନ ଏବେ ବାଂଲାଦେଶ ଆଡକୁ ବନ୍ଧୁତାର ହାତ ବଢ଼ାଉଛି। କିନ୍ତୁ ବାଂଲାଦେଶ ସ୍ପଷ୍ଟ କରିଛି ଯେ କୌଣସି ଚୁକ୍ତି ପୂର୍ବରୁ ପାକିସ୍ତାନକୁ ୧୯୭୧ ମସିହାର ଗଣହତ୍ୟା ପାଇଁ କ୍ଷମା ମାଗିବାକୁ ପଡିବ। ବାଂଲାଦେଶ ୧୯୭୧…

ଅପରେଶନ ସିନ୍ଦୂର ପରେ ପାକିସ୍ତାନକୁ ଏତେବଡ଼ ସାହାଯ୍ୟ କଲା ଭାରତ, ଲଜ୍ଜାରେ ମୁଣ୍ଡ ନୁଆଁଇବେ ମୁନିର

ନୂଆଦିଲ୍ଲୀ/ଇସଲାମାବାଦ,୨୫।୮: ପାକିସ୍ତାନର ଫିଲ୍ଡ ମାର୍ଶାଲ ଅସୀମ ମୁନିର ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଭାରତକୁ ପରମାଣୁ ବୋମା ଆକ୍ରମଣର ଧମକ ଦେଇ ଚାଲିଛନ୍ତି। ଏହି ଧମକ ସତ୍ତ୍ୱେ, ଭାରତ ଅପରେଶନ ସିନ୍ଦୂର ପରେ ପ୍ରଥମ ଥର ପାଇଁ ପାକିସ୍ତାନକୁ…

ଟାରିଫ ପ୍ରେସରରେ ନଇଁଲା ନାହିଁ ଭାରତ! ସିଧା ଦେଲା ଜବାବ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୫।୮: ଆମେରିକା ଏବଂ ଭାରତ ମଧ୍ୟରେ ଉତ୍ତେଜନାର ପରିସ୍ଥିତି ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଲଗାତାର ଚାପ ପକାଉଛନ୍ତି। ସେ ଭାରତକୁ ରୁଷିଆରୁ ତେଲ କିଣିବାକୁ ନେଇ ରାଗି ଯିବା ସହ ଏହି କାରଣରୁ ସେ ୫୦ପ୍ରତିଶତ…

ୟେମେନ୍‌ ରାଜଧାନୀରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌

କାଇରୋ,୨୫ା୮: ଇରାନ ସମର୍ଥତ୍ତ ୟେମେନ୍‌ର ହୁଟି ଆତଙ୍କବାଦୀଙ୍କ ମିଶାଇଲ୍‌ ଆକ୍ରମଣ ଜବାବରେ ଇସ୍ରାଏଲୀ ସେନା ରବିବାର ଅପରାହ୍ନରେ ୟେମେନ୍‌ ରାଜଧାନୀ ସାନା ଉପରେ ଜୋର୍‌ଦାର ବୋମାମାଡ଼ କରିଛି। ଗତ ୧୭ ତାରିଖର ଆକ୍ରମଣ ପରେ ରବିବାର ହୁଟିଙ୍କ ଅକ୍ତିଆରରେ ଥିବା ସାନା…

ଭାରତ ଉପରେ ଅତିରିକ୍ତ ଟାରିଫ୍ ଲଗାଇ ରୁଷକୁ ଯୁଦ୍ଧ ବନ୍ଦ କରିବାକୁ ବାଧ୍ୟ କରିବାକୁ ଆମେରିକାର ରଣନୀତି

ନୂଆଦିଲ୍ଲୀ,୨୪।୮: ଆମେରିକାର ଉପ-ରାଷ୍ଟ୍ରପତି ଜେଡି ଭାନ୍ସ ରବିବାର ଏକ ସାକ୍ଷାତକାରରେ କହିଛନ୍ତି ଯେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଅତିରିକ୍ତ ୨୫% ଟାରିଫ୍ ଲଗାଇ ରୁଷିଆର ତୈଳ ରପ୍ତାନୀରୁ ଆୟକୁ ହ୍ରାସ କରି ୟୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ ରୁଷକୁ…

ୟୁକ୍ରେନ ସ୍ୱାଧୀନତା ଦିବସରେ ରୁଷିଆର ପରମାଣୁ ବିଦ୍ୟୁତ କେନ୍ଦ୍ରରେ ଡ୍ରୋନ ଆକ୍ରମଣ

ନୂଆଦିଲ୍ଲୀ,୨୪।୮: ୟୁକ୍ରେନ ତା’ର ୩୪ ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ରୁଷିଆ ଅଭିଯୋଗ କରିଛି ଯେ ୟୁକ୍ରେନ ରବିବାର ରାତିରେ ରୁଷିଆର ପଶ୍ଚିମ କୁର୍ସ୍କ ଅଞ୍ଚଳରେ ଥିବା ଏକ ପରମାଣୁ ବିଦ୍ୟୁତ କେନ୍ଦ୍ର ଉପରେ ଡ୍ରୋନ ଆକ୍ରମଣ କରି…

ଭାରତ ବିରୋଧରେ ହେଉଛି ବଡ଼ ଷଡଯନ୍ତ୍ର! ବାଂଲାଦେଶ ପହଞ୍ଚିଲେ ପାକ ବୈଦେଶିକ ମନ୍ତ୍ରୀ

ଢାକା,୨୪।୮: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ବାଂଲାଦେଶ ଗସ୍ତରେ ଆସିଛନ୍ତି। ଗତ ବର୍ଷ ଛାତ୍ର ନେତୃତ୍ୱାଧୀନ ଆନ୍ଦୋଳନ ପରେ ଶେଖ ହସିନାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିବା ସମୟରେ ସେ ପଡ଼ୋଶୀ ଦେଶକୁ ଆସିଛନ୍ତି। ଦାର ଏକ ସ୍ବତନ୍ତ୍ର ବିମାନ…

ହିନ୍ଦୁଙ୍କୁ ଟାର୍ଗେଟ କରି ଆଦାୟ କରାଯାଉଛି ଜିଜିଆ କର, ୟୁନୁସ ସରକାରରେ ଅଣ-ମୁସଲମାନଙ୍କ ଅବସ୍ଥା ଦୟନୀୟ

ଢାକା,୨୪।୮: ବାଂଲାଦେଶ ଏବେ ଏକ ଇସଲାମିକ ରାଷ୍ଟ୍ର ହେବା ଦିଗରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ଏବଂ ତାହା ମଧ୍ୟ ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ। ବାଂଲାଦେଶର ସର୍ବବୃହତ ଧାର୍ମିକ ସଂଗଠନ ଜମାତ-ଏ-ଇସଲାମି ବାଂଲାଦେଶରେ ଶରିଆ ଆଇନ ଲାଗୁ…

ଟାରିଫ ଓ୍ବାର ମଧ୍ୟରେ ଆମେରିକାକୁ ଚେତାବନୀ ଦେଲେ ନିକି

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୪।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସମେତ ଅନେକ ଦେଶ ଉପରେ ଶୁଳ୍କ ଘୋଷଣା କରିଛନ୍ତି। ରୁଷିଆରୁ ତେଲ କିଣିବା ପାଇଁ ଟ୍ରମ୍ପ ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଘୋଷଣା କରିଛନ୍ତି। ଟ୍ରମ୍ପଙ୍କ ନିଷ୍ପତ୍ତିକୁ ଆମେରିକାରେ ମଧ୍ୟ…

ଭାରତ ପରେ ଆମେରିକାକୁ ବଡ଼ ଝଟକା ଦେଲା ୟୁରୋପ

ନୂଆଦିଲ୍ଲୀ,୨୪।୮: ଭାରତ ପରେ ଏବେ ଆମେରିକାକୁ ୟୁରୋପରୁ ମଧ୍ୟ ଏକ ବଡ଼ ଝଟକା ଲାଗିଛି। ସ୍ପେନ ଏବଂ ସ୍ବିଜରଲ୍ୟାଣ୍ଡ ଆମେରିକାର ୫ମ ପିଢ଼ିର ଲଢୁଆ ବିମାନ F-35 କିଣିବାକୁ ସ୍ପଷ୍ଟ ଭାବରେ ମନା କରିବା ପରେ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନର ଆଶା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri