ଅନ୍ତର୍ଜାତୀୟ

ଗୁରୁତର ଅସୁସ୍ଥ ଅଛନ୍ତି ଖଲିଦା ଜିଆ, ଚାଇନାରୁ ବାଂଲାଦେଶ ପହଞ୍ଚିଲେ ବିଶେଷଜ୍ଞ ଡାକ୍ତରୀ ଦଳ, ସୁରକ୍ଷା କଡ଼ାକଡି

ଢାକା,୨।୧୨: ତିନିଥର ବାଂଲାଦେଶ ପ୍ରଧାନମନ୍ତ୍ରୀ ରହିଥିବା ଏବଂ ନ୍ୟାସନାଲିଷ୍ଟ ପାର୍ଟି (BNP) ଅଧ୍ୟକ୍ଷା ଖାଲିଦା ଜିଆଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି। ତାଙ୍କୁ ଚିକିତ୍ସା ପାଇଁ ଢାକାର ଏଭରକେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଖରାପ ହେଉଥିବା ଦେଖି, ସୋମବାର ଏକ…

ହାସିନାଙ୍କୁ ପୁଣି ୫ ବର୍ଷ ଜେଲଦଣ୍ଡ

ଢାକା,୨ା୧୨: ବାଂଲାଦେଶର କ୍ଷମତାଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କୁ ଏକ ଜମି ଦୁର୍ନୀତି ମାମଲାରେ ସେଠାର ଏକ ଅଦାଲତ ଦୋଷୀସାବ୍ୟସ୍ତ କରିବା ସହ ୫ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଉକ୍ତ ମାମଲାରେ ହାସିନାଙ୍କ ଝିଆରୀ ତଥା ବ୍ରିଟିଶ ପାର୍ଲାମେଣ୍ଟାରିଆନ୍‌ ତୁଲିପ୍‌ ସିଦ୍ଦିକଙ୍କୁ…

ଇମ୍ରାନଙ୍କୁ ନେଇ ପାକିସ୍ତାନରେ ହଙ୍ଗାମା! ରାଓ୍ବଲପିଣ୍ଡିରେ ୧୪୪ ଧାରା ଜାରି

ଇସଲାମାବାଦ,୨।୧୨: ପାକିସ୍ତାନ ସରକାର ରାୱଲପିଣ୍ଡି ଜିଲାରେ ଧାରା ୧୪୪ ଲାଗୁ କରିବାକୁ ଘୋଷଣା କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟ ଏବଂ ଉପସ୍ଥିତି ବିଷୟରେ ଗୁଜବ ତୀବ୍ର ହେବା ପରେ ଏହି ପଦକ୍ଷେପ ନିଆଯାଇଛି। ପ୍ରଶାସନ ଭୟ କରିଥିଲା ଯେ…

ପୁଟିନଙ୍କ ଭାରତ ଗସ୍ତରେ ଦେଶକୁ କ’ଣ ମିଳିବ ଲାଭ? ହୋଇପାରେ ଏହି ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଡିସେମ୍ବର ୪ ଏବଂ ୫ ତାରିଖରେ ଦିଲ୍ଲୀରେ ପହଞ୍ଚିବେ, ଯେଉଁଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ। ଏହି ବୈଠକ ଦୁଇ ଦେଶର ବିଶେଷ ରଣନୈତିକ ସହଭାଗୀତାକୁ ଏକ…

‘ତୁରନ୍ତ ଦେଶ ଛାଡ଼ି ପଳାଅ’, ଏହି ଦେଶର ପ୍ରଧାନମନ୍ତ୍ରୀଙ୍କୁ ଫୋନ୍‌ରେ ଧମକ ଦେଲେ ଟ୍ରମ୍ପ

ନୂଆଦିଲ୍ଲୀ,୧।୧୨: ଭେନେଜୁଏଲା ସହ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲସ୍ ମାଦୁରୋଙ୍କୁ ଫୋନ୍‌ରେ ଦେଶ ଛାଡ଼ି ପଳାଇଯିବାକୁ ଧମକ ଦେଇଛନ୍ତି। ମିଆମି ହେରାଲ୍ଡର ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ଫୋନ୍‌ରେ ମାଦୁରୋଙ୍କୁ ଚେତାବନୀ ଦେଇ କହିଥିଲେ…

ବ୍ରହ୍ମୋସ୍ ପରୀକ୍ଷା କଲା ଭାରତୀୟ ସେନା, ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୧।୧୨: ଭାରତୀୟ ସେନା ସୋମବାର ବଙ୍ଗୋପସାଗର ଉପରେ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ ମିସାଇଲ୍‌ର ସଫଳ ପରୀକ୍ଷଣ କରିଛି। ଦକ୍ଷିଣ କମାଣ୍ଡର ଏକ ବ୍ରହ୍ମୋସ୍ ୟୁନିଟ୍ ଦ୍ୱାରା ଏହି ଦୂରଗାମୀ ଏବଂ ସଠିକ୍ ଆକ୍ରମଣ କରାଯାଇଥିଲା, ଯେଉଁଥିରେ ଆଣ୍ଡାମାନ ଓ ନିକୋବର କମାଣ୍ଡ…

ବିଶ୍ୱରେ ଚହଳ: ଭାରତ ଆସି ବଡ଼ ଡିଲ୍‌ କରିବେ ପୁଟିନ୍‌! ଶୁଣିଲେ ପାକିସ୍ତାନ-ଚାଇନାର ନିଦ ହଜିବ…

ନୂଆଦିଲ୍ଲୀ,୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ଭାରତ ଗସ୍ତ ପୂର୍ବରୁ, ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଚୁକ୍ତିକୁ ନେଇ କଳ୍ପନାଜଳ୍ପନା ଜୋର ଧରିଛି। କ’ଣ ଭାରତ ରୁଷିଆ Su-57 ଗୁପ୍ତ ଯୁଦ୍ଧ ବିମାନ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇପାରିବ? ନିକଟରେ…

ମିଳିଲା ବିରାଟ ରିହାତି: ପୁଣି ରୁଷିଆ ତେଲ କିଣିଲେ ଭାରତୀୟ କମ୍ପାନୀ

ନୂଆଦିଲ୍ଲୀ,୧।୧୨: ରୁଷିଆରୁ ଆସୁଥିବା ଅଶୋଧିତ ତୈଳ ଉପରେ ଅଧିକ ରିହାତି ମିଳିବା ଏବଂ ପ୍ରଚୁର ପରିମାଣରେ ଅଣ-ନିଷିଦ୍ଧ ବିକ୍ରେତାଙ୍କଠାରୁ ଯୋଗାଣ ଯୋଗୁଁ ଭାରତର ରାଷ୍ଟ୍ରାୟତ୍ତ ତୈଳ ବିଶୋଧନାଗାର ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (IOC) ଏବଂ ଭାରତ ପେଟ୍ରୋଲିୟମ୍ କର୍ପୋରେସନ୍ (BPCL) ଜାନୁଆରୀ…

ଅଷ୍ଟ୍ରିଆନ ଇନଫ୍ଲୁଏନ୍ସରଙ୍କୁ ହତ୍ୟା କଲେ ପୂର୍ବତନ ପ୍ରେମିକ, ସୁଟକେସରୁ ମିଳିଲା…

ଭିଏନା,୧।୧୨: ଜଣେ ଜଣାଶୁଣା ଅଷ୍ଟ୍ରିଆନ ସେଲିବ୍ରିଟି ଅନେକ ଦିନ ଧରି ନିଖୋଜ ଥିଲେ। ପରିବାର ସଦସ୍ୟଙ୍କ ଅଭିଯୋଗ ପରେ, ପୋଲିସ ସ୍ଲୋଭେନିଆର ଏକ ଜଙ୍ଗଲରେ ଏକ ସୁଟକେସ ଭିତରେ ତାଙ୍କ ମୃତଦେହ ପାଇଛି। ଏହି ଘଟଣା ସମଗ୍ର ୟୁରୋପରେ ଚାଞ୍ଚଲ୍ୟ ସୃଷ୍ଟି…

‘ସେମାନଙ୍କୁ ତୁରନ୍ତ ଦେଶରୁ ବାହାର କର, ବାଇଡେନ ପ୍ରଶାସନ…’, ଆମେରିକା ସୁରକ୍ଷାକୁ ନେଇ କି ଆଦେଶ ଦେଲେ ଟ୍ରମ୍ପ? ଜାଣନ୍ତୁ…

ଓ୍ବାଶିଂଟନ,୧।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ ଉପରେ କଠୋର ଆକ୍ରମଣ କରିଛନ୍ତି। ଟୁଇଟରରେ ପୋଷ୍ଟ କରି ଟ୍ରମ୍ପ କହିଛନ୍ତି ଯେ ଆମେରିକୀୟମାନେ ଦେଶକୁ ନଷ୍ଟ କରିଥିବା ନୀତି ଏବଂ କଥିତ ଜାଲିଆତି ହୋଇଥିବା…

ଆତ୍ମଘାତୀ ଆକ୍ରମଣରେ ଥରି ଉଠିଲା ପାକିସ୍ତାନ, BLF ର ସାମରିକ ଘାଟିକୁ ଟାର୍ଗେଟ

ଇସଲାମାବାଦ,୧।୧୨: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶର ନୋକୁଣ୍ଡି ଅଞ୍ଚଳରେ ଫ୍ରଣ୍ଟିୟର୍‌ କର୍ପସ (FC) ମୁଖ୍ୟାଳୟ ନିକଟରେ ଏକ ଆତ୍ମଘାତୀ ଆକ୍ରମଣ ହୋଇଛି। ରେକୋ ଡିକ ଏବଂ ସନ୍ଦକ ଖଣି ପ୍ରକଳ୍ପ ସହିତ ଜଡିତ ବିଦେଶୀ ବିଶେଷଜ୍ଞ, ଇଞ୍ଜିନିୟର ଏବଂ କର୍ମଚାରୀଙ୍କ କାର୍ଯ୍ୟ ଏବଂ…

“ଦକ୍ଷ ଭାରତୀୟମାନେ ଆମେରିକାକୁ ବହୁତ ଲାଭ ଦେଇଛନ୍ତି”: ଏଲନ୍ ମସ୍କ

ନୂଆଦିଲ୍ଲୀ,୩୦।୧୧: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସଲା ଏବଂ ସ୍ପେସ୍ ଏକ୍ସ’ର ମୁଖ୍ୟ ଏଲନ୍ ମସ୍କ କହିଛନ୍ତି ଯେ ଦକ୍ଷ ଭାରତୀୟମାନଙ୍କୁ ନିଯୁକ୍ତି ଦେଇ ଆମେରିକା ବହୁତ ଲାଭବାନ ହୋଇଛି। ଜିରୋଧାର ସହ-ପ୍ରତିଷ୍ଠାତା ନିଖିଲ କାମଥଙ୍କ ‘People by WTF’…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri