ଅନ୍ତର୍ଜାତୀୟ

ପ୍ରତିରକ୍ଷା ବଜେଟ ବଢାଇଲା ଜାପାନ: ଚାଇନା, ଉତ୍ତର କୋରିଆ ସହ ମୁକାବିଲା ପାଇଁ ପ୍ରସ୍ତୁତ

ଟୋକିଓ,୧।୯: ଚାଇନା ଏବଂ ଉତ୍ତର କୋରିଆ ସହ ମୁକାବିଲା କରିବା ପାଇଁ ଜାପାନ ପ୍ରସ୍ତୁତି ଆରମ୍ଭ କରିଛି। ୨୦୨୪ ଆର୍ଥିକ ବର୍ଷ ପାଇଁ ଜାପାନ ରେକର୍ଡ ୫୨.୬୭…

3 years ago

ପୋଷାକ କାରଖାନାରେ ଅଗ୍ନିକାଣ୍ଡ, ଗୋଟିଏ ଶିଶୁ ସମେତ ୧୬ଜଣ ଜୀବନ୍ତ ଦଗ୍ଧ

ମନିଲା,୧।୯: ଫିଲିପାଇନ୍ସର ରାଜଧାନୀ ମନିଲାସ୍ଥିତ ଏକ ପୋଷାକ କାରଖାନାରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୬ଜଣଙ୍କର ମୃତ୍ୟୁ ଘଟିଛି। କୋଠାଟିର ଦୁଇ ମହଲା ଜଳି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଛି।…

3 years ago

ଏସିଆନ ସମ୍ମିଳନୀରେ ସାମିଲ ହେବାକୁ ଇଣ୍ଡୋନେସିଆ ଯିବେ ଚାଇନା ପ୍ରଧାନମନ୍ତ୍ରୀ, ଜି-୨୦ରେ ବି ସାମିଲ ହେବାର ସମ୍ଭାବନା

ବେଜିଂ,୧।୯: ଚାଇନା ପ୍ରଧାନମନ୍ତ୍ରୀ ଲି କିଆଙ୍ଗ ସେପ୍ଟେମ୍ବର୫ରୁ ୮ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏସିଆନ ସମ୍ମିଳନୀରେ ଭାଗ ନେବା ପାଇଁ ଇଣ୍ଡୋନେସିଆ ଗସ୍ତ କରିବେ। ଏନେଇ…

3 years ago

ଜର୍ଜିଆ ନିର୍ବାଚନ ଠକେଇ ମାମଲା: ନିଜକୁ ନିର୍ଦ୍ଦୋଷ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୧।୯: ଜର୍ଜିଆ ନିର୍ବାଚନ ଠକେଇ ମାମଲାରେ ନିଜକୁ ନିର୍ଦ୍ଦୋଷ ବୋଲି ଘୋଷଣା କରିଛନ୍ତି ଖୋଦ୍‌ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେ କହିଛନ୍ତି, ଆସନ୍ତା ସପ୍ତାହରେ ଏହି…

3 years ago

ଜି-୨୦ ବୈଠକରେ ଯୋଗଦେବେ ଆମେରିକାର ଟ୍ରେଜେରୀ ସଚିବ

ଓ୍ବାଶିଂଟନ/ନୂଆଦିଲ୍ଲୀ, ୧।୯: ଜି-୨୦ର ଅଧ୍ୟକ୍ଷତା ପାଇଁ ଭାରତ ପ୍ରସ୍ତୁତ। ଦେପ୍ଟେମ୍ବର ୭ରୁ ୧୦ ସେପ୍ଟେମ୍ବର ମଧ୍ୟରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ବିଶ୍ୱର…

3 years ago

ଶି’ ଜିନପିଙ୍ଗଙ୍କୁ ନେଇ ଏମିତି କହିଲେ ବାଇଡେନ

ଓ୍ବାଶିଂଟନ,୧ା୯: ଭାରତର ରାଜଧାନୀ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜି-୨୦ଶିଖର ସମ୍ମିଳନୀରେ ଶି’ ଜିନପିଙ୍ଗ ଯୋଗ ଦେବେ ବୋଲି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଆଶା ପ୍ରକଟ…

3 years ago

ଆମେରିକାରେ ଭାରତୀୟ ବଂଶୋଭବ କରିଛନ୍ତି ୮୨ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଘୋଟାଲା, ୭ ହଜାର ଲୋକ ଦେଇଛନ୍ତି ଠକେଇ ମାମଲା

ଓ୍ବାଶିଂଟନ,୧ା୯: ଆମେରିକାର ନ୍ୟୁ ଜର୍ସିରେ ଜଣେ ଭାରତୀୟ ବଂଶୋଭବଙ୍କୁ ୭ ହଜାରରୁ ଅଧିକ ଲୋକଙ୍କୁ ଠକିବା ସହ ପ୍ରାୟ ୧୩ ମିଲିୟନ ଆମେରିକୀୟ ଡଲାର ଠକେଇ କରିଥିବା…

3 years ago

ଲିଫ୍ଟରେ ସନ୍ତାନ ଜନ୍ମ କରି ଡଷ୍ଟବିନ୍‌ରେ ଫିଙ୍ଗିଦେଲେ ମହିଳା, ସିସିଟିଭିରେ ହେଲା କଏଦ

ବେଜିଂ,୧ା୯: ସମ୍ପ୍ରତି ଚାଇନାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଯାହାକୁ ଦେଖି ଲୋକଙ୍କ ଲୋମ ଟାଙ୍କୁରି ଯାଉଛି। ସୋସିଆଲ ମିଡିଆରେ ଜଣେ ମହିଳା ନିଜର…

3 years ago

ସିଙ୍ଗାପୁରରେ ନବମ ରାଷ୍ଟ୍ରପତି ପାଇଁ ନିର୍ବାଚନ ଆରମ୍ଭ, ରେସରେ ଭାରତୀୟ ମୂଳ ବାସିନ୍ଦା ଥର୍ମନ ଶନମୁଗରତ୍ନମ

ସିଙ୍ଗାପୁର,୧।୯: ସିଙ୍ଗାପୁରବାସୀ ଗୋଟିଏ ଦଶକରୁ ଅଧିକ ସମୟ ପରେ ଦେଶର ନବମ ରାଷ୍ଟ୍ରପତି ନିର୍ବାଚନ ପାଇଁ ଶୁକ୍ରବାର ଭୋଟ ଦେଉଛନ୍ତି। କୁହାଯାଉଛି ଯେ ଏହି ନିର୍ବାଚନରେ ଏକ…

3 years ago

ମହଙ୍ଗା ହେଲା ପେଟ୍ରୋଲ, ଡିଜେଲ ଦର

ଇସଲାମାବାଦ,୧ା୯: ମୁଦ୍ରାସ୍ଫୀତିର ସମ୍ମୁଖୀନ ହେଉଥିବା ପାକିସ୍ତାନ ପୁଣି ଥରେ ଆର୍ଥିକ ସମସ୍ୟାରେ ପଡ଼ିଛି। ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନର କାମଚଳା ସରକାର ପେଟ୍ରୋଲର ମୂଲ୍ୟ ଲିଟର ପିଛା…

3 years ago