ଅନ୍ତର୍ଜାତୀୟ

ପୋଲିସ ଗୁଳିରେ ୬ ମୃତ, ଅପରାଧୀ ଗୋଷ୍ଠୀ ବିରୋଧରେ ଚାଲିଛି ଅପରେଶନ

ବ୍ରାସିଲିଆ,୨୩।୯: ବ୍ରାଜିଲ ପୋଲିସ ସାଲଭାଡୋରରେ ଅପରେଶନ ଆରମ୍ଭ କରି ଅତି କମରେ ୬ ଜଣ ସନ୍ଦିଗ୍ଧଙ୍କୁ ହତ୍ୟା କରିଛି। ସ୍ଥାନୀୟ ଗଣମାଧ୍ୟମରୁ ଏହି ସୂଚନା ଗ୍ରହଣ କରାଯାଇଛି।…

3 years ago

ଜମ୍ମୁ-କଶ୍ମୀର, ଲଦାଖ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ: ଜାତିସଂଘରେ କହିଲା ଭାରତ

ନୁୟର୍କ/ନୂଆଦିଲ୍ଲୀ,୨୩।୯: ମିଳିତ ଜାତିସଂଘ ସାଧାରଣ ସଭାରେ ପାକିସ୍ତାନ ପୁଣି ଥରେ କଶ୍ମୀର ପ୍ରସଙ୍ଗ ଉଠାଇଛି। ଦେଶର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଅନୱାରୁଲ ହକ କକର ଦେଇଥିବା ଭାଷଣ ଉପରେ…

3 years ago

ବ୍ରାଜିଲ ପୋଲିସ ଅପରେଶନରେ ୬ ମୃତ୍ୟୁ, ଅପରାଧୀଙ୍କ ବିରୋଧରେ ଚାଲିଛି ମେଗା ଅପରେଶନ

ରିଓ ଡି ଜେନେରିଓ,୨୩।୯: ବ୍ରାଜିଲ ପୋଲିସ ସାଲଭାଡୋରରେ ଏକ ଅପରେଶନ ଆରମ୍ଭ କରି ଅତି କମରେ ୬ଜଣ ସନ୍ଦିଗ୍ଧଙ୍କୁ ନିହତ କରିଥିଲା। ସ୍ଥାନୀୟ ଗଣମାଧ୍ୟମରୁ ଏହି ସୂଚନା…

3 years ago

‘ହିନ୍ଦୁଙ୍କୁ ସର୍ବଦା ସ୍ବାଗତ’, ଖଲିସ୍ତାନୀଙ୍କ ଧମକ ପରେ ହିନ୍ଦୁଙ୍କୁ ସମର୍ଥନ ଜଣାଇଲେ ବିରୋଧୀ ନେତା

ଓଟାଓ୍ବା,୨୩।୯: କାନାଡାର ଖାଲିସ୍ତାନବାସୀଙ୍କୁ ଟାର୍ଗେଟ କରିଥିବା ହିନ୍ଦୁ ସମ୍ପ୍ରଦାୟ ସେଠାରେ ବିରୋଧୀ ଦଳର ନେତାଙ୍କ ସମର୍ଥନ ପାଇଛି। ସୂଚନାଯୋଗ୍ୟ, କାନାଡାର ବିରୋଧୀ ଦଳର ନେତା ତଥା କଞ୍ଜରଭେଟିଭ…

3 years ago

ଟ୍ରୁଡୋଙ୍କ ଅଭିଯୋଗରେ ଆମେରିକା ଚିନ୍ତିତ: ଆମେରିକା ବୈଦେଶିକ ମନ୍ତ୍ରୀ

ଓ୍ବାଶିଂଟନ୍‌,୨୩।୯: ଭାରତ ଏବଂ କାନାଡା ମଧ୍ୟରେ ବିବାଦ ଜାରି ରହିଛି। ଦୁଇ ଦେଶ ବିବାଦ ମଧ୍ୟରେ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟେନି ବ୍ଲିଙ୍କେନ୍‌ ମଧ୍ୟ ଏ ସମ୍ପର୍କରେ…

3 years ago

ଭାରତର କଠୋରତା ପରେ ବଦଳିଲା ଟ୍ରୁଡୋଙ୍କ ସ୍ବର, କହିଲେ ଆମେ ଏକାଠି କାମ କରିବା ଉଚିତ୍‌

ଓଟାଓ୍ବା,୨୩।୯: ଭାରତ ସହ ତିକ୍ତତା ମଧ୍ୟରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ପୁଣିଥରେ ଏକ ବଡ଼ବୟାନ ଦେଇଛନ୍ତି। ଭାରତ ବିରୋଧରେ ବୟାନ ଦେବା ପରେ ଟ୍ରୁଡୋଙ୍କୁ ଭାରତର…

3 years ago

ରୁଷିଆ ନୌସେନା ଘାଟିରେ ୟୁକ୍ରେନ୍‌ର କ୍ଷେପଣାସ୍ତ୍ର ମାଡ଼

ମସ୍କୋ,୨୩ା୯: କ୍ରିମିଆର ସେଭାଷ୍ଟୋପୋଲ୍‌ ବନ୍ଦରରେ ଥିବା ରୁଷିଆର କୃଷ୍ଣସାଗର ନୌସେନା ଘାଟିରେ ଶୁକ୍ରବାର ୟୁକ୍ରେନ୍‌ କ୍ଷେପଣାସ୍ତ୍ର ମାଡ଼ କରିଛି। ଏଥିରେ ଜଣେ ରୁଷିଆ ସୈନ୍ୟ ନିହତ ହୋଇଥିବା…

3 years ago

ଟିଟିପିକୁ ବିସ୍ଫୋରକ ସାମଗ୍ରୀ ଯୋଗାଉଛି ଆଫଗାନିସ୍ତାନ

ପାକିସ୍ତାନୀ ସୁରକ୍ଷା ବାହିନୀ ସୀମାନ୍ତ ଅଞ୍ଚଳରୁ ୨୦୦ କିଲୋଗ୍ରାମ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରିଛି। ଏନେଇ ଆଫଗାନିସ୍ତାନ-ପାକିସ୍ତାନର ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ହୋଇଛି। ବୈଠକରେ ଆତଙ୍କବାଦୀ ଓ…

3 years ago

ଭାରତ-କାନାଡା ବିବାଦରେ ଚାକିରି ହରାଇପାରନ୍ତି ୧୭ହଜାର କାନାଡିୟ

ଅଟାଓ୍ବା,୨୨।୯: ଭାରତ ଏବଂ କାନାଡା ମଧ୍ୟରେ କୂଟନୈତିକ ସମ୍ପର୍କ ବିଗିଡିବାରେ ଲାଗିଛି। ଉଭୟ ଦେଶର କୂଟନୈତିକଙ୍କୁ ବହିଷ୍କାର ଏବଂ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଗୁରୁତର ଅଭିଯୋଗ…

3 years ago

ଦେଶରେ ନିଖୋଜ ହୋଇଯାଉଛନ୍ତି ଆମେରିକାର ମୂଳ ନିବାସୀ

ଓ୍ବାଶିଂଟନ୍‌,୨୨।୯: ଆମେରିକାର ମୂଳ ବାସିନ୍ଦା ଦଶନ୍ଧି ଦଶନ୍ଧି ଧରି ଅତ୍ୟାଚାରର ଶିକାର ହେଉଛନ୍ତି। ଗତ କିଛି ବର୍ଷ ମଧ୍ୟରେ ଏହି ସମ୍ପ୍ରଦାୟର ହଜାର ହଜାର ଲୋକ ନିଖୋଜ…

3 years ago