ଅନ୍ତର୍ଜାତୀୟ

ଚାଇନା ଭୂକମ୍ପରେ ମୃତକଙ୍କ ସଂଖ୍ୟା ୧୪୯ ଛୁଇଁଲା, ଗାନସୁ ଅଞ୍ଚଳରେ ସବୁଠାରୁ ଅଧିକ କ୍ଷତି

ବେଜିଂ,୨୫।୧୨: ଚାଇନାରେ ହୋଇଥିବା ଭୂକମ୍ପରେ ମୃତ୍ୟୁସଂଖ୍ୟା ୧୪୯ରେ ପହଞ୍ଚିଛି ଏବଂ ଦୁଇ ଜଣ ନିଖୋଜ ଅଛନ୍ତି। ସୂଚନା ଅନୁଯାୟୀ ଡିସେମ୍ବର ୧୮ରେ ଚାଇନାର ଉତ୍ତର-ପୂର୍ବ ଭାଗରେ ୬.୨ମ୍ୟାଗ୍ନିଚ୍ୟୁଡର…

2 years ago

ପୁଣି ଚର୍ଚ୍ଚାରେ ଟିକଟିକ, ଏହାକୁ ନେଇ ପାକିସ୍ତାନରେ ଫତଓ୍ବା ଜାରି

ଇସଲାମାବାଦ,୨୫।୧୨: ପାକିସ୍ତାନ ସିନ୍ଧ ପ୍ରଦେଶର ରାଜଧାନୀ କରାଚିର ଏକ ଅଗ୍ରଣୀ ଧାର୍ମିକ ବିଦ୍ୟାଳୟ ଜାମିଆ ବିନୋରିଆ ଟାଉନ ଟିକ୍‌ଟକ୍‌ ସମ୍ବନ୍ଧରେ ଏକ ଫତୱା ଜାରି କରିଛନ୍ତି। ପାକିସ୍ତାନୀ…

2 years ago

ପୁଟିନଙ୍କୁ ଚ୍ୟାଲେଞ୍ଜ୍‌ ଦେବାକୁ ଚାହୁଁଥିଲେ ଏହି ମହିଳା: ୧୦୦ ଭୁଲ୍‌ ବାହାରକଲେ ନିର୍ବାଚନ ଆୟୋଗ, ପ୍ରାର୍ଥୀପତ୍ର ରଦ୍ଦ

ମସ୍କୋ,୨୫।୧୨:ରୁଷିଆର ରାଷ୍ଟ୍ରପତି ନିର୍ବାଚନରେ ଭ୍ଲାଡିମିର୍‌ ପୁଟିନଙ୍କୁ ଚ୍ୟାଲେଞ୍ଜ କରିଥିବା ମହିଳା ପ୍ରାର୍ଥୀ ତଥା ପୂର୍ବତନ ସାଂସଦ ୟେକାଟେରିନା ଡଣ୍ଟସୋଭାଙ୍କୁ ନିର୍ବାଚନ ଆୟୋଗ ଏକ ବଡ଼ ଝଟକା ଦେଇଛି।…

2 years ago

ବିଧା-ଚାପୁଡା-ମୁଥ ମାରି ଅପରେଶନ କରୁଥିବା ଡାକ୍ତରଙ୍କୁ ନେଇ ରୋଗୀ ଆତଙ୍କିତ: ଭିଡିଓ ହେଲା ଭାଇରାଲ…

ବେଜିଂ,୨୫।୧୨ : ଚାଇନାରେ ପ୍ରତିଦିନ ଅଜବ ଘଟଣା ଘଟୁଛି, ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଏହି କ୍ରମରେ, ଏକ ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ…

2 years ago

୩୦୦ ଭାରତୀୟଙ୍କୁ ନେଇ ବିମାନ ବନ୍ଦରରେ ଅଟକି ଥିବା ବିମାନ ଏବେ ଯିବ କୁଆଡେ ? ମାନବ ଚୋରାଚାଲାଣ ନେଇ ତଦନ୍ତ ଜାରି …

ପ୍ୟାରିସ,୨୫।୧୨: ଫ୍ରାନ୍ସରେ ୩୦୦ ଭାରତୀୟ ଯାତ୍ରୀଙ୍କୁ ନେଇ ବିମାନ ବନ୍ଦରରେ ରହିଥିବା ବିମାନ ଉଡ଼ାଣ ସମ୍ପର୍କରେ ବଡ ସୂଚନା ସାମ୍ନାକୁ ଆସିଛି। ଫ୍ରାନ୍ସରେ ‘ମାନବ ଚୋରା ଚାଲାଣ’…

2 years ago

ଇସ୍ରାଏଲର ଆକ୍ରମଣ: ୭୦ରୁ ଅଧିକ ମୃତ

ଜେରୁଜେଲମ୍‌,୨୫ା୧୨: ଇସ୍ରାଏଲ-ହମାସ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ଶେଷ ହେବାର ନାଁ ନେଉନି। ରବିବାର ବିଳମ୍ବିତ ରାତିରେ ଇସ୍ରାଏଲ ଗାଜାର ଏକ ଶରଣାର୍ଥୀ ଶିବିର ଉପରେ ଏୟାରଷ୍ଟ୍ରାଇକ୍‌ କରିଛି।…

2 years ago

ପାକିସ୍ତାନରେ ସାଧାରଣ ନିର୍ବାଚନ ପାଇଁ ପ୍ରାଥିପତ୍ର ଦାଖଲ, ଜାଣନ୍ତୁ କେବେ ହେବ ନିର୍ବାଚନ

ଇସଲାମାବାଦ,୨୪।୧୨: ଫେବୃୟାରୀ ୮ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ରବିବାର ସେମାନଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସୂଚନାଯୋଗ୍ୟ, ପ୍ରାର୍ଥୀପତ୍ର…

2 years ago

ଥମୁନି ଯୁଦ୍ଧ: ହମାସ୍‌ ଆକ୍ରମଣରେ ୧୪ ଇସ୍ରାଏଲୀ ସୈନ୍ୟ ନିହତ

ତେଲ୍‌ ଆଭିଭ,୨୪ା୧୨:ଗାଜା ଷ୍ଟ୍ରିପ୍‌ରେ ରବିବାର ଘମାଘୋଟ ଲଢ଼େଇରେ ଇସ୍ରାଏଲ୍‌ର ୧୪ ସୈନ୍ୟ ନିହତ ହୋଇଛନ୍ତି। ଇସ୍ରାଏଲ୍‌ ଗାଜାରେ ସ୍ଥଳ ଯୁଦ୍ଧ ଆରମ୍ଭ କରିବାଠାରୁ ଏହା ସେମାନଙ୍କ ପାଇଁ…

2 years ago

ଦକ୍ଷିଣ-ପୂର୍ବ ଏସିଆ ଦେଶରେ ଦ୍ରୁତ ଗତିରେ ମାଡି ଚାଲିଛି କରୋନା, ସତର୍କ ରହିବାକୁ କହିଲା ଡବ୍ଲ୍ୟୁଏଚଓ

ନୂଆଦିଲ୍ଲୀ/ଜେନେଭା,୨୪।୧୨: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଦକ୍ଷିଣ-ପୂର୍ବ ଏସିଆର ଦେଶମାନଙ୍କରେ କରୋନା ଏବଂ ଇନଫ୍ଲୁଏଞ୍ଜାର ନୂତନ ସବ-ଭାରିଆଣ୍ଟ ଜେଏନ ୧ ସମେତ ଶ୍ୱାସକ୍ରିୟା ରୋଗର ବୃଦ୍ଧି ଘଟୁଥିବା…

2 years ago

ରେଡ ସି’ରେ ଆଉ ଏକ ଜାହାଜ ଉପରେ ଡ୍ରୋନ ଆକ୍ରମଣ, ତ୍ରିରଙ୍ଗା ଲାଗିଥିବା କରାଯାଉଛି ଦାବି

ଓ୍ବାଶିଂଟନ,୨୪।୧୨: ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ରବିବାର ସକାଳେ ଲୋହିତ ସାଗର ବା ରେଡ ସି’ରେ ଆଉ ଏକ ତୈଳ ପରିବହନ କରୁଥିବା ଜାହାଜକୁ ଟାର୍ଗେଟ କରିଥିଲେ।…

2 years ago