କୋଙ୍ଗୋ,୨୭।୫: ପଶ୍ଚିମ କୋଙ୍ଗୋ ଗଣତାନ୍ତ୍ରିକ ରାଜ୍ୟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଉକ୍ତ ଅଞ୍ଚଳରେ ଥିବା ଏକ ହ୍ରଦରେ ଡଙ୍ଗା ବୁଡ଼ିବାରୁ ୩୦ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ…
ଥାଇଲାଣ୍ଡ, ୨୭।୫: ପେଟୁଆ ପୋଲିସଙ୍କ ଓଜନ କମାଇବା ପାଇଁ ଥାଇଲାଣ୍ଡ ସରକାର ଅଭିନବ ଯୋଜନା ଆପଣାଇଛନ୍ତି। ପେଟ ବାହାରିଥିବା ପୋଲିସ ଅଫିସରଙ୍କ ପାଇଁ ସେଠାରେ ଏକ ଓଜନ…
ଡବଲିନ,୨୭।୫: ଆୟରଲାଣ୍ଡରେ ବିବାହ ବିଚ୍ଛେଦ ଆଇନକୁ ସରଳୀକରଣ କରିବା ପାଇଁ ୮୨ ପ୍ରତିଶତ ଲୋକ ଦାବି କରିଛନ୍ତି। ଏଥିପାଇଁ ସ୍ଥାନୀୟ ଲୋକେ ରାସ୍ତାକୁ ଓହ୍ଲାଇଥିବା ଜଣାପଡ଼ିଛି। ବିବାହ…
ରୋମ,୨୭।୫: ରୋମ ସହରରେ ଥିବା ଏକ ଘରେ ଭିଷଣ ନିଆଁ ଲାଗିଯାଇଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ଯୁବକ ନିଜର ଉପସ୍ଥିତି ବୁଦ୍ଧି ଖଟାଇ…
କାବୁଲ,୨୭।୫:ଆଫଗାନୀସ୍ତାନ କାବୁଲରେ ସୋମବାର ଆଇଇଡି ବିସ୍ଫୋରଣରେ ଏକ ବସ୍ ଧ୍ୱଂସ ହୋଇଯାଇଛି। ଏହି ଘଟଣାରେ ୧୦ ଲୋକ ଆହତ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।…
ଲଣ୍ଡନ,୨୭ା୫(ପି.ଟି.): ୟୁରୋପୀୟ ସଂଘ (ଇୟୁ)ରୁ ବ୍ରିଟେନ ଅଲଗା ହେବା ପାଇଁ ଚାଲିଥିବା ବ୍ରେକ୍ଜିଟ୍ ଆଲୋଚନା ବିଫଳ ହେବା ପରେ ପ୍ରଧାନମନ୍ତ୍ରୀ ଥେରେସା ମେ ଇସ୍ତାଫା ଘୋଷଣା କରିସାରିଛନ୍ତି।…
ଓ୍ବାଶିଂଟନ,୨୬ା୫(ପି.ଟି.): ଜୁନ୍ରେ ଜି-୨୦ ସମିଟ୍ ଜାପାନରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ…
ଜୋହାନ୍ସବର୍ଗ,୨୬ା୫(ପି.ଟି.): ଆଫ୍ରିକୀୟ ଜାତୀୟ କଂଗ୍ରେସ (ଏଏନ୍ସି) ମୁଖ୍ୟ ସିରିଲ୍ ରାମାଫୋସା ଶନିବାର ଦେଶର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଷଷ୍ଠ ସାଧାରଣ ନିର୍ବାଚନ ପରେ ପାର୍ଲାମେଣ୍ଟ…
ଇସଲାମାବାଦ୍,୨୫।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ଇନିଂସ୍ରେ ଅଣ୍ଡରଓ୍ବାଲ୍ଡ୍ ଡନ୍ ଦାଉଦ୍ ଇବ୍ରାହିମ୍ ବେଶ୍ ଭୟଭୀତ ହୋଇଯାଇଛନ୍ତି। ସେ ଭବିଷ୍ୟତ ଯୋଜନା ସମ୍ପର୍କରେ ପାକିସ୍ତାନ ଗୋଇନ୍ଦା ସଂସ୍ଥା…
ସିଡ୍ନୀ, ୨୫।୫: ଅଷ୍ଟ୍ରେଲିଆ ପଶ୍ଚିମ ଅଞ୍ଚଳରେ ଥିବା କାଲଗୁର୍ଲିଠାରେ ମାଟିତଳୁ ଦେଢ଼ କିଲୋଗ୍ରାମ୍ ଓଜନର ଏକ ସୁନା ଖଣ୍ଡ ମିଳିଛି। ଏଠାରେ ଥିବା ସୁନା ଖଣିଠାରୁ କିଛି…