ଅନ୍ତର୍ଜାତୀୟ

ଡୋନାଲ୍ଡ ଟ୍ରମ୍ପଙ୍କ ନାଁରେ ଲାଗିଲା ୨ ମିଲିୟନ୍‌ ଡଲାର ଜରିମାନା

ଓ୍ବାଶିଂଟନ୍‌,୮।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାଁରେ ୨ ମିଲିୟନ୍‌ ଆମେରିକା ଡଲାର ଜରିମାନା ଲାଗିଛି। ଆମେରିକାର ଏକ ଅଦାଲତ ଏହି ଜରିମାନା ଲଗାଇଛନ୍ତି। ୨୦୧୬ରେ ଏକ…

7 years ago

ଖଣି କର୍ମଚାରୀଙ୍କ ଉପରେ ଆକ୍ରମଣ: ୩୭ ମୃତ

ଓ୍ବାଗାଡୁଗୁ,୮-୧୧(ଏଏଫ୍‌ପି):ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରେ ଜେହାଦୀ ହିଂସାରେ ୩୭ ଜଣଙ୍କ ମୃତ୍ୟୁ ଘଟିବା ସହ ୬୦ ଜଣ ଆହତ ହୋଇଛନ୍ତି। ଗତ ୫ ବର୍ଷ ମଧ୍ୟରେ…

7 years ago

ଇମ୍ରାନ୍‌ଙ୍କ ପ୍ରତିଶ୍ରୁତି ପାଣିର ଗାର: କରତାର୍‌ପୁର ପାଇଁ ପାସପୋର୍ଟ ଅନିବାର୍ଯ୍ୟ କଲା ପାକିସ୍ତାନ ସୈନ୍ୟ ବାହିନୀ

ଇସଲାମାବାଦ୍‌,୭।୧୧: କରତାର୍‌ପୁର ଯିବାକୁ ଚାହୁଁଥିବା ଭାରତୀୟ ଶ୍ରଦ୍ଧାଳୁଙ୍କ ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ପାସପୋର୍ଟ ଜରୁରୀ ନୁହେଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପାସପୋର୍ଟ ବ୍ୟତିତ ଅନ୍ୟ…

7 years ago

ଜୀବନ୍ତ ଅବସ୍ଥାରେ ମୃତ୍ୟୁର ଅନୁଭବ ‘ଲିଭିଂ ଫ୍ୟୁନେରାଲ’

ସିଓଲ: ଥରେ ଭାବନ୍ତୁ ତ, ଜଣେ ବ୍ୟକ୍ତିଙ୍କୁ ଜୀବନ୍ତ ଅବସ୍ଥାରେ କଫିନରେ ଭର୍ତ୍ତି କରାଯିବ। ମରିବା ପରେ ଯେମିତି ଶେଷକୃତ୍ୟ କରାଯାଏ, ଠିକ୍‌ ସେମିତି ସବୁ ବିଧି…

7 years ago

ମନର ବୋଝ ହାଲ୍‌କା କରେ ସହକର୍ମୀଙ୍କ ସହ ବାର୍ତ୍ତାଳାପ

ଲଣ୍ଡନ: ବିଭିନ୍ନ ସାମାଜିକ ତଥା ଆର୍ଥିକ ସମସ୍ୟା ଯୋଗୁ ମନ ଅନେକ ସମୟରେ ଭାରାକ୍ରାନ୍ତ ହୋଇଯାଇଥାଏ। ମାନସିକ ଅବସ୍ଥାର ସାଧାରଣ ସ୍ଥିତି ଫେରାଇ ଆଣିବାରେ ଭାବର ଆଦାନ…

7 years ago

ପଳାତକ ଘୋଷିତ ନୀରବ ମୋଦିଙ୍କ ଇମୋସନାଲ୍‌ ଡ୍ରାମା: ଭାରତକୁ ପ୍ରତ୍ୟର୍ପଣ କଲେ କରିବି ଆତ୍ମହତ୍ୟା

ଲଣ୍ଡନ,୭।୧୧: ପଳାତକ ଘୋଷିତ ନୀରବ ମୋଦି ଲଣ୍ଡନରେ କୋର୍ଟରେ ଇମୋସନାଲ୍‌ ଡ୍ରାମା କରିଛନ୍ତି। କୋର୍ଟରେ ତାଙ୍କର ଜାମିନ ଆବେଦନ ଖାରଜ ହେବାପରେ ସେ କହିଛନ୍ତି ଯେ, ଯଦି…

7 years ago

ଥାଇଲାଣ୍ଡରେ ଉଗ୍ରପନ୍ଥୀ ଆକ୍ରମଣ: ୧୫ ନିହତ

ୟାଲା,୭ା୧୧(ଏ.ଏଫ୍‌.ପି./ଆଇଏଏନ୍‌ଏସ୍‌): ଥାଇଲାଣ୍ଡର ହିଂସା ପ୍ରଭାବିତ ଦକ୍ଷିଣାଞ୍ଚଳରେ ମୁସ୍‌ଲିମ ଉଗ୍ରପନ୍ଥୀମାନେ ରକ୍ତମୁଖା ହୋଇଯାଇଛନ୍ତି। ଏହି ବିଚ୍ଛିନ୍ନତାବାଦୀଙ୍କ ଆକ୍ରମଣରେ ବୁଧବାର ୧୫ ନିହତ ଓ ୫ ଆହତ ହୋଇଛନ୍ତି। ଏହାକୁ…

7 years ago

ରକ୍ତଚାପକୁ ନିୟନ୍ତ୍ରିତ କରେ ଏହି ରଙ୍ଗର ବେଡ୍‌ ଲାଇଟ୍‌…

ରାତିରେ ଘରେ ନୀଳ ରଙ୍ଗର ବେଡ୍‌ ଲାଇଟ୍‌ ଲଗାଇ ଶୋଇଲେ ବହୁ ଉପକାର ମିଳିଥାଏ। ଏହାଦ୍ୱାରା ମନ ଓ ଶରୀର ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ ବୋଲି…

7 years ago

ଗୋଟିଏ ପରିବାରର ୬ ଶିଶୁ ଏବଂ ୩ ମହିଳାଙ୍କୁ ହତ୍ୟା କରି ଜଳାଇଲେ ଡ୍ରଗ୍ସ୍‌ ମାଫିଆ

ନ୍ୟୁ ମେକ୍ସିକୋ,୬।୧୧: ଉତ୍ତର ମେକ୍ସିକୋରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଡ୍ରଗ୍ସ୍‌ ମାଫିଆମାନେ ଗୋଟିଏ ପରିବାରର ୬ ଶିଶୁ ଏବଂ ୩ ମହିଳାଙ୍କୁ ହତ୍ୟା କରିଛନ୍ତି।…

7 years ago

ମହାକାଶ କେନ୍ଦ୍ରରେ ପହଞ୍ଚିଲା ୧୨ ମଦ ବୋତଲ

ଓ୍ବାଶିଂଟନ,୬।୧୧: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ୧୨ ବୋତଲ ମଦ ପହଞ୍ଚିଛି। ଫ୍ରାନ୍ସରେ ପ୍ରସ୍ତୁତ ହୋଇଥିବା ଏହି ରେଡ୍‌ ଓ୍ବାଇନ୍‌କୁ କୌଣସି ମହାକାଶଚାରୀ ପିଇବେ ନାହିଁ। ଏହା ଉପରେ…

7 years ago