ଅନ୍ତର୍ଜାତୀୟ

ଫେସ୍‌ବୁକ୍‌ରେ ଅନ୍‌ଫ୍ରେଣ୍ଡ୍‌ କରିବାରୁ ଭଉଣୀକୁ ଗୁଳି ମାରିଲେ ଭାଇ

ଓ୍ବାଶିଂଟନ, ୩।୧୨: ଆମେରିକାର ଅଲାସ୍କା ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଭଉଣୀ ନିଜ ଭାଇଙ୍କୁ ଫେସବୁକ୍‌ରୁ ଅନଫ୍ରେଣ୍ଡ୍‌ କରିବା ମହଙ୍ଗା ପଡିଛି। ଫଳସ୍ବରୂପ ଭାଇ…

7 years ago

କାହିଁକି କୁନି ଝିଅର ଘରକୁ ଯାଇ ଭେଟିଲେ ଆବୁ ଧାବି କ୍ରାଉନ୍‌ ପ୍ରିନ୍ସ

ଆବୁ ଧାବି,୩।୧୨: ଆବୁ ଧାବିର କ୍ରାଉନ୍‌ ପ୍ରିନ୍ସ ତଥା ୟୁଏଇ ସେନାର ଡେପୁଟି ସୁପ୍ରିମ କମାଣ୍ଡର ଶେଖ ମହମ୍ମଦ ବିନ ଜାୟେଦ ସୋମବାର ଜଣେ ୟୁଏଇ ଝିଅଙ୍କ…

7 years ago

ଇଣ୍ଡୋନେସିଆରେ ଶକ୍ତିଶାଳୀ ବିସ୍ଫୋରଣ

ଜାକର୍ତ୍ତା,୩।୧୨: ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତାରେ ମଙ୍ଗଳବାର ଏକ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିବା ଖବର ମିଳିଛି। ଏଥିରେ କେତେଜଣ ଲୋକ ଆହତ ମଧ୍ୟ ହୋଇଛନ୍ତି। ତେବେ ବିସ୍ଫୋରଣର କାରଣ…

7 years ago

ହସ୍ପିଟାଲରେ ଭର୍ତ୍ତି ହେଲେ ମୁଶରଫ

ଇସ୍‌ଲାମାବାଦ,୩।୧୨: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶରଫଙ୍କ ସ୍ବାସ୍ଥ୍ୟ ବିଗିଡି ଯାଇଛି। ସେ ପୁଣିଥରେ ଦୁବଇର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା…

7 years ago

ଚନ୍ଦ୍ରପୃଷ୍ଠରେ ୩ ଖଣ୍ଡ ହୋଇ ପଡ଼ିଛି ବିକ୍ରମ ଲ୍ୟାଣ୍ଡର: ନାସା

ଓ୍ବାଶିଂଟନ,୩।୧୨: ଇସ୍ରୋ ପକ୍ଷରୁ ଚନ୍ଦ୍ରପୃଷ୍ଠକୁ ପଠାଯାଇଥିବା ବିକ୍ରମ ଲ୍ୟାଣ୍ଡର ୩ ଖଣ୍ଡ ହୋଇ ପଡ଼ି ରହିଥିବା ଆମେରିକା ମହାକାଶ ସଂସ୍ଥା ନାସା ପକ୍ଷରୁ କୁହାଯାଇଛି। ଏନେଇ ନାସା…

7 years ago

ଦାନ୍ତ ଘଷିଲେ କମେ ହାର୍ଟଆଟାକ୍‌ ଆଶଙ୍କା !

ଓ୍ବାଶିଂଟନ,୨।୧୨: ଦାନ୍ତ ଘଷିବା ଦ୍ୱାରା ହାର୍ଟଆଟାକ୍‌ ଆଶଙ୍କା କମେ। ଏନେଇ ନିକଟରେ ଏକ ଗବେଷଣା ଭିତ୍ତିକ ରିପୋର୍ଟ ୟୁରୋପିଆନ୍‌ ଜର୍ନାଲ୍‌ ଅଫ୍‌ ପ୍ରିଭେଣ୍ଟିଭ୍‌ କାର୍ଡିଓଲୋଜିରେ ପ୍ରକାଶ ପାଇଛି।…

7 years ago

ସୈନ୍ୟ ବାହିନୀ ଗାଡ଼ି ଉପରକୁ ଗୁଳିମାଡ଼: ୨ ମୃତ

କାବୁଲ,୨।୧୨: ଆଫଗାନୀସ୍ତାନ କାବୁଲରେ ଏକ ସୈନ୍ୟ ବାହିନୀ ଗାଡ଼ି ଉପରକୁ ଜଣେ ଅଜଣା ବନ୍ଧୁକଧାରୀ ଆଖିବୁଜା ଗୁଳି ମାଡ଼ କରିଛନ୍ତି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ…

7 years ago

୭ କୋଟିର ଦାମିକା ଚେୟାର: ନୋଟ୍‌ରେ ହୋଇଛି ତିଆରି

ମସ୍କୋ,୨।୧୨: ରୁଷିଆରେ ଏକ ଆର୍ଟ ମ୍ୟୁଜିୟମ୍‌ରେ ଦାମିକା ଚେୟାର ରହିଛି। ଚେୟାରଟି ଏକ ଲକ୍ଷ ଡଲାର ନୋଟ୍‌ରେ ନିର୍ମିତ ହୋଇଛି। ଭାରତୀୟ ମୁଦ୍ରାରେ ଏହା ଦାମ ୭କୋଟି…

7 years ago

ଆତ୍ମସମର୍ପଣ କଲେ ୩୧ ଆଇଏସ୍‌ ଆତଙ୍କବାଦୀ

କାବୁଲ,୧।୧୨: ପୂର୍ବ ନଙ୍ଗାହାରରେ ଆଫଗାନ ସୁରକ୍ଷାକର୍ମୀଙ୍କ ସାମ୍ନାରେ ୩୧ ଇସଲାମିକ ଷ୍ଟେଟ ଆତଙ୍କବାଦୀ ୬୨ ମହିଳା ଓ ଶିଶୁଙ୍କ ସହ ଆତ୍ମସମର୍ପଣ କରିଛନ୍ତି ବୋଲି ଆଫଗାନିସ୍ତାନ ସରକାର…

7 years ago

ସକାଳୁ ଚା’ ନ ପିଇଲେ କାମ କରୁନି ଘୋଡ଼ା: ସୋସିଆଲ୍‌ ମିଡ଼ିଆରେ ଭାଇରାଲ !

ଲଣ୍ଡନ,୧।୧୨: କେତେକ ଲୋକ ସକାଳୁ ଚା’ ନ ପିଇଲେ କୌଣସି କାମ କରି ନ ଥାନ୍ତି। ଏଭଳି ଅଭ୍ୟାସ ଲଣ୍ଡନର ମର୍ସିସାଇଡ୍‌ ପୋଲିସ ବିଭାଗରେ ଥିବା ଘୋଡ଼ା…

7 years ago