ଅନ୍ତର୍ଜାତୀୟ

ଆଲିବାବା ଗ୍ରୁପର ଅଧ୍ୟକ୍ଷ ପଦରୁ ଅବସର ନେଲେ ଜ୍ୟାକ୍‌ ମା

ସାଂଘାଇ,୧୦।୯: ବିଶ୍ବର ଅନ୍ୟତମ ପ୍ରମୁଖ ଇ-କମର୍ସ କମ୍ପାନୀ ଆଲିବାବା ଗ୍ରୁପ ହୋଲ୍ଡିଂ ଲିମିଟେଡର ମୁଖ୍ୟ ତଥା ଚୀନର ବିଶିଷ୍ଟ ପୁଞ୍ଜିପତି ଜ୍ୟାକ ମା’ ନିଜ ୫୫ତମ ଜନ୍ମଦିନରେ…

6 years ago

ଟୋକିଓରେ ଟାଇଫୁନ୍‌ ଆତଙ୍କ: ନାରିତା ବିମାନ ବନ୍ଦରରେ ସାରାରାତି ଅଟକି ରହିଲେ ୧୭ ହଜାର ଯାତ୍ରୀ

ଟୋକିଓ,୧୦।୯: ଜାପାନରେ ଦେଖାଦେଇଥିବା ଝଡ଼ ଟାଇଫୁନ୍‌ ଯୋଗୁ ସାଧାରଣ ଯୋଗାଯୋଗ ତଥା ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ଟୋକିଓର ନାରିତା ବିମାନବନ୍ଦରରେ ଶହେଟି ବିମାନର ଉଡ଼ାଣକୁ ବାତିଲ…

6 years ago

ମାସୁଦ୍‌ ଆଝାର ରୋଗଗ୍ରସ୍ତ: ଅସଗରଙ୍କ ନିର୍ଦ୍ଦେଶରେ ସଂଗଠନ ହେଉଛି ପରିଚାଳିତ

ଇସଲାମାବାଦ୍‌,୧୦।୯: ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନ ମୁଖ୍ୟ ମାସୁଦ୍‌ ଆଝାର ଦୀର୍ଘଦିନ ଧରି ରୋଗଗସ୍ତ ଅଛନ୍ତି। ସେଥିପାଇଁ ହୁଏତ ପାକିସ୍ତାନ ସରକାର ତାଙ୍କୁ ମୁକ୍ତ କରିଥିବା କୁହାଯାଉଛି। ମାସୁଦ୍‌ଙ୍କ…

6 years ago

ଚାଇନା ସୋସିଆଲ ମିଡିଆରେ ଚନ୍ଦ୍ରୟାନ-୨ର ପ୍ରଶଂସା

ବେଜିଂ,୧୦।୯: ଭାରତର ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଦ୍ୱାରା ପ୍ରସ୍ତୁତ ଚନ୍ଦ୍ରୟାନ-୨ ଏବେ ତା’ର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ସବୁ ଦେଶର ବୈଜ୍ଞାନିକଙ୍କ…

6 years ago

ଭାରତ-ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା ପାଇଁ ପୁଣି କହିଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୧୦।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପୁଣିଥରେ ଭାରତ-ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା ପାଇଁ ଆଗ୍ରହୀ ଥିବା କହିଛନ୍ତି। ଦୁଇ ଦେଶ ମଧ୍ୟରେ ଗତ ୨ ସପ୍ତାହ ମଧ୍ୟରେ…

6 years ago

ଭାରତରେ ବଡ଼ ଧରଣର ଆକ୍ରମଣ ଷଡ଼ଯନ୍ତ୍ର: ଆତଙ୍କବାଦୀ ସଂଗଠନ ସହିତ ଆଇଏସ୍‌ଆଇର ଗୁପ୍ତ ବୈଠକ

ଇସଲାମାବାଦ୍‌,୧୦।୯: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ସୃଷ୍ଟି କରିବାକୁ ଉଦ୍ୟମ କରିବା ସହିତ ଭାରତରେ ବଡ଼ ଧରଣର ଆକ୍ରମଣ ପାଇଁ…

6 years ago

ଇସ୍ରୋକୁ ପାକ୍‌ ମହାକାଶଚାରୀଙ୍କ ଅଭିନନ୍ଦନ

କରାଚୀ,୧୦ା୯(ପି.ଟି.)-କଶ୍ମୀର ପ୍ରସଙ୍ଗକୁ ନେଇ ଭାରତ-ପାକ୍‌ ମଧ୍ୟରେ ବାକ୍‌ଯୁଦ୍ଧ ଲାଗିରହିଥିବାବେଳେ ଚନ୍ଦ୍ରୟାନ-୨ ମିଶନ ପାଇଁ ପାକିସ୍ତାନର ପ୍ରଥମ ମହିଳା ମହାକାଶଚାରୀ ନମିରା ସଲିମ୍‌ ଭାରତ ଓ ଇସ୍ରୋକୁ ଅଭିନନ୍ଦନ…

6 years ago

ମାଗ୍‌ସେସେ ପୁରସ୍କାର ପାଇଲେ ରବୀଶ କୁମାର

ମାନିଲା, ୧୦ା୯ (ପି.ଟି.): ଏନ୍‌ଡିଟିଭି ଇଣ୍ଡିଆର ବରିଷ୍ଠ କାର୍ଯ୍ୟ ନିର୍ବାହୀ ସମ୍ପାଦକ ରବୀଶ କୁମାରଙ୍କୁ ସୋମବାର ଫିଲିପାଇନ୍ସର ରାଜଧାନୀ ମାନିଲାରେ ୨୦୧୯ର ସମ୍ମାନଜନକ ରାମୋନ୍‌ ମାଗ୍‌ସେସେ ପୁରସ୍କାର…

6 years ago

କଶ୍ମୀରୀଙ୍କ ମାନବାଧିକାର ସୁରକ୍ଷାକୁ ଗୁରୁତ୍ୱ ଦିଅ

ଜେନିଭା,୧୦ା୯(ପି.ଟି.)-୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରର ସ୍ଥିତି ଓ ପାକ୍‌ପଟୁ ଦେଖାଦେଇଥିବା ବିପଦକୁ ନେଇ ଜାତିସଂଘ ମାନବାଧିକାର ସୁରକ୍ଷା କମିଶନ (ୟୁଏନ୍‌ଏଚ୍‌ଆର୍‌ସି) ଚିନ୍ତାବ୍ୟକ୍ତ କରିଛନ୍ତି। ଭାରତ ଓ ପାକିସ୍ତାନ…

6 years ago

କେବଳ ବିବାହ ଦିନ ସ୍ନାନ କରନ୍ତି ଏହି ମହିଳା

ଆଫ୍ରିକାର ଉତ୍ତର-ପଶ୍ଚିମରେ ଥିବା ନାମିବିୟାର କୁନେର ଅଞ୍ଚଳରେ ବସବାସ କରନ୍ତି ହୁମ୍ବା ଜନଜାତି। ଏହି ଜନଜାତିର ମହିଳାମାନେ ଜୀବନରେ କେବଳ ଥରଟିଏ ଗାଧାନ୍ତି। ଏହା ସେମାନଙ୍କର ପରମ୍ପରା।…

6 years ago