ଅନ୍ତର୍ଜାତୀୟ

ପରମାଣୁରେ ପ୍ରତିଶୋଧ ଆଶଙ୍କା

ଓ୍ବାଶିଂଟନ୍‌, ୧୦ା୧: ସତ୍ତା ଲୋଭରେ ସୀମା ଟପିଛନ୍ତି ଡୋନାଲ୍ଡ ଟ୍ରମ୍ପ। ଆମେରିକା ଇତିହାସରେ କଳଙ୍କିତ ଅଧ୍ୟାୟ ସୃଷ୍ଟିର ଖଳନାୟକ ଆଖ୍ୟା ପାଇସାରିବା ପରେ ବି ବଦଳୁନି ତାଙ୍କ…

6 years ago

ହ୍ବାଇଟ୍‌ ହାଉସ୍‌ରେ ସାବ୍ରିନା ସିଂ

ଓ୍ବାଶିଂଟନ୍‌, ୧୦ା୧: ଆମେରିକାର ନବ ନିର୍ବାଚିତ ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କ ଡେପୁଟି ପ୍ରେସ୍‌ ସେକ୍ରେଟାରୀ ଭାବେ ମନୋନୀତ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ସାବ୍ରିନା ସିଂ। ହାରିସ୍‌ ଓ…

6 years ago

ଇଣ୍ଡୋନେସିଆ ବିମାନ ଦୁର୍ଘଟଣା

ଜାକର୍ତ୍ତା, ୧୦।୧: ଇଣ୍ଡୋନେସିଆର ଶ୍ରୀଓ୍ବିଜୟ ଏୟାର ପାସେଞ୍ଜର ଜେଟ୍‌ ଶନିବାର ଦୁର୍ଘଟଣାଗ୍ରସ୍ତ ହୋଇ ସମୁଦ୍ରରେ ଖସିପଡ଼ିଛି। ବିମାନର ଭଗ୍ନାବଶେଷ ମିଳିବା ପରେ ନୌସେନା ଜାହାଜ ସେଠାକୁ ପଠାଯାଇଛି।…

6 years ago

ଇସ୍ତଫା ନ ଦେଲେ ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରାଯିବ: ନାନ୍ସି ପିଲୋସି

ଓ୍ବାଶିଂଟନ,୯।୧: ଇସ୍ତଫା ନ ଦେଲେ ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରାଯିବ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ‘ହାଉସ ଅଫ ରିପ୍ରେଜେନ୍ଟେଟିଭ୍ସ’ର ବାଚସ୍ପତି ନାନ୍ସି ପିଲୋସି କହିଛନ୍ତି।…

6 years ago

ଉଡ଼ାଣର କିଛି ସମୟ ମଧ୍ୟରେ ଇଣ୍ଡୋନେସିଆ ବିମାନ ନିଖୋଜ

ଜାକର୍ତ୍ତା,୯।୧: ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାର ସୋଏକର୍ନହାଟା ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରୁ ଏକ ବିମାନ ଉଡ଼ାଣ କରିବା ପରେ ନିଖୋଜ ହୋଇଯାଇଥିବା କୁହାଯାଉଛି। ତେବେ ଜାକର୍ତ୍ତାରୁ ପୋଣ୍ଟିଆନକ୍‌ ‌ ଅଭିମୁଖେ…

6 years ago

ଟ୍ରମ୍ପ୍‌ଙ୍କ ଟୁଇଟର ଆକାଉଣ୍ଟ୍‌ ଉପରେ ସ୍ଥାୟୀ ପ୍ରତିବନ୍ଧକ

ଓ୍ବାଶିଂଟନ,୯।୧: କ୍ୟାପିଟୋଲ ହିଂସାକାଣ୍ଡ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଟୁଇଟର ଆକାଉଣ୍ଟ ଉପରେ ସ୍ଥାୟୀ ପ୍ରତିବନ୍ଧକ ଲଗାଯାଇଛି। ଏନେଇ ଟୁଇଟର ପକ୍ଷରୁ ସୂଚନା ଦିଆଯାଇଛି। ଏହି ଆକାଉଣ୍ଟ୍‌ରେ…

6 years ago

କରୋନା ଟିକା ପାଇଁ ମୋଦିଙ୍କୁ ପତ୍ର ଲେଖିଲେ ବ୍ରାଜିଲ ରାଷ୍ଟ୍ରପତି

ବ୍ରାସିଲିୟା,୯ ।୧: ଭାରତରେ ପ୍ରସ୍ତୁତ ସ୍ୱଦେଶୀ କରୋନା ଭ୍ୟାକ୍ସିନକୁ ଜରୁରୀକାଳିନ ସ୍ଥିତିରେ ବ୍ୟବହାର ପାଇଁ ମଞ୍ଜୁରୀ ମିଳିଯିବା ପରେ ଏବେ ଖୁବଶୀଘ୍ର କରୋନା ଟିକାକରଣ ଆରମ୍ଭ ହୋଇଯିବ…

6 years ago

କ୍ଷମା ତାଲିକାରେ ରହିପାରନ୍ତି ଟ୍ରମ୍ପ୍‌

ଓ୍ବାଶିଂଟନ, ୯।୧(ପି.ଟି.):ଆମେରିକାର ଗଣତନ୍ତ୍ର ଇତିହାସରେ ବୁଧବାର ରାତିରେ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି ହୋଇଥିଲା। ନିର୍ବାଚନ ହାରିବା ସତ୍ତ୍ୱେ କ୍ଷମତା ମୋହ ଛାଡ଼ିପାରି ନ ଥିବା ରାଷ୍ଟ୍ରପତି…

6 years ago

ଚାକିରି ହରାଉଛନ୍ତି କ୍ୟାପିଟୋଲ ଦଙ୍ଗାକାରୀ

ଓ୍ବାଶିଂଟନ,୮।୧: ଆମେରିକାର କ୍ୟାପିଟୋଲ ‌ ଦଙ୍ଗାରେ ଭାଗ ନେଇଥିବା ଦଙ୍ଗାକାରୀଙ୍କୁ ଗୋଟି ଗୋଟି କରି ଚିହ୍ନଟ କରାଯାଉଛି। ଆଉ ଚାକିରିରୁ ବିଦା କରାଯାଉଥିବା ଦର୍ଶାଇଛି ସିଏନ୍‌ଏନ୍‌ର ଏକ…

6 years ago

ଚାଳକ ବିହିନ ଇଲେକ୍ଟ୍ରିକ କାର ନିର୍ମାଣ ପାଇଁ ଆପଲକୁ ଲାଗିବ ୫ ବର୍ଷ

ଲଣ୍ଡନ,୮।୧- ବିଶ୍ୱର ଅନ୍ୟତମ ଟେକନୋଲୋଜି କମ୍ପାନୀ ଆପଲ ଚାଳକ ବିହିନ ଇଲେକ୍ଟ୍ରିକ୍‌ କାର ନିର୍ମାଣ କରିବା ଦିଗରେ କାର୍ଯ୍ୟ କରୁଛି। ଏହି କାର ନିର୍ମାଣ କରିବାକୁ ଆପଲକୁ…

6 years ago