ଅନ୍ତର୍ଜାତୀୟ

କରୋନାର ତୃତୀୟ ଲହର: ସମସ୍ତ ସ୍କୁଲ କଲେଜ ବନ୍ଦ

ଟୋରଣ୍ଟୋ,୭।୪: କାନାଡ଼ାରେ କରୋନାର ତୃତୀୟ ଲହର ଆରମ୍ଭ ହୋଇଛି। ସୁରକ୍ଷା ଦୃଷ୍ଟିରୁ ଟୋରଣ୍ଟୋରେ ଥିବା ସମସ୍ତ ସ୍କୁଲ କଲେଜକୁ ବନ୍ଦ କରାଯାଇଛି। ବୁଧବାରଠାରୁ ଟୋରଣ୍ଟୋ ବିଶ୍ୱବିଦ୍ୟାଳୟ ବନ୍ଦ…

5 years ago

ଜେଲରୁ ୧୮ଶହ କଏଦୀ ଫେରାର

ଆବୁଜା, ୭ା୪: ନାଇଜେରିଆର ଦକ୍ଷିଣପୂର୍ବ ଅଞ୍ଚଳରେ ସୋମବାର ରାତିରେ ପୋଲିସ, ସେନା ବିଲ୍ଡିଂ ସହ ଏକ ଜେଲ୍‌କୁ ବନ୍ଧୁକଧାରୀମାନେ ଟାର୍ଗେଟ କରିଛନ୍ତି। ଏହାର ସୁଯୋଗ ନେଇ ଜେଲରେ…

5 years ago

ଆର୍କଟିକ୍‌ ଅଞ୍ଚଳରେ ମହାବିନାଶକ ଅସ୍ତ୍ରଶସ୍ତ୍ର ଠୁଳ କରୁଛି ରୁଷିଆ

ମସ୍କୋ,୬।୪: ଆମେରିକା ସହିତ ବୃଦ୍ଧି ପାଉଥିବା ବିବାଦକୁ ଦୃଷ୍ଟିରେ ରଖି ରୁଷିଆ ଆର୍କଟିକ୍‌ ଅଞ୍ଚଳରେ ମହାବିନାଶକ ଅସ୍ତ୍ରଶସ୍ତ୍ର ଠୁଳ କରୁଛି । ସାଟେଲାଇଟ୍‌ ଦ୍ୱାରା ଉତ୍ତୋଳିତ ହୋଇଥିବା…

5 years ago

ଚାଇନାର ବିସ୍ତାରବାଦୀ ନୀତିକୁ ବାଧା ଦେବ ଜାପାନ: ମୁତୟନ କରିବ ଏଫ୍‌-୩୫-ବି ଯୁଦ୍ଧ ବିମାନ

ଟୋକିଓ,୬।୪: ପୂର୍ବ ଚାଇନା ସାଗରରେ ଥିବା ଦ୍ୱୀପ ସମୁହକୁ ନେଇ ବିବାଦ ଦେଖାଦେଇଛି। ନିଜର ବିସ୍ତାରବାଦୀ ନୀତି ପ୍ରୟୋଗ କରି ଏସବୁ ଦ୍ୱୀପ ଉପରେ ଚାଇନା ଅଧିକାର…

5 years ago

ଆଗ୍ନେୟଗିରି ହେବ ଥଣ୍ଡା: ନଳ ଲଗାଇ ଭୂଗର୍ଭକୁ ଛଡ଼ାଯିବ ଥଣ୍ଡାପାଣି

ଓ୍ବାଶିଂଟନ,୬।୪: ଆମେରିକାରେ ଥିବା ୟେଲୋଷ୍ଟୋନ ଆଗ୍ନେୟଗିରିକୁ ଥଣ୍ଡା କରାଯିବା ଲାଗି ନାସାର ବୈଜ୍ଞାନିକମାନେ ଯୋଜନା ପ୍ରସ୍ତୁତ କରିଛନ୍ତି। ପ୍ରତିବର୍ଷ ଆଗ୍ନେୟଗିରି ରହିଥିବା ଅଞ୍ଚଳରେ ୩୦୦୦ରୁ ଅଧିକ ଥର…

5 years ago

କରୋନା ସଂକ୍ରମଣ ନେଇ ପ୍ରଚାର ହୋଇଛି ମିଥ୍ୟା ଖବର: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ

ଜେନେଭା,୬।୪: ଭାରତରେ କରୋନା ସଂକ୍ରମଣ ଜାରି ରହିଛି। ତେବେ ଏହାକୁ ନେଇ ମିଥ୍ୟା ଖବର ସୋସିଆଲ୍‌ ମିଡ଼ିଆରେ ପ୍ରଚାର ହୋଇଥିବା ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।…

5 years ago

ବିବାହ ଦିନ ଜଣାପଡ଼ିଲା ବର-କନ୍ୟା,ଭାଇ-ଭଉଣୀ

ବେଜିଂ,୬।୪: ଚାଇନାରେ ଆୟୋଜିତ ହୋଇଥିବା ଏକ ବିବାହ ସମାରୋହରେ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଯାହାକି କେହି କଳ୍ପନା ମଧ୍ୟ କରିପାରିବେ ନାହିଁ। ବିବାହ ଦିନ ବର…

5 years ago

ମୃତ୍ୟୁ ପରେ ବି ମସ୍ତିଷ୍କ ଜିନ୍‌ ରୁହେ ସକ୍ରିୟ…

ଓ୍ବାଶିଂଟନ,୬।୪: ମୃତ୍ୟୁ ଘଟିବାର ବହୁଘଣ୍ଟା ପରେ ବି ମସ୍ତିଷ୍କରେ କେତେକ ଜିନ୍‌ ସକ୍ରିୟ ରହିଥାନ୍ତି। ହୃଦ୍‌ସ୍ପନ୍ଦନ ବନ୍ଦ ହେବା ସହିତ ମସ୍ତିଷ୍କ ମଧ୍ୟ କାମ କରିବା ବନ୍ଦ…

5 years ago

ଜୁକରବର୍ଗଙ୍କ ଡାଟା ଲିକ୍‌

ଗତ ଜାନୁୟାରୀରୁ ପ୍ରାୟ ୫୩ କୋଟି ଫେସ୍‌ବୁକ୍‌ ବ୍ୟବହାରକାରୀଙ୍କ ତଥ୍ୟ ହ୍ୟାକର୍ସଙ୍କ ଓ୍ବେବ୍‌ସାଇଟରେ ମାଗଣା ଉପଲବ୍ଧ ହୋଇଥିବା ଘଟଣା ସାମ୍‌ନାକୁ ଆସିଛି। ଏଥିରେ ଫେସ୍‌ବୁକ୍‌ ସିଇଓ ମାର୍କ…

5 years ago

ପୁଟିନ୍‌ ସବୁଠାରୁ ‘ସେକ୍ସି’

ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଦେଶର ସବୁଠାରୁ ‘ସେକ୍ସି’ ଓ ‘ହ୍ୟାଣ୍ଡସମ୍‌’ ପୁରୁଷ ଘୋଷଣା କରାଯାଇଛି। ୨୨ ମାର୍ଚ୍ଚରୁ ୧ ଏପ୍ରିଲ ପର୍ଯ୍ୟନ୍ତ ଦେଶର ୩ ଶହରୁ…

5 years ago