ଅନ୍ତର୍ଜାତୀୟ

‘ଭାରତ-ଆମେରିକା’ର ସମ୍ପର୍କ ବିଶ୍ୱାସ ଉପରେ ଆଧାରିତ’

ଓ୍ବାଶିଂଟନ,୨୨ା୧୦: ଆମେରିକାରେ ଭାରତର ରାଷ୍ଟ୍ରଦୂତ ତରଣଜିତ୍‌ ସିଂ ସାନ୍ଧୁ କହିଛନ୍ତି, ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କର ଆଧାର ଅତ୍ୟନ୍ତ ଶକ୍ତିଶାଳୀ ଏବଂ ଏହା କ୍ରମାଗତ ଭାବେ…

5 years ago

ପରିବାର ବଢ଼ାଇବା ପାଇଁ ଏହି ସହରରେ ମାଗଣାରେ ମିଳୁଛି ଜମି, ରହିଛି ଏଭଳି ସର୍ତ୍ତ

କାନବେରା,୨୨ା୧୦: ଭାରତର ଜନସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି। କିନ୍ତୁ କିଛି ଦେଶ ଅଛି ଯେଉଁଠି ଏହାର ବିପରୀତ। ସମ୍ପ୍ରତି ଅଷ୍ଟ୍ରେଲିଆର କ୍ୱିଲିପ୍‌ ସହରରୁ ଏକ ଅଜବ…

5 years ago

ରୋହିଙ୍ଗ୍ୟା ଶରଣାର୍ଥୀ କ୍ୟାମ୍ପ୍‌ ଉପରେ ଆକ୍ରମଣ: ୭ ମୃତ

ଢାକା,୨୨।୧୦: ବାଂଲାଦେଶର ରୋହିଙ୍ଗ୍ୟା ଶରଣାର୍ଥୀ କ୍ୟାମ୍ପରେ ଶୁକ୍ରବାର ଏକ ବଡ଼ ବିସ୍ଫୋରଣ ଘଟିଛି। ଏଠାରେ ଥିବା କ୍ୟାମ୍ପ୍‌ରେ ଆକ୍ରମଣ ହୋଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିଛି।…

5 years ago

ଶୁଟିଂ ସେଟ୍‌ରେ ଗୁଳି ଚଳାଇଲେ ଏହି ଅଭିନେତା: ସିନେମାଟୋଗ୍ରାଫର୍‌ଙ୍କ ଜୀବନ ଗଲା

ନ୍ୟୁ ମେକ୍ସିକୋ,୨୨।୧୦: ନ୍ୟୁ ମେକ୍ସିକୋର ଏକ ଫିଲ୍କ ସେଟ୍‌ରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଆମେରିକୀୟ ଅଭିନେତା ଆଲେକ ବାଲ୍ଡୱିନଙ୍କ ଗୁଳିରେ ଜଣେ ମହିଳା ସିନେମାଟୋଗ୍ରାଫରଙ୍କଙ୍କ…

5 years ago

ସାଧାରଣ ନାଗରିକଙ୍କୁ ବିବାହ କରିବେ ସୁନ୍ଦରୀ ରାଜକୁମାରୀ

ଟୋକିଓ,୨୨।୧୦:ଜାପାନର ରାଜକୁମାରୀ ମାକୋ ଖୁବ୍‌ଶୀକ୍ର ବିବାହ କରିବାକୁ ଯାଉଛନ୍ତି। ସାଧାରଣ ନାଗରିକ କେ କୋମୁରୋଙ୍କୁ ୩-୪ଜଣ ଅତିଥିଙ୍କ ଉପସ୍ଥିତିରେ ଆସନ୍ତା ମଙ୍ଗଳବାର ବିବାହ କରିବେ। ଏହି ବିବାହ…

5 years ago

ବାଂଲାଦେଶ ହିଂସାର ମୁଖ୍ୟ ଅଭିଯୁକ୍ତ ଇକବାଲ ହୁସେନ ଗିରଫ

ଢାକା,୨୨ ।୧୦: ବାଂଲାଦେଶରେ ଦୁର୍ଗାପୂଜା ହେଉଥିବା ସ୍ଥାନରେ ହିନ୍ଦୁଙ୍କ ବିରୋଧରେ ସାମ୍ପ୍ରଦାୟିକ ହିଂସାକୁ ଉସକାଉଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ସେ ହେଉଛନ୍ତି ଇକବାଲ…

5 years ago

ଫେଲ୍‌ ମାରିଲା ଦକ୍ଷିଣ କୋରିଆର ପ୍ରଥମ ସ୍ପେସ୍‌ ରକେଟ୍‌ ପରୀକ୍ଷଣ

ସିଓଲ, ୨୨।୧୦: ଦକ୍ଷିଣ କୋରିଆ ପ୍ରଥମ ଥର ପାଇଁ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ସ୍ପେସ୍‌ ରକେଟ୍‌ ‘ନୁରୀ’ର ପରୀକ୍ଷଣ କରାଯାଇଛି। ମହାକାଶକୁ ଉପଗ୍ରହ ପ୍ରେରଣ ଦିଗରେ…

5 years ago

କାବୁଲରେ ପହଞ୍ଚିଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ

ଇସଲାମାବାଦ,୨୧ା୧୦: ଆଫଗାନିସ୍ତାନର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ସହ ଆଲୋଚନା କରିବା ପାଇଁ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କୁରେଶି ଗୁରୁବାର ଆଇଏସ୍‌ଆଇ ମୁଖ୍ୟ ଲେଫ୍ଟ ଜେନେରାଲ ଫେଜ୍‌…

5 years ago

ଭାରତକୁ ଶୁଭେଚ୍ଛା ଜଣାଇଲା ଡବ୍ଲୁଏଚଓ

ଜେନେଭା,୨୧ ।୧୦: ଦେଶରେ କରୋନା ମହାମାରୀ ସହ ଲଢିବାକୁ ଦିଆଯାଉଥିବା ଟିକା ଗୁରୁବାର ୧୦୦କୋଟି ଅତିକ୍ରମ କରିଛି । ଏହି ଅବସରରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ)ର ମୁଖ୍ୟ…

5 years ago

ଚିକିତ୍ସା ବିଜ୍ଞାନରେ ନୂଆ ବିପ୍ଳବ: ମଣିଷ ଜୀବନ ରକ୍ଷା କରିବ ଘୁଷୁରି କିଡ୍‌ନୀ

ଓ୍ବାଶିଂଟନ,୨୧ା୧୦: ମେଡିକାଲ ସାଇନ୍ସ ବା ଡାକ୍ତରୀ ବିଜ୍ଞାନ କେତେ ଯେ ଅଗ୍ରଗତି କରିଛି, ତାହା ଆପଣ ଠିକ୍‌ରେ ଅନୁମାନ କରିପାରୁଥିବେ। ଏବେ ଆମେରିକାର ଜଣେ ବ୍ୟକ୍ତିଙ୍କ ଶରୀରରେ…

5 years ago