ଅମନ, ୫।୪: ଜୋର୍ଡାନ ରାଜା ଅବଦୁଲ୍ଲା ଦ୍ୱିତୀୟଙ୍କୁ କ୍ଷମତାଚ୍ୟୁତ କରିବା ଲାଗି ଷଡ଼ଯନ୍ତ୍ର ଚଳାଇଥିବା ଅଭିଯୋଗରେ ତାଙ୍କ ସାବତ ଭାଇ ଯୁବରାଜ ହାମ୍ଜା ବିନ୍ ହୁସେନଙ୍କୁ ଗୃହବନ୍ଦୀ…
ଲଣ୍ଡନ, ୫।୪(ପି.ଟି.): କେନ୍ଦ୍ରୀୟ ଲଣ୍ଡନରେ ଶନିବାର ‘କିଲ୍ ଦି ବିଲ୍’ ବିକ୍ଷୋଭବେଳେ ପୋଲିସ ସହ ଆନ୍ଦୋଳନକାରୀଙ୍କର ସଂଘର୍ଷ ହୋଇଥିଲା। ଏହି ଘଟଣାରେ ୧୦୭ ଜଣଙ୍କୁ ଗିରଫ କରାଯାଇଛି।…
ନ୍ୟୁୟର୍କ, ୫ା୪: ତଥ୍ୟ ଗୋପନୀୟତା ମାମଲାରେ ପୁଣି କାଠଗଡ଼ାରେ ଛିଡ଼ା ହୋଇଛି ଫେସ୍ବୁକ୍। ଏହି ସୋସିଆଲ ସାଇଟ୍ ବ୍ୟବହାରକାରୀଙ୍କ ତଥ୍ୟ ହ୍ୟାକର୍ସଙ୍କ ଓ୍ବେବସାଇଟ୍ରେ ଘୂରି ବୁଲୁଥିବା ସାମ୍ନାକୁ…
ନ୍ୟୁୟର୍କ,୪।୪: ବିଶ୍ୱ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପାକିସ୍ତାନକୁ ଆମନ୍ତ୍ରଣ କରିନାହାଁନ୍ତି। ଏହି ସମ୍ମିଳନୀ ଏପ୍ରିଲ ୨୨-୨୩ରୁ ଅନଲାଇନରେ ଅନୁଷ୍ଠିତ ହେବ।…
ଓ୍ବାଶିଂଟନ, ୪।୪: ଆମେରିକାର ଓ୍ବାଶିଂଟନ ଡିସିସ୍ଥିତ ସଂସଦ ଭବନ କ୍ୟାପିଟୋଲରେ ଶୁକ୍ରବାର ଚଳିତ ବର୍ଷ ଦ୍ୱିତୀୟ ଆକ୍ରମଣ ଘଟିଥିଲା। ଜଣେ ଯୁବକ ନିଜ କାର୍କୁ କ୍ୟାପିଟୋଲ କମ୍ପ୍ଲେକ୍ସ…
ଇଫର୍ତ୍ତା, ୪ା୪: ଗତ ସପ୍ତାହରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସ୍ପେସ୍ଏକ୍ସ ରକେଟ ଫାଲ୍କନ୍-୯ ଆମେରିକାର ପୂର୍ବ ଓ୍ବାଶିଂଟନ୍ ରାଜ୍ୟର ଏକ ଖେତରେ ପଡ଼ିଥିବା ଜଣାଯାଇଛି। ଆମେରିକା ଉଦ୍ୟୋଗପତି ଏଲନ୍ମସ୍କଙ୍କ…
ମୋଗାଦିଶୁ, ୪ା୪: ସୋମାଲିଆର ୨ ମିଲିଟାରୀ ବେସ୍ରେ ଇସ୍ଲାମୀୟ ଉଗ୍ରପନ୍ଥୀଙ୍କ ଆକ୍ରମଣରେ ୨୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୪ ସୈନ୍ୟ ଅଛନ୍ତି। ୨ଟି କାର୍ରେ…
କାବୁଲ, ୪ା୪: ଆଫଗାନ ଏୟାର ଫୋର୍ସ ପକ୍ଷରୁ ଫର୍ୟାବ ଓ ବାଘ୍ଲାନ ପ୍ରଦେଶରେ ଏୟାର ଷ୍ଟ୍ରାଇକ୍ ଯୋଗୁ ୩୩ ତାଲିବାନ ଆତଙ୍କବାଦୀ ନିହତ ହୋଇଛନ୍ତି। ଆହୁରି ୩୩…
ସେଣ୍ଟପିଟର୍ସବର୍ଗ,୩।୪: ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ଅବତାର ବୋଲି କୁହାଯାଏ। ଏହି କଥାର ପ୍ରମାଣ କରି ଦେଖାଇଛନ୍ତି ରୁଷିଆର ଡାକ୍ତରମାନେ। ଏଠାରେ ଥିବା ଏକ ହସ୍ପିଟାଲରେ ହଠାତ୍ ନିଆଁ…
ଓ୍ବାଶିଂଟନ,୩।୪: ୟୁଟ୍ୟୁବ୍ରେ ପ୍ରତିଦିନ ନୂଆ ନୂଆ ଘଟଣା ସମ୍ପର୍କରେ ଭିଡ଼ିଓ ଅପଲୋଡ୍ ହେଉଛି। ସମ୍ପ୍ରତି ଆମେରିକାର ଜଣେ ୟୁଟ୍ୟୁବର ମାଟି ତଳେ କଫିନ୍ରେ ୫୦ ଘଣ୍ଟା ରହିଥିବାର…