ଅନ୍ତର୍ଜାତୀୟ

କବର ଖୋଳି ଖପୁରୀ ,କଙ୍କାଳ ଚୋରି କରୁଛନ୍ତି ଅପରାଧୀ, ଫେସବୁକ-ଇନଷ୍ଟାଗ୍ରାମରେ ହେଉଛି ବିକ୍ରି…

ଲଣ୍ଡନ,୯।୧୦ : ସମ୍ପ୍ରତି ବ୍ରିଟେନରୁ ଆଶ୍ଚର୍ଯ୍ୟଜନକ ମାମଲା ଶୁଣିବାକୁ ମିଳୁଛି। ଦେଶରେ ଥିବା କବରଗୁଡ଼ିକ ଚୋରଙ୍କ ଟାର୍ଗେଟରେ ଅଛି। ଖବର ଅନୁଯାୟୀ, କବର ଖୋଳି ପୋତି ଦିଆଯାଇଥିବା…

4 years ago

କେବେ ଶେଷ ହେବ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ?…

ମସ୍କୋ/କ୍ୱିଭ୍‌,୯।୧୦ : ରୁଷିଆ-ୟୁକ୍ରେନ ଯୁଦ୍ଧକୁ ଆଠ ମାସ ବିତିବାକୁ ଯାଉଛି। କିନ୍ତୁ ଏହି ଯୁଦ୍ଧ ଶେଷ ହେବାର ନାମ ନେଉନାହିଁ। ଏବେ ପୁଣି ଥରେ ଏହି ଯୁଦ୍ଧ…

4 years ago

ଆର୍ଥିକ ସଙ୍କଟରୁ ମୁକ୍ତି ପାଇଁ ଶ୍ରୀଲଙ୍କାର ପ୍ରୟାସ, ଏବେ ଭାରତୀୟ ପର୍ଯ୍ୟଟଙ୍କ ଉପରେ ଭରସା…

କଲମ୍ବୋ,୯।୧୦ : ଆର୍ଥିକ ସଙ୍କଟରୁ ମୁକ୍ତି ପାଇଁ ଶ୍ରୀଲଙ୍କାର ପ୍ରୟାସ ଜାରି ରହିଛି। ଏପରି ସ୍ଥଳେ ଏହାର ପର୍ଯ୍ୟଟନ ଶିଳ୍ପକୁ ପୁନଃନିର୍ମାଣ କରିବାକୁ ଚେଷ୍ଟା କରିବା ସହିତ…

4 years ago

ଆମେରିକା-ଦକ୍ଷିଣ କୋରିଆକୁ କିମ୍‌ଙ୍କ ଖୋଲା ଚ୍ୟାଲେଞ୍ଜ୍‌, ପୁଣି ଜାପାନ ଉପର ଦେଇ ୨ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ…

ପ୍ୟୋଙ୍ଗୟାଙ୍ଗ,୯।୧୦ : ଉତ୍ତର କୋରିଆ ଦୁଇ ସପ୍ତାହ ମଧ୍ୟରେ ସପ୍ତମ ଥର ପାଇଁ ଜାପାନ ଆଡକୁ ବାଲିଷ୍ଟିକ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ କରିଛି। ଉତ୍ତର କୋରିଆର ଏହି କ୍ଷେପଣାସ୍ତ୍ର…

4 years ago

ଉପନିର୍ବାଚନ ପୂର୍ବରୁ ରାଲି କରିବେ ଇମ୍ରାନ, ୧୬ରେ ଭୋଟ୍‌

ଇସଲାମାବାଦ,୯ା୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ ପାର୍ଟି (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନ୍‌ ୮ ଜାତୀୟ ବିଧାନସଭା ଆସନକୁ ଉପ-ନିର୍ବାଚନ ପୂର୍ବରୁ ବିଭିନ୍ନ ସହରରେ…

4 years ago

ନିଜ ଲୋକଙ୍କୁ ଇରାନ ଛାଡ଼ିବାକୁ କହିଲା ଫ୍ରାନ୍ସ

ପ୍ୟାରିସ,୯ା୧୦: ଫ୍ରାନ୍ସ ଏହାର ଲୋକଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ କହିଛି। ଏହାର ଦୁଇଟି ବଡ଼ କାରଣ ଅଛି। ପ୍ରଥମ କାରଣ ହେଉଛି ହିଜାବ ଉପରେ ଚାଲିଥିବା ବିରୋଧ,…

4 years ago

ଅଜଣା ବିଷାକ୍ତ ଖାଦ୍ୟ ଖାଇ ୬୦ ସ୍କୁଲ ପିଲା ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି…

ଚିୟାପା,୯।୧୦ : ଦକ୍ଷିଣ ମେକ୍ସିକୋର ଚିଆପାସ୍ଥିତ ଏକ ଗ୍ରାମୀଣ ମାଧ୍ୟମିକ ବିଦ୍ୟାଳୟରେ ପ୍ରାୟ ୬୦ ପିଲା ଅଜଣା ବିଷାକ୍ତ ଖାଦ୍ୟ ଖାଇବା ପରେ ଅସୁସ୍ଥ ହୋଇପଡିଛନ୍ତି। ସ୍ଥାନୀୟ…

4 years ago

ଆମେରିକାର ତୈଳ ରଣନୀତି ବିଫଳ, ଉତ୍ପାଦନ ହ୍ରାସ ଯୋଜନାରେ ଅଟଳ ଓପେକ୍‌…

ଓ୍ବାଶିଂଟନ,୯।୧୦ : ତୈଳ ଉତ୍ପାଦନକାରୀ ଦେଶ ସଂଗଠନ ଓପେକ୍‌ ପ୍ଲସ ଗତ ସପ୍ତାହରେ ଉତ୍ପାଦନ ହ୍ରାସ କରିବାକୁ ନିଷ୍ପତ୍ତି ନେଇଥିଲା। ଆମେରିକା ଏହି ନିଷ୍ପତ୍ତିକୁ ବିରୋଧ କରିଥିଲା।…

4 years ago

ଇମ୍ରାନ୍‌ଙ୍କ ହେଲିକପ୍ଟର କଲା ଜରୁରୀକାଳୀନ ଅବତରଣ…

ଇସଲାମାବାଦ,୯।୧୦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ହେଲିକପ୍ଟରରେ ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏହାକୁ ଜରୁରୀକାଳୀନ ଅବତରଣ କରାଯାଇଛି।ତାଙ୍କୁ ରାୱଲପିଣ୍ଡିରେ ଜରୁରୀକାଳୀନ ଅବତରଣ କରିବାକୁ…

4 years ago

ତିବ୍ଦତର ପରିଚୟ ଶେଷ କରିବାକୁ ଚାଇନାର ଷଡଯନ୍ତ୍ର,ଘୋଷଣା କରିବାକୁ ଚାହୁଁଛି ନିଜର ଦଲାଇ ଲାମା…

ବେଜିଂ,୯।୧୦ : ଚାଇନା କ୍ରମାଗତ ଭାବରେ ତିବ୍ଦତ ଏବଂ ନିର୍ବାସିତ ଦଲାଇ ଲାମାଙ୍କ ପ୍ରତି ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଆସୁଛି। ନିକଟରେ ଚାଇନାର ଦୁଇଟି ଗୁପ୍ତ ଆଭ୍ୟନ୍ତରୀଣ…

4 years ago