ଅନ୍ତର୍ଜାତୀୟ

ଜୋ ବାଇଡେନ୍‌ଙ୍କୁ କରୋନା, ଆଶୁ ଆରୋଗ୍ୟ କାମନା କଲେ ମୋଦି

ୱାଶିଂଟନ,୨୨।୭: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କୋଭିଡ୍‌ର ଦୁଇଟି ଡୋଜ୍‌ ଟିକା ନେଇଥିଲେ ମଧ୍ୟ ସେ ସଂକ୍ରମିତ ଥିବା ଜଣାପଡ଼ିଛି। ଏନେଇ ହ୍ବାଇଟ୍‌…

4 years ago

ଗୋଟିଏ ଦଶକ ପରେ ନ୍ୟୁୟର୍କରେ ପ୍ରଥମ ପୋଲିଓ ଆକ୍ରାନ୍ତ ଚିହ୍ନଟ

ନ୍ୟୁୟର୍କ,୨୨ ।୭: ଦଶ ବର୍ଷ ପୂର୍ବେ ଆମେରିକାକୁ ପୋଲିଓ ମୁକ୍ତ ଘୋଷଣା କରାଯାଇଥିଲା । ଏବେ ୧୦ ବର୍ଷ ପରେ ନ୍ୟୁୟର୍କର ରକଲ୍ୟାଣ୍ଡ କାଉଣ୍ଟିରେ ଜଣେ ଯୁବକଙ୍କ…

4 years ago

ଗର୍ଭନିରୋଧକ ବ୍ୟବହାର ରହିବ ଜାରି, ଆମେରିକା ସଦନରେ ବିଧେୟକ ପାରିତ…

ଓ୍ବାଶିଂଟନ,୨୨।୭ : ଆମେରିକାର ସୁପ୍ରିମକୋର୍ଟ ପୂର୍ବରୁ ଦେଶରେ ଗର୍ଭପାତ ଅଧିକାରକୁ ରଦ୍ଦ କରିଦେଇଥିଲେ। କିନ୍ତୁ ବର୍ତ୍ତମାନ ସଦନରେ ଏକ ବିଲ ଅନୁମୋଦିତ ହୋଇଛି। ଏହା ଗର୍ଭନିରୋଧକ ଔଷଧ…

4 years ago

ଶ୍ରୀଲଙ୍କା ସଙ୍କଟ: ଆକ୍ସନ ମୁଡରେ ସେନା

କଲମ୍ବୋ,୨୨ ।୭: ଶ୍ରୀଲଙ୍କା କିଛି ମାସ ହେବ ଘୋର ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଛି । ଏହାକୁ ନେଇ ପ୍ରଦର୍ଶନକାରୀଙ୍କ ବିରୋଧ ବି ଜାରି…

4 years ago

ଆତଙ୍କବାଦୀଙ୍କ ହାତରେ ପହଞ୍ଚୁଛି ରାସାୟନିକ ଅସ୍ତ୍ରଶସ୍ତ୍ର, ସୁରକ୍ଷା ପରିଷଦରେ ଭାରତର ଚେତାବନୀ…

ଜେନେଭା,୨୨।୭ : ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଆତଙ୍କବାଦୀଙ୍କ ହାତରେ ରାସାୟନିକ ଅସ୍ତ୍ରଶସ୍ତ୍ର ପହଞ୍ଚୁଥିବା ନେଇ ଭାରତ ବିଶ୍ୱକୁ ଚେତାବନୀ ଦେଇଛି। ଆତଙ୍କବାଦୀ ଗୋଷ୍ଠୀ ତଥା ବ୍ୟକ୍ତିବିଶେଷ…

4 years ago

ଯୁଦ୍ଧ ବ୍ୟାପକ କରିବାକୁ ରୁଷିଆର ସଙ୍କେତ, ଆମେରିକା-ବିଟ୍ରେନ ୟୁକ୍ରେନ୍‌କୁ ଯୋଗାଇବେ ଅସ୍ତ୍ରଶସ୍ତ୍ର…

ମସ୍କୋ,୨୨।୭ : ରୁଷିଆ-ୟୁକ୍ରେନ ଯୁଦ୍ଧକୁ ୫ ମାସ ବିତିଗଲାଣି। ରୁଷିଆ ସୈନ୍ୟ ୟୁକ୍ରେନ୍‌ ଦଖଲ ପାଇଁ ଉଦ୍ୟମ ଜାରି ରଖିଛନ୍ତି। ପୂର୍ବ ଡୋନବାସରେ ଚାଲିଥିବା ସଂଘର୍ଷ ମଧ୍ୟରେ…

4 years ago

‘ମୋତେ କ୍ୟାନ୍‌ସର ହୋଇଛି’

ଓ୍ବାଶିଂଟନ୍‌, ୨୧ା୭: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ବୁଧବାର ଦେଇଥିବା ଭାଷଣର ଏକ ଭିଡିଓ କ୍ଲିପ୍‌ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ତାଙ୍କୁ କ୍ୟାନ୍‌ସର…

4 years ago

ଇସ୍ତଫା ଦେଲେ ଇଟାଲୀ ପ୍ରଧାନମନ୍ତ୍ରୀ

ରୋମ,୨୧।୭: ଜାତୀୟ ଏକତା ମିଳିତ ସରକାର ଭାଙ୍ଗିବା ପରେ ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଡ୍ରାଗି ଗୁରୁବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ମିଳିତ ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ସଦସ୍ୟମାନେ…

4 years ago

ଶରଣାର୍ଥୀଙ୍କୁ ଶରଣ ଦେବାରେ ଏସିଆର ଶ୍ରେଷ୍ଠ ୩ ଦେଶ ମଧ୍ୟରେ ଭାରତ ସ୍ଥାନୀତ, ଜାତିସଂଘ ରିପୋର୍ଟ…

ଜେନେଭା,୨୧।୭ : ଶରଣାର୍ଥୀଙ୍କୁ ଶରଣ ଦେବାରେ ୨୦୨୦ରେ ଦକ୍ଷିଣ ପୂର୍ବ ଏସିଆ ଅଞ୍ଚଳର ଶ୍ରେଷ୍ଠ ତିନୋଟି ଦେଶ ମଧ୍ୟରେ ଭାରତ ସ୍ଥାନ ପାଇଛି। ପ୍ରକାଶିତ ଏକ ବିଶ୍ୱସ୍ତରୀୟ…

4 years ago

ଛୋଟ ପିଲାଙ୍କୁ କାମୁଡ଼ିବାରୁ ୨୯ ବୁଲା କୁକୁରଙ୍କୁ ଗୁଳି କରି ହତ୍ୟା କଲେ ଲୋକେ, ସୋସିଆଲ ମିଡ଼ିଆରେ ଭାଇରାଲ…

ଦୋହା,୨୧।୭ : କାତାରରେ ସଶସ୍ତ୍ର ଲୋକେ ଏକ ଅଞ୍ଚଳରେ ଆକ୍ରମଣ କରି ୨୯ ବୁଲା କୁକୁରଙ୍କୁ ହତ୍ୟା କରଛନ୍ତି। ସଶସ୍ତ୍ର ବ୍ୟକ୍ତିମାନେ ଅଭିଯୋଗ କରିଛନ୍ତି ଯେ ଗୋଟିଏ…

4 years ago