କଲମ୍ବୋ,୨୦ ।୬: ଶ୍ରୀଲଙ୍କାରେ ବେଳକୁ ବେଳ ଆର୍ଥିକ ସଙ୍କଟ ବଢିବାରେ ଲାଗିଛି । ଲୋକେ ଖାଦ୍ୟ ପାଇଁ ଏକ ପ୍ରକାର ସଂଗ୍ରାମ କରୁଛନ୍ତି କହିଲେ ଚଳେ ।…
ମସ୍କୋ,୨୦ ।୬: ଚଳିତ ବର୍ଷ ଫେବୃୟାରୀରୁ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଥିବା ବେଳେ ଅନୁମାନ କରାଯାଉଥିଲା କି ଖୁବଶୀଘ୍ର ରୁଷିଆ ୟୁକ୍ରେନକୁ ସମ୍ପୂର୍ଣ୍ଣ ଭାବେ ନିଜ…
କରାଚୀ,୧୯।୬: କରାଚୀ ଜେଲରେ ବନ୍ଦୀଥିବା ୨୦ ଭାରତୀୟ ମତ୍ସ୍ୟଜୀବୀଙ୍କୁ ପାକିସ୍ତାନ ରବିବାର ମୁକ୍ତ କରିଛି। ସେମାନେ ବେଆଇନ ଭାବେ ପାକ୍ ଜଳସୀମାରେ ପଶି ମାଛ ମାରୁଥିବା ଅଭିଯୋଗ…
ଟୋକିଓ,୧୯ା୬: ଜାପାନର ଇଶିକାଓ୍ବା ପ୍ରାନ୍ତ ନୋଟୋ ଅଞ୍ଚଳରେ ଭୟଙ୍କର ଭୂକମ୍ପ ହୋଇଛି। ରିକ୍ଟର ସ୍କେଲ୍ରେ ଏହା ତୀବ୍ରତା ୫.୪ ଥିଲା। ଭୂକମ୍ପ ପ୍ରଭାବରେ ସୁନାମୀ ଆସିବାର ଆଶଙ୍କା…
ଓ୍ବାଶିଂଟନ,୧୮ା୬: ଶନିବାର ସକାଳେ ଡେଲାଓ୍ବେର୍ସ୍ଥିତ ବେଳାଭୂମି ଘର ନିକଟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏକ ସାଇକେଲରେ ଯାଉଥିବା ବେଳେ ପଡ଼ିଯାଇଥିଲେ। ଏହା ପରେ ତାଙ୍କୁ ଦେଖିବାକୁ…
ଢାକା,୧୮ା୬: ବାଂଲାଦେଶରେ ପ୍ରବଳ ବନ୍ୟା ଯୋଗୁ ୨୫ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଦେଶର ବିଭିନ୍ନ ସହରରେ ୪୦ ଲକ୍ଷରୁ ଅଧିକ ଲୋକ ବନ୍ୟାପାଣିରେ ଫସି ରହିଛନ୍ତି।…
କାବୁଲ,୧୮।୬: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଶନିବାର ସକାଳେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଅସ୍ତଶସ୍ତ୍ରରେ ଧରି କିଛି ଆତଙ୍କବାଦୀ ହଠାତ୍ ଏକ ଗୁରୁଦ୍ୱାରାରେ ପ୍ରବେଶ କରିଥିଲେ।…
ଜାତିସଂଘ,୧୮ା୬: ପାକିସ୍ତାନର ଶୀର୍ଷ ଲଶ୍କର-ଇ-ତୋଇବା ନେତା ଅବଦୁଲ ରେହମନ ମକ୍କିଙ୍କୁ ଜାତିସଂଘ ସୁରକ୍ଷା ପରିଷଦ ବିଶ୍ୱ ଆତଙ୍କବାଦୀ ତାଲିକାରେ ସାମିଲ କରିବା ପାଇଁ ଭାରତ ଓ ଆମେରିକା…
ଲଣ୍ଡନ,୧୮ା୬: ଓ୍ବିକିଲିକ୍ସର ପ୍ରତିଷ୍ଠାତା ଜୁଲିଆନ ଆସେଞ୍ଜଙ୍କୁ ଆମେରିକା ପ୍ରତ୍ୟର୍ପଣ କରିବା ପ୍ରସ୍ତାବକୁ ବ୍ରିଟିଶ ସରକାର ଅନୁମୋଦନ କରିଛନ୍ତି। ସେ ଆମେରିକାରେ ଗୁପ୍ତଚର ବୃତ୍ତି ଅଭିଯୋଗରେ ବିଚାରର ସମ୍ମୁଖୀନ…
କଲମ୍ବୋ,୧୮ା୬: ତେଲ ଆମଦାନି ପାଇଁ ଶ୍ରୀଲଙ୍କା ସରକାରଙ୍କ ପାଖରେ ବିଦେଶୀ ମୁଦ୍ରା ନ ଥିବାରୁ ଦୁଇ ସପ୍ତାହ ପାଇଁ ସ୍କୁଲ୍ ଓ ସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବାକୁ…