ଅନ୍ତର୍ଜାତୀୟ

୫୦ ଜଣଙ୍କୁ ଗୁଳିକରି ହତ୍ୟା

ଆବୁଜା,୭ା୪: ଉତ୍ତର-କେନ୍ଦ୍ରୀୟ ନାଇଜେରିଆର ଏକ ଗାଁରେ କେତେକ ବନ୍ଧୁକଧାରୀ ପ୍ରବେଶ କରି ଆଖିବୁଜା ଗୁଳି ଚଳାଇଛନ୍ତି। ଫଳରେ ଘଟଣାସ୍ଥଳରେ ୫୦ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଅନ୍ୟପକ୍ଷେ ବେନୁ…

3 years ago

ଖୁସି ହେଲେ ସୁନକ

ଲଣ୍ଡନ/ନୂଆଦିଲ୍ଲୀ,୭।୪: ବରିଷ୍ଠ ଲେଖିକା ତଥା ସମାଜସେବି ସୁଧା ମୂର୍ତ୍ତିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ସାମାଜିକ କାର୍ଯ୍ୟ ପାଇଁ ପଦ୍ମ ଭୂଷଣରେ ସମ୍ମାନୀତ କରାଯାଇଛି। ସୁଧା ମୂର୍ତ୍ତି…

3 years ago

କାନାଡାରେ ସ୍ଥିତି ସଙ୍ଗିନ, ଘର ଭିତର ଅନ୍ଧାର ବାହାରେ ତୁଷାର ଝଡ଼

ଓଟାଓ୍ବା,୭।୪: କାନାଡାର କ୍ୟୁବେକ ଅଞ୍ଚଳରେ ଗୁରୁବାର ଆସିଥିବା ତୁଷାର ଝଡ଼ରେ ଅତିକମରେ ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଏପଟେ ତୁଷାର ଝଡ଼ ଯୋଗୁ ଲକ୍ଷ…

3 years ago

ନିଖୋଜ ବିମାନର ଧ୍ୱଂସାବଶେଷ ମିଳିଲା

ଟୋକିଓ,୭ା୪: ଜାପାନର ଉଦ୍ଧାରକାରୀ ଦଳ ରାଡାରରୁ ଅଦୃଶ୍ୟ ହେବାର ଗୋଟିଏ ଦିନ ପରେ ସାମରିକ ହେଲିକପ୍ଟରର ଅଧିକ ଅଂଶ ଶୁକ୍ରବାର ପାଇଥିବା କୋଷ୍ଟଗାର୍ଡ କହିଛନ୍ତି। ହେଲିକପ୍ଟର ୟୁଏଚ୍‌-୬୦…

3 years ago

ତାଇଓ୍ବାନ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ରାଗିଲା ଚାଇନା

ତାଇପେ,୭।୪: ତାଇଓ୍ବାନ ରାଷ୍ଟ୍ରପତି ତାଇ ଇଙ୍ଗ-ଓ୍ବେନଙ୍କ ଆମେରିକା ଗସ୍ତକୁ ନେଇ ବିଳିବିଳାଉଛି ଚାଇନା। ତାଇଓ୍ବାନ ରାଷ୍ଟ୍ରପତି ଆମେରିକା ରିପପ୍ଲିକାନ ହାଉସର ଅଧ୍ୟକ୍ଷ କଓ୍ବେିନ ମ୍ୟାକକାର୍ଥିଙ୍କ ସହ ସାକ୍ଷାତ…

3 years ago

ପାକିସ୍ତାନରେ ବଢୁଛି ଘରୋଇ ହିଂସା, ସମାଧାନ ଖୋଜୁଛନ୍ତି ମହିଳା

ଇସଲାମାବାଦ,୭।୪: ପାକିସ୍ତାନରେ ଅଳ୍ପସଂଖ୍ୟକଙ୍କ ସ୍ଥିତି ଭଳି ଦେଶର ମହିଳାଙ୍କ ଉପରେ ଭେଦଭାବ ଓ ଦୁର୍ବବ୍ୟହାରର ସଂଖ୍ୟା ବଢିବାରେ ଲାଗିଛି। ଦେଶରେ ଘରୋଇ ହିଂସାରେ ବୃଦ୍ଧି କାରଣରୁ ଏହାର…

3 years ago

ପୁଟିନଙ୍କ ସିକ୍ରେଟ୍‌ ଲାଇଫ୍‌ଷ୍ଟାଇଲରୁ ପର୍ଦ୍ଦା ହଟାଇଲେ ରୁଷିଆ ଅଧିକାରୀ

ମସ୍କୋ,୭ା୪: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ୧୩ ମାସରୁ ଅଧିକ ସମୟ ଧରି ଯୁଦ୍ଧ ଚାଲିଛି। ପରସ୍ପର ବିରୋଧରେ ସାମରିକ ସୁବିଧା ହାସଲ କରିବା ଲକ୍ଷ୍ୟରେ ଉଭୟ…

3 years ago

ଟ୍ରାନ୍ସଜେଣ୍ଡର ଆଥଲେଟଙ୍କ ଉପରେ ପ୍ରତିବନ୍ଧକ ଲଗାଇବାକୁ ମନା କଲେ ଆମେରିକା ସୁପ୍ରିମକୋର୍ଟ

ଓ୍ବାଶିଂଟନ,୭।୪: ଆମେରିକା ସୁପ୍ରିମକୋର୍ଟ ଗୁରୁବାର ପଶ୍ଚିମ ଭର୍ଜିନିଆକୁ ଟ୍ରାନ୍ସଜେଣ୍ଡର ଆଥଲେଟ୍ସଙ୍କୁ ସରକାରୀ ବିଦ୍ୟାଳୟର ମହିଳା କ୍ରିଡା ଦଳରୁନିଷିଦ୍ଧ କରୁଥିବା ରାଜ୍ୟ ଆଇନ କାର୍ଯ୍ୟକାରୀ କରିବାକୁ ଅନୁମତି ଦେବାକୁ…

3 years ago

ଆମେରିକାରେ ଜଣେ ଭାରତୀୟ ନାଗରିକଙ୍କୁ ୩୩ ମାସ ଜେଲ୍‌ଦଣ୍ଡ

ଓ୍ବାଶିଂଟନ,୭ା୪: ଆମେରିକାରେ ଜଣେ ଭାରତୀୟ ନାଗରିକଙ୍କୁ ୩୩ ମାସ କାରାଦଣ୍ଡରେ ଦଣ୍ଡିତ କରାଯିବା ସହ ୨.୪ ମିଲିୟନ ଡଲାର ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆମେରିକାର ବୃଦ୍ଧ…

3 years ago

୨୦୦ ବିଲିୟନ ଡଲାର ସମ୍ପତ୍ତିର ଅଧିକାରୀ ବର୍ନାର୍ଡ

ଓ୍ବାଶିଂଟନ୍‌, ୬।୪: ଲୁଇସ୍‌ ଭିଟୋନ (ଏଲ୍‌ଭିଏମ୍‌ଏଚ୍‌) ଅଧ୍ୟକ୍ଷ ତଥା ସିଇଓ ବର୍ନାର୍ଡ ଅର୍ନଲ୍ଟ ଏବେ ୨୦୦ ବିଲିୟନ୍‌ ଡଲାର ସମ୍ପତ୍ତିର ମାଲିକ। ନିକଟରେ ଫୋର୍ବସ୍‌ ପକ୍ଷରୁ ପ୍ରକାଶ…

3 years ago