କ୍ରିକେଟ ବିଶ୍ୱକପ୍‌

ଆଇସିସି ବିଶ୍ୱକପ୍‌: ଇଂଲଣ୍ଡ- ପାକିସ୍ତାନ ମୁକାବିଲା ଆଜି

ଲଣ୍ଡନ,୩।୫(ଏଏଫପି)- ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ର ଚଳିତ ଦ୍ୱାଦଶ ସଂସ୍କରଣରେ ଆୟୋଜକ ତଥା ହଟ୍‌ ଫେଭରାଇଟ ଇଂଲଣ୍ଡ ସୋମବାର ୧୯୯୨ ଚାମ୍ପିୟନ ପାକିସ୍ତାନକୁ ଭେଟିବ। ନଟିଂହାମର ଟ୍ରେଣ୍ଟ ବ୍ରିଜ୍‌ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଉପରେ ଏବେ ସାରା ବିଶ୍ୱର…

ଦକ୍ଷିଣ ଆଫ୍ରିକାକୁ ହରାଇଲା ବାଂଲାଦେଶ

ଲଣ୍ଡନ,୩।୬(ଏଏଫପି)- ଚଳିତ ବିଶ୍ୱକପ୍‌ରେ ବାଂଲାଦେଶ ପ୍ରଥମ ବିପର୍ଯ୍ୟୟ ଘଟାଇଛି। ସ୍ଥାନୀୟ କେନିଂଟନ ଓଭାଲ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଟୁର୍ନାମେଣ୍ଟର ପଞ୍ଚମ ମ୍ୟାଚ୍‌ରେ ବାଂଲାଦେଶ ୨୧ ରନରେ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ହରାଇ ଦେଇଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା…

ଭାରତ ବିପକ୍ଷରେ ଖେଳିପାରନ୍ତି ଅମଲା

ଲଣ୍ଡନ,୨ା୬(ପିଟି)- ଭେଟେରାନ ଦକ୍ଷିଣ ଆଫ୍ରିକା ଓପନର ହାସିମ ଅମଲା ବୁଧବାର ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ୩ୟ ମ୍ୟାଚ୍‌ ଲାଗି ଉପଲବ୍ଧ ହୋଇପାରନ୍ତି। ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ହେଲମେଟରେ ବଲ ବାଜିଥିବାରୁ ସେ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଖେଳିପାରି ନାହାନ୍ତି। ଏହାପରେ…

କୋହଲିଙ୍କ ସମସ୍ୟା ଚିନ୍ତାଜନକ ନୁହେଁ

ସାଉଥମ୍ପଟନ,୨ା୬(ପିଟି)- ନେଟ୍ସର ଅଭ୍ୟାସ କରୁଥିବାବେଳେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ବୁଢ଼ା ଆଙ୍ଗୁଠିରେ ଆଘାତ ଲାଗିଥିଲା। ହେଲେ ତାଙ୍କ ସମସ୍ୟା ଚିନ୍ତା ଜନକ ବିଷୟ ନୁହେଁ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ତାଙ୍କ ଆଙ୍ଗୁଠିରେ ବଲ ବାଜିବା ପରେ ଫିଜିଓଥେରାଫିଷ୍ଟ…

କରୁଣାରତ୍ନେଙ୍କ ବିଶ୍ୱକପ୍‌ ରେକର୍ଡ

କାର୍ଡିଫ,୧।୬- ଶ୍ରୀଲଙ୍କା ଦଳର ଅଧିନାୟକ ଦିମୁଥ କରୁଣାରତ୍ନେ ଚଳିତ ବିଶ୍ୱକପ୍‌ରେ ଏକ ରେକର୍ଡ ଅଧିକାରୀ ହୋଇଛନ୍ତି। ଏଠାରେ ନ୍ୟୁଜଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ସେ ଓପନିଂ ବ୍ୟାଟିଂ କରିବାକୁ ଆସି ଦଳ ଅଲଆଉଟ୍‌ ହେବା ପର୍ଯ୍ୟନ୍ତ ନଟ୍‌ଆଉଟ୍‌ ରହିଥିଲେ। ସେ ୮୪…

୧୩୬ରେ ଅଲଆଉଟ୍‌ ଶ୍ରୀଲଙ୍କା

କାର୍ଡିଫ,୧।୬- ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଅନୁଷ୍ଠିତ ବିଶ୍ୱକପ୍‌ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶ୍ରୀଲଙ୍କା ୧୩୬ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ୧୯୯୬ ବିଶ୍ୱକପ୍‌ ଚାମ୍ପିୟନ ମାତ୍ର ୨୯.୨ ଓଭର ଖେଳିବାକୁ ସକ୍ଷମ ହୋଇଥିଲେ। ଦଳ ପାଇଁ…

ପାରାଲାଲ ବାର୍ସ ବିଶ୍ୱକପ୍‌ ଫାଇନାଲରେ ଓଡ଼ିଆ ପୁଅ

ନୂଆଦିଲ୍ଲୀ,୧।୬(ପିଟି)- ଓଡ଼ିଆ ଜିମ୍ନାଷ୍ଟ ରାକେଶ କୁମାର ପାତ୍ର ସ୍ଲୋଭାନିଆର କୋପରଠାରେ ଚାଲିଥିବା ଏଫ୍‌ଆଇଜି ବିଶ୍ୱକପ୍‌ର ପାରାଲାଲ ବାର୍ସ ଇଭେଣ୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଯୋଗ୍ୟତା ପର୍ଯ୍ୟାୟରେ ସେ ୧୩.୨୫୦ ସ୍କୋର କରି ଟପ୍‌-୮ ସ୍ଥାନ ପାଇ ଫାଇନାଲ ଲାଗି ଯୋଗ୍ୟତା ଅର୍ଜନ…

ପେଣ୍ଟ ବଲ ଖେଳିଲା ଭାରତୀୟ ଦଳ

ନୂଆଦିଲ୍ଲୀ,୧।୬-ଆସନ୍ତ ୫ ତାରିଖରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ତା’ର ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ମ୍ୟାଚ୍‌ ପୂର୍ବରୁ ଅଭ୍ୟାସ କରିବା ପରିବର୍ତ୍ତେ ଭାରତୀୟ ଦଳର ସଦସ୍ୟମାନେ ପେଣ୍ଟ ବଲ ଖେଳୁଥିବାର ନଜର ଆସିଛି। ଏହାର ଏକ ଫଟୋ…

‘ପାକିସ୍ତାନ ବିପକ୍ଷରେ ଅପରାଜେୟ ଧାରା ବଜାୟ ରଖିବ ଭାରତ’

ଲଣ୍ଡନ,୧।୬- ଚଳିତ ମାସ ୧୬ ତାରିଖରେ ମାଞ୍ଚେଷ୍ଟରଠାରେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ବିଶ୍ୱକପ୍‌ ଲିଗ୍‌ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌କୁ କେଉଁ ଦଳ ଜିତିବା ନେଇ ବହୁ ଆଲୋଚନା ଜାରି ରହିଛି। କିନ୍ତୁ ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ…

ଫିଟ୍‌ ଥିଲେ ଓପନିଂ କରିବେ ଓ୍ବାର୍ନର

ବ୍ରିଷ୍ଟଲ,୩୧।୫(ପି.ଟି.)- ଅଷ୍ଟ୍ରେଲିଆ ଦଳ ଶନିବାର ଆଫଗାନିସ୍ତାନ ବିପକ୍ଷରେ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ହେଲେ ଡେଭିଡ ଓ୍ବାର୍ନରଙ୍କ ଫିଟ୍‌ନେସକୁ ନେଇ ରିସ୍କ ନେବାକୁ ଚାହୁଁ ନାହାନ୍ତି ଅଷ୍ଟ୍ରେଲିଆ ଦଳର ମୁଖ୍ୟ କୋଚ୍‌ ଜଷ୍ଟିନ ଲାଙ୍ଗର। ଅଷ୍ଟ୍ରେଲିଆନ ଓପନରଙ୍କ ମାଂସପେଶୀରେ ଆଘାତ…

ହେଲମେଟ୍‌ରେ ବଲ୍‌ ବାଜିବା ସତ୍ତ୍ୱେ ରମଜାନ ପାଳିଲେ ଖେଳାଳି

ଲଣ୍ଡନ,୩୧।୫- ଏଠାରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ସହ ୨୦୧୯ ଆଇସିସି ବିଶ୍ୱକପ୍‌ ଆରମ୍ଭ ହୋଇଯାଇଛି। କ୍ରିକେଟ ମହାକୁମ୍ଭର ପ୍ରଥମ ମ୍ୟାଚ୍‌ରେ ଭିନ୍ନ ଘଟଣା ଦେଖିବାକୁ ମିଳିଛି। ଇଂଲଣ୍ଡ ପକ୍ଷରୁ ଧାର୍ଯ୍ୟ ୩୧୨ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରୁଥିବାବେଳେ…

କମେଣ୍ଟ୍ରି ବକ୍ସରେ ଭାରତୀୟ କ୍ରିକେଟର ତ୍ରିମୂର୍ତ୍ତି

ଲଣ୍ଡନ,୩୧।୫- ଏଠାରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଆଇସିସି ବିଶ୍ୱକପ୍‌ ପ୍ରଥମ ମ୍ୟାଚ୍‌ରେ ପ୍ରଶଂସକମାନେ ଏକ ଭିନ୍ନ ମଜା ପାଇଛନ୍ତି। ଭାରତୀୟ କ୍ରିକେଟର ତ୍ରିମୂର୍ତ୍ତି କୁହାଯାଉଥିବା ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ବୀରେନ୍ଦ୍ର ସେହ୍ବାଗ କମେଣ୍ଟ୍ରି ବକ୍ସରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri