ଗ୍ଲୋବାଲ ଲିଗ୍ ପାଇଁ ଅନ୍ତର୍ଜାତୀୟ କ୍ରିକେଟରୁ ଗୋନୀଙ୍କ ସନ୍ନ୍ୟାସ
ନୂଆଦିଲ୍ଲୀ,୨୫।୬- ଗ୍ଲୋବାଲ ଟି୨୦ କାନାଡା ଲିଗ୍ର ଟରୋଣ୍ଟୋ ନ୍ୟାଶନାଲ୍ସ ଦଳର ଖେଳାଳିଙ୍କ ତାଲିକାରେ ସ୍ଥାନ ପାଇଥିବା ପୂର୍ବତନ ପେସର ମନପ୍ରୀତ ଗୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ଯୁବରାଜ ସିଂଙ୍କ ପରେ ଦ୍ୱିତୀୟ ପଞ୍ଜାବୀ କ୍ରିକେଟର ଭାବେ ସେ ଅବସର ଘୋଷଣା…
ଧୋନୀଙ୍କ ଉପରେ ମନ୍ତବ୍ୟ ଦେଇ ସଚିନ ସମାଲୋଚିତ
ନୂଆଦିଲ୍ଲୀ,୨୫।୬- କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଅନ୍ଲାଇନ ସମାଲୋଚନାର ଶିକାର ହୋଇଛନ୍ତି। ନିକଟରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ରେ ଧିମା ବ୍ୟାଟିଂ ପାଇଁ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ସମାଲୋଚନା କରିଥିଲେ। ମୁଁ ଦୁଃଖିତ। ଦଳୀୟ ସ୍କୋର ଆହୁରି ଭଳ…
ସର୍ଫରାଜଙ୍କୁ କ୍ଷମା ପ୍ରାର୍ଥନା କଲେ ପ୍ରଶଂସକ
ଲଣ୍ଡନ,୨୪।୬: ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦଙ୍କ ଜୀବନ ଗତ ୨୪ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ବଦଳି ଯାଇଛି। ଗତ ସପ୍ତାହରେ ଭାରତଠାରୁ ପରାସ୍ତ ହେବା ପରେ ସର୍ଫରାଜଙ୍କୁ ପ୍ରଂଶସକ ଓ ପୂର୍ବତନ କ୍ରିକେଟରଙ୍କ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏପରି କି…
ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ରୁ ରୟ ବାଦ୍
ଲଣ୍ଡନ,୨୪।୬(ଏଏଫ୍ପି): ଜାସନ ରୟ ମଙ୍ଗଳବାର ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ରେ ଖେଳିପାରିବେ ନାହିଁ। ସେ ଏପର୍ଯ୍ୟନ୍ତ ମାଂସପେଶୀଜନିତ ସମସ୍ୟାରୁ ସମ୍ପୂର୍ଣ୍ଣ ରୂପେ ମୁକୁଳି ପାରିନାହାନ୍ତି। କିନ୍ତୁ ଏହି ଓପ୍ନର ନିଜ ଫିଟ୍ନେସ୍ର ପ୍ରମାଣ ଦେବା ପାଇଁ ସୋମବାର ନେଟ୍ସରେ ଅଭ୍ୟାସ…
‘ରାବାଡାଙ୍କୁ ଆଇପିଏଲରେ ଖେଳିବାରୁ ରୋକିବାକୁ ଉଦ୍ୟମ କରିଥିଲୁ’
ସାଉଥାମ୍ପ୍ଟନ,୨୪।୬: ପାକିସ୍ତାନଠାରୁ ୪୯ ରନ୍ରେ ପରାସ୍ତ ହେବା ପରେ ଦକ୍ଷିଣ ଆଫ୍ରିକା ଚଳିତ ବିଶ୍ୱକପ୍ର ସେମିଫାଇନାଲ ଦୌଡ଼ରୁ ବାଦ୍ ପଡ଼ିଛି। ଏହାପରେ ଅଧିନାୟକ ଫାଫ୍ ଡୁପ୍ଲେସି ସ୍ପଷ୍ଟ କରିଛନ୍ତି ଯେ, ପେସର କାର୍ଗିସୋ ରାବାଡାଙ୍କୁ ଆଇପିଏଲରେ ଅଂଶଗ୍ରହଣ କରିବାକୁ ଟିମ୍ ମ୍ୟାନେଜମେଣ୍ଟ…
କ୍ରିକେଟ ବେଟିଂ: ୨ ଗିରଫ
ମୁମ୍ବାଇ,୨୪।୬: ଗତ ସପ୍ତାହରେ ଓ୍ବେଷ୍ଟଇଣ୍ଡିଜ-ବାଂଲାଦେଶ ଏବଂ ନ୍ୟୁଜିଲାଣ୍ଡ-ସାଉଥ୍ ଆଫ୍ରିକା ମ୍ୟାଚ୍ ଚଳିତ ଆଇସିସି ବିଶ୍ୱକପ୍ର କ୍ରିକେଟ ବେଟିଂ ପାଇଁ ସବୁଠୁ ବଡ଼ ଦିନ ଥିଲା। ମୁମ୍ବାଇ ପୋଲିସର ଆଣ୍ଟି ନାରୋଟିକ୍ ସେଲ (ଏଏନ୍ସି) ଗ୍ରାଣ୍ଟ ରୋଡ୍ ହୋଟେଲରେ ଚଢ଼ାଉ କରି ଏକ…
ଦକ୍ଷିଣ ଆଫ୍ରିକାକୁ ହରାଇଲା ପାକିସ୍ତାନ
ଲଣ୍ଡନ,୨୪।୬(ପି.ଟି.)- ଶେଷରେ ପାକିସ୍ତାନ ଜୋରଦାର୍ ପ୍ରତ୍ୟାବର୍ତ୍ତନ ସହ ବିଶ୍ୱକପ୍ର ୩୦ତମ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ୪୯ ରନରେ ପରାସ୍ତ କରି ତା’ର ସେମିଫାଇନାଲର କ୍ଷୀଣ ଆଶାକୁ ଉଜ୍ଜୀବିତ ରଖିଛି। ଐତିହାସିକ ଲଡର୍ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଟସ୍…
ଅତ୍ୟଧିକ ଅପିଲ: କୋହଲିଙ୍କୁ ଜରିମାନା
ସାଉଥାମ୍ପଟନ, ୨୪।୬(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି ଜରିମାନାର ସମ୍ମୁଖୀନ ହୋଇଛନ୍ତି। ଶନିବାର ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ରେ ସେ ଆକ୍ରମଣାତ୍ମକ ଢଙ୍ଗରେ ଅତ୍ୟଧିକ ଅପିଲ କରିଥିବାରୁ ତାଙ୍କ ଉପରେ ମ୍ୟାଚ୍ ପାଉଣାର ୨୫ ପ୍ରତିଶତ ଜରିମାନା ଆକାରରେ ଦେବାକୁ କୁହାଯାଇଛି।…
ଆଇସିସି ବିଶ୍ୱକପ୍: ବାଂଲାଦେଶ ପାଇଁ କର ବା ମର ସ୍ଥିତି
ସାଉଥାମ୍ପ୍ଟନ,୨୪।୬(ପି.ଟି.)- ଚଳିତ ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ (ଆଇସିସି) ବିଶ୍ୱକପ୍ର ୩୧ତମ ମ୍ୟାଚ୍ରେ ସୋମବାର ବାଂଲାଦେଶ ଓ ଆଫଗାନିସ୍ତାନ ପରସ୍ପରକୁ ଭେଟିବେ। ସ୍ଥାନୀୟ ରୋଜ୍ ବାଉଲ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ ବାଂଲାଦେଶ ତା’ର ସେମିଫାଇନାଲ ଆଶା ଉଜ୍ଜୀବିତ ରଖିବାକୁ ହେଲେ…
ବ୍ରାଥଓ୍ବେଟଙ୍କୁ ସାନ୍ତ୍ୱନା ଦେଲେ ନ୍ୟୁଜିଲାଣ୍ଡ ଖେଳାଳି
ମାଞ୍ଚେଷ୍ଟର,୨୩ା୬: ଓଲ୍ଡ ଟ୍ରାଫର୍ଡ ଷ୍ଟାଡିୟମ୍ରେ ନ୍ୟୁଜିଲାଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ କଡ଼ା ସଂଘର୍ଷପୂର୍ଣ୍ଣ ମୁକାବିଲା ହୋଇଥିଲା। କାର୍ଲୋସ ବ୍ରାଥଓ୍ବେଟଙ୍କ ବିସ୍ଫୋରକ ଶତକୀୟ ଇନିଂସ ସତ୍ତ୍ୱେ ଓ୍ବେଷ୍ଟଇଣ୍ଡିଜ ୫ ରନ୍ରେ ମ୍ୟାଚ୍ ହାରିଯାଇଥିଲା। ବ୍ରାଥଓ୍ବେଟଙ୍କ ଇନିଂସ ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ବିଲିୟମସନଙ୍କ ସମେତ…
କୋହଲି, ବୁମରାଙ୍କୁ ମିଳିବ ବିଶ୍ରାମ
ନୂଆଦିଲ୍ଲୀ,୨୩ା୬: ଭାରତୀୟ ଅଧିନାୟକ ବିରାଟ କୋହଲି ଓ ପେସର ଯଶପ୍ରୀତ ବୁମରାଙ୍କୁ ଆଗାମୀ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯିବାକୁ ସୀମିତ ଓଭର କ୍ରିକେଟ ସିରିଜ୍ରୁ ବିଶ୍ରାମ ଦିଆଯିବ। ଏହି ସିରିଜ୍ ୟୁନାଇଟେଡ୍ ଷ୍ଟେଟ୍ସ ଅଫ୍ ଆମେରିକାରେ ଅଗଷ୍ଟ ୩ ତାରିଖରୁ ଖେଳାଯିବ। ଦିନିକିଆ…
କୋହଲି ଦଣ୍ଡିତ
ସାଉଥାମ୍ପଟନ,୨୩ା୬: ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ରେ ଅତ୍ୟଧିକ ଅପିଲ କରିବା ପାଇଁ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଦଣ୍ଡିତ ହେବାକୁ ପଡ଼ିଛି। ତାଙ୍କ ମ୍ୟାଚ୍ ଫି’ର ୨୫ ପ୍ରତିଶତ କାଟ୍ କରାଯାଇଛି। ଅନ୍ତର୍ଜାତୀୟ ମ୍ୟାଚ୍ରେ ଆବଶ୍ୟକତାଠାରୁ ଅଧିକ ଅପିଲ କରି କୋହଲି ଖେଳାଳି…
Archives


