କାଙ୍ଗାଳ ହୋଇଯିବ ବାଂଲାଦେଶ, ଭାରତ ହେବ ମାଲାମାଲ
ନୂଆଦିଲ୍ଲୀ,୯।୭: ସମ୍ପ୍ରତି ଆମେରିକା ବଡ଼ ବଡ଼ ନିଷ୍ପତ୍ତି ନେଇଛି। ଏହା ଯୋଗୁ ବିଶ୍ୱର ଦେଶମାନଙ୍କ ସମ୍ମୁଖରେ ଏକ ନୂତନ ସମସ୍ୟା ସୃଷ୍ଟି ହୋଇଛି। ସେହି ନିଷ୍ପତ୍ତି ମଧ୍ୟରୁ ଗୋଟିଏ ହେଉଛି ବାଂଲାଦେଶର ରପ୍ତାନି ଉପରେ ୩୫ ପ୍ରତିଶତର ଏକ ବଡ଼ ଟାରିଫ୍।…
୮୦ ପ୍ରତିଶତ ଅଣସଙ୍ଗଠିତ
ଖୋର୍ଦ୍ଧା ବାଲିପାଟଣା ବ୍ଲକ୍ ବେଙ୍ଗବତୀ ଗାଁରେ ନିକଟରେ ଶ୍ରମିକମାନେ ଡ୍ରେନ୍ ଖୋଳୁଥିବା ବେଳେ ବେଙ୍ଗବତୀ ପ୍ରାଥମିକ ବିଦ୍ୟାଳୟର ପାଚେରି ଭୁଶୁଡ଼ି ୨ ଜଣଙ୍କ ମୃତ୍ୟୁ ହେବା ସହ ଜଣେ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ମୃତାହତ ଶ୍ରମିକ କେନ୍ଦୁଝର ଜିଲାର। ରାସ୍ତା…
କଥା କଟାକଟି ହେଲା କାଳ: ଯୁବକଙ୍କୁ ପିଟିପିଟି ମାରିଦେଲେ
ବରଗଡ଼,୯।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ସଦର ଥାନା ଅନ୍ତର୍ଗତ ସରସରା ଗ୍ରାମରେ ଜଣେ ବିବାହିତ ଯୁବକ ଗଣେଶ ଓରଫ୍ ମନୋଜ ବାଗ(୩୦)ଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ପରିବାର ଲୋକେ ଏତଲା ଦେବା ପରେ ସ୍ଥାନୀୟ ସଦର ଥାନା ପୋଲିସ…
ଅସମାହିତ ଡ୍ରେନେଜ୍ ଅବ୍ୟବସ୍ଥା: ବଢ଼ିଲା ଦୁର୍ଦ୍ଦଶା
ବରଗଡ଼,୯।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଡ୍ରେନେଜ ଅବ୍ୟବସ୍ଥା ଏକ ପ୍ରମୁଖ ସମସ୍ୟାଭାବେ ରହି ଆସିଛି। ୧୯ୱାର୍ଡ ବିଶିଷ୍ଟ ବରଗଡ଼ ପୌର ପରିଷଦର ପ୍ରତି ୱାର୍ଡରେ ବର୍ଷବର୍ଷ ଧରି ଏହି ସମସ୍ୟା ପରିଲକ୍ଷିତ ହୋଇ ଆସୁଛି। ବିଭିନ୍ନ ପଡ଼ାର ଗଳିକନ୍ଦିଠାରୁ ସହରର ମୁଖ୍ୟରାସ୍ତା ପର୍ଯ୍ୟନ୍ତ…
ଦିଶିଲାନି ଚକାଆଖି: ଶ୍ରଦ୍ଧାଳୁ ଅସନ୍ତୋଷ
ପୁରୀ,୯ା୭(ଅଜିତ୍ କୁମାର ମହାନ୍ତି):ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ନବଦିନାତ୍ମକ ଘୋଷଯାତ୍ରା ମଙ୍ଗଳବାର ଶେଷ ହୋଇଛି। ହେଲେ ରଥ ଉପରେ ଶ୍ରୀବିଗ୍ରହଙ୍କ ସମ୍ପୂର୍ଣ୍ଣ ମୁଖ ଦର୍ଶନ କରିପାରି ନ ଥିବାରୁ ଶ୍ରଦ୍ଧାଳୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏମିତି କୌଣସି ଏକ ମୁହୂର୍ତ୍ତ ଆସିଲାନି, ଯେଉଁଥିରେ ଠାକୁରଙ୍କୁ…
ଆଜି ଭାରତ ବନ୍ଦ: ସବୁକିଛି ହୋଇଯିବ ଠପ୍
ନୂଆଦିଲ୍ଲୀ,୯ା୭:କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧୀ ତଥା ରାଷ୍ଟ୍ର ବିରୋଧୀ ଏବଂ କର୍ପୋରେଟ୍ ସପକ୍ଷବାଦୀ ନୀତିକୁ ବିରୋଧ କରି ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଓ ଏହାର ସହଯୋଗୀ ସଂଗଠନଗୁଡ଼ିକ ପକ୍ଷରୁ ବୁଧବାର ଭାରତ ବନ୍ଦ ପାଇଁ ଡାକରା ଦିଆଯାଇଛି।…
ଶ୍ରୀମନ୍ଦିରକୁ ବାହୁଡ଼ିଲେ ଦାରୁଦିଅଁ, କାଲିଠୁ ପୁଣି ଭକ୍ତ ପାଇବେ ନୀଳାଚଳ ଅବଢ଼ା
ପୁରୀ,୮ା୭(ଅଜିତ୍ କୁମାର ମହାନ୍ତି)-ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କ ସହିତ ନବଦିନାତ୍ମକ ଯାତ୍ରା ସାରି ଆଷାଢ଼ ଶୁକ୍ଳ ତ୍ରୟୋଦଶୀ ତିଥି ନୀଳାଦ୍ରି ବିଜେ ଅବସରରେ ମଙ୍ଗଳବାର ଶ୍ରୀମନ୍ଦିର ରତ୍ନସିଂହାସନକୁ ବାହୁଡ଼ା ବିଜେ କରିଛନ୍ତି। ଏଥିସହ ଚଳିତବର୍ଷର…
କାଲିଠୁ ଛେଚିବ ବର୍ଷା, ଏସବୁ ଜିଲାକୁ ଝଟକା ପବନ-ବଜ୍ରପାତ ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି
ଭୁବନେଶ୍ୱର, ୮ା୭(ଅନୁରାଧା ମହାରଣା) – ରାଜ୍ୟରେ ଗତ କିଛିଦିନ ଲଗାଣ ବର୍ଷା ଜନଜୀବନକୁ ପ୍ରଭାବିତ କରିଥିବାବେଳେ ବୁଧବାରଠାରୁ କମିବ। କିଛି ଜିଲାକୁ ବାଦ୍ ଦେଲେ ପ୍ରାୟ ଅଧିକାଂଶ ଜିଲାରେ ପାଗରେ ସୁଧାର ଆସିବ। ତେବେ ୧୪ ତାରିଖରୁ ପୁଣି ବର୍ଷାର ବିସ୍ତୃତି…
ଟଙ୍କା ପାଇଁ ନ୍ୟୁଜିଲାଣ୍ଡର ହାତ ଛାଡ଼ି ଦେଲେ କେନ୍ ଓ୍ବିଲିୟମସନ, ଆଉ ଜଣେ…
ନୂଆଦିଲ୍ଲୀ,୮।୭: ନ୍ୟୁଜିଲାଣ୍ଡ ଜୁଲାଇ ୩୦ରୁ ଜିମ୍ବାୱେ ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ଏହି ଟେଷ୍ଟ ସିରିଜ ପାଇଁ ନ୍ୟୁଜିଲାଣ୍ଡ ତାର ଦଳ ଘୋଷଣା କରିଛି। ଦଳରେ ଅନେକ ଖେଳାଳିଙ୍କୁ ସାମିଲ କରାଯାଇଛି। କିନ୍ତୁ ଏହି ତାଲିକାରେ ଅଭିଜ୍ଞ…
ନିର୍ବାଚନ ହାରିବା ପରେ ଏହି କମ୍ପାନୀରେ ଚାକିରି କଲେ ଋଷି ସୁନକ, ଦରମା ପାଇବେ ମାତ୍ର…
ଇଂଲଣ୍ଡ,୮।୭: ପୂର୍ବତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ପୁଣି ଥରେ ଗୋଲ୍ଡମ୍ୟାନ ସାକ୍ସରେ ବରିଷ୍ଠ ପରାମର୍ଶଦାତା ଭାବରେ ଯୋଗ ଦେଉଛନ୍ତି। ଉଲ୍ଲେଖନୀୟ ଯେ ସେ ୨୦୦୧ ରୁ ୨୦୦୪ ମଧ୍ୟରେ ଗୋଲ୍ଡମ୍ୟାନ ସାକ୍ସରେ କାର୍ଯ୍ୟ କରିଥିଲେ, ପ୍ରଥମେ ସମର ଇଣ୍ଟର୍ନ ଭାବରେ…
Explained: ବିଶ୍ୱଯୁଦ୍ଧ-୩ ପାଇଁ ସ୍କ୍ରିପ୍ଟ ହେଉଛି ପ୍ରସ୍ତୁତ! ତେଲ ବଦଳରେ ହତିଆର କିଣିବାରେ ବ୍ୟସ୍ତ ଏସବୁ ଦେଶ
ନୂଆଦିଲ୍ଲୀ,୮।୭: ଯଦି ଆମେ ତିନି ବର୍ଷ ପୂର୍ବର ବିଶ୍ୱ ଇତିହାସର ପୃଷ୍ଠା ଓଲଟାଇବା, ତେବେ କେହି ଭାବି ନ ଥିଲେ ଯେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବ ଏବଂ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଏତେ ଦିନ ପର୍ଯ୍ୟନ୍ତ ଚାଲିବ।…
PCOD ଏବଂ PCOS ସମାନ ବୋଲି ଭାବୁଛନ୍ତି କି? ଜାଣି ରଖନ୍ତୁ ଏହାର ଫରକ, ବେଳହୁଁ ଚିକିତ୍ସା କରା ନ ଗଲେ…
ଆଜିକାଲିର ଚାପଯୁକ୍ତ, ଅସନ୍ତୁଳିତ ଜୀବନ ଏବଂ ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁ ମହିଳାମାନଙ୍କ ସ୍ବାସ୍ଥ୍ୟ ସହିତ ଜଡିତ ଅନେକ ସମସ୍ୟା ବୃଦ୍ଧି ପାଉଛି। ବିଶେଷକରି ହରମୋନ ଅସନ୍ତୁଳନ(Hormonal Disbalance) ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏଗୁଡ଼ିକ ମଧ୍ୟରେ, PCOD (ପଲିସିଷ୍ଟିକ ଓଭାରିୟାନ…
Archives


