ଜଗା ପ୍ରଧାନଙ୍କୁ ମିଳିଲା ଜାମିନ: ୩୦ ହଜାର ଟଙ୍କା ବଦଳରେ…
ଭୁବନେଶ୍ୱର,୯।୭: ଭାଜପା ନେତା ଜଗନ୍ନାଥ ପ୍ରଧାନଙ୍କୁ ଶେଷରେ ଜାମିନ ମିଳିଛି। ଖୋର୍ଦ୍ଧା ଜିଲା ଦୌରାଜଜ ତାଙ୍କୁ ଜାମିନ ପ୍ରଦାନ କରିଥିବା ଜଣାପଡିଛି। ୩୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ବଦଳରେ ମିଳିଛି ଜାମିନ। ନିକଟରେ BMC ଅଧିକାରୀଙ୍କୁ ମାଡ଼ ଘଟଣାରେ…
ବାବୁଙ୍କ ଆର୍ଥିକ କ୍ଷମତା ବୃଦ୍ଧି: ପ୍ରଶାସନିକ ଅଧିକାରୀଙ୍କୁ ୫୦କୋଟିର ଟେଣ୍ଡର କ୍ଷମତା
ଭୁବନେଶ୍ୱର, ୯ା୭ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଟେଣ୍ଡର ନିଲାମବେଳେ ପୂର୍ବରୁ ଅଧିକାରୀଙ୍କୁ ଯେଉଁ ଆର୍ଥିକ କ୍ଷମତା ଦିଆଯାଇଥିଲା ତାକୁ ଏବେ ସରକାର ବୃଦ୍ଧି କରିଛନ୍ତି। ଏପରିକି ବିଭିନ୍ନ କାର୍ଯ୍ୟର ଟେଣ୍ଡର ବେଳେ ଆକଳନ ଖର୍ଚ୍ଚ(ଏଷ୍ଟିମେଟେଡ୍ କଷ୍ଟ) ୫୦ କୋଟି…
ତୃତୀୟଥର ମା’ ହେବେ କି କରିନା: ଫଟୋ ବଢାଉଛି ସସ୍ପେନ୍ସ
ଅଭିନେତ୍ରୀ କରିନା କପୁର ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ମଧ୍ୟରେ ସନ୍ତୁଳନ ବଜାୟ ରଖନ୍ତି। କରିନା ନିକଟରେ ତାଙ୍କ ଛୁଟିର କିଛି ଫଟୋ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ ସେ ମୋନୋକିନି ପିନ୍ଧିଥିବାର ଦେଖାଯାଉଛି। କରିନାଙ୍କ ଫଟୋ ସୋସିଆଲ ମିଡିଆରେ…
ଷ୍ଟିୟରିଂ ଛାଡ ଆନ୍ଦୋଳନ: ଡ୍ରାଇଭରଙ୍କୁ ଉଠାଇ ନେଲା ପୋଲିସ
ବରଗଡ଼, ୯।୭(ପ୍ରେମାନନ୍ଦ ଖମାରୀ)-ଓଡ଼ିଶା ଡ୍ରାଇଭର ମହାସଂଘ ବିଭିନ୍ନ ଦାବି ନେଇ ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଛି। ଏହି କ୍ରମରେ ବୁଧବାର ସକାଳୁ ବରଗଡ଼ ହଲଦୀପାଲି ଛକରେ ଡ୍ରାଇଭରମାନେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ରାଜପଥର ଉଭୟ ପାଶର୍ବରେ ବହୁସଂଖ୍ୟକ ଯାନବାହାନ…
ହୀରାକୁଦ ଜଳଭଣ୍ଡାରର ୧୬ଟି ଗେଟ୍ ଖୋଲା: ୪ ଗେଟ୍ ବନ୍ଦ
ସମ୍ବଲପୁର,୯।୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ୪ଟି ଗେଟ୍କୁ ବନ୍ଦ କରାଯାଇଛି। ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରୁ ମଙ୍ଗଳବାର ସନ୍ଧ୍ୟା ୭ଟାରେ ଉଭୟ ପାଶର୍ବର ୨ଟି ଲେଖାଏ ମିଶି ମୋଟ ୪ଟି ସ୍କୁଇସ ଗେଟ୍କୁ ବନ୍ଦ କରି ଦିଆଯାଇଥିଲା। ବର୍ତ୍ତମାନ…
ଚକା ଜାମ୍: ରାଜପଥରେ ଅଟକିଛି ଶହ ଶହ ଗାଡ଼ି
ଭଦ୍ରକ,୯। ୭(ସନାତନ ରାଉତ)- କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧୀ ତଥା ରାଷ୍ଟ୍ର ବିରୋଧୀ ଏବଂ କର୍ପୋରେଟ୍ ସପକ୍ଷବାଦୀ ନୀତିକୁ ବିରୋଧ କରି ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଓ ଏହାର ସହଯୋଗୀ ସଂଗଠନଗୁଡ଼ିକ ପକ୍ଷରୁ ବୁଧବାର ଭାରତ ବନ୍ଦ…
ପାନୀୟଜଳ ସମସ୍ୟା ଉତ୍କଟ: ସରପଞ୍ଚ, ପିଇଓଙ୍କୁ ତାଲା ପକାଇଲେ ଗ୍ରାମବାସୀ
କେସିଙ୍ଗା,୯।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କିକିଆ ଗ୍ରାମପଞ୍ଚାୟତର ଡଙ୍ଗରମୂର୍ଲ୍ଲି ଗ୍ରାମର ୯, ୧୦ ନମ୍ବର ୱାର୍ଡରେ ୩୦ଟି ପରିବାର ବସବାସ କରୁଛନ୍ତି। ଏହି ୱାର୍ଡବାସୀ ଗୋଟିଏ ନଳକୂପ ଉପରେ ନିର୍ଭର କରନ୍ତି। ବର୍ତ୍ତମାନ ନଳକୂପରେ ପାଣି ବାହାରିବା…
ବିଦ୍ୟୁତ କର୍ମଚାରୀଙ୍କୁ କଚାଡ଼ି ଦେଲା ପାଗଳ ଷଣ୍ଢ: ଖେଳିଗଲା ଆତଙ୍କ
ଦାରିଙ୍ଗବାଡି, ୯/୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଅଞ୍ଚଳରେ ଗତ ୨ ଦିନ ହେଲା ଏକ ପାଗଳ ଷଣ୍ଢ ଲୋକଙ୍କୁ ଦେଖିଲେ ଗୋଡାଇ ଗୋଡାଇ ଆକ୍ରମଣ କରୁଛି। ବୁଧବାର ସକାଳ ସମୟରେ ଜଣେ ବୃଦ୍ଧ ନାଥ ମାଝୀ ସକାଳ…
୧୪ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ: କଳାବ୍ୟାଚ୍ ପିନ୍ଧି ରାଜସ୍ବ ଅମଲା ସଂଘର ବିକ୍ଷୋଭ
ଭଞ୍ଜନଗର,୯।୭(ବାବୁଲା ପ୍ରଧାନ)-ବିଭିନ୍ନ ଦାବି ନେଇ ଓଡ଼ିଶା ରାଜସ୍ବ ଅମଲା ସଂଘ ଗତ ୭ ତାରିଖରୁ କଳାବ୍ୟାଚ ପିନ୍ଧି ଆନ୍ଦୋଳନ ଚଳାଇଛି। ଏହି ଆନ୍ଦୋଳନ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ୧୩ ତାରିଖ ସୁଦ୍ଧା ସରକାର ଦାବିଗୁଡ଼ିକ ପୂରଣ ନ କଲେ…
ଭାରତ ବନ୍ଦ ଡାକରା: ପ୍ରଭାବିତ ହେବ ଏସବୁ ସେବା
ନୂଆଦିଲ୍ଲୀ,୯।୭: କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧୀ ତଥା ରାଷ୍ଟ୍ର ବିରୋଧୀ ଏବଂ କର୍ପୋରେଟ୍ ସପକ୍ଷବାଦୀ ନୀତିକୁ ବିରୋଧ କରି ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଓ ଏହାର ସହଯୋଗୀ ସଂଗଠନଗୁଡ଼ିକ ପକ୍ଷରୁ ବୁଧବାର ଭାରତ ବନ୍ଦ ପାଇଁ ଡାକରା…
କମୁନି ବର୍ଷା, ଥମୁନି ଯନ୍ତ୍ରଣା: ମରଣଯନ୍ତା ପାଲଟିଛି ପଞ୍ଚାୟତ ରାସ୍ତା
ଦାରିଙ୍ଗବାଡି, ୯।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗ୍ରୀନବାଡି ପଞ୍ଚାୟତ କୁତୁବାଡି ରାସ୍ତା ପାଲଟିଛି ମରଣଯନ୍ତା। ଉକ୍ତ ପଞ୍ଚାୟତର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରୁ ଓଡିଶା ଆଦର୍ଶ ବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି। ଗୋଟିଏ ପଟେ ଦୀର୍ଘ…
ଭାରତ ବିରୋଧରେ ପାକିସ୍ତାନର ବଡ଼ ଷଡଯନ୍ତ୍ର: ଏହି ଦେଶ ସହ ମିଶି କରୁଛି ବଡ଼ ପ୍ଲାନ୍
ଇସଲାମାବାଦ୍,୯।୭: ପାକିସ୍ତାନ ବର୍ଷ ବର୍ଷ ଧରି ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚୁଛି ଏବଂ ଏଥିରେ ଚାଇନା ମଧ୍ୟ ଭୂମିକା ଗ୍ରହଣ କରିଛି। ପାକିସ୍ତାନ ଏବଂ ଚାଇନା ପରସ୍ପରକୁ ଭେଟିବା ଭାରତର ସୁରକ୍ଷା ପାଇଁ ବିପଦ ହୋଇପାରେ। ସେନା ମୁଖ୍ୟ ସିଡିଏସ ଅନିଲ…
Archives


