Weekly Horoscope: କେମିତି କଟିବ ଆଗାମୀ ସପ୍ତାହ? ଏହି ରାଶିର ବ୍ୟକ୍ତିଙ୍କ କ୍ୟାରିୟରରେ ହେବ ପରିବର୍ତ୍ତନ
ଏକ ନୂତନ ସପ୍ତାହ ଆରମ୍ଭ ହେବାକୁ ଯାଉଛି। ଏହି ସପ୍ତାହ ମେଷ, ବୃଷ ଏବଂ ମିଥୁନ ସମେତ ସମସ୍ତ ବାରୋଟି ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ। ତେବେ ଏହି ସପ୍ତାହରେ ଆପଣଙ୍କ କ୍ୟାରିଅର ଏବଂ ଶିକ୍ଷା କ୍ଷେତ୍ରରେ କିପରି ହେବ ଜାଣନ୍ତୁ…
ଅଚାନକ୍ ମଣ୍ଡି ପରିଦର୍ଶନ କଲେ ଭଞ୍ଜନଗର ଉପ ଜିଲାପାଳ, ନୋଡାଲ ଅଫିସର- କ୍ବାଲିଟି ଆନାଲିସିସଙ୍କୁ କାରଣ ଦର୍ଶାଅ ନୋଟିସ୍
ଭଞ୍ଜନଗର,୩।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ବର୍ତ୍ତମାନ ମଣ୍ଡି ଗୁଡ଼ିକରେ ଧାନ କିଣା ଚାଲିଛି । କିନ୍ତୁ ମଣ୍ଡି ଗୁଡ଼ିକରେ ନାନା ଅବ୍ୟବସ୍ଥା ହେଉଥିବା ଅଭିଯୋଗ ହେଉଛି। ଏନେଇ ଭଞ୍ଜନଗର ଉପଜିଲାପାଳ ଉମା ଶଙ୍କର ବେହେରାଙ୍କ ପାଖରେ ମଧ୍ୟ ଏକାଧିକ ଅଭିଯୋଗ ପହଞ୍ଚିଥିଲା।…
ଦେବାଶିଷ-ରଣେନ୍ଦ୍ରଙ୍କ ପୋଷ୍ଟରରୁ ଶଙ୍ଖ ଗାଏବ, ରାଜନୀତିରେ ହଲଚଲ
ଭୁବନେଶ୍ୱର,୩ା୧: ବିଜେଡି ନେତା ଦେବାଶିଷ ସାମନ୍ତରାୟ ଓ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ନୂଆବର୍ଷ ପୋଷ୍ଟରକୁ ନେଇ ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି। ଉଭୟଙ୍କ ପୋଷ୍ଟରରେ ଶଙ୍ଖ ଚିହ୍ନ ନାହିଁ କି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଫଟୋ ନାହିଁ। ଯାହାକୁ ନେଇ…
ପାଣ୍ଡିଆନଙ୍କୁ ନେଇ ଏମିତି କହିଲେ ଗଣେଶ୍ୱର, କ୍ରାଇମବ୍ରାଞ୍ଚ ଛାଡ଼ି…
ଭୁବନେଶ୍ୱର,୩ା୧: ପାଣ୍ଡିଆନଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି ପ୍ରସଙ୍ଗରେ ଏକ ବଡ଼ ବୟାନ ଦେଇଛନ୍ତି ବିଜେଡି ନେତା ଗଣେଶ୍ୱର ବେହେରା। ସେ କହିଛନ୍ତି, କ୍ରାଇମବ୍ରାଞ୍ଚ ଛାଡ଼ି ସିବିଆଇ ତଦନ୍ତ କଲେ ବି କିଛି ହେବନି। ଆକ୍ରୋଶମୂଳକ ଭାବେ ତଦନ୍ତ କଲେ କିଛି…
India ODI Squad vs NZ: ନ୍ୟୁଜିଲାଣ୍ଡ ବିପକ୍ଷ ODI ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ଫେରିଲେ ଶ୍ରେୟସ ଆୟାର
ନୂଆଦିଲ୍ଲୀ,୩।୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି । ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇ ଚୟନକର୍ତ୍ତାମାନେ ତିଲକ ବର୍ମା ଏବଂ ଋତୁରାଜ ଗାୟକୱାଡଙ୍କୁ ଦଳରୁ ବାଦ ଦେଇଛନ୍ତି । ବଡ଼ ଖବର ହେଉଛି ଶ୍ରେୟସ ଆୟର…
ବ୍ଲକ କାର୍ଯ୍ୟାଳୟରେ ପଶି ବିଡିଓଙ୍କୁ ଆକ୍ରମଣ: ପ୍ରତିବାଦରେ…
ରାଜନଗର,୩ା୧(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବିଡିଓ ତିଳୋତ୍ତମା ପୃଷ୍ଟିଙ୍କୁ ଭାଜପା ନେତା ଓ କର୍ମୀମାନେ ଆକ୍ରମଣ ଘଟଣାରେ ଶନିବାର ଦିନତମାମ ବ୍ଲକ ପରିସରରେ ଉତ୍ତେଜନା ଲାଗିରହିଛି। ବିଡିଓଙ୍କୁ ଆକ୍ରମଣ ଘଟଣାକୁ ବିରୋଧ କରି ବିଜେଡି କର୍ମୀମାନେ ଦେବେନ୍ଦ୍ର ଜେନାଙ୍କ ନେତୃତ୍ୱରେ…
ଶୀତଦିନେ ଅମୃତଭଣ୍ଡା ଖାଇବା ଉଚିତ ନା ନୁହେଁ? ସ୍ବାସ୍ଥ୍ୟ ବିଶେଷଜ୍ଞ କହିଲେ….
ଅମୃତଭଣ୍ଡା ଏପରି ଏକ ଫଳ ଯାହା ପ୍ରାୟ ସମସ୍ତଙ୍କୁ ପସନ୍ଦ ଆସିଥାଏ । ଏହାର ଅନେକ ଲାଭ ରହିଛି । ଏହା ପାଚନ ଶକ୍ତିକୁ ଶକ୍ତିଶାଳୀ କରେ ଏବଂ ଓଜନ ପରିଚାଳନାରେ ମଧ୍ୟ ଲାଭଦାୟକ ହୋଇଥାଏ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ,…
ଦୂତି ଚାନ୍ଦଙ୍କ କାର୍ ଦୁର୍ଘଟଣାଗ୍ରସ୍ତ, ପରିବାର ସହ ଆସୁଥିବାବେଳେ…
କଟକ,୩ା୧: ଦୌଡ଼ରାଣୀ ଦୂତି ଚାନ୍ଦଙ୍କ କାର୍ ଶନିବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ସେ ତାଙ୍କ ପରିବାର ସହ ଆସୁଥିବାବେଳେ କଟକର ତ୍ରିଶୂଳିଆ ବ୍ରିଜ୍ ନିକଟରେ କାର୍ ଦୁର୍ଘଟଣାର ଶିକାର ହୋଇଥିଲା। ତାଙ୍କର କାର୍ର ଚକା ହଠାତ୍ ଫାଟିଯିବାରୁ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ…
ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଦାବି, କହିଲେ ଭେନେଜୁଏଲା ଏୟାର ଷ୍ଟ୍ରାଇକ ପରେ ରାଷ୍ଟ୍ରପତି ମାଦୁରୋ ଏବଂ ତାଙ୍କ ପତ୍ନୀ ଆମେରିକାର ହେପାଜତରେ
ଓ୍ବାଶିଂଟନ,୩।୧: ଆମେରିକା ସହିତ ଚାଲିଥିବା ଉତ୍ତେଜନା ମଧ୍ୟରେ, ଭେନେଜୁଏଲାର ରାଜଧାନୀ କାରାକାସ ଶନିବାର ସକାଳେ (ଜାନୁଆରୀ ୩,୨୦୨୬) ଅନେକ ବଡ଼ ବିସ୍ଫୋରଣରେ ଥରି ଉଠିଥିଲା। ଭେନେଜୁଏଲାର ସରକାର ଏହି ଆକ୍ରମଣକୁ ନିନ୍ଦା କରି ଆମେରିକା ଏହାର ନାଗରିକ ଏବଂ ସାମରିକ ପ୍ରତିଷ୍ଠାନ…
ଗର୍ଲଫ୍ରେଣ୍ଡ୍ଙ୍କ ପୁଅ ସହ ହେଲା ଝଗଡା, ବୟଫ୍ରେଣ୍ଡ ନେଲେ ଭୟଙ୍କର ପଦକ୍ଷେପ..ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ,୩।୧: ଦିଲ୍ଲୀରେ ଜଣେ ୧୫ ବର୍ଷୀୟ ବାଳକକୁ ତାଙ୍କ ମା’ଙ୍କ ସମ୍ମୁଖରେ ହତ୍ୟା କରାଯାଇଛି। ମା’ ଚିତ୍କାର କରି ତାଙ୍କ ପୁଅର ଜୀବନ ପାଇଁ ଅଭିଯୁକ୍ତଙ୍କୁ ନିବେଦନ କରିଥିଲେ, କିନ୍ତୁ ସେ ଅଟକିବାକୁ ମନା କରିଥିଲେ। ସେ ପୁଅକୁ ଛୁରି ମାରି…
ଜାନକୀଙ୍କ ସ୍ମୃତି ସଭାରେ ବର୍ଷିଲେ ମୋକିମ, କହିଲେ କଂଗ୍ରେସର ପତନ ପାଇଁ…
ଭୁବନେଶ୍ୱର,୩ା୧: ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସ୍ମୃତି ସଭାରେ ବର୍ଷିଲେ ମୋକିମ । କଂଗ୍ରେସ ହାଇକମାଣ୍ଡଙ୍କୁ ଟାର୍ଗେଟ କରି ସେ ବର୍ଷିଛନ୍ତି । ତେବେ ରାଜ୍ୟରେ କଂଗ୍ରେସ ପତନ ପାଇଁ କେବଳ ଦିଲ୍ଲୀ ସୁପ୍ରିମୋ ହିଁ ଦାୟୀ । ପିସିସି ସଭାପତି ପଦ…
ବାଂଲାଦେଶୀ ଖେଳାଳିଙ୍କୁ ବଡ଼ ଝଟକା! ୯.୨୦ କୋଟି ଟଙ୍କାର କ୍ଷତି ସହିଲେ ମୁସ୍ତାଫିଜୁର, ଜାଣନ୍ତୁ ତାଙ୍କ ମୋଟ ସମ୍ପତ୍ତି
ନୂଆଦିଲ୍ଲୀ,୩।୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ନିର୍ଦ୍ଦେଶ ପରେ, କୋଲକାତା ନାଇଟ ରାଇଡର୍ସ 2026 IPL ସିଜିନ ପୂର୍ବରୁ ବାଂଲାଦେଶୀ ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ ତାଙ୍କ ଦଳରୁ ମୁକ୍ତ କରିଛି। ମୁସ୍ତାଫିଜୁରଙ୍କୁ ଡିସେମ୍ବର ୨୦୨୫ରେ IPL 2026 ମିନି-ନିଲାମରେ ୯.୨୦…
Archives


