କାନ୍ସରେ ମହଙ୍ଗା ଡ୍ରେସ୍ ପିନ୍ଧି ଓହ୍ଲାଇଲେ ଉର୍ବଶୀ, ଦାମ୍ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ସ୍ବତନ୍ତ୍ର ଫ୍ୟାଶନ ସେନ୍ସ ପାଇଁ ଜଣାଶୁଣା। ଏଥର କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୫ର ରେଡ କାର୍ପେଟରେ ସେ ତାଙ୍କର ପ୍ରଥମ ଲୁକ ସହିତ ହଇଚଇ ସୃଷ୍ଟି କରିଛନ୍ତି। କାନ୍ସର ପ୍ରଥମ ଦିନରେ, ଉର୍ବଶୀ ଏକ ସୁନ୍ଦର…
୨ ଲକ୍ଷ ୧୯ ହଜାର ଟଙ୍କା ତଣ୍ଡ ଗଣିଲେ ଗାଡ଼ି ମାଲିକ, ୩ ମାସ ପାଇଁ ଲାଇସେନ୍ସ ରଦ୍ଦ
ଦାରିଙ୍ଗବାଡ଼ି,୧୪ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ହିଲ୍ଭିୟୁ ଛକ ନିକଟରେ ପୋଲିସ ଏବଂ ଜିଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ମିଳିତ ଗାଡ଼ିମୋଟର ଯାଞ୍ଚ କରାଯାଇଛି। ଏଥିରେ ବିନା ହେଲମେଟ୍ରେ ଯାତ୍ରା ସହ ସିଟ ବେଲ୍ଟ, ବାଇକ୍ରେ ୨ରୁ ଅଧିକ ଯାତ୍ରୀ,…
ମ୍ୟାଚ୍ ନ ଖେଳି ମଧ୍ୟ ଐତିହାସିକ ସଫଳତା ହାସଲ କଲେ ରବିନ୍ଦ୍ର ଜାଡେଜା
ନୂଆଦିଲ୍ଲ,୧୪।୫: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଟେଷ୍ଟ କ୍ରିକେଟରେ ଇତିହାସ ସୃଷ୍ଟି କରୁଛନ୍ତି। ସେ ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଜାଡେଜା ଏତେ ଦିନ ଧରି ଧଳା ବଲ କ୍ରିକେଟ କିମ୍ବା IPL ଖେଳୁଛନ୍ତି,…
ଖୋଲିଲା ବଟେଶ୍ୱର ବେଳାଭୂମି: ପର୍ଯ୍ୟଟକ ମହଲରେ ଖୁସିର ଲହରି
ଗଞ୍ଜାମ,୧୪ା୫(ବିଦ୍ୟାଧର ସାହୁ): ବିରଳ ଅଲିଭ୍ ରିଡେଲ କଇଁଛଙ୍କ ମିଳନ, ଗଣ ଅଣ୍ଡାଦାନ ଏବଂ ପରେ ଛୁଆ କଇଁଛଙ୍କ ସମୁଦ୍ରକୁ ଆଗମନକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ବେଳାଭୂମିକୁ ସର୍ବସାଧାରଣ ଯାତାୟାତ ନିଷେଧ କରାଯାଇଥିଲା। ଯାହା ଫଳରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ…
କାଳବୈଶାଖୀରେ ଉଡ଼ିଲା ଘରର ଛପର, ଖୋଲା ଆକାଶ ତଳେ ପରିବାର
ଦାରିଙ୍ଗବାଡ଼ି,୧୪ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ କାଳ ବୈଶାଖୀର ପ୍ରଭାବରେ ଏକାଧିକ ଘର ଛପର ଉଡ଼ିବା ଜଣାପଡ଼ିଛି। ପ୍ରକାଶ ଯେ, ଉକ୍ତ ବ୍ଲକ ସିଆଙ୍ଗବାଲି ପଞ୍ଚାୟତ ମାଲେବାଡ଼ି ଗ୍ରାମର ଶିକଲା ପ୍ରଧାନଙ୍କ ଘର ଛପର ଉଡ଼ିଯିବା…
ପାଣିପାଗ ବିଭାଗର ବଡ଼ ସୂଚନା, ମେ’ ୨୩ରୁ ୨୮ ମଧ୍ୟରେ…
ଭୁବନେଶ୍ୱର,୧୪ା୫: ଓଡ଼ିଶାକୁ ବାତ୍ୟା ନେଇ ଜୋର୍ଦାର ଚର୍ଚ୍ଚା ଚାଲିଥିବାବେଳେ ବୁଧବାର ଏକ ବଡ଼ ସୂଚନା ଦେଇଛି ପାଣିପାଗ ବିଭାଗ। କେନ୍ଦ୍ର ପାଣିପାଗ ବିଭାଗ ସୂତ୍ରରୁ ପକ୍ଷରୁ ପ୍ରକାଶ ଯେ, ମେ’ ୨୩ରୁ ୨୮ ମଧ୍ୟରେ ଓଡ଼ିଶାକୁ ବାତ୍ୟା ହେବ ନାହିଁ। ଏବେ…
କିଏ ସେହି କାନାଡାର ବୈଦେଶିକ ମନ୍ତ୍ରୀ ଅନିତା ଆନନ୍ଦ, ଯିଏ ଗୀତା ଉପରେ ହାତ ରଖି ନେଲେ ଶପଥ
ଟରଣ୍ଟୋ,୧୪।୫: କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ମଙ୍ଗଳବାର ତାଙ୍କ ମନ୍ତ୍ରିମଣ୍ଡଳରେ ଏକ ଅଦଳବଦଳ ଘୋଷଣା କରିଛନ୍ତି, ଯେଉଁଥିରେ ଭାରତୀୟ ବଂଶୋଦ୍ଭବ ଅନିତା ଆନନ୍ଦଙ୍କୁ ବୈଦେଶିକ ମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଛି। ସେ ସଦ୍ୟ ପୁନଃନିର୍ବାଚିତ ଲିବରାଲ ସରକାର ଗଠନ ଅଧୀନରେ ଏହି…
ବାଂଲାଦେଶରେ ପୁଣି ରାଜନୈତିକ ଅସ୍ଥିରତା! ଲୁଙ୍ଗି ପିନ୍ଧି ଥାଇଲାଣ୍ଡ ପଳାଇଲେ ପୂର୍ବତନ ରାଷ୍ଟ୍ରପତି
ଢାକା,୧୪।୫: ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଥମିବାର ନାଁ ନେଉନାହିଁ। ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ଅବଦୁଲ ହମିଦ ଭୋର ୩ଟାରେ ଥାଇଲ୍ୟାଣ୍ଡ ଅଭିମୁଖେ ଯାତ୍ରା କରି ଦେଶ ଛାଡିଛନ୍ତି ବୋଲି କୁହାଯାଉଛି। ସେ ଢାକା ଅନ୍ତର୍ଜାତୀୟ ବିମାନବନ୍ଦରରୁ ଥାଇ ଏୟାରୱେଜର ଏକ ବିମାନରେ…
ପାକିସ୍ତାନ ପରେ ଚାଇନା ବିରୋଧରେ ନେଲା ବଡ଼ କାର୍ଯ୍ୟାନୁଷ୍ଠାନ ନେଲା ଭାରତ
ବେଜିଂ,୧୪।୫: ପାକିସ୍ତାନ ପରେ, ଭାରତ ଏବେ ଚାଇନା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଡ୍ରାଗନର ମୁଖପତ୍ର ଗ୍ଲୋବାଲ ଟାଇମ୍ସକୁ ଭାରତ ବ୍ଲକ କରିଛି। ସରକାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଗ୍ଲୋବାଲ ଟାଇମ୍ସ ଆକାଉଣ୍ଟକୁ ବ୍ଲକ କରିଦେଇଛନ୍ତି। ଗ୍ଲୋବାଲ ଟାଇମ୍ସ ଭାରତ…
ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହେଲେ ପରିବାରକୁ ପାକିସ୍ତାନ ଦେଉଛି ୧ କୋଟି! ମାସୁଦଙ୍କ ପରିବାରକୁ ଶହବାଜ ଦେଲେ ଏତେ କୋଟି ଟଙ୍କା
ଇସଲାମାବାଦ,୧୪।୫: ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନ ପୁଣି ଥରେ ମୁଖା ଖୋଲିଛି। ଏତେ ଧ୍ୱଂସ ପରେ ମଧ୍ୟ ତାଙ୍କର ପ୍ରକୃତି ସୁଧୁରୁ ନାହିଁ। ପାକିସ୍ତାନ ସରକାର ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ପୁନର୍ବାସ କରିବାକୁ ଘୋଷଣା କରିଛନ୍ତି। ପାକିସ୍ତାନର ଶହବାଜ ସରିଫ ସରକାର ଘୋଷଣା କରିଛନ୍ତି…
ଭାରତକୁ ବିଏସଏଫ ଯବାନଙ୍କୁ ଫେରାଇଲା ପାକିସ୍ତାନ, ଓ୍ବାଘା ଅଟାରି ସୀମା ଦେଇ ଫେରିଲେ
ନୂଆଦିଲ୍ଲୀ,୧୪।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖୁବ୍ ଉତ୍ତେଜନା ଚାଲିଛି। ଇତିମଧ୍ୟରେ, ବିଏସଏଫ ଯବାନ ପିକେ ଶ’ ସ୍ବଦେଶକୁ ଫେରି ଆସିଛନ୍ତି। ପାକିସ୍ତାନ ତାଙ୍କୁ ଭାରତକୁ ଫେରାଇ ଦେଇଛି। ପିକେ ଶ’ ୨୩ ଏପ୍ରିଲରେ ଭୁଲବଶତଃ ପାକିସ୍ତାନ ସୀମାରେ ପ୍ରବେଶ କରିଥିଲେ।…
ସିବିଏସଇ ପରୀକ୍ଷା ଫଳ: ଦ୍ୱାଦଶରେ ପି. ସମୀକ୍ଷା, ଦଶମରେ ଉଷାରାଣୀ ଟପ୍ପର
ରାଇକିଆ,୧୪/୫(ପ୍ରଦୀପ ବେହେରା):ସିବିଏସଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। କନ୍ଧମାଳ ଜିଲା ରାଇକିଆ ବ୍ଲକରେ ଦୁଇଟି ବିଦ୍ୟାଳୟର ଛାତ୍ରୀଛାତ୍ର ସିବିଏସଇ ଦାରା ପରିଚାଳିତ ଦଶମ ଏବଂ ଦାଦଶ ପରୀକ୍ଷା ଦେଇଥିଲେ । ଓଡିଶା ଆଦର୍ଶ ବିଦ୍ୟାଳୟ ରାଇକିଆରୁ…
Archives


