ଦାମୀ ରାଖୀ
ପ୍ରତିବର୍ଷ ରାଖୀପୂର୍ଣ୍ଣିମା ଉପଲକ୍ଷେ ମାର୍କେଟ୍ରେ ବିଭିନ୍ନ ଡିଜାଇନ୍ର ରାଖୀ ଉପଲବ୍ଧ ହୋଇଥାଏ। ସେଥିରୁ କିଛି ରାଖୀରେ ଜରି, ଚୁମୁକି କାମ ହୋଇଥାଏ ତ ଆଉ କିଛି ରାଖୀରେ ରଙ୍ଗବେରଙ୍ଗର ଆର୍ଟିଫିସିଆଲ୍ ଷ୍ଟୋନ, ମାଳି ଅଥବା ପର୍ଲ ଲାଗିଥାଏ। ହେଲେ ଏଠାରେ ଯେଉଁ…
‘ପିଲାଙ୍କ ସ୍ବପ୍ନ ସାକାର ହେଲେ ନବୀନ ଓଡ଼ିଶାର ଲକ୍ଷ୍ୟ ପୂରଣ ସମ୍ଭବ’
ଭୁବନେଶ୍ୱର,୨୨।୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ ରାଜ୍ୟ ସରକାରଙ୍କ ସ୍କୁଲ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଛି। ୫-ଟି ଉପକ୍ରମରେ ହିଞ୍ଜିଳିର ୫୦ ସ୍କୁଲର ରୂପାନ୍ତରଣ କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ହୋଇଛି। ସେଥିମଧ୍ୟରୁ ୧୦ ସ୍କୁଲକୁ ଶନିବାର ମୁଖ୍ୟମନ୍ତ୍ରୀ ଲୋକାର୍ପଣ…
ସମାଜ ପାଇଁ ଉଦାହରଣ ସାଜିଛନ୍ତି ଏସବୁ ଭାଇଭଉଣୀ: ତ୍ୟାଗ କରି ସାନଙ୍କ ମନରେ ଫୁଟାଇଛନ୍ତି ହସ..
ଭାଇ ଭଉଣୀ! ଏ ସମ୍ପର୍କ ରକ୍ତର। ଜଣେ ଜଣଙ୍କ ସୁଖଦୁଃଖର ସାଥୀ। ଛୋଟବେଳୁ ସାଥୀ ହୋଇ ବଢ଼ିଥାନ୍ତି। ପରସ୍ପରକୁ ଖୁବ୍ ଭଲଭାବେ ବୁଝିଥାନ୍ତି। କଳିଝଗଡ଼ା, ମାର୍ପିଟ୍ ତ ହୁଏ। ହେଲେ ତା’ରି ଭିତରେ ଥାଏ ସେମାନଙ୍କର ଭଲ ପାଇବା। ଆଉ ବଡ଼…
ସୁଗାର ଫ୍ରି ମିଠା ଖାଇବା ଉଚିତ ନୁହେଁ: ଡା. ଅଭୟ କୁମାର ସାହୁ
ଆଜିକାଲି ଆମ ଜୀବନଶୈଳୀ ଏପରି ହୋଇଯାଇଛି ଯେ ଆମେ ବିଭିନ୍ନ ରୋଗରେ ପୀଡ଼ିତ ହେଉଛନ୍ତି। ଆଉ କିଛି ରୋଗ ଅଛି, ଯାହା ଅନେକଙ୍କ କ୍ଷେତ୍ରରେ ଦେଖାଯାଏ। ସେଥିମଧ୍ୟରୁ ମଧୁମେହ ଓ ଥାଇରଏଡ୍ ଘରେ ଘରେ ଦେଖାଯାଉଛି। ମଧୁମେହ ହେଲେ ଲୋକେ ଗୁରୁତର…
ରାଶି ଅନୁସାରେ ଭାଇଙ୍କୁ ବାନ୍ଧନ୍ତୁ ଏପରି ରଙ୍ଗର ରାଖୀ
ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ରାଖୀପୂର୍ଣ୍ଣିମା ଦିନ ଯଦି ଭଉଣୀଟିଏ ତା’ ଭାଇର ରାଶିକୁ ସୁହାଇଲା ଭଳି ଠିକ୍ ରଙ୍ଗର ରାଖୀ ଚୟନ କରି ହାତରେ ବାନ୍ଧିଦେଇ ଥାଏ, ତା’ହେଲେ ସେହି ରାଖୀ ଭାଇ ଜୀବନରେ ସୁଖସମୃଦ୍ଧି ଭରିଦେଇଥାଏ ବୋଲି ବିଶ୍ୱାସ କରାଯାଏ। ଯେମିତିକି…
ତାଲିବାନ୍ କବଳରୁ ୧୫୦ ଭାରତୀୟ ମୁକ୍ତ
କାବୁଲ/ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨।୮: ଆମେ କାହାକୁ କିଛି କରିବୁ ନାହିଁ। କେହି ଆତଙ୍କିତ ହେବା ଦରକାର ନାହିଁ ବୋଲି ଡିଣ୍ଡିମ ପିଟୁଥିବା ତାଲିବାନ୍ର ବର୍ବର ଚେହେରା ଶନିବାର ଆଫଗାନିସ୍ତାନ ରାଜଧାନୀ କାବୁଲରେ ଦେଖିବାକୁ ମିଳିଛି। ଆଫଗାନିସ୍ତାନରେ ବସବାସ କରୁଥିବା ହିନ୍ଦୁ ଓ ଶିଖ୍ ସମୁଦାୟର…
ଆଫଗାନ୍ ଝିଅଙ୍କ ଚିଠି ଶେୟାର କଲେ
ଲସ୍ ଏଞ୍ଜେଲସ୍,୨୨।୮: ହଲିଉଡ୍ ଅଭିନେତ୍ରୀ ଆଞ୍ଜେଲିନା ଜୋଲି ସୋସିଆଲ ମିଡିଆ ପ୍ଲାଟଫର୍ମ ଇନ୍ଷ୍ଟାଗ୍ରାମରେ ଯୋଗଦେଇଛନ୍ତି। ନିଜର ପ୍ରଥମ ପୋଷ୍ଟରେ ସେ କହିଛନ୍ତି, ମୌଳିକ ମାନବାଧିକାର ପାଇଁ ଲଢ଼େଇ କରୁଥିବା ଲୋକଙ୍କ ସ୍ବର ଉଠାଇବା ଲାଗି ଏହାକୁ ସେ ବ୍ୟବହାର କରିବେ, ଯାହାଙ୍କ…
୩-୪ ପିଲା ଜନ୍ମ କରିବାକୁ ଚାହାନ୍ତି ଏହି ଅଭିନେତ୍ରୀ, ମାତ୍ର ବିବାହ ପ୍ରଶ୍ନ କରିବାରୁ…
ମୁମ୍ବାଇ: ଅଭିନେତ୍ରୀ ଭୂମି ପେଡେନକର ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଭୂମି ୬ ବର୍ଷର କ୍ୟାରିୟର ମଧ୍ୟରେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି। ଭୂମି ବ୍ୟକ୍ତିଗତ ଜୀବନକୁ ନେଇ ଯେତିକି ଚର୍ଚ୍ଚାରେ ରୁହନ୍ତିନି ଫିଲ୍ମକୁ ନେଇ…
ସୌରଚାଳିତ ଯନ୍ତ୍ରର ବ୍ୟବହାର ବଢ଼ୁଛି
ଭୁବନେଶ୍ୱର,୨୨।୮(ବ୍ୟୁରୋ): ସବୁଜ ଶକ୍ତି ବ୍ୟବହାର ବୃଦ୍ଧି କ୍ଷେତ୍ରରେ ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (ଓରେଡା) ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଜୁଲାଇ ଶେଷ ସୁଦ୍ଧା ଓରେଡା ରାଜ୍ୟର ବିଭିନ୍ନ ସ୍ଥାନରେ ୪ ଲକ୍ଷ ଅଣପାରମ୍ପରିକ ଶକ୍ତି ଉତ୍ପାଦନ ଓ ବ୍ୟବହାର…
ଜେଲ୍ରେ ଭାଇ ହତ୍ୟାକାରୀଙ୍କ ପ୍ରେମରେ ପଡ଼ିଲେ ଯୁବତୀ, ଆଉ ତା’ ପରେ…
ଆମେରିକାର ଜେଲ୍ରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଯେଉଁଠି ଜଣେ ଯୁବତୀ ତାଙ୍କ ସାବତ ଭାଇଙ୍କୁ ହତ୍ୟା କରିଥିବା ଅପରାଧୀଙ୍କୁ ଜେଲ୍ରେ ପ୍ରେମ କରିବସିଲେ। ଦୁଇଜଣଙ୍କ ପ୍ରେମ କାହାଣୀ ଚିଠିରୁ ଆରମ୍ଭ ହୋଇଥିଲା। ଏବେ ଦୁହେଁ ବିବାହ ବନ୍ଧନରେ ବାନ୍ଧି…
ତାଲିବାନ୍ ପାଇଁ ଆର୍ଥିକ ଚ୍ୟାଲେଞ୍ଜ
କାବୁଲ,୨୨।୮: ତାଲିବାନ୍ର କାବୁଲ ଦଖଲ ପରେ ପ୍ରଥମ ଥର ପାଇଁ ରାଜଧାନୀରେ ପାଦ ଥାପିଛନ୍ତି ଆତଙ୍କବାଦୀ ସଙ୍ଗଠନର ସହପ୍ରତିଷ୍ଠାତା ତଥା ଉପନେତା ମୁଲ୍ଲା ଅବ୍ଦୁଲ ଗନି ବରାଦର। ଦୀର୍ଘ ୨୦ ବର୍ଷ ଧରି ନିର୍ବାସନରେ ଥିବା ବରାଦର ଗତ ବୁଧବାର କାତାରରୁ…
ରାଜ୍ୟରେ ୮୫୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ରହିଛନ୍ତି ୧୦୦ଜଣ ପିଲା
ଭୁବନେଶ୍ୱର,୨୨।୮(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୫୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୯୬ଜଣ କ୍ୱାରାଣ୍ଟାଇନ୍ରୁ ଥିବା ବେଳେ ୩୫୭ ଲୋକାଲ କେସ୍ ରହିଛି। ତେବେ ଆକ୍ରାନ୍ତଙ୍କ ମଧ୍ୟରେ ୧୦୦ଜଣ ୧୮ ବର୍ଷରୁ କମ୍ ବର୍ଗର। ଏହାକୁ…
Archives


