ମା’ ହେଲେ ନୁସରତ୍
ବଙ୍ଗୀୟ ଅଭିନେତ୍ରୀ ତଥା ଟିଏମସି ଏମ୍ପି ନୁସରତ ଜାହାଁ ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ତାଙ୍କୁ ପ୍ରସବ ପାଇଁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅଗଷ୍ଟ ୨୫ ବିଳମ୍ବିତ ରାତିରେ ସେ ପୁତ୍ର ସନ୍ତାନ…
ତାଲିବାନ ଭୟ: ଗୀତ ଗାଇବା ଛାଡ଼ି ପରିବା ବିକୁଛନ୍ତି ଏହି ଲୋକପ୍ରିୟ ଗାୟକ
ବମ୍ବେ: ଆଫଗାନିସ୍ତାନକୁ ତାଲିବାନ ନିଜ ନିୟନ୍ତ୍ରଣକୁ ନେବା ପରେ ସେଠାରେ ପରିସ୍ଥିତି ଭୟଙ୍କର ରହିଛି। ଲୋକମାନେ ଜୀବନ ତଥା ଜୀବିକାକୁ ନେଇ ସଂଘର୍ଷ କରୁଛନ୍ତି। ଏହାଛଡ଼ା ଦେଶର ବଡ଼ ବଡ଼ ଷ୍ଟାରମାନଙ୍କ ପରିସ୍ଥିତି ମଧ୍ୟ ଶୋଚନୀୟ ହୋଇଛି। ନିକଟରେ ଲୋକପ୍ରିୟ ପପ୍ଷ୍ଟାର…
ରେଳଲାଇନ୍ରେ ବିଡ଼ା ବିଡ଼ା ଟଙ୍କା…
ଚେନ୍ନାଇ,୨୬।୮: ରେଳଲାଇନ୍ରେ ବିଡ଼ା ବିଡ଼ା ୫ ଶହ ଏବଂ ଦୁଇ ହଜାରେ ଟଙ୍କିଆ ନୋଟ୍ ବିଛାଡ଼ି ହୋଇ ପଡିଥିବାର ଦେଖି ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ପରେ ଜଣାପଡ଼ିଥିଲା ସମସ୍ତ ନୋଟ୍ ନକଲି। ଏଭଳି ଅଭାବନୀୟ ଘଟଣା ତାମିଲନାଡୁର ଧର୍ମପୁରୀ ଷ୍ଟେଶନ ନିକଟରେ…
କ୍ଷତିପୂରଣ ଦାବିରେ ସୋର-କୁପାରୀ ରାସ୍ତା ଅବରୋଧ କଲେ ଗ୍ରାମବାସୀ
ଖଇରା,୨୬ା୮(ଡି.ଏନ୍.ଏ.): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ବଣପାରିଆ ଗ୍ରାମର ରମେଶ ପଣ୍ଡାଙ୍କ ପୁଅ ଧନଞ୍ଜୟ(୧୦) ପାଣିନାଳରେ ପଡ଼ି ମୃତ୍ୟୁ ଘଟଣାରେ କଣ୍ଟାପଡା ଶାସନ, ବଟେଶ୍ବର ଗ୍ରାମବାସୀ ମିଳିତ ଭାବେ ସୋର-କୁପାରୀ ରାସ୍ତାକୁ ବଟେଶ୍ବରଠାରେ ଅବରୋଧ କରିଛନ୍ତି। ପରିବାରକୁ କ୍ଷତିପୂରଣ ବାବଦରେ…
ତାରା ଏନ୍ତୁଡ଼ିଶାଳର ମିଳିଲା ସନ୍ଧାନ, ହୁବଲ ଟେଲିସ୍କୋପ୍ ଦେଲା ସୂଚନା…
ଓ୍ବାଶିଂଟନ,୨୬।୮: ତାରା ଜନ୍ମ ହେବାର ଏନ୍ତୁଡ଼ିଶାଳ ସମ୍ପର୍କରେ ସନ୍ଧାନ ମିଳିଛି। ନାସାର ହୁବଲ ଟେଲିସ୍କୋପ୍ ଏନେଇ ସୂଚନା ଦେଇଛି। ନାସା ପକ୍ଷରୁ ଏହାକୁ ଷ୍ଟେଲାର ନର୍ସରୀ ବୋଲି କୁହାଯାଇଛି। ଏହା ପୃଥିବୀଠାରୁ ପ୍ରାୟ ଦେଢ଼ କୋଟି ଆଲୋକ ବର୍ଷ ଦୂରରେ ରହିଛି।…
ସ୍ତ୍ରୀଙ୍କ ଇଛା ବିରୋଧରେ ଶାରୀରିକ ସମ୍ପର୍କ ନୁହେଁ ବଳାତ୍କାର: ହାଇକୋର୍ଟ…
ରାୟପୁର,୨୬।୮: ଛତିଶଗଡ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ସ୍ବାମୀ ସ୍ତ୍ରୀଙ୍କ ଇଛା ବିରୋଧରେ ଶାରୀରିକ ସମ୍ପର୍କ ସ୍ଥାପନ କଲେ ଏହାକୁ ବଳାତ୍କାର କୁହାଯିବ ନାହିଁ। ଏକ ମାମଲାର ଶୁଣାଣି ସମୟରେ ସ୍ବାମୀଙ୍କୁ ବଳାତ୍କାର ଅଭିଯୋଗରୁ ମୁକ୍ତ…
କାର୍ଟୁନ ଦେଖି ସୁପରହିରୋ ପାଲଟିଲେ ଏହି ଶିଶୁ, ଟିଭିର ଅବସ୍ଥା କଲେ ଏମିତି; ଭିଡିଓ ଦେଖିଲେ…
ଟିଭିରେ ନିଜ ମନପସନ୍ଦର କାର୍ଟୁନ ଦେଖିବାକୁ ଅନେକ ଶିଶୁ ଭଲପାଆନ୍ତି। କେବେ କେବେ କାର୍ଟୁନ କ୍ୟାରେକ୍ଟରକୁ ନକଲ କରନ୍ତି ତ ଆଉ କେବେ ଆକ୍ସନ ଜରିଆରେ ପରିବାର ଲୋକଙ୍କ ମନୋରଞ୍ଜନ କରନ୍ତି। ଏହି ନକଲ କରିବା ବେଳେବେଳେ ମାତାପିତାଙ୍କୁ ମହଙ୍ଗା ପଡ଼ିଥାଏ।…
ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଜା ଉଡାଇଲେ ଭାଓନ: ଲୋକେ କହିଲେ ପଡ଼ୋଶୀ ଘରର ମାଉସୀ…
ନୂଆଦିଲ୍ଲୀ,୨୬।୮: ଭାରତ ବିପକ୍ଷ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ରେ ଇଂଲଣ୍ଡ ନିଜର ଦବ୍ଦବା ଜାହିର କରିଛି। ଦଳର ବୋଲର୍ ଜେମ୍ସ ଆଣ୍ଡରସନ, କ୍ରେଗ୍ ଓଭରଟନ, ଓଲି ରବିନସନ, ସାମ କୁରାନ ପ୍ରମୁଖଙ୍କ ଯୋଗୁ ଭାରତ ପ୍ରଥମ ପାଳିରେ ମାତ୍ର ୭୮ ରନ୍ରେ…
ଭୋକରେ ରହିବେ କୋଟିଏରୁ ଅଧିକ ଆଫଗାନୀ ଶିଶୁ…
ଜେନେଭା,୨୬।୮: ଆଫଗାନିସ୍ତାନରେ ତାଲିବାନ ଶାସନ ଯୋଗୁଁ ସୃଷ୍ଟି ହୋଇଥିବା ଶରଣାର୍ଥୀ ସଙ୍କଟ ମଧ୍ୟରେ ମହିଳା ଏବଂ ଶିଶୁଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଜାତିସଂଘର ୟୁନିସେଫ୍ ପକ୍ଷରୁ ଏକ ରିପୋର୍ଟ ଜାରି ହୋଇଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଏହି ମାନବୀୟ ସଙ୍କଟ ଯୋଗୁ…
ବିବାହିତ ସତ୍ତ୍ୱେ ପ୍ରେମରେ ପଡିଥିଲେ ଏହି ଅଭିନେତ୍ରୀ
ବି-ଟାଉନର ସବୁଠୁ ଚର୍ଚ୍ଚିତ ଦମ୍ପତିଙ୍କ ମଧ୍ୟରେ ଅଭିନେତା ଅନୁପମ ଖେର ଏବଂ କିରନ ଖେର ଅନ୍ୟତମ। ଉଭୟ ପ୍ରେମ କାହାଣୀ ବେଶ୍ କୌତୁହଳପୂର୍ଣ୍ଣ। ୨୬ ଅଗଷ୍ଟ ୨୦୨୧ରେ ତାଙ୍କ ବିବାହକୁ ୩୬ ବର୍ଷ ପୂରଣ ହୋଇଛି। ଉଭୟ ୧୯୮୫ରେ ବିବାହ କରିଥିଲେ।…
ଫେବୃଆରୀରେ ପଞ୍ଚାୟତ ନିର୍ବାଚନ: ସଂରକ୍ଷଣ ନେଇ ବିଧାନସଭାରେ ଆସିବ ପ୍ରସ୍ତାବ
ଭୁବନେଶ୍ୱର,୨୬ା୮(ବ୍ୟୁରୋ): ଫେବୃଆରୀରେ ପଞ୍ଚାୟତ ନିର୍ବାଚନ ହେବା ନିଶ୍ଚିତ ହୋଇଯାଇଛି। ଏନେଇ ରାଜ୍ୟ ସରକାର ଆବଶ୍ୟକୀୟ ପଦକ୍ଷେପ ଆରମ୍ଭ କରିଦେଇଛନ୍ତି । ବିଧାନସଭାରେ ସଂରକ୍ଷଣ ସଂକ୍ରାନ୍ତୀୟ ସଂଶୋଧନ ଆସିବାକୁ ଯାଉଛି । ସେପ୍ଟେମ୍ବର ପହିଲାରୁ ବିଧାନସଭାର ମୌସୁମୀ ଅଧିବେଶନ ବସିବ। ତେବେ ପଞ୍ଚାୟତ…
ପ୍ରଧାନମନ୍ତ୍ରୀଙ୍କ ରାଗ ଦେଖି ସରକାରୀ ବାବୁ ଛାନିଆ, ପ୍ରସ୍ତୁତ ହେବ ଖାମଖିଆଲି ଅଧିକାରୀଙ୍କ ତାଲିକା…
ନୂଆଦିଲ୍ଲୀ,୨୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩୭ ତମ ପ୍ରଗତି(ପ୍ରୋଟେକ୍ଟିଭ୍ ଗଭର୍ନାସ୍ ଆଣ୍ଡ୍ ଟାଇମ୍ଲି ଇମ୍ପ୍ଲିମେଣ୍ଟେଶନ) ବୈଠକରେ ଯୋଗଦେଇ ସରକାରୀ ବାବୁଙ୍କ ଉପରେ ବର୍ଷିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ରାଗ ଦେଖି ସରକାରୀ ବାବୁ ଛାନିଆ ହୋଇଯାଇଛନ୍ତି। ସେମାନଙ୍କ ମନରେ ଏବେ ଛନକା ପଶିଛି। ବୈଠକରେ…
Archives


