Home

ପୋଲିସକୁ ଖୋଲା ଚ୍ୟାଲେଞ୍ଜ, ଶୁଦ୍ଧିକ୍ରିୟା ସାରି ଫେରିବା ବେଳକୁ ଘରେ କଳାକନା ….

ବୈଶିଙ୍ଗା,୨୬ା୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ନିକଟରୁ ମାତ୍ର ଏକ କିଲୋମିଟର ଦୂରରେ ଚୋରି । ବାରିପଦା ବାଲେଶ୍ବର ୧୮ ନଂ ଜାତୀୟ ରାଜପଥ ପାର୍ଶ୍ବରେ ଥିବା ଇନ୍ଦ୍ରମଣି ମହାପାତ୍ରଙ୍କ ଘରେ ଗୁରୁବାର ଦିନ ଦ୍ବିପହରରେ କବାଟ ତାଡ଼ି ଆସବାବପତ୍ର…

ସାମ୍ନାକୁ ଆସିଲା #VIROSHଙ୍କ ବିବାହ ଫଟୋ, ପୋଷ୍ଟ ଲେଖି ରୋମାଣ୍ଟିକ୍‌ ହେଲେ କପଲ୍‌…ଦେଖନ୍ତୁ

ଉଦୟପୁର: ସରିଲା ଅପେକ୍ଷା। ଦୀର୍ଘ ଦିନର ଚର୍ଚ୍ଚା ଓ ପ୍ରତୀକ୍ଷାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ଶେଷରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ସାଉଥ ସୁପରଷ୍ଟାର୍‌ ବିଜୟ ଦେବରକୋଣ୍ଡାଏବଂ ରଶ୍ମିକା ମନ୍ଦାନା। ଆଜି ଏହି ବହୁଚର୍ଚ୍ଚିତ ବିବାହ ସମ୍ପନ୍ନ ହେବା ପରେ ସୋସିଆଲ ମିଡିଆରେ…

ଦକ୍ଷିଣ ଆଫ୍ରିକା ଓ୍ବେଷ୍ଟଇଣ୍ଡିଜ୍‌କୁ ହରାଇ ଖୋଲିଦେଲା ବାଟ, ଏବେ ଟିମ୍‌ ଇଣ୍ଡିଆ ଖେଳିବ ସେମିଫାଇନାଲ?

ନୂଆଦିଲ୍ଲୀ,୨୬।୨: ଅହମ୍ମଦାବାଦରେ ଖେଳାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଦକ୍ଷିଣ ଆଫ୍ରିକା ୯ ଉଇକେଟରେ ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରିଛି। ଏହି ବିଜୟ ସହିତ ଦକ୍ଷିଣ ଆଫ୍ରିକା ସେମିଫାଇନାଲ ଆଡ଼କୁ ନିଜର ପାଦ ବଢ଼ାଇବା ସହ ଭାରତୀୟ ଦଳ ପାଇଁ ମଧ୍ୟ ସେମିଫାଇନାଲ ଖେଳିବା…

ବିପଦରେ ଏହି ୫ ଅଧିନାୟକଙ୍କ ପଦ, T20 World Cup ରେ ବିଫଳ ହେବା ପରେ ଘନେଇଲା…

ନୂଆଦିଲ୍ଲୀ,୨୬।୨: ଟି-୨୦ ବିଶ୍ୱକପ ୨୦୨୬ର ଚାମ୍ପିୟନ କିଏ ହେବ, ତାହା ମାର୍ଚ୍ଚ ୮ ତାରିଖରେ ସ୍ପଷ୍ଟ ହୋଇଯିବ। ବର୍ତ୍ତମାନ ଏହି ଦୌଡ଼ରେ ୭ଟି ଦଳ ବାକି ଅଛନ୍ତି। କିନ୍ତୁ ଏହି ବିଶ୍ୱକପ ଶେଷ ହେବା ସହିତ ଅନେକ ବଡ଼ ଦଳର ଅଧିନାୟକ…

Ind Vs Zim LIVE Score: ୭୨ ରନ୍‌ରେ ଜିତିଲା ଟିମ୍‌ ଇଣ୍ଡିଆ, ସେମିଫାଇନାଲ ଖେଳିବା ହେଲା ନିଶ୍ଚିତ!

ଚେନ୍ନାଇ,୨୬।୨: ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଆଜି ଚେନ୍ନାଇର ଚେପକ ଷ୍ଟାଡିୟମରେ ଏକ ଗୁରୁତ୍ୱପୂର୍ଣ୍ଣ ଟି-୨୦ ବିଶ୍ୱକପ ମୁକାବିଲା ଅନୁଷ୍ଠିତ ହେବାକୁ ଯାଉଛି। ଭାରତୀୟ ମାଟିରେ ଟିମ ଇଣ୍ଡିଆ ବିପକ୍ଷରେ ଜିମ୍ବାୱେର ଏହା ପ୍ରଥମ ଟି-୨୦ ମ୍ୟାଚ ହୋଇଥିବାରୁ ଏହାକୁ ନେଇ…

ମଣ୍ଡିକୁ ଦୌଡ଼ିଦୌଡ଼ି ପ୍ରାଣ ହରାଇଲେ ଚାଷୀ, ମିଲର-ସମ୍ପାଦକଙ୍କ ନାଁରେ ଅଭିଯୋଗ ଆଣି…

ରାଜନଗର,୨୬ା୨(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଜୁଣଗଡ଼ି ଗାଁରେ ଜଣେ ଚାଷୀ ମଣ୍ଡିକୁ ଦୌଡ଼ିଦୌଡ଼ି ଶେଷରେ ପ୍ରାଣ ହରାଇଛନ୍ତି। ମୃତ ଚାଷୀ ଜଣକ ହେଲେ ତ୍ରିଲୋଚନ ନାୟକ। ତ୍ରିଲୋଚନଙ୍କର ଜାନୁଆରୀ ୧୬ରେ ଧାନ ଦେବାକୁ ମେସେଜ ଆସିଥିଲା। ସେବା ସମବାୟ…

NCERT ପୁସ୍ତକ ତ୍ରୁଟିକୁ ନେଇ କ୍ରୋଧିତ ହେଲେ ପ୍ରଧାନମନ୍ତ୍ରୀ, ‘ପିଲାମାନଙ୍କୁ କ’ଣ ପଢ଼ାଯାଉଛି,ଧ୍ୟାନ ଦେବା ଉଚିତ’

ନୂଆଦିଲ୍ଲୀ,୨୬।୨: ନୂତନ NCERT ଶ୍ରେଣୀ 8 ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକରେ “ନ୍ୟାୟପାଳିକାରେ ଦୁର୍ନୀତି” ଉପରେ ଏକ ଅଧ୍ୟାୟ ଯୋଡା ଯାଇଥିଲା, ଯାହା ବିବାଦ ସୃଷ୍ଟି କରିଛି । NCERT ପାଠ୍ୟପୁସ୍ତକ ବିବାଦ ଉପରେ ପ୍ରଧାନମନ୍ତ୍ରୀ ମୋଦି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସୂତ୍ର…

ଭାରତ-ଇସ୍ରାଏଲ ବନ୍ଧୁତାକୁ ‘ବିଶେଷ’ ମାନ୍ୟତା: ‘ଆତଙ୍କବାଦ ବିରୋଧୀ’ ମାଷ୍ଟରପ୍ଲାନ ପ୍ରସ୍ତୁତ କଲେ ମୋଦି-ନେତାନ୍ୟାହୁ

ଜେରୁଜେଲମ,୨୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ମଧ୍ୟରେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି। ଏହି ବୈଠକକୁ ଐତିହାସିକ ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଥିଲେ ଯେ ଭାରତ ଏବଂ ଇସ୍ରାଏଲ ଏବେ…

DGCAର ନୂଆ ନିୟମ, ବୁକିଂର ୪୮ ଘଣ୍ଟା ମଧ୍ୟରେ ଟିକେଟ୍ ବାତିଲ କଲେ….

ନୂଆଦିଲ୍ଲୀ,୨୬।୨: ଲକ୍ଷ ଲକ୍ଷ ବିମାନ ଯାତ୍ରୀଙ୍କୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛି । ଯଦି ୪୮ ଘଣ୍ଟା ମଧ୍ୟରେ ବୁକ୍ ହୋଇଥିବା ବିମାନ ଟିକେଟ୍ ବାତିଲ କରାଯାଏ, ତେବେ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ…

‘ନ୍ୟାୟପାଳିକାକୁ ଅପମାନିତ କରିବାର କୌଣସି ଉଦ୍ଦେଶ୍ୟ ନାହିଁ’, NCERT ପୁସ୍ତକ ବିବାଦକୁ ନେଇ ବଡ଼ ବୟାନ ଦେଲେ ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ,୨୬।୨: NCERT ଶ୍ରେଣୀ ୮ ପାଠ୍ୟପୁସ୍ତକରେ ‘ନ୍ୟାୟପାଳିକାରେ ଦୁର୍ନୀତି’ ଅଧ୍ୟାୟକୁ ନେଇ ସୃଷ୍ଟି ହୋଇଥିବା ବିବାଦ ସମ୍ପର୍କରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ‘ଯାହା ଘଟିଛି ସେଥିପାଇଁ ମୁଁ ଗଭୀର ଦୁଃଖିତ, ଏବଂ ନ୍ୟାୟପାଳିକାକୁ ଅପମାନିତ କରିବାର କୌଣସି…

କଳସ ଯାତ୍ରାରେ ବାଣ ବିସ୍ଫୋରଣ, 10ରୁ ଉର୍ଦ୍ଧ୍ବ ଆହତ

କେନ୍ଦ୍ରାପଡା,୨୬।୨(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଗୁଲୁନଗର ଗାଁରେ ବଡ଼ ଅଘଟଣ । ବାଣ ବିସ୍ଫୋରଣରେ ୧୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆହତ ହୋଇଛନ୍ତି । ସାମାନ୍ୟ ଭୁଲରୁ ଉତ୍ସବ ସ୍ଥଳ ବାଣ ବିସ୍ଫୋରଣ ପାଇଁ କ୍ରନ୍ଦନ ସ୍ଥଳ ହୋଇଯାଇଛି । ଜଣେ ବ୍ୟକ୍ତି ଗୁରୁତର…

ଦକ୍ଷିଣ ଆଫ୍ରିକାର ବିଜୟ ପାଇଁ ସାରା ଦେଶରେ କରାଯାଉଛି ପ୍ରାର୍ଥନା! ଏମିତି ହେଲେ କ’ଣ ହେବ? ଚମକାଇ ଦେଉଛି ସମୀକରଣ

ନୂଆଦିଲ୍ଲୀ,୨୬।୨: ଦକ୍ଷିଣ ଆଫ୍ରିକା ଭାରତୀୟ କ୍ରିକେଟ ଦଳର ସେମିଫାଇନାଲ ସ୍ଥାନର ଚାବିକାଠି ଧରିଛି। ଗୁରୁବାର, ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଏକ ମ୍ୟାଚ ଖେଳାଯାଉଛି। ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରୁଛି। ଏହି ମ୍ୟାଚ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?