ବୁର୍ଜ ଖଲିଫାରେ ପ୍ରଦର୍ଶିତ ହେଲା ଟିମ୍ ଇଣ୍ଡିଆର ନୂଆ ଜର୍ସି
ନୂଆଦିଲ୍ଲୀ,୧୫।୧୦: ଆସନ୍ତା ଅକ୍ଟୋବର ୧୭ରୁ ଆରମ୍ଭ ହେବାକୁ ଯାଉଛି ଆଇସିସି ଟି-୨୦ ବିଶ୍ୱକପ୍। ଏହାକୁ ଦୃଷ୍ଟିରେ ରଖି ଭାରତୀୟ କ୍ରିକେଟ ଟିମ୍ର ନୂଆ ଜର୍ସି ବୁଧବାର ଉନ୍ମୋଚିତ ହୋଇଥିଲା। ଏହି ଜର୍ସିକୁ ବିଶ୍ୱକପ୍ରେ ଖେଳାଳିମାନେ ପିନ୍ଧିବେ। ତେବେ ବିଶ୍ୱର ସବୁଠାରୁ ବଡ଼…
ଏଥର ମଧ୍ୟ ଜନ୍ମଦିନ ପାଳିବେ ନାହିଁ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ଚଳିତ ବର୍ଷ ନିଜର ଜନ୍ମଦିନ ପାଳିବେ ନାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ କରୋନା ସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀ ଶନିବାର ଜନ୍ମଦିନ ପାଳିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ତେବେ ରାଜ୍ୟବାସୀଙ୍କ ଭଲପାଇବା, ଶୁଭେଚ୍ଛା ଏବଂ ଆଶୀର୍ବାଦ ପାଇଁ ସେ…
ଶୁନ୍ଶାନ୍ ଜଙ୍ଗଲରେ ବାଘକୁ ଦେଖି ଦୁଇ ଗୋଡ ଟେକି ଛିଡ଼ା ହେଲା ଭାଲୁ; ପରେ ଯାହା ହେଲା ଦେଖିଲେ…
ଯେତେବେଳେ ମଣିଷ ଆଉ ପଶୁ ମୁହାଁମୁହିଁ ହୋଇଥାନ୍ତି ସେତେବେଳେ କ’ଣ ପରିଣାମ ହେବ ତାହା ସହଜେ ଅନୁମେୟ। ହେଲେ ଯେତେବେଳେ ଦୁଇଟି ପଶୁ ମୁହାଁମୁହିଁ ହୋଇଥାନ୍ତି, ତେବେ ସ୍ଥିତି କ’ଣ ହେବ ତାର କଳ୍ପନା କରିବା ଅସମ୍ଭବ। ସୋସିଆଲ ମିଡିଆରେ ଏବେ…
ଏପିସୋଡ ପିଛା ମୋଟା ଅଙ୍କର ପାଉଣା ନେଇଥାନ୍ତି ‘ଅନୁପମା’; ବନରାଜ-ଅନୁଜଙ୍କଠାରୁ ବି ଢେର ଅଧିକ…
ବମ୍ବେ: ଷ୍ଟାର ପ୍ଲସରେ ପ୍ରସାରିତ ‘ଅନୁପମା’ ଧାରାବାହିକ ବେଶ ଲୋକପ୍ରିୟ। ଏଥିରେ ମୁଖ୍ୟ ଚରିତ୍ର ଅନୁପମା ଭୂମିକାରେ ନଜର ଆସୁଛନ୍ତି ରୁପାଲୀ ଗାଙ୍ଗୁଲୀ। ରୁପାଲୀଙ୍କ ଚରିତ୍ର ଦର୍ଶକଙ୍କୁ ବେଶ ପସନ୍ଦ ଆସୁଥିବା ବେଳେ ଧାରାବାହିକଟି ଟିଆର୍ପି ତାଲିକା ଶୀର୍ଷରେ ରହିଆସୁଛି। ଏଣୁ…
ଦେଶବାସୀଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ସବୁଦିନ ପାଇଁ ମନେ ରହିବେ କଲାମ: ମୋଦି
ନୂଆଦିଲ୍ଲୀ,୧୫ ।୧୦: ମିଶାଇଲ ମ୍ୟାନ, ଭାରତ ରତ୍ନ ତଥା ଭାରତର ୧୧ତମ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ କଲାମଙ୍କ ୯୦ତମ ଜନ୍ମଦିନରେ ଦେଶ ତାଙ୍କୁ ମନେ ପକାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି କହିଛନ୍ତି କଲାମ…
ଫେରିଯିବ ମୌସୁମୀ
ନୂଆଦିଲ୍ଲୀ,୧୫ ।୧୦: ଦେଶର ପ୍ରାୟ ସମସ୍ତ ଭାଗରୁ ମୌସୁମୀ ଫେରି ଯାଇଛି କହିଲେ ଚଳେ । ଓଡ଼ିଶାର କିଛି ଭାଗରେ ଓ ପୂର୍ବ ଭାରତର କିଛି ଅଂଶ ସହ ଦକ୍ଷିଣ ଭାରତରେ ବି ମୌସୁମୀ ଏପଯ୍ୟନ୍ତ ସାମାନ୍ୟ ରହିଛି । ଶୁକ୍ରବାର…
ଭାରତକୁ ଦୋହଲାଇ ଦେବାର ଷଡଯନ୍ତ୍ର! ପିଓକେରେ ଆତଙ୍କବାଦୀ ସଙ୍ଗଠନ ସହ ବୈଠକ କଲା ଆଇଏସ୍ଆଇ
ନୂଆଦିଲ୍ଲୀ,୧୫ ।୧୦: ପାକିସ୍ତାନ ଗୁଇନ୍ଦା ସଂସ୍ଥା ଇଣ୍ଟର ସର୍ବିସେସ ଇଣ୍ଟଲିଜେନ୍ସ (ଆଇଏସ୍ଆଇ) ଓ କିଛି ଆତଙ୍କବାଦୀ ସଙ୍ଗଠନର ମୁଖ୍ୟଙ୍କ ମଧ୍ୟରେ ନିକଟରେ ବୈଠକ ହୋଇଥିବା ସୂଚନା ମିଳିଛି । କୁହାଯାଉଛି କି ଏହି ବୈଠକ ପିଓକେର ମୁଜାଫରାବାଦରେ ହୋଇଛି । ଏହି…
କଏଦୀ ନଂ ଏନ୍୯୫୬
ମୁମ୍ବାଇ,୧୫।୧୦: ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଆର୍ଯ୍ୟନ ଖାନଙ୍କୁ କ୍ୱାରେଣ୍ଟିନରୁ ବାହାରି କରି କଏଦୀଙ୍କ ଭଳି ଆର୍ଥର ରୋଡ୍ ଜେଲ ପଠାଇ ଦିଆଯାଇଛି। କଏଦୀ ନଂ ଏନ୍୯୫୭। ତାଙ୍କୁ ଯେଉଁମାନଙ୍କ ସହ ରଖାଯାଇଛି, ସେମାନେ ମଧ୍ୟ ସମାନ ମାମଲାରେ ଜଡ଼ିତ। ମିଳିଥିବା…
ମୋ ପାଖରେ କହିବାକୁ ଶବ୍ଦ ନାହିଁ: ଦିଲ୍ଲୀ ଅଧିନାୟକ
ଦୁବାଇ,୧୪।୧୦: ଆଇପିଏଲ୍-୨୦୨୦ରେ ରନର୍ସଅପ୍ ହୋଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ। ଚଳିତ ସିଜନ ସାରା ଚମତ୍କାର ଖେଳି ଆସିଥିଲେ ହେଁ ବୁଧବାର କ୍ୱାଲିଫାୟର-୨ରେ କୋଲକାତା ନାଇଟ୍ ରାଇଡର୍ସଠାରୁ ଦଳ ପରାସ୍ତ ହୋଇଥିଲା। ଫଳରେ ଦିଲ୍ଲୀର ଟାଇଟଲ ଜିତିବା ସ୍ବପ୍ନ ଅଧାରେ ରହିଯାଇଛି। ମ୍ୟାଚ୍ରେ ଏକ…
କେ.ଏଲ୍. ରାହୁଲ ଭଲ ଖେଳିଲେ କୋହଲିଙ୍କ ଉପରେ ଚାପ କମିବ: ବ୍ରେଟ୍ ଲି
ସିଡନୀ,୧୪।୧୦: ଟି-୨୦ ବିଶ୍ୱକପ୍ରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଉପରେ ଚାପ କମ୍ କରାଯାଇପାରେ। ଏହାଦ୍ୱାରା ସେ ନିଜର ସ୍ବାଭାବିକ ଖେଳ ଖେଳିପାରିବେ। ତେବେ ଏଥିପାଇଁ କେଏଲ୍ ରାହୁଲଙ୍କୁ ଅଧିକ ରନ୍ କରିବାକୁ ହେବ ବୋଲି ଅଷ୍ଟ୍ରେଲିଆର ପୂର୍ବ ଦ୍ରୁତ ବୋଲର…
ଏବେ ମୋର ସମ୍ପୂର୍ଣ୍ଣ ଧ୍ୟାନ ଫାଇନାଲ ଉପରେ, ଭାରତୀୟ ଟିମ୍ରେ ସାମିଲ କଥା ପଛ: ଭେଙ୍କଟେଶ ଆୟାର
ଦୁବାଇ,୧୪।୧୦: ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍କୁ ଆଇପିଏଲ୍ର କ୍ୱାଲିଫାୟର-୨ ମୁକାବିଲାରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି କୋଲକାତା ନାଇଟ୍ ରାଇଡର୍ସ। ଦଳ ଆସନ୍ତା ଅକ୍ଟୋବର ୧୫ରେ ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷରେ ଫାଇନାଲ ଖେଳିବ। ତେବେ ଏହି ରୋମାଞ୍ଚକର ମ୍ୟାଚ୍ରେ କୋଲକାତାକୁ ବିଜେତା…
ଲୋକେ କହୁଥିଲେ ବ୍ୟକ୍ତିଙ୍କ ପେଟରେ ଅଛି ପିଲା, ଅପରେଶନ ପରେ ଯାହା ବାହାରିଲା ଜାଣିଲେ…
ଦୁନିଆରେ ଏପରି କିଛି ଘଟଣା ଘଟେ, ଯାହା ଉପରେ ବିଶ୍ୱାସ କରିବା ମୁସ୍କିଲ ହୋଇଯାଏ। ସେଭଳି ଏକ ଘଟଣା କୋଲକାତାରେ ଘଟିଛି। ଏଠାରେ ଜଣେ ବ୍ୟକ୍ତିଙ୍କୁ ଦେଖି ଲୋକମାନେ ତାଙ୍କ ପେଟରେ ଛୁଆ ଥିବା ନେଇ କହୁଥିଲେ। ହେଲେ ସତ ଜଣାପଡ଼ିବା…
Archives


