ପୁଣି ଲଘୁଚାପ: ଆସନ୍ତାକାଲିଠାରୁ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର,୨୨।୭: ଆସନ୍ତା ୨୪ରେ ଉତ୍ତର ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଫଳରେ ଆସନ୍ତାକାଲିଠାରୁ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲାରେ ଅରେଞ୍ଜ ଓ ୟେଲୋ ଆଲର୍ଟ ହୋଇଛି। ମାଲକାନାଗିରି, କୋରାପୁଟ…
ସିବିଏସ୍ଇ ସ୍କୁଲରେ ସିସିଟିଭି ବାଧ୍ୟତାମୂଳକ
ନୂଆଦିଲ୍ଲୀ,୨୨ା୭: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ସ୍କୁଲଗୁଡ଼ିକରେ ଛାତ୍ରୀଛାତ୍ରଙ୍କ ସୁରକ୍ଷା ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବା ପାଇଁ ସିସିଟିଭି କ୍ୟାମେରା ସଂଯୋଗକୁ ବାଧ୍ୟତାମୂଳକ କରିଛି। ବୋର୍ଡ ପକ୍ଷରୁ ଏହାର ଆଫିଲିଏଶନ୍ ବାଇଲଜ୍-୨୦୧୮ରେ ଥିବା ଚାପ୍ଟର ୪ (ଫିଜିକାଲ ଇନ୍ଫ୍ରାଷ୍ଟ୍ରକ୍ଚର)ରେ ସଂଶୋଧନ ଅଣାଯାଇଛି। ସ୍କୁଲଗୁଡ଼ିକରେ…
ଏହା ଇତିହାସ ନୁହେଁ
କେନ୍ଦ୍ର ସରକାରଙ୍କ ଅଧୀନ ନ୍ୟାଶନାଲ କାଉନ୍ସିଲ ଅଫ୍ ଏଜୁକେଶନାଲ ରିସର୍ଚ୍ଚ ଆଣ୍ଡ୍ ଟ୍ରେନିଂ (ଏନ୍ସିଇଆର୍ଟି) ମୁଖ୍ୟତଃ ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେଶନ (ସିବିଏସ୍ଇ) ଅନୁବନ୍ଧିତ ସ୍କୁଲଗୁଡ଼ିକ ପାଇଁ ପାଠ୍ୟପୁସ୍ତକ ପ୍ରସ୍ତୁତ କରିଥାଏ। ଏହି କ୍ରମରେ ବିଶେଷକରି ସିଲାବସ ବଦଳାଯିବା ସହ…
୧୦୦ କୋଟି କ୍ଲବ୍ରେ ‘ସୈୟାରା’
ମୁମ୍ବାଇ: ମୋହିତ ସୁରୀଙ୍କ ନିର୍ଦ୍ଦେଶିତ ‘ସୈୟାରା’ ଫିଲ୍ମ ନବାଗତ ଅହାନ ପାଣ୍ଡେ ଏବଂ ଅଭିନେତ୍ରୀ ଅନୀତ ପଡ୍ଡା ଲଭ୍ କେମେଷ୍ଟ୍ରିକୁ ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତି। ରିଲିଜ୍ର ପ୍ରଥମ ୩ ଦିନରେ ‘ସୈୟାରା’ ଫିଲ୍ମ ୧୦୦ କୋଟି କ୍ଲବ୍ରେ ପହଞ୍ଚିଛି। ସାକ୍ନିଲ୍କର…
ଧନକର: ଇସ୍ତଫା ନା ବିଦା
ନୂଆଦିଲ୍ଲୀ,୨୨ା୭: ବରିଷ୍ଠ ନେତାମାନଙ୍କ ସ୍ବାଭାବିକ ଅବସର ବୟସ ୭୫ ବର୍ଷ ହେବା ଉଚିତ ବୋଲି ଜୁଲାଇ ୯ରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍ଏସ୍ଏସ୍) ମୁଖ୍ୟ ମୋହନ ଭାଗବତ କହିଥିଲେ। ମହାରାଷ୍ଟ୍ରର ନାଗପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତକରି ସେ ଦେଇଥିବା ଏହି ମନ୍ତବ୍ୟକୁ…
କେଉଁ ରୋଗରେ ପୀଡ଼ିତ ଜଗଦୀପ ଧନଖର, ଯାହା ପାଇଁ ଛାଡ଼ିଲେ ଉପରାଷ୍ଟ୍ରପତି ପଦ
ନୂଆଦିଲ୍ଲୀ,୨୨।୭: ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖର ୨୧ ଜୁଲାଇରେ ହଠାତ୍ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ସେ ଇସ୍ତଫା ଦେବାର କାରଣ ସ୍ବାସ୍ଥ୍ୟ ସମସ୍ୟା ଦର୍ଶାଇଥିଲେ। ପ୍ରଶ୍ନ ହେଉଛି, ସେହି ରୋଗଗୁଡ଼ିକ କ’ଣ ଥିଲା ଯାହା ଯୋଗୁ ତାଙ୍କୁ ଏତେ ବଡ଼…
ୟୁଏଇରେ ସ୍ତ୍ରୀଙ୍କୁ ହତ୍ୟାକଲେ ଭାରତୀୟ
ଶାରଜା, ୨୨ା୭: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଜଣେ ଭାରତୀୟ ମହିଳାଙ୍କର ମୃତ୍ୟୁ ହୋଇଯାଇଛି। ମୃତ ମହିଳା ହେଉଛନ୍ତି କେରଳର ଅତୁଲ୍ୟା ଶେଖର। ରବିବାର ଶାରଜାସ୍ଥିତ ନିଜ ଆପାର୍ଟମେଣ୍ଟରୁ ତାଙ୍କ ମୃତଦେହ ଜବତ ହୋଇଛି। ଅତୁଲ୍ୟାଙ୍କ ଗଳା ଚିପି ସ୍ବାମୀ ସତୀଶ…
ଗୋଟିଏ ଦିନ ପୂର୍ବରୁ ଥିଲେ ନିଖୋଜ, ଆଜି ପୋଖରୀରୁ ମିଳିଳା ମୃତଦେହ
ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ ଦଡିବାଡ଼ି ଗ୍ରାମର ଯଶବନ୍ତ ନାୟକଙ୍କ (୫୦) ମୃତଦେହ ମଙ୍ଗଳବାର ସକାଳ ସମୟରେ ପୋଖରୀରୁ ଉଦ୍ଧାର କରାଯାଇଛି। ସୋମବାର ସେ ନିଖୋଜ ରହିଥିବା ବେଳେ ତାଙ୍କ ପୋଷାକ, ଚପଲ ଆଦି…
ହୃଦଘାତରେ ଯବାନଙ୍କ ପରଲୋକ: ନକ୍ସଲ ବିରୋଧୀ ଶିବିରରେ ଥିଲେ କାର୍ଯ୍ୟରତ
ଭଞ୍ଜନଗର,୨୨।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ ତନରଡା ଅଷ୍ଟମ ସ୍ବତନ୍ତ୍ର ଭାରତୀୟ ସଂରକ୍ଷିତ ବାହିନୀର ବରିଷ୍ଠ ହାବିଲଦାର ସଞ୍ଜୟ କିଷାନ (୪୦)ଙ୍କ ହୃଦଘାତରେ ପରଲୋକ ହୋଇଛି। ଏ ହାକୁ ନେଇ ଯବାନମାନଙ୍କ ମଧ୍ୟରେ ଶୋକରଛାୟା ଖେଳିଯାଇଛି। ତନରଡା ବାଟାଲିୟନ କାର୍ଯ୍ୟାଳୟ ପରିସରରେ…
ସୌମ୍ୟାଶ୍ରୀ ଆତ୍ମାହୁତି ଘଟଣାର ରହସ୍ୟ ଖୋଲିବ ୭ ସାଇକେଲ୍!
ବାଲେଶ୍ୱର,୨୨ା୭(ବାଞ୍ଛାନିଧି ଦେ):କ୍ରାଇମବ୍ରାଞ୍ଚର ସିଏଡବ୍ଲ୍ୟୁ ଆଣ୍ଡ ସିଡବ୍ଲ୍ୟୁ ଶାଖା ଡିିଏସ୍ପି ଇମାନ କଲ୍ୟାଣ ନାୟକ, ଇନ୍ସପେକ୍ଟର ପାଞ୍ଚାଳି ରାଉତ ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ପହଞ୍ଚତ୍ ୨ଘଣ୍ଟା ଧରି ଘଟଣାର ବିଭିନ୍ନ ଦିଗ ଉପରେ ତଦନ୍ତ କରିଥିଲେ। ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଫିରୋଜ…
ଆଇନମନ୍ତ୍ରୀଙ୍କ ଘରକୁ ଗଲେ ରାଜ୍ୟପାଳ: ବଢୁଛି ଚର୍ଚ୍ଚା
ଭୁବନେଶ୍ୱର, ୨୨।୭(ସୁନୀତ ମିଶ୍ର):ରାଜ୍ୟପାଳ ହରିବାବୁ କମ୍ଭମପାଟି ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ସୋମବାର ତାଙ୍କ ସରକାରୀ ବାସଭବନଠାରେ ଭେଟିଛନ୍ତି। ତେବେ ରାଜ୍ୟପାଳ ଆଇନମନ୍ତ୍ରୀଙ୍କୁ ଭେଟିବା ପାଇଁ ତାଙ୍କ ସରକାରୀ ବାସଭବନକୁ ଯିବା ବିଷୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ରାଜ୍ୟପାଳ…
ପାଣ୍ଡରାରେ ୨.୬୦୦ ଏକର ସରକାରୀ ଜମି କବ୍ଜା କରିଛନ୍ତି ପ୍ରଭାବଶାଳୀ
ଭୁବନେଶ୍ୱର, ୨୨ା୭(ବନ୍ଦନା ସେଠୀ):ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପାଣ୍ଡରା ମୌଜାରେ ହୋଇଥିବା ବେଆଇନ ଜବରଦଖଲକୁ ଉଚ୍ଛେଦ କରାଯାଇଛି। ଦୀର୍ଘଦିନ ଧରି ୨ ଏକରରୁ ଊର୍ଦ୍ଧ୍ୱ ସରକାରୀ ଜମିକୁ କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ମାଡ଼ିବସି ଘର, ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ନିର୍ମାଣ କରିଥିଲେ।…
Archives


