ଗୋଟିଏ ନୁହେଁ ଦୁଇଟି ମହାଭିଯୋଗ ନୋଟିସ ସ୍ବୀକାର କରିଥାନ୍ତେ ଧନଖର? ଅପରାହ୍ନ ୧ଟାରୁ ୫ଟା ମଧ୍ୟରେ କିଭଳି ବଦଳିଗଲା ସ୍ଥିତି…
ନୂଆଦିଲ୍ଲୀ,୨୨।୭: ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖର ହଠାତ ଇସ୍ତଫା ଦେବା ପରେ ରାଜନୈତିକ ଉଷ୍ମତା ବଢ଼ିଛି। ବିରୋଧୀ ଦଳ ଏହି ପଦକ୍ଷେପକୁ ବିଏସିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଜେ ପି ନଡ୍ଡା ଏବଂ କିରେନ ରିଜିଜୁଙ୍କ ଅନୁପସ୍ଥିତି ସହ ଯୋଡ଼ୁଛି। ସଂସଦର ମୌସୁମୀ…
ସୁଭଦ୍ରାକୁ ନେଇ ଆସିଲା ବଡ଼ ଖବର, ଏହିଦିନ ମିଳିବ ଟଙ୍କା…
ଭୁବନେଶ୍ୱର,୨୨ା୭: ସୁଭଦ୍ରାକୁ ନେଇ ବଡ଼ ଖବର। ରାଜ୍ୟରେ ଆରମ୍ଭ ହୋଇଛି ସୁଭଦ୍ରା ସମୀକ୍ଷା କାର୍ଯ୍ୟକ୍ରମ। ରାଜ୍ୟରେ ଅଙ୍ଗନୱାଡ଼ି ଦିଦି, ଏସଏଚଜି ମହିଳା ଓ ଉଚ୍ଚ ଶିକ୍ଷା ବିଭାଗର ଛାତ୍ରୀଛାତ୍ର ସୁଭଦ୍ରା ଯୋଜନାର ସମୀକ୍ଷା କରିବେ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ…
ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଲେ ମିଳିବ ୭ କୋଟି ଟଙ୍କା ସହ ସରକାରୀ ଚାକିରି
ନୂଆଦିଲ୍ଲୀ,୨୨।୭: ମୁଖ୍ୟମନ୍ତ୍ରୀ କ୍ରୀଡା ପ୍ରୋତ୍ସାହନ ଯୋଜନା ଅଧୀନରେ ଦିଲ୍ଲୀ ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ମନ୍ତ୍ରୀ ଆଶିଷ ସୁଦ ସୂଚନା ଦେଇଛନ୍ତି ଯେ ଅଲିମ୍ପିକ୍ସର ବିଜେତାଙ୍କ ପାଇଁ ସରକାର ନଗଦ ପୁରସ୍କାର ବୃଦ୍ଧି କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ…
କାହାର ଫୋନ କଲ ପାଇ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ଧନଖର? ଜାଣନ୍ତୁ ଏହାର ଭିତିରି କଥା
ନୂଆଦିଲ୍ଲୀ,୨୨।୭: ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ଇସ୍ତଫାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର (ଜୁଲାଇ ୨୨) ଗ୍ରହଣ କରିଛନ୍ତି। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଧନଖର ଇସ୍ତଫା ଦେଇଛନ୍ତି, କିନ୍ତୁ ବିରୋଧୀ ଦଳ ଅନ୍ୟ କିଛି ଅଭିଯୋଗ ଆଣିଛନ୍ତି। କଂଗ୍ରେସ ଦଳର ନେତା ସୁଖଦେବ…
ଶେଷ ହେଲା ବୋଇଂ ୭୮୭ ଫୁଏଲ କଣ୍ଟ୍ରୋଲ ସ୍ବିଚର ଯାଞ୍ଚ ପ୍ରକ୍ରିୟା, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ଏୟାର ଇଣ୍ଡିଆର ବୟାନ
ନୂଆଦିଲ୍ଲୀ,୨୨।୭: ଏୟାର ଇଣ୍ଡିଆ ଏହାର ଫ୍ଲିଟରେ ଥିବା ସମସ୍ତ ବୋଇଂ ୭୮୭ ଏବଂ ବୋଇଂ ୭୩୭ ବିମାନର ଇନ୍ଧନ ନିୟନ୍ତ୍ରଣ ସ୍ବିଚ (FCS) ର ଲକିଂ ସିଷ୍ଟମର ଯାଞ୍ଚ ଶେଷ କରିଛି। ମଙ୍ଗଳବାର ଏୟାର ଇଣ୍ଡିଆ କହିଛି ଯେ ଇନ୍ଧନ ନିୟନ୍ତ୍ରଣ…
ଅଷ୍ଟମ ବେତନ କମିଶନକୁ ନେଇ ଆସିଲା ବଡ଼ ଅପ୍ଡେଟ୍: କେବେ ହେବ ଲାଗୁ, କେନ୍ଦ୍ର ସରକାର ଦେଲେ ସୂଚନା
ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ସରକାର ଆନୁଷ୍ଠାନିକ ଭାବରେ ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନ (8th CPC) ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପଦକ୍ଷେପ ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ଦରମା ଗଠନ ଏବଂ…
୧୧ ଦିନ ପୂର୍ବରୁ ଧନକର କରିଥିଲେ ବଡ଼ ଘୋଷଣା: ୨୦୨୭ ପରେ, କିନ୍ତୁ ହଠାତ୍…
ନୂଆଦିଲ୍ଲୀ,୨୨।୭: ଉପରାଷ୍ଟ୍ରପତି ଜଗଦୀପ ଧନକର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇଥିବା ଇସ୍ତଫାପତ୍ରରେ ଧନକର ସ୍ବାସ୍ଥ୍ୟଗତ କାରଣରୁ ପଦ ଛାଡ଼ିଥିବା ଦର୍ଶାଇଛନ୍ତି। ଧନକର ନିଜ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି, ସ୍ବାସ୍ଥ୍ୟଗତ କାରଣରୁ ଓ ଡାକ୍ତରଙ୍କ ପରାମର୍ଶକ୍ରମେ…
ଧନକରଙ୍କ ଇସ୍ତଫାପତ୍ରକୁ ମିଳିଲା ମଞ୍ଜୁରୀ,ଖୁବଶୀଘ୍ର ଜାରି କରାଯିବ ବିଜ୍ଞପ୍ତି
ନୂଆଦିଲ୍ଲୀ,୨୨।୭: ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏ ସମ୍ପର୍କରେ ଖୁବଶୀଘ୍ର ଏକ ବିଜ୍ଞପ୍ତି ଜାରି କରାଯିବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ଉପରାଷ୍ଟ୍ରପତି ଜଗଦୀପ ଧନକର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ…
ଉପରାଷ୍ଟ୍ରପତି ପଦବୀକୁ ନେଇ ଚାଲିଛି ଅଙ୍କକଷା: ଓଡ଼ିଶାରୁ ହେବେ କି? ଏହି ନାଁ ଉପରେ ଜୋର୍ ଚର୍ଚ୍ଚା
ନୂଆଦିଲ୍ଲୀ,୨୨।୭: ଜଗଦୀପ ଧନଖର ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ରାଜନୌତିକ ମହଲ ଗରମ ରହିଛି। ପରବର୍ତ୍ତୀ ଉପରାଷ୍ଟ୍ରପତି କିଏ ହେବେ ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଏହି ସମୟରେ ଅନେକ ରାଜନେତାଙ୍କ ନାଁ ସାମ୍ନାକୁ ଆସୁଛି। କୁହାଯାଉଛି ଏମାନେ…
ହଜିଲା ଚାଇନା-ପାକିସ୍ତାନର ନିଦ, ଭାରତ ପହଞ୍ଚିଲା ଆପାଚେ
ନୂଆଦିଲ୍ଲୀ,୨୨।୭: ଭାରତୀୟ ସେନାର ଶକ୍ତି ଆହୁରି ବୃଦ୍ଧି ପାଇବାକୁ ଯାଉଛି। ଯାହା ଯୋଗୁ କେବଳ ପାକିସ୍ତାନ ନୁହେଁ ବରଂ ଚାଇନାର ସମସ୍ୟା ମଧ୍ୟ ବୃଦ୍ଧି ପାଇବ। ମଙ୍ଗଳବାର ଆପାଚେ ଆଟାକ ହେଲିକପ୍ଟରର ପ୍ରଥମ ବ୍ୟାଚ ହିଣ୍ଡନ ଏୟାରବେସରେ ପହଞ୍ଚିଛି। ପ୍ରଥମ ବ୍ୟାଚରେ…
ବଡ଼ ଗୋଟି ଚଳାଉଛି ଭାଜପା, ନୀତୀଶ ଉପରାଷ୍ଟ୍ରପତି ହେଲେ ଭାଜପାକୁ ବଡ଼ ଫାଇଦା! ଜାଣନ୍ତୁ କ’ଣ…
ନୂଆଦିଲ୍ଲୀ,୨୨।୭: ସୋମବାର ରାତିରେ ଜଗଦୀପ ଧନଖର ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ। ମଙ୍ଗଳବାର ତାଙ୍କ ଇସ୍ତଫା ଗ୍ରହଣ କରାଯାଇଥିଲା, କିନ୍ତୁ ହଠାତ୍ ଇସ୍ତଫା ଦେବାର ଉପାୟ ଅନେକ ପ୍ରଶ୍ନ ଉଠାଇଛି। କାରଣ ତାଙ୍କର କାର୍ଯ୍ୟକାଳ ୨୦୨୭ ପର୍ଯ୍ୟନ୍ତ ଥିଲା। ନିର୍ବାଚନ ବର୍ଷରେ…
ଧନଖରଙ୍କ ଇସ୍ତଫାକୁ ନେଇ ଏମିତି କହିଲେ ମୋଦି, ହେଉଛି ଚର୍ଚ୍ଚା
ନୂଆଦିଲ୍ଲୀ,୨୨।୭: ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ଇସ୍ତଫା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି। ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ଧନଖରଙ୍କ ସୁସ୍ଥତା କାମନା କରୁଛନ୍ତି। ସେ ଅନେକ ଭୂମିକାରେ ଦେଶ ସେବା କରିଛନ୍ତି। ସୋମବାର…
Archives


