Home

କରୋନା ବୁଷ୍ଟର ଡୋଜକୁ ନେଇ ବଦଳିପାରେ ନିୟମ

ନୂଆଦିଲ୍ଲୀ,୨୭ ।୧: କରୋନାର ବୁଷ୍ଟର ଡୋଜକୁ ନେଇ ସରକାର ନିୟମରେ କିଛି ପରିବର୍ତ୍ତନ କରିପାରନ୍ତି । ଦେଶରେ ଓମିକ୍ରନ୍ ସଂକ୍ରମଣ ବୃଦ୍ଧିକୁ ଦେଖି ବୁଷ୍ଟର ଡୋଜ ଟିକାକରଣ ଆରମ୍ଭ କରାଯାଇଥିଲା । ହେଲେ ଏବେ ଏହା ମନ୍ଥର ଗତିରେ ଚାଲିଛି ।…

ରେଲଓ୍ବେ ଟ୍ରାକ୍‌ ଉଡାଇଲେ ମାଓବାଦୀ…

ରାଞ୍ଚି, ୨୭।୧ : ଝାଡ଼ଖଣ୍ଡରେ ବୁଧବାର-ଗୁରୁବାର ବିଳମ୍ବିତ ରାତିରେ ମାଓବାଦୀମାନେ ରେଲଓ୍ବେ ଟ୍ରାକ୍‌କୁ ଉଡାଇ ଦେଇଛନ୍ତି। ଝାଡ଼ଖଣ୍ଡର ଗିରିଡ଼ିହ ନିକଟରେ ମାଓବାଦୀମାନଙ୍କ ପକ୍ଷରୁ ଏଭଳି ଆଇଡି ବିସ୍ଫୋରଣ କରାଯାଇଛି। ରାତି ୧୨ଟା ୩୪ରେ ଧାନବାଦ ଡିଭିଜନ୍‌ର କରମାବାଦ୍‌-ଚିଚାକି ଷ୍ଟେଶନ ମଧ୍ୟରେ ଏହି…

କଂଗ୍ରେସକୁ ଲାଗିପାରେ ଝଟ୍‌କା

ଡେରାଡୁନ,୨୭ ।୧: ଉତ୍ତରାଖଣ୍ଡ କଂଗ୍ରେସକୁ ଲାଗିପାରେ ବଡ ଝଟ୍‌କା । ଉତ୍ତରାଖଣ୍ଡ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ ଭାରତୀୟ ଜନତା ପାର୍ଟି(ଭାଜପା)ରେ ସାମିଲ ହୋଇପାରନ୍ତି । ନିକଟରେ ଦଳ ବିରୋଧି କାର୍ଯ୍ୟ ଅଭିଯୋଗରେ ତାଙ୍କୁ ଦଳର ସମସ୍ତ ପଦରୁ ହଟାଇ…

ପ୍ରିୟଙ୍କାଙ୍କୁ ଶୁଭେଚ୍ଛା ଜଣାଇଲେ ଅନୁଷ୍କା, ଲେଖିଲେ ଏମିତି କିଛି…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା- ସ୍ବାମୀ ନିକ୍‌ ଜୋନାସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା। ପ୍ରିୟଙ୍କା ଏବଂ ନିକ୍‌ ସରୋଗେସି ମାଧ୍ୟମରେ ନିକଟରେ ମାତାପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏନେଇ ଶନିବାର ସୋସିଆଲ ମିଡିଆରେ ଏକ ପୋଷ୍ଟ…

‘ବିନା ଅନୁମତିରେ ସିଦ୍ଧାର୍ଥ ଶୁକ୍ଳାଙ୍କ ନାମ ବ୍ୟବହାର କରନ୍ତୁ ନାହିଁ’

ମୁମ୍ବାଇ: ସିଦ୍ଧାର୍ଥ ଶୁକ୍ଳାଙ୍କ ପରିବାର ଏକ ବିବୃତ୍ତି ଜାରି କରି ପ୍ରୋଜେକ୍ଟରେ ସ୍ବର୍ଗତ ଅଭିନେତାଙ୍କ ନାମ ବ୍ୟବହାର ପୂର୍ବରୁ ସମସ୍ତଙ୍କ ସହ ପରାମର୍ଶ କରିବାକୁ ଅନୁରୋଧ କରିଛନ୍ତି। ସିଦ୍ଧାର୍ଥଙ୍କ ଘନିଷ୍ଠ ବନ୍ଧୁ ତଥା ଅଭିନେତା ଶେହନାଜ ଗିଲ୍‌ ଏହି ବିବୃତ୍ତିକୁ ଶେୟାର…

ବିଡିଓଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ

ଗଞ୍ଜାମ,୨୬ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଶ୍ରେଷ୍ଠ ବିଡିଓ ଭାବେ ଗଞ୍ଜାମ ବ୍ଲକ ବିଡିଓ ବିଶ୍ୱଜିତ ରାୟଙ୍କୁ ସାଧାରଣତନ୍ତ୍ର ଦିବସ ଅବସରରେ ଛତ୍ରପୁର ଷ୍ଟାଡିଅମଠାରେ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ ସମ୍ମାନିତ କରିଛନ୍ତି। ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରା, ଗଞ୍ଜାମ ଜିଲାପାଳ…

ସୋରଡ଼ାରେ ସାଧାରଣତନ୍ତ୍ର ଦିବସ

ସୋରଡ଼ା,୨୬ା୧(ଡି.ଏନ୍‌.ଏ.): ସୋରଡ଼ାରେ ପବିତ୍ର ୭୩ତମ ସାଧାରଣତନ୍ତ୍ର ଦିବସ କାରୋନା କଟକଣା ଅନୁଯାୟୀ ପାଳନ ହୋଇଯାଇଛି। ଶଶିଭୂଷଣ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ତହସିଲଦାର ପ୍ରଫୁଲ କୁମାର ଡାକୁଆ, ଥାନାରେ ଆଇଆଇସି ରମେଶ କୁମାର ପ୍ରଧାନ, ଡାକ୍ତରଖାନାରେ ଡାକ୍ତର ସନ୍ତୋଷ କୁମାର ପଣ୍ଡା,…

ଗଞ୍ଜାମ ପଞ୍ଚାୟତ ନିର୍ବାଚନ ରଣାଙ୍ଗନରେ ୧୩,୬୭୫ ପ୍ରାର୍ଥୀ

ଛତ୍ରପୁର,୨୬ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପଞ୍ଚାୟତ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଜିଲାରେ ୫୦୩ ପଞ୍ଚାୟତ ପାଇଁ ସମୁଦାୟ ବିଭିନ୍ନ ପଦବୀ ନିମନ୍ତେ ୧୩ ହଜାର ୬୭୫ ପ୍ରାର୍ଥୀ ମୈଦାନରେ ରହିଛନ୍ତି। ସେଥି ମଧ୍ୟରୁ ୨୫୬ ଜିଲା ପରିଷଦ…

ଶୀର୍ଷରେ ବାବର, କୋହଲି ଦ୍ୱିତୀୟ

ନୂଆଦିଲ୍ଲୀ,୨୬।୧: ଆଇସିସି ଦିନିକିଆ ର଼୍ୟାଙ୍କିଂରେ ନିଜ ସ୍ଥାନ ସୁରକ୍ଷିତ ରଖିଛନ୍ତି ଭାରତୀୟ କ୍ରିକେଟର ବିରାଟ କୋହଲି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭଲ ପ୍ରଦର୍ଶନ କରିଥିବା କୋହଲି ସଦ୍ୟ ଜାରି ହୋଇଥିବା ତାଲିକାରେ ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି। ସେହିଭଳି ଭାରତୀୟ ସୀମିତ…

ଗୁଗ୍‌ଲ ସିଇଓଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ,୨୬ା୧: କପିରାଇଟ୍‌ ଆକ୍ଟ ଉଲ୍ଲଂଘନ ପାଇଁ ମୁମ୍ବାଇ ପୋଲିସ ବୁଧବାର ଗୁଗ୍‌ଲ ସିଇଓ ସୁନ୍ଦର ପିଚାଇ ଏବଂ ଅନ୍ୟ ୫ଜଣ କମ୍ପାନୀ ଅଧିକାରୀଙ୍କ ନାମରେ ମାମଲା ରୁଜୁ କରିଛି। ମୁମ୍ବାଇ ପୋଲିସ କହିଛି ଯେ, କୋର୍ଟର ନିର୍ଦ୍ଦେଶ ଅନୁଯାୟୀ ଗୁଗ୍‌ଲ ସିଇଓ…

ଗର୍ଭବତୀ ମହିଳା, ଭିନ୍ନକ୍ଷମ ସରକାରୀ କର୍ମଚାରୀଙ୍କୁ ‘ଓ୍ବାର୍କ ଫ୍ରମ୍‌ ହୋମ୍‌’ ସୁବିଧା

ଲକ୍ଷ୍ନୌ,୨୬।୧: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ତଦନୁଯାୟୀ ଗର୍ଭବତୀ ମହିଳା ଏବଂ ଭିନ୍ନକ୍ଷମ ସରକାରୀ କର୍ମଚାରୀମାନଙ୍କୁ ‘ଓ୍ବାର୍କ ଫ୍ରମ୍‌ ହୋମ୍‌’ ସୁବିଧା ମିଳିବ। ପୂର୍ବରୁ ସରକାର ଅଫିସଗୁଡ଼ିକରେ ଭିଡ କମ୍‌ କରିବାକୁ ୫୦%…

୧୯ ବର୍ଷ ବୟସରେ ଅସ୍ରାବ୍ୟ ଗାଳି ଦେଇ ଚର୍ଚ୍ଚାରେ ଏହି ‘ଲେଡି ଡନ୍‌’; ଦୁଇ ଗ୍ୟାଙ୍ଗଷ୍ଟରଙ୍କୁ ପ୍ରେମରେ ଫସାଇ…

ଚର୍ଚ୍ଚାରେ ଲେଡି ଡନ୍‌ ରେଖା ମୀନା। ମିଡିଆଠାରୁ ଆରମ୍ଭ କରି ସୋସିଆଲ ମିଡିଆ ସବୁଆଡେ ତାଙ୍କୁ ନେଇ ଖବର ପ୍ରକାଶ ପାଉଛି। ତାଙ୍କ ବିଷୟରେ ଜାଣିବା ପାଇଁ ସୋସିଆଲ ପ୍ଲାଟଫର୍ମରେ ବହୁତ ଖୋଜାଯାଉଛି। ତେବେ ରେଖା ହେଉଛନ୍ତି ରାଜସ୍ଥାନର କରୌଲୀରେ ରହୁଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri