ଶୋଇଥିବାବେଳେ ଦୁଇ ଯୁବକଙ୍କୁ କାମୁଡ଼ିଲା ସାପ, ଲିଭିଗଲା ଜୀବନଦୀପ
ଫୁଲବାଣୀ,୩୦ା୭(ରାକେଶ କୁମାର ରାଉତ): ବୁଧବାର କନ୍ଧମାଳ ଜିଲାରେ ସାପ କାମୁଡ଼ାରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଜୁରୀପଡ଼ା ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ଖଲିବେଣି ଗ୍ରାମର ମାନସ ହଂସ (୨୫)। ସେ ଘରେ ପରିବାର ସହ ଶୋଇଥିବାବେଳେ ସାପ…
ଭାରତର ବିଜୟ ପରେ ପୁଅ ସହ ଏମିତି ସେଲିବ୍ରେଟ କଲେ ୟୁସୁଫ ପଠାନ, ଭିଡିଓ ହେଉଛି ଭାଇରାଲ
ନୂଆଦିଲ୍ଲୀ,୩୦।୭: ଏକ ରୋମାଞ୍ଚକର ମ୍ୟାଚରେ ଇଣ୍ଡିଆନ ଚାମ୍ପିଅନ୍ସ ୱେଷ୍ଟଇଣ୍ଡିଜ ଚାମ୍ପିଅନ୍ସକୁ ପରାସ୍ତ କରିଥିଲେ। ଯୁବରାଜ ସିଂହଙ୍କ ନେତୃତ୍ୱାଧୀନ ଦଳ ୪୦ ବଲ ବାକି ଥାଇ ୫ ୱିକେଟରେ ମ୍ୟାଚ ଜିତିଥିଲା। ୟୁସୁଫ ପଠାନ ଦଳ ପାଇଁ ବିଜୟୀ ରନ ସଂଗ୍ରହ କରିଥିଲେ।…
OTET ପ୍ରଶ୍ନପତ୍ର ଲିକ୍ ମାମଲା: ବୋର୍ଡ ଅଫିସର ଜଣେ କର୍ମଚାରୀଙ୍କୁ ଉଠାଇ ନେଲା କ୍ରାଇମ୍ବ୍ରାଞ୍ଚ
କଟକ,୩୦ା୭: Odisha Teacher Eligibility Test (OTET) ପ୍ରଶ୍ନପତ୍ର ଲିକ୍ ମାମଲାରେ କ୍ରାଇମବ୍ରାଞ୍ଚ ତନାଘନା ଚଳାଇବା ସହ ବୋର୍ଡ ଅଫିସର ଜଣେ କର୍ମଚାରୀଙ୍କୁ ଉଠାଇ ନେଇଥିବା ସୂଚନାରୁ ପ୍ରକାଶ। କ୍ରାଇମବ୍ରାଞ୍ଚ ବୋର୍ଡ ଅଫିସ୍ର କର୍ମଚାରୀଙ୍କୁ ଜେରା କରୁଥିବା ଜଣାପଡ଼ିଛି। ସେହିପରି ଗତକାଲି…
ତରବରିଆ ଭାବେ କାଉନସିଲ ବୈଠକ, ସାଧାରଣରେ ପ୍ରଶ୍ନବାଚୀ
ଗଞ୍ଜାମ,୩୦ା୭(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅନୁଷ୍ଠିତ କାଉନସିଲ ବୈଠକରେ ସ୍ଥାନୀୟ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗ ଦେଇ ବହୁ ଗୁରୁତ୍ୱପୂର୍ଣ ବିଷୟରେ ଆଲୋଚନା କରିଛନ୍ତି। ଏହି ଭଳି ଗୁରୁତ୍ୱପୂର୍ଣ୍ଣ ବୈଠକରେ କୌଣସି ଗଣମାଧ୍ୟମ ପ୍ରତିନିଧିଙ୍କୁ ଡକାଯାଇ ନ ଥିବା…
ସ୍ବିଗି ବୟରୁ ଡେପୁଟୀ କଲେକ୍ଟର: ସମସ୍ତଙ୍କ ପାଇଁ ଉଦାହରଣ ସାଜିଲେ ସୁରଜ
ରାଞ୍ଚି,୩୦।୭: କିଛି ଦିନ ପୂର୍ବରୁ ଝାଡ଼ଖଣ୍ଡରେ JPSCର ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇଥିଲା। ଏଥିରେ ଝାଡ଼ଖଣ୍ଡର ୩୪୨ ଜଣ ଛାତ୍ର ସଫଳତା ପାଇ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଥିଲେ। ଏହି ୩୪୨ ଜଣ ଛାତ୍ରଙ୍କ ମଧ୍ୟରେ ଅନେକ ଛାତ୍ରଙ୍କ କାହାଣୀ…
ଏମିତି କ’ଣ ପଢୁଛନ୍ତି ମହାନାୟକ, ଯାହାକୁ ଦେଖି ପ୍ରଶଂସକ କହିଲେ ଆପଣ ସଭିଙ୍କ ପାଇଁ ପ୍ରେରଣା
ମୁମ୍ବାଇ: ବଲିଉଡର ଶହେନଶାହ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ପ୍ରତିଦିନ ଇନଷ୍ଟାଗ୍ରାମରେ କିଛି ପୋଷ୍ଟ କରନ୍ତି। ଅନେକ ସମୟରେ ତାଙ୍କୁ ତାଙ୍କ ପୋଷ୍ଟ ପାଇଁ ଟ୍ରୋଲ ମଧ୍ୟ କରାଯାଏ। କିନ୍ତୁ ବିଗ ବି ଏହାକୁ ଗୁରୁତ୍ୱ ଦିଅନ୍ତି…
ପ୍ରେମିକାଙ୍କୁ ଶୁଖିଲା ଗୁପ୍ଚୁପ୍ ଦେବାରୁ ରାଗିକି ପଞ୍ଚମ ହୋଇଗଲେ ପ୍ରେମିକ: ଗୁପ୍ଚୁପ୍ ବିକାଳିଙ୍କ ଅବସ୍ଥା କରିଦେଲେ…
ସାଧାରଣତଃ ମହିଳାମାନେ ଗୁପ୍ଚୁପ୍ ଖାଇବାକୁ ବେଶୀ ଭଲ ପାଅନ୍ତି। ଯେଉଁଠାରେ ବି ଗୁପ୍ଚୁପ୍ ବିକ୍ରି ହୁଏ, ସେଠାରେ ମହିଳାଙ୍କ ସଂଖ୍ୟା ଅଧିକ ଦେଖାଯାଏ। ଏହି ଗୁପ୍ଚୁପ୍କୁ ନେଇ ରାଜସ୍ଥାନରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଏଠାରେ ଜଣେ ଗୁପ୍ଚୁପ ବିକ୍ରି କରୁଥିବା…
ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ UNSC ରିପୋର୍ଟରେ ପୁଣି ଖୋଲିଲା ପାକିସ୍ତାନର ପୋଲ୍
ନୂଆଦିଲ୍ଲୀ,୩୦।୭: ପହଲଗାମ ଆତଙ୍କବାଦୀ ଆକ୍ରମଣ ସହିତ ଜଡିତ ଏକ ବଡ଼ ତଥ୍ୟ ସାମ୍ନାକୁ ଆଣିଛି ଜାତିସଂଘ ସୁରକ୍ଷା ପରିଷଦ (UNSC) ପ୍ରତିବନ୍ଧକ ନିରୀକ୍ଷଣ ଦଳ। ଜାତିସଂଘ କହିଛି ଯେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପାଇଁ ଦ ରେଜିଷ୍ଟାନ୍ସ ଫ୍ରଣ୍ଟ ଦୁଇଥର ଦାୟିତ୍ୱ…
ରୁଷିଆ ଭୂକମ୍ପ ପରେ ଆଉ ୪୪ ଦେଶରେ ଆସିପାରେ ସୁନାମି, ଲୋକେ ଭୟଭିତ, ଜାଣନ୍ତୁ ଭାରତର ସ୍ଥିତି
ନୂଆଦିଲ୍ଲୀ,୩୦।୭: ରୁଷିଆର କାମଚାଟକା ଉପଦ୍ୱୀପରେ ହୋଇଥିବା ଭୂମିକମ୍ପ ପରେ, ଅନେକ ଦେଶରେ ସୁନାମିର ଆଶଙ୍କା ରହିଛି। ଅନେକ ଦେଶରେ ସୁନାମିର ତରଙ୍ଗ ଉପକୂଳରେ ପହଞ୍ଚିସାରିଛି। ବିଶେଷଜ୍ଞମାନେ କହିଛନ୍ତି ଯେ ସୁନାମିର ତରଙ୍ଗ ୪ ମିଟର ପର୍ଯ୍ୟନ୍ତ ହୋଇପାରେ। ସୁନାମିର ତରଙ୍ଗ ପୂର୍ବରୁ…
ବିଶ୍ୱର ସବୁଠୁ ମହଙ୍ଗା ଲିପ୍ଷ୍ଟିକ, ଦାମ୍ ଜାଣିଲେ ଉଡ଼ିଯିବ ହୋଶ୍
ଲିପ୍ଷ୍ଟିକ ହେଉଛି ମହିଳାଙ୍କ ପାଇଁ ଅତ୍ୟାବଶ୍ୟକ ମେକଅପ ସାମଗ୍ରୀ ମଧ୍ୟରୁ ଗୋଟିଏ। ପ୍ରାୟ ପ୍ରତ୍ୟେକ ମହିଳା ଲିପ୍ଷ୍ଟିକ ଲଗାଇବାକୁ ପସନ୍ଦ କରନ୍ତି ଏବଂ ସୁନ୍ଦର ଦେଖାଯିବା ପାଇଁ ଏହାକୁ ବ୍ୟବହାର କରନ୍ତି। ଯଦିଓ ଏକ ସାଧାରଣ ଲିପ୍ଷ୍ଟିକର ମୂଲ୍ୟ ବହୁତ ଅଧିକ…
ଲିଭର ସୁସ୍ଥ ରଖିବାକୁ ହେଲେ ଏହି ରୋଗ ଉପରେ ରଖନ୍ତୁ ନଜର, ନଚେତ ହୋଇପାରେ…
ଲିଭର ବା ଯକୃତ ଶରୀରର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶ। ଲୋକେ ବେଳେବେଳେ ଏହାକୁ ଅଣଦେଖା କରିଥାନ୍ତି। ଲିଭର ସୁସ୍ଥ ରହିଲେ ମଣିଷ ସୁସ୍ଥ ରହେ। ପ୍ରାରମ୍ଭରେ ଫ୍ୟାଟି ଲିଭରର ଲକ୍ଷଣ ଦେଖାଯାଏ ନାହିଁ। କିନ୍ତୁ ଯଦି ଧ୍ୟାନ ଦିଆ ନ…
ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: କନଷ୍ଟେବଲଙ୍କ ସମେତ ୨ ଗୁରୁତର
ଭଞ୍ଜନଗର,୩୦।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଡହ ରାସ୍ତାର ଚିଦାନନ୍ଦ ଆଶ୍ରମ ନିକଟରେ ବୁଧବାର ସକାଳ ୯ ଟା ୩୦ ମିନିଟ ସମୟରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବୁଗୁଡା ଥାନା କନଷ୍ଟେବଲଙ୍କ ସମେତ ୨…
Archives


