ଶହୀଦ ସପ୍ତାହରେ ରେଲଓ୍ବେ ଟ୍ରାକ୍ ଉଡ଼ାଇଲେ ମାଓବାଦୀ
ଟେନସା,୩ା୮(ସମୀର କୁମାର ପାଢ଼ୀ): ଶହୀଦ ସପ୍ତାହରେ ପୁଣି ହିଂସ୍ର ହୋଇଛନ୍ତି ମାଓବାଦୀ। ରବିବାର ମାଓବାଦୀମାନେ ଲ୍ୟାଣ୍ଡ୍ମାଇନ୍ ବିସ୍ଫୋରଣ କରି ରେଲଓ୍ବେ ଟ୍ରାକ ଉଡ଼ାଇ ଦେଇଛନ୍ତି। ବିମଳାଗଡ଼ ସେକ୍ସନ କରମପଦା-ରେଞ୍ଜଡ଼ା ମଝିରେ ଏହି ବିସ୍ଫୋରଣ ହୋଇଛି। ଏଥିରେ ଜଣେ ରେଲଓ୍ବେ କର୍ମଚାରୀ ଗୁରୁତର…
ସରକାରୀ ସ୍କୁଲରେ ପିଲାଙ୍କୁ ଦିଆଗଲା କୁକୁର ଅଇଁଠା! ୭୮ ପିଲାଙ୍କୁ ଦିଆଗଲା ଆଣ୍ଟି ରାବିଜ ଇଞ୍ଜେକ୍ସନ
ରାଞ୍ଚି,୩।୮: ଛତିଶଗଡ଼ର ବାଲୋଦାବଜାର ଜିଲାର ଏକ ସରକାରୀ ସ୍କୁଲର ପିଲାମାନଙ୍କୁ କୁକୁରର ବଳକା ଖାଦ୍ୟ ଖାଇବାକୁ ଦେବାର ଏକ ଘଟଣା ସାମ୍ନାକୁ ଆସିଛି। ପାଲାରି ବ୍ଲକର ଲଛନପୁର ଗାଁର ସରକାରୀ ମଧ୍ୟମ ବିଦ୍ୟାଳୟରେ ପଢୁଥିବା ପିଲାମାନେ କହିଛନ୍ତି ଯେ ସ୍କୁଲରେ ମଧ୍ୟାହ୍ନ…
ବିବାହର ଦେଢ ବର୍ଷ ପରେ ମା’ ହେବାକୁ ଯାଉଛନ୍ତି ପରିଣିତି ? ଦେଲେ ଏମିତି ସଙ୍କେତ
ମୁମ୍ବଇ,୩।୮: ପରିଣିତି ଚୋପ୍ରା ନିକଟରେ ସ୍ବାମୀ ରାଘବ ଚଡ୍ଡାଙ୍କ ସହ କପିଲ ଶର୍ମାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶର୍ମା ଶୋ’ରେ ପହଞ୍ଚିଥିଲେ। ଯେଉଁଠାରେ ଉଭୟେ ସେମାନଙ୍କ ବ୍ୟକ୍ତିଗତ ଜୀବନ ସହିତ ଜଡିତ ଅନେକ ମଜାଦାର କାହାଣୀ ଶେୟାର କରିଥିଲେ।…
୨୪ ଘଣ୍ଟାରେ ୨ଥର ଭୂକମ୍ପ, ଭୟରେ ରାତିସାରା ବାହାରେ ରହିଲେ ଲୋକେ
ଇସଲାମାବାଦ,୩।୮: ପାକିସ୍ତାନର ଅନେକ ସ୍ଥାନରେ ରବିବାର (ଅଗଷ୍ଟ ୩, ୨୦୨୫) ଭୂମିକମ୍ପର ପ୍ରବଳ ଝଟକା ଅନୁଭୂତ ହୋଇଥିଲା। ପାକିସ୍ତାନର ଜାତୀୟ ଭୂକମ୍ପ ମନିଟରିଂ ସେଣ୍ଟର (NSMC) ଅନୁଯାୟୀ, ଏହି ଭୂମିକମ୍ପର ତୀବ୍ରତା ୫.୧ ମାପ କରାଯାଇଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ରାୱତରୁ ୧୫…
କଫ୍ ସିରପ୍ ସହ ନିଶା ବଟିକା କାରବାର କରୁଛନ୍ତି ନାବାଳକ, ୩ ଗିରଫ
ଅତାବିରା,୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ପୋଲିସ ଶୁକ୍ରବାର ବିପୁଳ ପରିମାଣରେ କଫ୍ ସିରପ୍ ଜବତ କରିଛି। ଏହି ମାମଲାରେ ପୋଲିସ ଜଣେ ନାବାଳକଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ଗିରଫ ସାବାଳକ ଅଭିଯୁକ୍ତମାନେ ହେଲେ, ଅତାବିରା ଥାନା…
ଆପୋସ ସମାଧାନ ମୁହାଁ ମହାନଦୀ ଜଳ ବିବାଦ
ନୂଆଦିଲ୍ଲୀ,୩ା୮(ରାମ ଚନ୍ଦ୍ର ନାଥ): ମହାନଦୀ ଜଳ ବିବାଦର ସମାଧାନ ନେଇ ଓଡ଼ିଶା ଓ ଛତିଶଗଡ଼ ଆପୋସ ଆଲୋଚନା ମାଧ୍ୟମରେ ନେଉଥିବା ପଦକ୍ଷେପର ଅଗ୍ରଗତି ସମ୍ପର୍କରେ ଶନିବାର ଦୁଇ ରାଜ୍ୟର ପ୍ରତିନିଧି ଟ୍ରିବ୍ୟୁନାଲକୁ ଜଣାଇଛନ୍ତି। ଟ୍ରିବ୍ୟୁନାଲ୍ର ଅଧ୍ୟକ୍ଷ ଜଷ୍ଟିସ ବେଲା ଏମ୍. ତ୍ରିବେଦୀ,…
ଆଜିଠୁ ୭ ଯାଏ ବର୍ଷା ସହ ବଜ୍ରପାତ ଆଶଙ୍କା, ଏସବୁ ଜିଲା ପାଇଁ ୟେଲୋ ଓ୍ବାର୍ନିଂ ଜାରି…
ଭୁବନେଶ୍ୱର,୨ା୮(ଅନୁରାଧା ମହାରଣା) – ରାଜ୍ୟରେ ବର୍ଷା ଧୀରେ ଧୀରେ କମିଥିବାବେଳେ ଏବେ ଅଧିକାଂଶ ଜିଲାରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ରବିବାର ଆଭ୍ୟନ୍ତରୀଣ ଓଡ଼ିଶା ସହ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ମାତ୍ର ୭ ତାରିଖ…
ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ନବୀନଙ୍କ ଟୁଇଟ୍, କହିଲେ…
ଭୁବନେଶ୍ୱର,୨।୮: ଆଖି ବୁଜିଲେ ବଳଙ୍ଗା ପୀଡ଼ିତା। ଦୀର୍ଘଦିନର ଲଢ଼େଇ ପରେ ଶେଷରେ ନୀରବି ଯାଇଛନ୍ତି ସେ। ତେବେ ଏନେଇ ଶନିବାର ସ୍ପଷ୍ଟ ହେବା ପରେ ରାଜ୍ୟ ରାଜନୀତିରେ ହଟଚମଟ ଦେଖାଦେଇଛି। ଗୋଟିଏ ପଟେ ପୀଡ଼ିତାଙ୍କ ବାପା ସାମ୍ନାକୁ ଆସି ରାଜ୍ୟ ସରକାରଙ୍କ…
ବଡ଼ ବୟାନ ଦେଲେ ବଳଙ୍ଗା ପୀଡ଼ିତାଙ୍କ ବାପା, ସରକାରଙ୍କୁ ନେଇ କହିଦେଲେ…
ଭୁବନେଶ୍ୱର,୨।୮: ଦିଲ୍ଲୀ AIIMSରେ ଚିକିତ୍ସାଧୀନ ଅବସ୍ଥାରେ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଘଟିବା ପରେ ରାଜ୍ୟ ରାଜନୀତି ସରଗରମ ରହିଛି। ଗୋଟିଏ ପଟେ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ଯୋଜନା କରୁଥିବା ବେଳେ ପୀଡ଼ିତାଙ୍କ ବାପା ବଡ଼ ବୟାନ ଦେଇଛନ୍ତି। ସରକାର…
ଓଡ଼ିଶା ପୋଲିସ କଲା ବଡ଼ ଘୋଷଣା, ବଳଙ୍ଗା ପୀଡିତା ଦେହରେ…
ଭୁବନେଶ୍ୱର,୨।୮: ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡିତା। ଏତେଦିନର ସଂଘର୍ଷ ପରେ ଜୀବନ ହାରିଛନ୍ତି ପୀଡିତା। ଆଖିବୁଜିଲେ ବଳଙ୍ଗା ପୀଡ଼ିତା । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା । ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସରୁ ଦିଲ୍ଲୀ ଏମ୍ସକୁ…
ଅଗଷ୍ଟ ମାସରେ ଏହି ୫ ରାଶିଙ୍କୁ ରହିବାକୁ ପଡ଼ିବ ସାବଧାନ: ନଚେତ ପ୍ରେମ, କ୍ୟାରିୟର, ସ୍ବାସ୍ଥ୍ୟ, ପରିବାର ଉପରେ…
ଅଗଷ୍ଟ ମାସ ଆରମ୍ଭ ହୋଇଛି। ଏହି ମାସରେ କିଛି ରାଶିଙ୍କୁ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ପ୍ରେମ ସମ୍ପର୍କ, କ୍ୟାରିଅର, ସ୍ବାସ୍ଥ୍ୟ, ବ୍ୟବସାୟ, କୋର୍ଟ ମାମଲା ଓ ପରିବାର ସହ ଜଡ଼ିତ ବିଷୟରେ ସାବଧାନ ରହିବା ଜରୁରୀ। ନଚେତ ସେମାନଙ୍କୁ…
ପରିବାର ସମ୍ମୁଖରେ ଇତିହାସ ରଚିଲେ ଯଶସ୍ବୀ ଜୟସ୍ବାଲ, ଓଭାଲ ମଇଦାନରେ…
ଓଭାଲ,୨।୮: ଭାରତୀୟ ଦଳର ଓପନର ଯଶସ୍ବୀ ଜୟସ୍ବାଲ ଇଂଲଣ୍ଡ ବିପକ୍ଷେ ଓଭାଲ ଟେଷ୍ଟ ମ୍ୟାଚର ଦ୍ବିତୀୟ ଇନିଂସରେ ଏକ ଜବରଦସ୍ତ ଶତକ ହାସଲ କରିଛନ୍ତି। ୧୨୭ ବଲରେ ୧୧ଟି ଚୌକା ଓ ୨ଟି ଛକା ସହାୟତାରେ ସେ ଏହି ଶତକ ପୂରଣ…
Archives


