Home

ଯୁଦ୍ଧ ପାଇଁ ଭିଟାମାଟି ଛାଡିଲେ ଲକ୍ଷେ ୨୦ ହଜାରରୁ ଅଧିକ ଲୋକେ…

କ୍ୱିଭ୍‌, ୨୬।୨ : ରୁଷିଆର ଆକ୍ରମଣ ଯୋଗୁ ୟୁକ୍ରେନ୍‌ର ଲକ୍ଷେ ୨୦ ହଜାରରୁ ଅଧିକ ଲୋକେ ଭିଟାମାଟି ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ଲୋକେ ଜୀବନ ବିକଳରେ ପଡ଼ୋଶୀ ଦେଶ ସୀମାରେ ପହଞ୍ଚିଛନ୍ତି। ଗତ ୩ ଦିନ ମଧ୍ୟରେ ଲୋକେ ନିଜର ଅତ୍ୟାବଶ୍ୟକ…

ସନ୍ଧ୍ୟା ସାଢ଼େ ୬ଟା ସୁଦ୍ଧା ଜିଲା ପରିଷଦ ନିର୍ବାଚନ ଫଳାଫଳ

କେନ୍ଦୁଝର,୨୬ା୨(ସ୍ବ.ପ୍ର.): କେନ୍ଦୁଝର ଜିଲାର ୩୭ ଜିଲା ପରିଷଦ ଜୋନ୍‌ ମଧ୍ୟରୁ ୩୬ଟିରେ ନିର୍ବାଚନ ପରେ ଆଜିଠାରୁ ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ମଧ୍ୟରେ ଭୋଟ୍‌ ଗଣତି ୧୩ଟି ବ୍ଲକ ମୁଖ୍ୟାଳୟରେ ଆରମ୍ଭ ହୋଇଛି। ଆନନ୍ଦପୁର ବ୍ଲକର…

ରବିବାର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ, ୬୧ ଆସନ ପାଇଁ ୬୯୩ ପ୍ରାର୍ଥୀ..

ଲକ୍ଷ୍ନୌ, ୨୬।୨ : ଉତ୍ତରପ୍ରଦେଶରେ ପଞ୍ଚମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ରବିବାର ହେବାକୁ ଯାଉଛି। ରାଜ୍ୟର ୧୨ ଜିଲାର ୬୧ ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ଭୋଟର ଏହି ପର୍ଯ୍ୟାୟରେ ୬୯୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ। ପ୍ରୟାଗରାଜ, ଅଯୋଦ୍ଧା,…

ହାତଯୋଡ଼ିଲେ ୟୁକ୍ରେନ ଫୁଟବଲର୍‌

ନୂଆଦିଲ୍ଲୀ,୨୬।୨: ରୁଷିଆ ଓ ୟୁକ୍ରେନ ମଧ୍ୟରେ ତିନିଦିନ ଧରି ଯୁଦ୍ଧ ଜାରି ରହିଛି। ରୁଷିଆ ସେନାର ଘନଘନ କ୍ଷେପଣାସ୍ତ୍ର ଏବଂ ରକେଟ ମାଡ଼ରେ ଏହି ପୂର୍ବ ୟୁରୋପୀୟ ରାଷ୍ଟ୍ର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ସମଗ୍ର ବିଶ୍ୱରେ ରୁଷିଆର ଏଭଳି ଆକ୍ରମଣକୁ ନିନ୍ଦା କରାଯାଉଥିବା…

ରୁଷିଆ ଏବେ ଆଉ କାରବାର କରିପାରିବ ନାହିଁ ଡଲାର, ୟୁରୋ, ପାଉଣ୍ଡ

ଓ୍ବାଶିଂଟନ: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ପରେ ସମଗ୍ର ବିଶ୍ୱରେ ଉତ୍ତେଜନା ଦେଖାଦେଇଛି। ଆମେରିକା ଏପର୍ଯ୍ୟନ୍ତ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ଘୋଷଣା କରିନାହିଁ। କିନ୍ତୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ରୁଷିଆ ବିରୋଧରେ ନୂତନ ଅର୍ଥନୈତିକ ପ୍ରତିବନ୍ଧକ ଘୋଷଣା କରିଛନ୍ତି। ରୁଷିଆର…

ଆଗେଇ ଚାଲିଛି ବିଜେଡି: ୨୭୫ ଜୋନ୍‌ରେ ଆଗୁଆ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଗଣତିର ପ୍ରଥମ ଦିନରେ ୩୧୫ ଜିଲା ପରିଷଦ ଜୋନ୍‌ରେ ଗଣତି ଚାଲିଛି। ଶନିବାର ସନ୍ଧ୍ୟା ୬ଟା ସୁଦ୍ଧା ଆସିଥିବା ରିପୋର୍ଟ ଅନୁଯାୟୀ ୩୧୫ ଜିଲା ପରିଷଦ ଜୋନ୍‌ରୁ ୨୭୫ରେ ବିଜେଡି ଆଗୁଆ ରହିଛି। ଭାଜପା ମାତ୍ର…

ପଞ୍ଚାୟତ ନିର୍ବାଚନର ପ୍ରଥମ ଫଳାଫଳ: ସୋରଡ଼ାର ୬୩ ନଂ ଜୋନ୍‌ରେ ବାଜି ମାରିଲା ବିଜେଡି

ସୋରଡ଼ା,୨୬ା୨(ଡି.ଏନ୍‌.ଏ.): ପଞ୍ଚାୟତ ନିର୍ବାଚନ ଗଣତିର ପ୍ରଥମ ଦିନରେ ଫଳାଫଳ ଆସିଛି। ଗଞ୍ଜାମ ଜିଲା ସୋରଡ଼ାର ୬୩ ନମ୍ବର ଜୋନ୍‌ର ବିଜେଡି ପ୍ରାର୍ଥୀ ସମରେନ୍ଦ୍ର କୁମାର ସାହୁ ବିଜୟୀ ହୋଇଛନ୍ତି। ବିଜେଡି ୬୩ ନମ୍ବର ଜୋନରେ ୨୯୪୪ ଖଣ୍ଡ ଭୋଟ୍‌ ପାଇଥିବାବେଳେ ଭାଜପା…

ଫିନ୍‌ଲାଣ୍ଡ-ସ୍ବିଡ଼େନ୍‌କୁ ଧମକ, ନାଟୋରେ ସାମିଲ ହେଲେ ସାମରିକ ମିଶନ ପାଇଁ ପ୍ରସ୍ତୁତ ରୁହ…

ମସ୍କୋ, ୨୬।୨ : ରୁଷିଆ ଏବେ ଫିନ୍‌ଲାଣ୍ଡ ଏବଂ ସ୍ବିଡ଼େନ୍‌କୁ ଧମକ ଦେଇଛି। ନାଟୋରେ ସାମିଲ ହେଲେ ସାମରିକ ମିଶନ ପାଇଁ ପ୍ରସ୍ତୁତ ରହିବାକୁ ପ୍ରସ୍ତୁତ ରହିବାକୁ ରୁଷିଆ ଚେତାବନୀ ଦେଇଛି। ରୁଷିଆ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ପ୍ରବକ୍ତା ମାରିଆ ଜଖାରୋଓ୍ବା…

ରିୟାଲିଟି ଶୋ’ରେ ଅଧିକ ଫି’ ଚାର୍ଜ କରୁଛନ୍ତି ଏହି କପଲ

ମୁମ୍ବାଇ: ଟିଭି ଏବଂ ଫିଲ୍ମ ଜଗତର ସେଲିବ୍ରିଟିମାନେ ସେମାନଙ୍କ ସାଥୀମାନଙ୍କ ସହିତ ରିୟାଲିଟି ଶୋ’ସ୍ମାର୍ଟ ଯୋଡ଼ି’ର ମଞ୍ଚରେ ନଜର ଆସିବେ। ଆଜି ଅର୍ଥାତ୍‌ ୨୬ ଫେବୃୟାରୀରୁ ଷ୍ଟାର୍‌ ପ୍ଲସରେ ଏହି ଶୋ’ ପ୍ରଦର୍ଶିତ ହେବ। ଶୋ’ରେ ସେମାନଙ୍କର ପ୍ରିୟ କପଲଙ୍କୁ ଦେଖିବାକୁ…

ଆରମ୍ଭ ହେଲା ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ହକି

ଭୁବନେଶ୍ୱର,୨୬।୨: କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଲା ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ହକି। ଭାରତର ଉଭୟ ପୁରୁଷ ଓ ମହିଳା ଟିମ୍‌ ସ୍ପେନକୁ ଭେଟିଛି। ମହିଳା ମ୍ୟାଚ୍‌ ଶନିବାର ସଂଧ୍ୟା ୫ଟାରୁ ଆରମ୍ଭ ହୋଇଥିବାବେଳେ ଏବଂ ପୁରୁଷ ମ୍ୟାଚ୍‌ ରାତି ୭ଟା ୩୦ରେ ଆରମ୍ଭ…

ରୁଷିଆ ମିଡ଼ିଆର ଦାବି, ପଳାୟନ କରିଛନ୍ତି ଜେଲେନସ୍କି !…

ମସ୍କୋ, ୨୬।୨ : ୟୁକ୍ରେନ୍‌ ରୁଷିଆ ମଧ୍ୟରେ ରକ୍ତାକ୍ତ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ରୁଷିଆ ମିଡ଼ିଆ ପକ୍ଷରୁ ଦାବି କରାଯାଇଛି ଯେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ରାଜଧାନୀ କ୍ୱିଭ୍‌ ଛାଡ଼ି ପଳାୟନ କରିଛନ୍ତି। ତେବେ ଏହାକୁ ନେଇ ଭ୍ରମ…

କଂଗ୍ରେସ ପାଣ୍ଡବ-ଭାଜପା କୌରବ, କହିଲେ ରାହୁଲ…

ଦ୍ୱାରକା, ୨୬।୨ : ଗୁଜରାଟର ଦ୍ୱାରକାଠାରେ କଂଗ୍ରେସ ପକ୍ଷରୁ ଆୟୋଜିିତ ଚିନ୍ତନ ଶିବିରରେ ରାହୁଲ ଗାନ୍ଧୀ ଯୋଗଦେଇ ଭାଜପା ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, ଭାଜପା ଜାଣିଶୁଣି କଂଗ୍ରେସକର୍ମୀଙ୍କୁ ନିଜ ଆଡ଼କୁ କରିବାରେ ଲାଗିଛି। ତେବେ ସତ୍ୟଯୁଦ୍ଧରେ କଂଗ୍ରେସ ପାଣ୍ଡବ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri